ମନୋରଞ୍ଜନ

୧୮ ବର୍ଷ ପୂର୍ବେ କରିସ୍ମାଙ୍କ ସହ ନିର୍ବନ୍ଧ କରିଥିଲେ ଅଭିଷେକ, କେବଳ ମା’ଙ୍କ ଏହି ଡିମାଣ୍ଡ ଯୋଗୁ…

ବମ୍ବେ: ୨୦୦୦ ମସିହାରେ ଫିଲ୍ମ ‘ରେଫ୍ୟୁଜି’ରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ ବିଗ୍‌ବିଙ୍କ ପୁଅ ତଥା ଅଭିନେତା ଅଭିଷେକ ବଚ୍ଚନ। ଫିଲ୍ମରେ ତାଙ୍କ ନାୟିକା ସାଜିଥିଲେ ଅଭିନେତ୍ରୀ କରିସ୍ମା କପୁର। ଅଭିନୟ କରୁକରୁ ସତସତିକା ପ୍ରେମରେ ପଡ଼ିଥିଲେ ଅଭିଷେକ। ଏହାର ଦୁଇ…

ଏବେବି ଅମୃତାଙ୍କୁ ମନେପକାନ୍ତି ସୈଫ

ମୁମ୍ବାଇ: ବଲିଉଡ୍ ଅଭିନେତା ତଥା ପଟୌଦି ଖାନଦାନର ଛୋଟେ ନବାବ ସୈଫ ଅଲି ଖାଁ ଖୁବ୍ ନିକଟରେ ପୁଣିଥରେ ପିତା ହେବାକୁ ଯାଉଛନ୍ତି । ଏହାକୁ ନେଇ ସେ ଏବେ ଚର୍ଚ୍ଚାରେ । ଇତିମଧ୍ୟରେ ନିକଟରେ ସେ ଏକ ସାକ୍ଷାତ୍‌କାରରେ ତାଙ୍କ…

ବିଗ୍‌ବିଙ୍କ ନାତୁଣୀ ନବ୍ୟା ନୂଆ ଅତିଥିଙ୍କ ସହ ଶେୟାର କଲେ ଫଟୋ

ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନବେଲି ନନ୍ଦା ଅନେକ ସମୟରେ ଚର୍ଚ୍ଚାକୁ ଆସିଥାନ୍ତି। ନବ୍ୟା ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହିଥାନ୍ତି। ନିକଟରେ ସେ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ସାର୍ବଜନୀନ କରିଛନ୍ତି। ଏହା କରିବା ମାତ୍ରେ ୟୁଜର୍ସମାନେ ତାଙ୍କ ଫଟୋରେ…

ପୂରଣ ହେଲା ଜ୍ୟାକଲିନଙ୍କ ସ୍ୱପ୍ନ

ମୁମ୍ବାଇ: ବଲିଉଡ୍ ନାୟିକା ଜ୍ୟାକଲିନ୍ ଫର୍ଣ୍ଣାଡିଜ ଏବେ ଖୁବ୍ ବ୍ୟସ୍ତ । ନିକଟରେ ସେ ଶୈଫ ଅଲି ଖାଁଙ୍କ ସହ ଫିଲ୍ମ ‘ଭୁତ ପୋଲିସ’ର ଶୁଟିଂ କରି ସାରିଛନ୍ତି ଆଉ ନିକଟରେ ସେ ନିର୍ଦ୍ଦେଶକ ରୋହିତ ସେଟ୍ଟି ଓ ଅଭିନେତା ରଣବୀର…

ଏହି ଅଭିନେତାଙ୍କ ଝିଅ କରିଥିଲେ ଏମିତି ଭୁଲ୍‌ : ହରାଇବାକୁ ପଡ଼ିଥିଲା ଆତ୍ମସମ୍ମାନ

ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କ ଝିଅ ତ୍ରିଶାଳା ଦତ୍ତ ନିକଟରେ ଇନ୍‌ଷ୍ଟାଗ୍ରାମରେ ତାଙ୍କ ଫଲୋଅର୍ସଙ୍କ ସହ ‘ଆକ୍ସ ମି ଏନିଥିଙ୍ଗ’ ସିଜିନ୍‌ରେ ଯୋଡି ହୋଇଥିଲେ। ଯେଉଁଠାରେ ସେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଅନେକ କଥା କହିଥିଲେ। ତ୍ରିଶାଳା ତାଙ୍କ ପ୍ରଶଂସକଙ୍କ…

ନିର୍ବନ୍ଧରେ ଦାମୀ ମୁଦି ପିନ୍ଧିଥିଲେ ଶିଳ୍ପା, ମୂଲ୍ୟ ଜାଣିଲେ

ନିର୍ବନ୍ଧ ମୁଦିକୁ ନେଇ ଚର୍ଚ୍ଚାକୁ ଆସିଥିବା ଅଭିନେତ୍ରୀଙ୍କ ମଧ୍ୟରୁ ଶିଳ୍ପା ଶେଟ୍ଟୀ ଅନ୍ୟତମ। ବଲିଉଡର ଗ୍ଲାମର ଅଭିନେତ୍ରୀ କୁହାଯାଉଥିବା ଶିଳ୍ପା ମଧ୍ୟ ତାଙ୍କ ନିର୍ବନ୍ଧରେ ଏକ ମହଙ୍ଗା ରିଙ୍ଗ ପିନ୍ଧିଥିଲେ। ୨୦୦୯ରେ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ସହ ତାଙ୍କର ବିବାହ ହୋଇଥିଲା।…

ବିବାହ ବନ୍ଧନରେ ବାନ୍ଧି ହେଲେ ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ପୁଅ

ମୁମ୍ବାଇ: ଅଭିନେତ୍ରୀ ପଦ୍ମିନୀ କୋହ୍ଲାପୁରୀଙ୍କ ପୁଅ ପ୍ରିୟାଙ୍କ ଶର୍ମା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପ୍ରିୟାଙ୍କ ଫିଲ୍ମ ନିର୍ମାତା କରୀମ ମୋରାନୀଙ୍କ ସାନ ଝିଅ ଶାଜା ମୋରାନୀଙ୍କୁୁ ବିବାହ କରିଛନ୍ତି। ଦୁଇଜଣ ଗୁରୁବାର ସକାଳେ କୋର୍ଟରେ ବିବାହ କରିଛନ୍ତି। ଏହା ପରେ…

ସ୍ବାମୀ ଅଭିଷେକଙ୍କ ଠାରୁ ବହୁତ ଧନୀ ଐଶ୍ୱର୍ଯ୍ୟା: ଜାଣନ୍ତୁ ବଚ୍ଚନ ପରିବାରରେ କାହାର କେତେ ସମ୍ପତ୍ତି…

ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ ଇତିମଧ୍ୟରେ ୪୫ ବର୍ଷର ହୋଇଯାଇଛନ୍ତି। ୫ ଫେବୃଆରୀ, ୧୯୭୬ରେ ସେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ୨୦୦୦ ମସିହାରେ ଫିଲ୍ମ ‘ରେଫ୍ୟୁଜି’ରୁ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିଥିବା ବେଳେ ୨୦୦୭ରେ ମିସ୍‌ ଓ୍ବାଲ୍ଡ ଐଶ୍ୱର୍ଯ୍ୟା ରାୟଙ୍କୁ ବିବାହ…

ଏମିତି ରହିଛି ସଲମାନଙ୍କ ଭାଲେଣ୍ଟାଇନ୍‌ ପ୍ଲାନ୍‌

ମୁମ୍ବାଇ: ବଲିଉଡ୍‌ର ବ୍ୟାଚଲର ହିରୋ ତଥା ଦବଙ୍ଗ ଖାନ୍‌ ସଲମାନ ଭାଲେଣ୍ଟାଇନ୍‌ କେମିତି ପାଳିବେ ପ୍ରଶଂସକମାନେ ଜାଣିବା ପାଇଁ ଉତ୍ସୁକ ଅଛନ୍ତି। ସଲମାନ ଏକ ମ୍ୟୁଜିକ୍‌ ଶୋ’ର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ବେଳେ ଜଣେ ଖବରଦାତା ତାଙ୍କୁ ତାଙ୍କର ଭାଲେଣ୍ଟାଇନ୍‌…

ପୁଅର ଜନ୍ମଦିନରେ ଭାବପ୍ରବଣ ହେଲେ ଅମିତାଭ ବଚ୍ଚନ, କହିଲେ ଏମିତି

ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ ଆଜି ୪୫ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ଏଥିରେ ସାମିଲ ହୋଇଛନ୍ତି ଅଭିଷେକଙ୍କ ପିତା ତଥା ମହାନାୟକ ଅମିତାଭ ବଚ୍ଚନ। ପୁଅର ଜନ୍ମଦିନରେ ଭାବପ୍ରବଣ ହୋଇଯାଇଛନ୍ତି ଅମିତାଭ ବଚ୍ଚନ।…

ବିଗ୍‌ ବିଙ୍କ ପୁଅ ହୋଇ ବି କରିଥିଲେ ସଂଘର୍ଷ…

ମୁମ୍ବାଇ,୫।୨: ବଲିଉଡ ଷ୍ଟାର ଅଭିଷେକ ବଚ୍ଚନଙ୍କୁ ଶୁକ୍ରବାର ୪୫ ବର୍ଷ ପୂରଣ ହୋଇଛି। ରେ ପଦାର୍ପଣ କରିଛନ୍ତି। ୧୯୭୬ ଫେବୃୟାରୀ ୫ରେ ସେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପୁଅ ହେଲେ ମଧ୍ୟ ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଫଳତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?