ମନୋରଞ୍ଜନ

କରୋନାକୁ ହରାଇଲେ କ୍ରିତି ସାନନ

ମୁମ୍ବାଇ,୧୯।୧୨-ବଲିଉଡ ଅଭିନେତ୍ରୀ କ୍ରିତି ସାନନ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ନେଇ ସେ ଶନିବାର ଟୁଇଟ କରି ଜଣାଇଛନ୍ତି। ସେ କହିଛନ୍ତି, ମୁଁ ଖୁସି ଅଛି। ମୋର କରୋନା ରିପୋର୍ଟ ନେଗେଟିଭ ଆସିଛି। ମୋତେ ସାହାଯ୍ୟ କରିଥିବାରୁ ବିଏମ୍‌ସି…

ଗୀତ ପ୍ରମୋଶନ ପାଇଁ ନେହାଙ୍କ ଡ୍ରାମା

ବମ୍ବେ: ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି ଚର୍ଚ୍ଚାର ପରିସରକୁ ଆସିଥିଲେ ଗାୟିକା ନେହା କକ୍କଡ। ବିବାହର ଦୁଇ ମାସ ହୋଇଥିବା ବେଳେ ସେ ମା’ ହେବାକୁ ଯାଉଥିବା କୁହାଯାଇଥିଲା। କେହି କେହି ସେ ବିବାହ ପୂର୍ବରୁ ମା’ ହେବାକୁ ଯାଉଥିବା…

ଡରିଯାଇଥିଲେ କରିନା

ମୁମ୍ବାଇ: ବଲିଉଡ୍ ନାୟିକା କରିନା କପୁର ଖାଁ ଏବେ ଖୁବ୍ ଚର୍ଚ୍ଚାରେ । କାରଣ ସେ ଖୁବଶୀଘ୍ର ଦ୍ୱିତୀୟଥର ଲାଗି ମା’ ହେବାକୁ ଯାଉଛନ୍ତି । ନିକଟରେ ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ଏବେ ତାଙ୍କର…

ରାକ୍ଷୀଙ୍କ ଉପରେ ବର୍ଷିଲେ ଏହି ଅଭିନେତ୍ରୀଙ୍କ ମା’

ମୁମ୍ବାଇ: ବିଗ୍‌ ବସ ସିଜନ ୧୪ରେ ନିକ୍କି ତମ୍ବୋଲି ଏବଂ ରାକ୍ଷୀ ସାଓ୍ବନ୍ତଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଥିଲା। ରାକ୍ଷୀ ନିକ୍କିଙ୍କୁ ଏପରି ଏକ ମନ୍ତବ୍ୟ ଦେଇଥିଲେ ଯେ, ସମସ୍ତେ ରାଗି ଯାଇଥିଲେ। ଏକ ସାକ୍ଷାତକାରରେ ରାକ୍ଷୀ କୁହନ୍ତି, ନିକ୍କି ପୁରୁଷମାନଙ୍କ…

ବଲିଉଡ୍‌ର ଏହି ଅଭିନେତ୍ରୀଙ୍କ ସମସ୍ତ ଫଟୋକୁ ଜୁମ୍‌ କରି ଦେଖିଥାନ୍ତି ସଲମାନ୍‌

ବଲିଉଡ୍‌ର ସବୁଠୁ ପ୍ରସିଦ୍ଧ ଅଭିନେତାଙ୍କ ମଧ୍ୟରେ ଅନ୍ୟତମ ସଲମାନ୍‌ ଖାନ୍‌। ସମଗ୍ର ବିଶ୍ୱରେ ତାଙ୍କର ଅନେକ ପ୍ରଶଂସକ ରହିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ସୁପରହିଟ୍‌ ଫିଲ୍ମରେ ସେ କାମ କରିସାରିଛନ୍ତି। ପ୍ରତି ବର୍ଷ ସଲମାନ ନିଜର ପ୍ରଶଂସକଙ୍କ ପାଇଁ ଗୋଟିଏ ନା…

ଏହି ଫିଲ୍ମରୁ ବଲିଉଡ୍‌ରେ ଡେବ୍ୟୁ କରିବେ କ୍ୟାରି ମିନାଟି

ଅଜୟ ନାଗର, କ୍ୟାରି ମିନାଟି ନାମରେ ୟୁଟୁବ୍‌ରେ ଲୋକପ୍ରିୟ। ସେ ବର୍ତ୍ତମାନ ବିଗ୍‌ ବି ଅମିତାଭ ବଚ୍ଚନ ଓ ଅଜୟ ଦେବଗନଙ୍କ ଅଭୀନତ ‘ମେଡ’ ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହି ଫିଲ୍ମରେ ସେ ସୋସିଆଲ ମିଡିଆ ସେନ୍ସେସ୍‌ନ୍‌…

ବାପା ହେବେ ଆଉ ଜଣେ ଅଭିନେତା

‘ଟଶନ ଏ ଇଶ୍କ’, ‘ଖୁଶିୟୋକି ଗୁଲକ ଆଶି’ ଏବଂ ‘କସମ୍‌ ସେ’ ପରି ଟିଭି ଶୋ’ରେ କାମ କରିସାରିଥିବା ଅଭିନେତା ନମନ୍‌ ଖାଁ ଖୁବ୍‌ଶୀଘ୍ର ବାପା ହେବାକୁ ଯାଉଛନ୍ତି। ନମନ୍‌ଙ୍କ ଜନ୍ମଦିନରେ ସ୍ତ୍ରୀ ନେହା ତାଙ୍କୁ ଏହି ଉପହାର ଦେଇଥିଲେ। ଏବେ…

ବାପା ହେଲେ ଏହି ପ୍ରସିଦ୍ଧ ଅଭିନେତା

ଛୋଟ ପରଦାର ଲୋକପ୍ରିୟ ଅଭିନେତା ଅନସ ରସିଦଙ୍କ ଘରେ ଏବେ ଖୁସି ଖେଳିଯାଇଛି। କାରଣ ଅନସ ଏବେ ଏକ ପୁତ୍ର ସନ୍ତାନର ବାପା ହୋଇଛନ୍ତି। ଏ ନେଇ ଅଭିନେତା ପୁଅର କିଛି ଫଟୋ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ଫଟୋରେ ଅନସଙ୍କ…

ସୁସ୍ଥ ହେଲେ ରେମୋ

ମୁମ୍ବାଇ: ବଲିଉଡ୍ କୋରିଓଗ୍ରାଫର ରେମୋ ଡିସୁଜାଙ୍କୁ କୋକିଳାବେନ ହସ୍ପିଟାଲରୁ ଛୁଟି ମିଳିଯାଇଛି । ହାର୍ଟ ଆଟାକ କାରଣରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ପୂର୍ବାପେକ୍ଷା ତାଙ୍କ ସ୍ୱାସ୍ଥ୍ୟ ଭଲ ରହିଥିବା କୁହାଯାଉଛି । ରେମୋ ନିଜେ ସୋସିଆଲ ମିଡିଆରେ ଏକ…

ମାହିଙ୍କୁ କେବେ ମିଳିବ ବିଶ୍ୱାସୀ ଜୀବନ ସାଥୀ: ସଲମାନଙ୍କ ସହିତ ଅନ୍ତରଙ୍ଗ ସିନ୍‌ କରିବାକୁ ଆଗ୍ରହୀ

ମୁମ୍ବାଇ,୧୯।୧୨: ବଲିଉଡ୍‌ର ବୋଲ୍ଡ ଅଭିନେତ୍ରୀ ମାହି ଗିଲ୍‌‌ ଶନିବାର ୪୫ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୫ ଡିସେମ୍ବର ୧୯ରେ ସେ ଚଣ୍ଡିଗଡ଼ଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ରିମ୍ପି କୌର ଗିଲ୍‌। ୧୮ ବର୍ଷ ବୟସରେ ତାଙ୍କର ବିବାହ ହୋଇଥିଲା।…

ଅଙ୍କିତାଙ୍କୁ ୩୬: ସୁଶାନ୍ତଙ୍କୁ ଏବେ ବି ପାରି ନାହାନ୍ତି ଭୁଲି

ମୁମ୍ବାଇ,୧୯।୧୨: ଛୋଟ ପରଦାର ପବିତ୍ର ରିସ୍ତାରୁ କ୍ୟାରିୟର ଆରମ୍ଭ କରିଥିବା ସୁନ୍ଦରୀ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଶନିବାର ୩୬ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୪ ଡିସେମ୍ବର ୧୯ରେ ସେ ଇନ୍ଦୋରଠାରେ ଜନ୍ମଗ୍ରହଣ କରିଥିଲେ। ପବିତ୍ର ରିସ୍ତାରେ ଅଭିନୟ କରୁଥିବାବେଳେ ଅଭିନେତା ସୁଶାନ୍ତ…

ମୁମ୍ବାଇରେ ନିଜ ପିତାଙ୍କ ସହ ନଜର ଆସିଲେ ଅନୁଷ୍କା

ମୁମ୍ବାଇ,୧୮।୧୨-ମୁମ୍ବାଇରେ ଗୁରୁବାର ନିଜ ପିତାଙ୍କ ସହ ନଜର ଆସିଛନ୍ତି ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା। ଅନୁଷ୍କା ଏକ ଧଳା ରଙ୍ଗର ଡ୍ରେସ ପିନ୍ଧିଥିବା ବେଳେ ଏହା ଉପରେ ଏକ ଡେନିମ ଜ୍ୟାକେଟ ପିନ୍ଧିଥିବା ଦେଖାଯାଇଛି। ସୋସିଆଲ ମିଡିଆରେ ଏହି ଭିଡିଓ ବେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?