ମନୋରଞ୍ଜନ

ସାରାଙ୍କ ଲାଲ୍‌ ଡ୍ରେସ୍‌କୁ ନେଇ ଚର୍ଚ୍ଚା, ଦାମ୍‌ ରହିଛି…

ମୁମ୍ବାଇ: ଲକଡାଉନ୍‌ ହଟିବା ପରେ ଅଭିନେତ୍ରୀ ଅଭିନେତାମାନେ ସେମାନଙ୍କ ଫିଲ୍ମର ପ୍ରମୋଶନ କରୁଥିବା ନଜର ଆସିଛନ୍ତି। ତେବେ ସାରା ଅଲ୍ଲୀ ଖାନ୍‌ ଏବଂ ବରୁଣ ଧାଓ୍ବନ ତାଙ୍କର ଅଗାମୀ ଫିଲ୍ମ ‘କୁଲି ନମ୍ବର -୧’ର ପ୍ରମୋଟ କରୁଥିବା ଦେଖିବାକୁ ମିଳିଛି। ୨୮…

‘ଇସ୍କ’କୁ ପୂରିଲା ୨୩ବର୍ଷ

ମୁମ୍ବାଇ: ବଲିଉଡ୍‌ ସୁପରହିଟ୍‌ ଫିଲ୍ମ ‘ଇସ୍କ’କୁ ୨୩ବର୍ଷ ପୂରିଛି। ନଭେମ୍ବର ୩୦ରେ ଏହି ଫିଲ୍ମକୁ ୨୩ ବର୍ଷ ପୂର୍ତ୍ତି ହୋଇଥିବାରୁ ବଲିଉଡ୍‌ର ପପୁଲାର ଅଭିନେତ୍ରୀ ଜୁହି ଚାଓ୍ବଲା ଖୁସି ବ୍ୟକ୍ତ କରିଛନ୍ତି। ଏହି ଅବସରରେ ସେ ଫିଲ୍ମର ଏକ କମେଡି ସିନ୍‌କୁ…

ନିଜଠୁ ୧୨ ବର୍ଷ ସାନଙ୍କୁ ଜୀବନସାଥୀ ରୂପେ ବାଛିଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ: ଏବେ ଉଭୟ ଅଲଗା

କୁହାଯାଏ ଯେ, ପ୍ରେମ ବୟସ କିମ୍ବା ରୂପ ଦେଖେ ନାହିଁ । ଧର୍ମର ହେଉ କିମ୍ବା ବୟସର ବ୍ୟବଧାନ, ପ୍ରେମ ଏସବୁର ଶୀର୍ଷରେ। ବଲିଉଡର ସେଲିବ୍ରିଟିଙ୍କ ଏଥିରୁ ବାଦ୍‌ ପଡ଼ି ନାହାନ୍ତି। ଏପରି ଜଣେ ଲୋକପ୍ରିୟ ଅଭିନେତ୍ରୀ ଅଛନ୍ତି ଯିଏ ନିଜଠୁ…

ଭାରତ ପକ୍ଷରୁ ସୟାନୀ ଗୁପ୍ତାଙ୍କ ‘ଶେମଲେସ୍‌’ ଓସ୍କାର ପାଇଁ ମନୋନୀତ

ମୁମ୍ବାଇ ୩୦।୧୧: ବଲିଉଡ୍‌ ଅଭିନେତ୍ରୀ ସୟାନି ଗୁପ୍ତା, ହୁସୈନ ଦଲାଲା ଓ ରିଷଭ କପୁରଙ୍କ ଭଳି ଷ୍ଟାରର ଫିଲ୍ମ ‘ଶେମଲେସ୍‌’କୁ ଓସ୍କାର ପାଇଁ ଚୟନ କରାଯାଇଛି। ଆସନ୍ତା ବର୍ଷ ୯୩ତମ ଓସ୍କାର ଆଓ୍ବାର୍ଡ ସମାରୋହ ଆୟାଜିତ ହେବ। ଏଥିପାଇଁ ଲାଇଭ ଆକ୍ସନ…

ଭାରତ ରତ୍ନ ଡା. ଆମ୍ବେଦକର ଆୱାର୍ଡର ଫଟୋ ଶେୟର କରି ଟ୍ରୋଲ ହେଲେ ପାୟଲ

ମୁମ୍ବାଇ: ଅଭିନେତ୍ରୀ ପାଲୟ ଘୋଷଙ୍କୁ କିଏ ବା ନ ଜାଣେ । ତାଙ୍କ ଅଭିନୟ ପାଇଁ ସେ ଯେତିକି ପରିଚିତ ତା’ଠାରୁ ଅଧିକ ପରିଚିତ ଅନୁରାଗ କଶ୍ୟପଙ୍କ ବିରୋଧରେ ସେ ଆଣିଥିବା ଯୌନ ନିର୍ଯ୍ୟାତନା ଅଭିଯୋଗକୁ ନେଇ । ବିଭିନ୍ନ ସମୟରେ…

ପଞ୍ଚତାରକା ହୋଟେଲରେ ହେବ ଆଦିତ୍ୟ-ଶ୍ୱେତାଙ୍କ ଗ୍ରାଣ୍ଡ ରିସେପଶନ: ମୋଦି-ବଚ୍ଚନ ନିମନ୍ତ୍ରିତ ଅତିଥି

ମୁମ୍ବାଇ: ବଲିଉଡ୍ ଗାୟକ ଉଦିତ ନାରାୟଙ୍କ ସୁପୁତ୍ର ତଥା ହୋଷ୍ଟ, ଆକ୍ଟର ଓ ସିଙ୍ଗର ଆଦିତ୍ୟ ନାରାୟଣ ଡିସେମ୍ବର ୧ରେ ବିବାହ କରିବାକୁ ଯାଉଛନ୍ତି । ସେ ତାଙ୍କ ଲଙ୍ଗ ଟାଇମ୍ ଗର୍ଲ ଫ୍ରେଣ୍ଡ ଶ୍ୱେତା ଅଗ୍ରୱାଲଙ୍କୁ ବିବାହ କରିବେ ।…

ସ୍ବାମୀ ନିକ୍‌ଙ୍କ ପ୍ରତି ଅଭିଯୋଗ ଆଣିଲେ ଏହି ମହିଳା, ମୁହଁ ଖୋଲିନାହାନ୍ତି ପ୍ରିୟଙ୍କା

ମୁମ୍ବାଇ: ବଲିଉଡ୍‌ରୁ ହଲିଉଡ୍‌ ପର୍ଯ୍ୟନ୍ତ ନିଜର ପରିଚୟ ସୃଷ୍ଟି କରିଥିବା ପ୍ରିୟଙ୍କା ଚୋପ୍ରା ଆଜିକାଲି ତାଙ୍କର ଅନେକ ହଲିଉଡ୍‌ ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି। ଏଥିସହ ତାଙ୍କୁ ଖୁବ୍‌ଶୀଘ୍ର ରାଜକୁମାର ରାଓଙ୍କ ସହ ବଲିଉଡ୍‌ ଫିଲ୍ମ ‘ ଦ ହ୍ବାଇଟ୍‌ ଟାଇଗର’ରେ ଦେଖିବାକୁ…

ବିବାହ ପୂର୍ବରୁ ପ୍ରେମିକଙ୍କ ପଡୋଶୀ ହେବାକୁ ଏତିକି କୋଟି ଖର୍ଚ୍ଚ କଲେ ଆଲିଆ ଭଟ୍ଟ

ବଲିଉଡ୍‌ କପଲ ଆଲିଆ ଭଟ୍ଟ ଏବଂ ରଣବୀର କପୁର ଅନେକ ଦିନ ହେବ ରିଲେସନଶିପ୍‌ରେ ଅଛନ୍ତି। ସେମାନଙ୍କ ବିବାହକୁ ନେଇ ଅନେକ ସମୟରେ ଖବର ସାମ୍ନାକୁ ଆସୁଛି। ଚଳିତବର୍ଷ ସେମାନେ ବିବାହ କରିବେ ବୋଲି କିଛିଦିନ ପୂର୍ବେ ଶୁଣିବାକୁ ମିଳୁଥିଲା। ତେବେ…

ବିବାହର ପ୍ରଥମ ରାତିରୁ ସ୍ତ୍ରୀ ଟ୍ବିଙ୍କଲଙ୍କ ବିଷୟରେ ଏହି କଥା ଜାଣିପାରିଥିଲେ ଅକ୍ଷୟ କୁମାର

ମହାମାରୀ କରୋନା ସମୟରେ ବଲିଉଡ୍‌ କଳାକାରଙ୍କ ଫଟୋ, ଭିଡିଓ ଏବଂ କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାରି ମଧ୍ୟରେ ଖିଲାଡି ହିରୋ ଅକ୍ଷୟ କୁମାରଙ୍କର ଏକ କାହାଣୀ ଖୁବ୍‌ ଭାଇରାଲ ହେଉଛି। କିଛି ଦିନ ପୂର୍ବେ ସେ କମେଡିଆନ୍‌…

ବଡ଼ ପରଦାରେ ପୁଣି ଥରେ ଏକାଠି ଦେଖିବାକୁ ମିଳିବ ଦେଓଲ ପରିବାରର ଅଭିନୟ: ଫିଲ୍ମ‘ଅପନେ-୨’ ସ୍ବିକେଲ୍‌ର ଘୋଷଣା କଲେ ଧର୍ମେନ୍ଦ୍ର

ମୁମ୍ବାଇ: ଦେଓଲ ପରିବାରର ପାରିବାରିକ ଡ୍ରାମା ଫିଲ୍ମ ‘ଅପନେ’ର ସ୍ବିକେଲ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ବଲିଉଡ୍‌ର ଭେଟେରାନ ଅଭିନେତା ଧର୍ମେନ୍ଦ୍ର ରବିବାର ଏକ ଟୁଇଟ ଜରିଆରେ ଏନେଇ ଘୋଷଣା କରିଛନ୍ତି। ଏଥିସହ କ୍ୟାପସନ୍‌ରେ ଲେଖିଛନ୍ତି, ଭଗବାନଙ୍କ କୃପା ଓ ପ୍ରଶଂସକଙ୍କ…

ବଳାତ୍କାର ଅଭିଯୋଗ ଆଣିଲେ ଅଭିନେତ୍ରୀ

ବଲିଉଡ୍‌ର ଜଣେ କାଷ୍ଟିଂ ନିର୍ଦ୍ଦେଶକ ଛୋଟ ପରଦାର ଜନୈକା ଅଭିନେତ୍ରୀଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଓ୍ବେବ୍‌ ସିରିଜ୍‌ରେ କାମ କରୁଥିବା ଅଭିନେତ୍ରୀ କାଷ୍ଟିଂ ନିର୍ଦ୍ଦେଶକ ଆୟୁଷ ତିଓ୍ବାରୀଙ୍କ ଉପରେ ବଳାତ୍କାର ଅଭିଯୋଗ ଆଣିଛନ୍ତି। ଅଭିନେତ୍ରୀଙ୍କ ଅଭିଯୋଗକୁ ଭିତ୍ତିକରି ମୁମ୍ବାଇ ଭର୍ସୋଭା…

ବଡ ଘୋଷଣା କରିପାରନ୍ତି ରଜନୀକାନ୍ତ

ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରର ପ୍ରସିଦ୍ଧ ଅଭିନେତା ରଜନୀକାନ୍ତ ଅଭିନୟ ଛାଡି ରାଜନୀତିରେ ଯୋଗଦେବେ। ସୋମବାର ତାଙ୍କ କାର୍ଯ୍ୟାଳୟ ଅଧିକାରୀଙ୍କ ସହ ଏକ ବୈଠକ କରି ରାଜନୀତିରେ ପ୍ରବେଶ କରିବେ। ତେବେ କିଛି ଦିନ ପୂର୍ବରୁ ଡାକ୍ତରମାନେ ତାଙ୍କୁ ସ୍ବାସ୍ଥ୍ୟଗତ କାରଣରୁ ରାଜନୀତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?