ମନୋରଞ୍ଜନ

୯ ବର୍ଷର ସମ୍ପର୍କରେ ଫାଟ ସୃଷ୍ଟି କରିଥିଲା ଗୋଟିଏ ଭୁଲ୍‌ ଟୁଇଟ୍‌ : ଦୂରେଇ ଯାଇଥିଲେ ଜନ୍‌-ବିପାଶା

ମୁମ୍ବାଇ,୧୭।୧୨: ବଲିଉଡ୍‌ ଅଭିନେତା ହ୍ୟାଣ୍ଡସମ୍‌ ହଙ୍କ୍‌ ଜନ ଆବ୍ରାହମ୍‌ ଗୁରୁବାର ୪୮ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୨ ଡିସେମ୍ବର ୧୭ରେ ସେ ଜନ୍ମଗ୍ରହଣ କରିଥିଲେ। ଫିଲ୍ମରେ ଅଭିନୟ କରିବା ପୂର୍ବରୁ ସେ ଜଣେ ସୁପର ମଡେଲ ଭାବେ କାମ କରୁଥିଲେ। ୨୦୦୩ରେ ଜିସ୍ମ୍‌…

ଜେନେଲିୟାଙ୍କୁ ୨ଥର ବିବାହ କରିଥିଲେ ରିତେଶ୍‌

ମୁମ୍ବାଇ, ୧୭।୧୨: ବଲିଉଡ୍‌ ଅଭିନେତା ତଥା କମେଡି କିଙ୍ଗ୍‌ ରିତେଶ୍‌ ଦେଶମୁଖଙ୍କର ୪୨ ତମ ଜନ୍ମଦିନ ଗୁରୁବାର ପାଳିତ ହେଉଛି। ୧୯୭୮ ଡିସେମ୍ବର ୧୭ରେ ସେ ଜନ୍ମଗ୍ରହଣ କରିଥିଲେ। ସେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଳାସ ରାଓ ଦେଶମୁଖଙ୍କ ପୁଅ। ଅଭିନେତ୍ରୀ…

ଶାହାରୁଖଙ୍କୁ ମିଳିଥିଲା ଫିଲ୍ମ ‘ଅନ୍ତିମ’ର ଫାଷ୍ଟ ଅଫର

ମୁମ୍ବାଇ, ୧୬।୧୨- କିଛି ଦିନ ତଳେ ବଲିଉଡ୍‌ ଷ୍ଟାର ସଲମାନ ଖାନଙ୍କ ଆଗମୀ ଫିଲ୍ମ ‘ଅନ୍ତିମ’ର ଫାଷ୍ଟ ଲୁକ ପୋଷ୍ଟର ସାମ୍ନାକୁ ଆସିଥିଲା। ଏଥିରେ ଭାଇଜାନ ପ୍ରଥମ ଥର ପାଇଁ ଶାଳକ ଆୟୁଷ ଶର୍ମାଙ୍କ ସହ ସ୍କ୍ରିନ ଶେୟାର କରିବାକୁ ଯାଉଛନ୍ତି।…

୯୮ କେଜି ଓଜନ କମାଇ ଚର୍ଚ୍ଚାରେ କୋରିଓଗ୍ରାଫ୍‌ର

ବଲିଉଡ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ ଏବେ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ନିକଟରେ ସେ ପାଖାପାଖି ୧୦୦ କିଲୋ ଓଜନ କମାଇ ନିଜ ଫିଟ୍‌ନେସର ପ୍ରମାଣ ଦେଇଛନ୍ତି। ଗଣେଷଙ୍କ ଓଜନ ୨୦୦ କେଜି ଥିବାବେଳେ ଏବେ ସେ ୯୮ କେଜି ଓଜନ କମାଇଛନ୍ତି।…

ବାପାଙ୍କ ଏହି ଶେଷ କଥା ଶୁଣି କାନ୍ଦିପକାଇ ଥିଲେ ରାଖୀ ସାୱନ୍ତ: ଡ୍ରାମା କୁଇନ୍‌ ଖୋଲିଲେ ଗୁମର

ବଲିଉଡର ଡ୍ରାମା କୁଇନ୍‌ ଭାବରେ ଜଣାଶୁଣା ଅଭିନେତ୍ରୀ ରାଖୀ ସାୱନ୍ତ ତାଙ୍କ କଥାପାଇଁ ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି। ବର୍ତ୍ତମାନ ସେ ସଲମାନ ଖାନ୍‌ଙ୍କ ରିଆଲିଟି ଶୋ ବିଗ୍‌ ବସ୍‌ ୧୪କୁ ଯାଇଛନ୍ତି। ରାଖୀ ଏକ ଚ୍ୟାଲେଞ୍ଜର୍‌ ଭାବରେ ଶୋ’ରେ ପ୍ରବେଶ କରିଛନ୍ତି।…

ଲୋକଙ୍କୁ ଠକି ଗିରଫ ହେଲେ ଅଭିନେତା ସଲମାନ୍‌

ଟିଭି ସିରିଏଲରେ କାମ କରିସାରିଥିବା ୪୦ ବର୍ଷୀୟ ଅଭିନେତା ସଲମାନ ଅନସାରୀଙ୍କୁ ମୁମ୍ବାଇ କ୍ରାଇମବ୍ରାଞ୍ଚ ପୋଲିସର ଗିରଫ କରିଛି। ନକଲି ପୋଲିସ ସାଜି ସେ ଲୋକଙ୍କୁ ଠକୁଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି। ସଲମାନ ‘ଛତ୍ରପତି ରାଜା ଶିବାଜୀ’, ‘ସାବଧାନ…

ବିବାହ କରିବେ ଟେଲିଭିଜନ କୁଇନ୍‌ ଏକତା !

ବମ୍ବେ: ଟେଲିଭିଜନ କୁଇନ୍‌ ଏକତା କପୁର କରିବେ ବିବାହ। ୪୫ ବର୍ଷୀୟ ଏକତା ବନ୍ଧୁ ତନବୀର ବୁକଓ୍ବାଲାଙ୍କ ହାତ ଧରିବେ। ଖୋଲାଖୋଲି ନ ହେଲେ ବି ପ୍ରଶଂସକଙ୍କୁ ଇସାରା ଇସାରାରେ ଏହା କହିଛନ୍ତି ଏକତା। ଇନଷ୍ଟାଗ୍ରାମରେ ବେଶ୍‌ ଆକ୍ଟିଭ ଥିବା ଏକତା…

ଅଧାଘଣ୍ଟା କାନ୍ଦିଥିଲେ ସଲମାନ…

ମୁମ୍ବାଇ, ୧୬।୧୨: ବଲିଉଡ୍‌ର କମେଡ଼ିଆନ୍‌ ଲକ୍ଷ୍ମୀକାନ୍ତ ବର୍ଡେଙ୍କ ୧୬ତମ ଶ୍ରାଦ୍ଧ ବାର୍ଷିକୀ ବୁଧବାର ପାଳିତ ହେଉଛି। କିଡ଼ନୀ ଆକାମୀ ହେବା ଯୋଗୁ ତାଙ୍କର ମୃତ୍ୟୁ ୨୦୦୪ ଡିସେମ୍ବର ୧୬ରେ ହୋଇଥିଲା। ତାଙ୍କ ମୃତ୍ୟୁରେ ସଲମାନ ଖାଁ ଛୋଟ ପିଲାଙ୍କ ଭଳି କଇଁକଇଁ…

ମରଣ ମୁହଁରୁ ମୋ ଭାଇ ଫେରି ଆସିଛି

ବମ୍ବେ: ଖ୍ୟାତନାମା କୋରିଓଗ୍ରାଫର ତଥା ନିର୍ଦ୍ଦେଶକ ରେମୋ ଡିସୁଜା ଏବେ ଅସୁସ୍ଥ। ହୃଦଘାତ ଯୋଗୁ ମୁମ୍ବାଇର କୋକିଲାବେନ୍‌ ହସ୍ପିଟାଲରେ ସେ ଭର୍ତ୍ତି ହୋଇଛନ୍ତି। ଶୁକ୍ରବାର ତାଙ୍କର ଏଜିଓପ୍ଲାଷ୍ଟି ସର୍ଜରୀ କରାଯାଇଥିଲା। ଏବେ ସେ ପୂର୍ବାପେକ୍ଷା ସୁସ୍ଥ ଅଛନ୍ତି ବୋଲି କୁହାଯାଉଛି। ରେମୋଙ୍କ…

ଅଭିନେତା ଅର୍ଜୁନଙ୍କୁ ଏନ୍‌ସିବିର ସମନ

ବମ୍ବେ: ବଲିଉଡ୍‌ରେ ଡ୍ରଗ୍ସ ମାମଲାର ଖୋଳତାଡ଼ କରୁଛି ଏନ୍‌ସିବି। ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ, କମେଡିଆନ୍‌ ଭାରତୀ ସିଂହଙ୍କ ପରେ ଏବେ ଅଭିନେତା ଅର୍ଜୁନ ରାମପାଲଙ୍କୁ ଏନ୍‌ସିବି କରିଛି ସମନ। ଡିସେମ୍ବର ୧୬ରେ ପଚରାଉଚରା କରିବା ପାଇଁ ଅର୍ଜୁନଙ୍କୁ ଡାକରା ଆସିଛି। ଗତ…

ସ୍ବାମୀ ସୈଫଙ୍କ ସହ ଦୁଇ ପୁଅଙ୍କ ଫଟୋ ଶେୟାର କଲେ କରିନା: ଲୋକେ କହୁଛନ୍ତି ଏପରି

ବମ୍ବେ: ଏକଦା ସୋସିଆଲ ମିଡିଆ ଉପରେ ଲୁଚିଲୁଚି ନଜର ରଖୁଥିବା ବେବୋ ଏବେ ବଦଳିଯାଇଛନ୍ତି। ଇନ୍‌ଷ୍ଟାଗ୍ରାମରେ ସ୍ବତନ୍ତ୍ର ଆକାଉଣ୍ଟ ଖୋଲି ଭଳିକି ଭଳି ପୋଷ୍ଟ ଶେୟାର କରୁଛନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ ଅଭିନେତ୍ରୀ କରିନା କପୁର ଖାନ୍‌ ଏବେ ସୋସିଆଲ…

ଜ୍ୟାକଲିନଙ୍କ ଜିମ୍ ଲୁକ୍‌

ମୁମ୍ବାଇ: ବଲିଉଡ୍ ନାୟିକା ଜ୍ୟାକଲିନ୍ ଫର୍ନାଡିଜ କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଥାହାନ୍ତି ଚର୍ଚ୍ଚାରେ । ନିକଟରେ ସେ ତାଙ୍କ ଆଗାମୀ ଫିଲ୍ମ ‘ଭୁତ ପୋଲିସ’ ଓ ‘ବଚ୍ଚନ ପାଣ୍ଡେ’କୁ ନେଇ ଚର୍ଚ୍ଚାରେ ଥିବା ବେଳେ ଏବେ କିନ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?