ମନୋରଞ୍ଜନ

ଅମିତାଭ ବଚ୍ଚନଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ ଏହି ଅଭିନେତ୍ରୀ

ଅଭିନେତ୍ରୀ ୱାହିଦା ରେହମାନଙ୍କ ଆଜି ଜନ୍ମଦିନ। ସେ ୩ ଫେବୃୟାରୀ ୧୯୩୮ରେ ତାମିଲନାଡୁରେ ଜନ୍ମ ଗ୍ରହଣ କରିଥିଲେ। ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ଏପରି କିଛି କଥା ଜାଣନ୍ତୁ ଯାହାକୁ ସେ ଭୁଲି ପାରିନାହାନ୍ତି। ଚଳଚ୍ଚିତ୍ର ଜଗତରେ ଶୁଟିଂ ସମୟରେ…

ନିର୍ବନ୍ଧରେ ସବୁଠୁ ଦାମୀ ମୁଦି ପିନ୍ଧିଥିଲେ ଏହି ଅଭିନେତ୍ରୀ, ବିରୁଷ୍କା ବି ପଛରେ

୨୦୧୬ରେ ଆମୀର ଖାନଙ୍କ ସୁପରହିଟ ଚଳଚ୍ଚିତ୍ର ‘ଗଜିନରେ’ ଅଭିନୟ କରିଥିଲେ ଅଭିନେତ୍ରୀ ଆସିନ ଥଟ୍ଟୁମକାଲ। ସେ ଦକ୍ଷିଣ ଭାରତର ସବୁଠାରୁ ଦାମୀ ଅଭିନେତ୍ରୀ ଭାବେ ମଧ୍ୟ ବେଶ୍‌ ପରିଚିତ। ତେବେ ନିର୍ବନ୍ଧ ମୁଦି ପାଇଁ ମଧ୍ୟ ଆସିନ୍‌ ଚର୍ଚ୍ଚାକୁ ଆସିଥିଲେ। କୁହାଯାଏ…

କଳାକାରଙ୍କ ମହଙ୍ଗା ଉପହାର: କାହାକୁ ଘର ତ ଆଉ କାହାକୁ ବିଏମ୍‌ଡବ୍ଲ୍ୟୁ କାର

ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାଓ୍ବତ୍‌ ନିକଟରେ ନିଜର ଭାଇ ଅକ୍ଷତ, ଭଉଣୀ ରଙ୍ଗୋଲୀ ଏବଂ ଅନ୍ୟ ୨ ସମ୍ପର୍କୀୟଙ୍କୁ ୪ଟି ଫ୍ଲାଟ୍‌ ଉପହାର ରୂପେ ଦେଇଛନ୍ତି। ଏହି ସମସ୍ତ ଫ୍ଲାଟ୍‌ ଚଣ୍ଡିଗଡ଼ର ନାମୀ ଅଞ୍ଚଳରେ ରହିଛି। ଏଥିପାଇଁ କଙ୍ଗନାଙ୍କୁ ୪ କୋଟି…

୪ ଜଣଙ୍କୁ ଫ୍ଲାଟ୍‌ ଉପହାର ଦେଲେ କଙ୍ଗନା

ଗତ କିଛି ମାସ ହେବ ନିଜର କଠୋର ବକ୍ତବ୍ୟ ପାଇଁ ବଲିଉଡ୍‌ ଅଭିିନେତ୍ରୀ କଙ୍ଗନା ରଣାଓ୍ବତ୍‌ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ସେ ନିଜର ଭାଇ ଅକ୍ଷତ, ଭଉଣୀ ରଙ୍ଗୋଲୀ ଏବଂ ଅନ୍ୟ ୨ ସମ୍ପର୍କୀୟଙ୍କୁ ଚଣ୍ଡିଗଡରେ ଫ୍ଲାଟ୍‌ ଉପହାର ରୂପେ ଦେଇଛନ୍ତି।…

ଟେଲି ଅଭିନେତ୍ରୀଙ୍କ ପିଛା କଲେ ମଦ୍ୟପ, ଆଉ ତା ପରେ..

ନୂଆଦିଲ୍ଲୀ,୨।୨: ପରିବାର ସହ ରାତ୍ରିଭୋଜନ କରି ସ୍ବାମୀଙ୍କ ସହ ଫେରୁଥିବା ଜଣେ ଜଣାଶୁଣା ଟେଲି ଅଭିନେତ୍ରୀଙ୍କ ପଛରେ ପଡ଼ିଗଲେ ୪ ମଦ୍ୟପ ବ୍ୟକ୍ତି। ଅଭିନେତ୍ରୀଙ୍କ ଘର ପର୍ଯ୍ୟନ୍ତ କାରରେ ପିଛା କଲେ। ଏ ନେଇ ସୋମବାର ସନ୍ଧ୍ୟାରେ ଅଭିଯୋଗ ପରେ ସେମାନଙ୍କୁ…

କମିଗଲା କ୍ରିତିଙ୍କ ଓଜନ

ମୁମ୍ବାଇ: ଅଭିନେତ୍ରୀ କ୍ରିତି ଖରବନ୍ଦାଙ୍କ ପାଇଁ ୨୦୨୦ ମସିହା ଆଦୌ ଭଲ ନ ଥିଲା ବୋଲି ସେ କହିଛନ୍ତି । ଗତବର୍ଷ ନଭେମ୍ବରରେ ସେ ମ୍ୟାଲେରିଆରେ ପୀଡ଼ିତ ହୋଇଥିଲେ । ଆଉ ତାଙ୍କୁ ୩ ସପ୍ତାହ ପାଇଁ ବେଡ୍ ରେଷ୍ଟ ନେବାକୁ…

‘ଲୁପ ଲପେଟା’ରେ ତାପସୀଙ୍କ ଫାଷ୍ଟ ଲୁକ୍‌

ମୁମ୍ବାଇ: ବଲିଉଡ୍ ନାୟିକା ତାପସୀ ପନ୍ନୁ ଜଣେ ଏମିତି କଳାକାର ଯେ ସବୁବେଳେ କିଛି ନା କିଛି ଭିନ୍ନ ଚରିତ୍ରରେ ନଜର ଆସିବାକୁ ପସନ୍ଦ କରିଥାଆନ୍ତି । ସେଥିପାଇଁ ଏବେ ବଲିଉଡ୍‌ରେ ତାଙ୍କର ରହିଛି ଏକ ଭିନ୍ନ ପରିଚୟ । ‘ପିଙ୍କ’ଠାରୁ…

ଫିଲ୍ମ ଛାଡି କ୍ରିକେଟ ଖେଳିଲେ ଏହି ଅଭିନେତା

ରାଜକୁମାର ରାଓ ବଲିଉଡ୍‌ର ଏମିତି ଜଣେ ଅଭିନେତା ଯାହାଙ୍କ ନାମ ପସନ୍ଦର କଳାକାରଙ୍କ ତାଲିକାରେ ରହିଛି। ଖୁବ୍‌ କମ୍‌ ସମୟ ମଧ୍ୟରେ ସେ ସମସ୍ତଙ୍କର ପ୍ରିୟ ପାଲଟି ପାରିଛନ୍ତି। ନିକଟରେ ଅଭିନେତା ନିଜର ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।…

କ୍ୟାନ୍ସରରେ ଆଖି ବୁଜିଲେ ଏହି ପ୍ରସିଦ୍ଧ ଅଭିନେତା

ହଲିଉଡ୍‌ ଅଭିନେତା ଡଷ୍ଟିନ ଡାଇମଣ୍ଡଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୪ ବର୍ଷ ହୋଇଥିଲା। ତେବେ କ୍ୟାନ୍ସର ରୋଗରେ ଆକ୍ରାନ୍ତ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଟିଭି ଶୋ’ ‘ସେଭ୍‌ ବାଏ ଦ ବେଲ’ ପାଇଁ ସେ ବେଶ୍‌…

ନିର୍ବନ୍ଧରେ ଦାମୀ ମୁଦି ପିନ୍ଧିଥିଲେ ସୋନମ କପୁର, ମୂଲ୍ୟ ଜାଣିଲେ…

ବିବାହକୁ ନେଇ ସମସ୍ତେ ଉତ୍ସାହିତ ଥାନ୍ତି। ସେ ସେଲିବ୍ରିଟି ହୁଅନ୍ତୁ କିମ୍ବା ସାଧାରଣ ଲୋକ। ବିବାହ ବେଳେ ଅନେକ ରୀତିନୀତି କରାଯାଉ ଥିବାବେଳେ ସେଥିମଧ୍ୟରୁ ନିର୍ବନ୍ଧ ଅନ୍ୟତମ। ଯେଉଁଥିରେ ଝିଅ ପୁଅ ହାତରେ ଓ ପୁଅ ଝିଅ ହାତରେ ମୁଦି ପିନ୍ଧାଇଥାନ୍ତି।…

ଖବରଦାତାଙ୍କୁ ଫୋନ୍‌କରି ଗାଳିଗୁଲଜ କରିଥିଲେ ଏହି ସୁପରଷ୍ଟାର

ଭୋଜପୁରୀ ସୁପରଷ୍ଟାର ଦୀନେଶ ଲାଲ ଯାଦବ ଓରଫ୍‌ ନିରହୁଆ ମଙ୍ଗଳବାର ନିଜର ୪୨ତମ ଜନ୍ମଦିନ ପାଳନ କରୁଛନ୍ତି। ଫେବୃଆରୀ ୨, ୧୯୭୯ରେ ଉତ୍ତରପ୍ରଦେଶ ଗାଜିପୁରର ଟଣ୍ଡଓ୍ବା ଗାଁରେ ଜନ୍ମଗ୍ରହଣ କରିଥିଲେ। ଏବେ ସେ ଜଣେ ଅଭିନେତା ସାଙ୍ଗକୁ ରାଜନେତା ମଧ୍ୟ ଅଟନ୍ତି।…

ଏହି କଥାରେ ଡରିଯାଇ ୫ ଦିନ କାନ୍ଦିଥିଲେ ହ୍ରିତିକ୍‌ ରୋଶନ

ବଲିଉଡ୍‌ ନିର୍ଦ୍ଦେଶକ ରାକେଶ ରୋଶନଙ୍କ ଫିଲ୍ମ ‘କହୋ ନା ପ୍ୟାର୍‌ ହୈ’ ରିଲିଜ୍‌ ହେବା ଇତିମଧ୍ୟରେ ୨୧ ବର୍ଷ ହୋଇଯାଇଛି। ୨୦୦୦ରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମରେ ରାକେଶ ନିଜ ପୁଅ ହ୍ରିତିକ୍‌ ରୋଶନଙ୍କୁ ବଲିଉଡ୍‌ରେ ଲଞ୍ଚ୍‌ କରିବାକୁ ତିଆରି କରିଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?