ସୁଟିଂ ସେଟ୍ରେ ଅସୁସ୍ଥ ହେଲେ ମିଥୁନ ଚକ୍ରବର୍ତ୍ତୀ
ନୂଆଦିଲ୍ଲୀ,୨୦।୧୨-ସୁଟିଂ ଚାଲିଥିବାବେଳେ ଅସୁସ୍ଥ ହୋଇପଡିଛନ୍ତି ବଲିଉଡର ପ୍ରସିଦ୍ଧ ଅଭିନେତା ମିଥୁନ ଚକ୍ରବର୍ତ୍ତୀ। ଉତ୍ତରାଖଣ୍ଡର ମସୁରୀଠାରେ ମିଥୁନ କଶ୍ମୀର ଫାଇଲ୍ସ ୱେବସିରିଜର ସୁଟିଂ କରୁଥିବାବେଳେ ହଠାତ୍ ତାଙ୍କ ସ୍ବାସ୍ଥ୍ୟ ବିଗିଡି ଯାଇଥିବା ଖବର ସାମ୍ନାକୁ ଆସୁଛି। ସୂଚନା ଅନୁଯାୟୀ, ମିଥୁନ ଚକ୍ରବର୍ତ୍ତୀଙ୍କୁ ଝାଡ଼ା…
କି ଦୋଷ କଲେ ଅନୁଷ୍କା ଶର୍ମା
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜିକାଲି ତାଙ୍କ ଗର୍ଭାବସ୍ଥାକୁ ଉପଭୋଗ କରୁଛନ୍ତି। ତେବେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଖରାପ ପ୍ରଦର୍ଶନ ଯୋଗୁଁ ଅନୁଷ୍କା ଶର୍ମା ଅନେକ ଥର ଟ୍ରୋଲର ଟାର୍ଗେଟରେ ଆସିଛନ୍ତି। ଏବେ ପୁଣି ଥରେ…
ଭାଇରାଲ ହେଲା ହିନା ଖାଁଙ୍କ ଗ୍ଲାମରସ ଫଟୋ
ମୁମ୍ବାଇ: ଟେଲିଭିଜନରୁ କ୍ୟାରିୟର ଆରମ୍ଭ କରି ବଲିଉଡ୍ରେ ପହଞ୍ଚିଥିବା ହିନା ଖାଁ ସବୁବେଳେ ନିଜର ଜବରଦସ୍ତ ଷ୍ଟାଇଲ ପାଇଁ ଆସିଥାଆନ୍ତି ଚର୍ଚ୍ଚାକୁ । ଅଭିନେତ୍ରୀ ସୋସିଆଲ ମିଡିଆରେ ବି ଖୁବ୍ ଆକ୍ଟିଭ । ଏବେ ସେ ତାଙ୍କର ଲାଟେଷ୍ଟ ଫଟୋ ଓ…
କଙ୍ଗନାଙ୍କୁ ହତ୍ୟା ଧମକ!
ମୁମ୍ବାଇ: ବଲିଉଡ୍ ପଙ୍ଗା କୁଇନ୍ କଙ୍ଗନା ରାନାୱତ ନିଜ ଟୁଇଟକୁ ନେଇ ସବୁବେଳେ ଚର୍ଚ୍ଚାରେ ଥିବା ବେଳେ ଏବେ ଆଉ ଏକ ଘଟଣାକୁ ନେଇ ଆସିଛନ୍ତି ଚର୍ଚ୍ଚାକୁ । କୃଷକ ଆନ୍ଦୋଳନକୁ ନେଇ ଟୁଇଟ କରି ଫସିଥିବା କଙ୍ଗନା ଏବେ କହିଛନ୍ତି…
ଭାରତର ଶୋଚନୀୟ ପରାଜୟ ପରେ ଲୋକେ ମାଗିଲେ ସୋନୁ ସୁଦଙ୍କ ସାହାଯ୍ୟ, ଏପରି ଟୁଇଟ୍ କଲେ ଅଭିନେତା
ମୁମ୍ବାଇ: ଅଭିନେତା ସୋନୁ ସୁଦ ଗରିବ ଲୋକଙ୍କୁ ସବୁବେଳେ ସାହାଯ୍ୟ କରି ଚର୍ଚ୍ଚାରେ ରହିଛନ୍ତି। ଅନେକ ସମୟରେ ପ୍ରଶଂସକଙ୍କ ଠାରୁ ଏପରି ଅନୁରୋଧ କରାଯାଇଥାଏ ଯେ, ସେଗୁଡ଼ିକ ପୂରଣ କରିବା ତ ଦୂରର କଥା ଏହାର ଉତ୍ତର ଦେବା ମଧ୍ୟ କଷ୍ଟକର…
ବୟଫ୍ରେଣ୍ଡକୁ ଭେଟିବା ପାଇଁ ଘର ତାଲା ଭାଙ୍ଗି ପଳାଇଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ, ମା’ ଜାଣିବାପରେ…
କରିନା କପୁର ଖାନ୍ ହେଉଛନ୍ତି ବଲିଉଡର ଅନ୍ୟତମ ଷ୍ଟାଇଲିଶ ଏବଂ ସୁନ୍ଦରୀ ଅଭିନେତ୍ରୀ, ଯିଏକି ତାଙ୍କର ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି। ସେ ପିଲାବେଳେ ଅନେକ ଦୁଷ୍ଟାମି କରୁଥିଲେ। ଏ ନେଇ ମା’ ବବିତା ତାଙ୍କୁ ବୋଡିଂ ସ୍କୁଲକୁ ପଠାଇ ଦେଇଥିଲେ।…
ନେହା କକ୍କରଙ୍କୁ ଆଦିତ୍ୟ ନାରାୟଣ କହିଲେ ଇର୍ଷାଳୁ, ଜାଣନ୍ତୁ ପୂରା ଘଟଣା
ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ଶୋ ‘ଇଣ୍ଡିଆନ ଆଇଡଲ’ର ୧୨ ସିଜିନ୍ ଆରମ୍ଭ ହୋଇଛି। ଶୋ’ର ନୂଆ ପ୍ରୋମୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ସବୁଥର ପରି ଏଥର ଶେଟରେ ଜଜ୍ ବିଶାଲ ଦାଦଲାନି, ହିମେଶ ରେଶମିଆ, ନେହା କକ୍କର ଶୋ’ର…
ପୁଣି ଅନୁଭବଙ୍କ ନାଁରେ ଏତଲା ଦେଲେ ବର୍ଷା
କଟକ ଅଫିସ,୨୦ା୧୨ କେନ୍ଦ୍ରାପଡ଼ା ଏମ୍ପି ତଥା ଓଲିଉଡ ଅଭିନେତା ଅନୁଭବ ମହାନ୍ତିଙ୍କ ନାଁରେ ପୁଣି ଥରେ ଥାନାରେ ମାମଲା ରୁଜୁ ହୋଇଛି। ଏମ୍ପିଙ୍କ ଅଭିନେତ୍ରୀ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଏତଲା ଭିତ୍ତିରେ ପୁରୀଘାଟ ଥାନା ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ…
ଛୋଟ ନବାବଙ୍କ ଜନ୍ମଦିନରେ ଛୁଟୁଛି ଶୁଭେଚ୍ଛାର ସୁଅ
ମୁମ୍ବାଇ: ବଲିଉଡ୍ର ଛୋଟ ନବାବ ତଥା କରୀନା କପୁର ଖାନ୍ଙ୍କ ପୁଅ ତୈମୁରଙ୍କ ଆଜି ହେଉଛି ଜନ୍ମଦିନ। ସେ ଆଜି ୪ ବର୍ଷରେ ପଦାର୍ପଣ କରିଛନ୍ତି। ସବୁଠାରୁ ଲୋକପ୍ରିୟ ଷ୍ଟାର କିଡ୍ସଙ୍କ ମଧ୍ୟରୁ ତୈମୁର ଅନ୍ୟତମ। ଛୋଟ ହେଲେ ମଧ୍ୟ ତୈମୁର…
ରାତାରାତି ଷ୍ଟାର ପାଲଟିବା ପାଇଁ ଇଣ୍ଟିମେଟ୍ ସିନ୍ କରିଥିଲେ ସଞ୍ଜିଦା…
ମୁମ୍ବାଇ,୨୦।୧୨: ଛୋଟପରଦାର ବୋଲ୍ଡ ଅଭିନେତ୍ରୀ ସୁନ୍ଦରୀ ସଞ୍ଜିଦା ଶେଖ୍ ରବିବାର ୩୬ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୪ ଡିସେମ୍ବର ୨୦ରେ ସେ କୁଏତ୍ରେ ଜନ୍ମଗ୍ରହଣ କରିଥିଲେ। ୨୦୦୫ରେ କ୍ୟା ହୋଗା ନିମ୍ମୋ କା ଟିଭି ଶୋ’ରୁ ଆରମ୍ଭ କରିଥିଲେ ନିଜ କ୍ୟାରିୟର।…
OTT ଫିଲ୍ମଫେୟାର ପୁରସ୍କାର: ପଞ୍ଚାୟତକୁ ମିଳିଲା ବେଷ୍ଟ କମେଡି ଓ୍ବେବ ସିରିଜ୍ ପୁରସ୍କାର
ମୁମ୍ବାଇ: ଫ୍ଲାଇକ୍ସ ଫିଲ୍ମଫେୟାର OTT ପୁରସ୍କାରର ପ୍ରଥମ ସଂସ୍କରଣ ଶନିବାର ମୁମ୍ବାଇର ତାଜ ଲ୍ୟାଣ୍ଡ୍ସଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଆଓ୍ବାର୍ଡ ଶୋ’ରେ ପଞ୍ଚାୟତକୁ ମିଳିଛି ଶ୍ରେଷ୍ଠ କମେଡି ଓ୍ବେବ ସିରିଜ୍ ପୁରସ୍କାର। ସେହିଭଳି ଭେଟେରାନ ଅଭିନେତ୍ରୀ ସୀମା ପହୱାଙ୍କୁ ଚିଣ୍ଟୁ କା…
ବିବାହ ବନ୍ଧନରେ ବାନ୍ଧିହେଲେ ଓଡ଼ିଆ ବଲିଉଡ୍ ଆକ୍ଟ୍ରେସ
ନୂଆଦିଲ୍ଲୀ, ୧୯।୧୨- ଇମ୍ରାନ ହାସିମଙ୍କ ଫିଲ୍ମ ‘ମର୍ଡର ୨’ ଯୋଗୁ ବଲିଉଡ୍ରେ ପରିଚୟ ପାଇଥିବା ଓଡ଼ିଆ ଆକ୍ଟ୍ରେସ ସୁଲଗ୍ନା ପାଣିଗ୍ରାହି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଚଳିତ ମାସ ୯ ତାରିଖରେ କମେଡିଆନ ବିଶ୍ୱ କଲ୍ୟାଣ ରଥଙ୍କୁ ବିବାହ କରିଛନ୍ତି ସୁଲଗ୍ନା…

