ଇଦ୍‌ ଅବସରରେ ଆସିବ ଭାଇଜାନଙ୍କ ଏହି ଫିଲ୍ମ

ମୁମ୍ବାଇ: ଭାଇଜାନଙ୍କୁ ଚଳିତବର୍ଷ ଇଦ୍‌ ଅବସରରେ ଫିଲ୍ମ ‘ରାଧେ’ରେ ଦେଖିବାକୁ ମିଳିବ। ପ୍ରେକ୍ଷାଳୟରେ ଫିଲ୍ମ ରିଲିଜ ହେବା ପାଇଁ ସଲମାନ ସୋସିଆଲ ମିଡିଆରେ ଏକ ବିବୃତ୍ତି ଶେୟାର କରି ସୂଚନା ଦେଇଛନ୍ତି। ସେ ଏଥିରେ କ୍ୟାପଶନ ଲେଖିଛନ୍ତି, ମୁଁ ଦୁଃଖିତ ସମସ୍ତ ଫିଲ୍ମ ମାଲିକଙ୍କ ନିକଟକୁ ଫେରିବା ପାଇଁ ମୋତେ ବହୁ ସମୟ ଲାଗିଛି। ଏହି ସମୟରେ ଏହା କରିବା ଏକ ବଡ଼ନିଷ୍ପତ୍ତି। ମୁଁ ଫିଲ୍ମ ମାଲିକ / ପ୍ରଦର୍ଶକମାନଙ୍କ ଆର୍ଥିକ ସମସ୍ୟା ବୁଝିପାରୁଛି। ସେମାନଙ୍କୁ ସାହାଯ୍ୟ କରିବାକୁ ଚାହେଁ । ପ୍ରେକ୍ଷାଳୟରେ ‘ରାଧେ’ କିପରି ମୁକ୍ତିଲାଭ କରିବ ତାହା ମୁଁ ଚାହୁଁଛି। ଏହାର ପ୍ରତିବଦଳରେ ମୁଁ ଆଶା କରିବି ଯେ, ରାଧେ ଦେଖିବାକୁ ଆସୁଥିବା ଦର୍ଶକମାନେ ବିଶେଷ ସତର୍କତା ଅବଲମ୍ବନ କରି ଆସିବେ। ଇଦ୍‌କୁ ଯାହା ଅପେକ୍ଷା ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଜୁନଙ୍କ ପରେ ଗାବ୍ରିଏଲା ଶେୟାର କଲେ ପୁଅର ଫଟୋ, ହେଉଛି ଭାଇରାଲ

ମୁମ୍ବାଇ: ନିକଟରେ ପିତା ହୋଇଛନ୍ତି ବଲିଉଡ୍‌ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ଗାବ୍ରିଏଲାଙ୍କଠାରୁ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି। ତେବେ ପୂର୍ବରୁ ଅର୍ଜୁନଙ୍କ...

ସଲମାନ ସାର୍‌ଙ୍କ ସହ କାମ କରିବେନି ଦିଶା!

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନଙ୍କ ଫିଲ୍ମ ‘ଭାରତ’କୁ ନେଇ ଏବେ ସବୁଠି ଲାଗିଛି ଚର୍ଚ୍ଚା। ଏଥିରେ ସଲମାନଙ୍କ ସହ କ୍ୟାଟ୍ରିନା କୈଫ ମୁଖ୍ୟ ଭୂମିକାରେ ନଜର...

କପିଲଙ୍କ ଶୋ’ରେ ଯୋଗଦେବାକୁ ସିଧାସିଧା ମନା କରିଦେଇଛନ୍ତି ଏହି ୫ ହେଭିଓ୍ବେଟ୍‌; କୁହନ୍ତି ଏପରି..

ବମ୍ବେ: ଟେଲିଭିଜନର ସବୁଠାରୁ ଲୋକପ୍ରିୟ କମେଡି ଶୋ’ ମଧ୍ୟରୁ ଗୋଟିଏ ହେଉଛି ‘ଦ କପିଲ ଶର୍ମା ଶୋ’। ମନୋରଞ୍ଜନଜଗତ, ଖେଳଠାରୁ ଆରମ୍ଭ କରି ଅନ୍ୟାନ୍ୟ କ୍ଷେତ୍ର...

ରଣବୀରଙ୍କ ବୋଲ୍ଡ ଫଟୋଶୁଟ୍‌

ବଲିଉଡ ଅଭିନେତା ରଣବୀର ସିଂ ତାଙ୍କ ଫ୍ୟାଶନ୍‌ ଷ୍ଟାଇଲ୍‌କୁ ନେଇ ପ୍ରାୟତଃ ଚର୍ଚ୍ଚାରେ ଥାାନ୍ତି। ବେଳେବେଳେ ନିଜ ଶୈଳୀକୁ ନେଇ ଟ୍ରୋଲର ଶିକାର ହୁଅନ୍ତି। କିନ୍ତୁ...

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ମିଛ ଖବର ପ୍ରସାରଣକରି ଲକ୍ଷାଧିକ ଟଙ୍କା ଆୟ କରୁଥିଲେ ଏହି ବ୍ୟକ୍ତି; ଜଣାପଡ଼ିବା ପରେ….

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବିହାରର ରଶିଦ ସିଦ୍ଦିକି ନାମକ ଜଣେ ବ୍ୟକ୍ତି ମିଛ ଖବର ଦେଖାଇ ୪ ମାସରେ ୧୫...

କ୍ୱାରାଣ୍ଟାଇନ୍‌ ପରେ ମିଳିଲା ମା’ଙ୍କ ଭଲପାଇବା

ମୁମ୍ବାଇ: ଲକ୍‌ଡାଉନ୍‌ରେ ବିମାନ ସେବା ଆରମ୍ଭ ହେବା ପରେ ବଲିଉଡ୍‌ ଅଭିନେତ୍ରୀ ରାଧିକା ମଦାନ ମେ’ ୨୬ରେ ମୁମ୍ବାଇରୁ ଦିଲ୍ଲୀରେ ପହଞ୍ଚିଥିଲେ। ସେ ଫ୍ଲାଇଟ୍‌ରେ ଆସିବାବେଳେ...

ଅନୁଷ୍କାଙ୍କୁ କପି କରୁଛନ୍ତି ପିସି!

ମୁମ୍ବାଇ: ବଲିଉଡ ସହ ହଲିଉଡରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିଥିବା ଦେଶୀଗର୍ଲ ଏବେବି ଲକ୍ଷେ ଦିଲ କି ଧଡକନ । ଏବେ ସେ...

ଏବେ ବି ସୁଶାନ୍ତଙ୍କୁ ଭୁଲି ପାରୁନାହାନ୍ତି ଏହି କ୍ରିକେଟର୍‌

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା କରିବା ଚାରି ମାସରୁ ଅଧିକ ସମୟ ବିତିଗଲାଣି। ତାଙ୍କ ମୃତ୍ୟୁ ଘଟଣାର ତଦନ୍ତ କରୁଛି ସିବିଆଇ ଟିମ।...

Advertisement
Archives

Model This Week