ଇଞ୍ଜିନିୟରିଂ ପଢ଼ା ଛାଡି କବି ହୋଇଥିଲେ କୁମାର ବିଶ୍ୱାସ
ରାଜନେତା ତଥା ଜଣାଶୁଣା ବ୍ୟଙ୍ଗ କବି କୁମାର ବିଶ୍ୱାସ ୧୦ ଫେବୃଆରୀ ୧୯୭୦ରେ ଉତ୍ତରପ୍ରଦେଶର ଗାଜିଆବାଦ ଜିଲାରେ ପିଲଖୁଆରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପାଙ୍କ ନାମ ଡ. ଚନ୍ଦ୍ରପାଲ ଶର୍ମା, ଯିଏ ଆରଏସ୍ଏସ୍ ଡିଗ୍ରୀ କଲେଜରେ ପ୍ରଫେସର ଏବଂ ମାତାଙ୍କ ନାମ…
ନିଜ ପିଲାଙ୍କୁ ଛାଡପତ୍ର ବିଷୟରେ କହିବା ଏହି ଅଭିନେତାଙ୍କ ପାଇଁ ଥିଲା ସବୁଠୁ କଷ୍ଟ ଦାୟକ
୮୦-୯୦ ଦଶକରେ ଅନେକ ଫିଲ୍ମରେ ଅଭିନୟ କରିଥିବା ଅମ୍ରିତା ସିଂ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ରହିଛନ୍ତି। ପରେ ସେ ସୈଫ୍ ଅଲ୍ଲୀଖାନ୍ଙ୍କ ପ୍ରେମରେ ପଡ଼ିଥିଲେ। ୧୯୯୧ ମସିହାରେ ଦୁହେଁ ବିବାହ କରିଥିଲେ। ଏହା ପରେ ସାରା ଅଲ୍ଲୀଖାନ୍ ଏବଂ…
ସବୁ ସେଲିବ୍ରିଟିଙ୍କୁ ପଛରେ ପକାଇ ଏହି ପୁରସ୍କାର ଜିତିଲେ ଦୀପିକା
ଡଫ ଆଣ୍ଡ ଫେଲପ୍ସ ଦ୍ୱାରା ମୁକ୍ତିଲାଭ କରିଥିବା ‘ସେଲିବ୍ରିଟି ବ୍ରାଣ୍ଡ ଭାଲ୍ୟୁଏସନ ଷ୍ଟଡି ୨୦୨୦’ରେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ପୁଣି ଥରେ ‘ମୋଷ୍ଟ ଭାଲ୍ୟୁଡ ସେଲିବ୍ରିଟି’ମାନ୍ୟତା ହାସଲ କରିଛନ୍ତି। ଏହି କାରଣରୁ ଦୀପିକାଙ୍କୁ ବଲିଉଡର ରାଣୀ ଭାବରେ ବିବେଚନା କରାଯାଏ।…
କାହାକୁ ନ ଜଣାଇ ଏହି ଅଭିନେତ୍ରୀ କରିଥିଲେ ଗୃହପ୍ରବେଶ: ଏବେ ପଡ଼ିଗଲେ ଧରା
ବଲିଉଡ୍ ପରେ ହଲିଉଡ୍ରେ ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ, ଏବେ ତାଙ୍କ ପୁସ୍ତକ ‘ଅନ୍ଫିନିଷ୍ଟ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ପୁସ୍ତକରେ ଅଭିନେତ୍ରୀ ତାଙ୍କ ଜୀବନର ଯାତ୍ରା ବିଷୟରେ ଲେଖିଛନ୍ତି। ସେ ଇଣ୍ଡଷ୍ଟ୍ରିରେ କାମ କରିବା ସହ…
ମା’ ହେବା ପରେ ଅନୁଷ୍କାଙ୍କୁ ଉପଦେଶ ଦେଲେ ଏହି କ୍ରିକେଟର: ପିଲା ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କ’ଣ କହିଲେ…
ମା’ ହେବା ପରେ ଅନୁଷ୍କାଙ୍କୁ ଉପଦେଶ ଦେଲେ ଏହି କ୍ରିକେଟର: ପିଲା ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କ’ଣ କହିଲେ… ଖେଳ ମଧ୍ୟରେ କ୍ରିକେଟ ପାଇଁ ଲୋକମାନେ ଯେତିକି ପାଗଳ, ସେମାନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବା ପାଇଁ ଠିକ୍ ସେମିତି ଇଚ୍ଛୁକ।…
ଶୁଟିଂ ସେଟ୍ରେ ପ୍ରବଳ କାନ୍ଦିଥିଲେ ଏହି ଅଭିନେତ୍ରୀ
ବଲିଉଡ୍ ଫିଲ୍ମ ‘ଦି ଗାର୍ଲ ଅନ ଟ୍ରେନ’ଟ୍ରେଲର ନିକଟରେ ରିଲିଜ ହୋଇଛି। ଟ୍ରେଲରକୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି। ଫିଲ୍ମରେ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ଅଭିନୟ ଉଚ୍ଚକୋଟୀର ହୋଇଛି। ଏବେ ପରିଣୀତି ଫିଲ୍ମ ସହ ଜଡିତ କିଛି ରହସ୍ୟ ଉପରୁ ପରଦା…
ରୋଜଗାରରେ ବଲିଉଡ୍ ହିରୋଇନ୍ଙ୍କୁ ପଛରେ ପକାଇବେ ଟଲିଉଡ୍ର ଏହି ଅଭିନେତ୍ରୀ: ଗୋଟିଏ ଫିଲ୍ମ ପାଇଁ ନିଅନ୍ତି…
ରୋଜଗାର ହେଉ ଅଥବା ଲୋକପ୍ରିୟତା, କୌଣସି ଗୁଣରେ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ବଲିଉଡ୍ ହିରୋଇନ୍ଙ୍କଠାରୁ କମ୍ ନୁହନ୍ତି। ସେଥିପାଇଁ ତ କେତେ ଜଣ ଟଲିଉଡ୍ ଅଭିନେତ୍ରୀଙ୍କ ପ୍ରଶଂସକ ସଂଖ୍ୟା ବଲିଉଡ୍ ନାୟିକାଙ୍କଠାରୁ ଅଧିକ। ଏପରିକି ସେମାନେ ମୋଟା ଅଙ୍କର ପାଉଣା ମଧ୍ୟ…
ମା’ ହେଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ
ନାଗିନ୍ ଫେମ୍ ଅନୀତା ହସନ୍ତଦାନୀ ମା’ ହୋଇଛନ୍ତି। ସେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି। ଅନୀତାଙ୍କ ସ୍ବାମୀ ରୋହିତ ସେଟ୍ଟୀ ଏହି ଖୁସି ଖବର ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଉଭୟ ମା’ ଏବଂ ଶିଶୁ ସୁସ୍ଥ ଥିବା ସେ…
ଟାଇଗରଙ୍କ ନାୟିକା ସାଜିବେ ସୈଫ ଲଳନା
ବମ୍ବେ:୨୦୧୮ରେ ଫିଲ୍ମ କେଦାରନାଥ ଜରିଆରେ ବଲିଉଡ୍ରେ ପାଦ ରଖିଥିଲେ ସୈଫ୍ ଲଳନା ସାରା ଅଲ୍ଲୀ ଖାନ୍। ଚଳଚ୍ଚିତ୍ରରେ ତାଙ୍କ ଅଭିନୟକୁ ଦର୍ଶକେ ବେଶ୍ ପସନ୍ଦ କରିଥିଲେ। ଲୋକପ୍ରିୟତା ଦୃଷ୍ଟିରୁ ଏବେ ତାଙ୍କ ହାତରେ ଗୋଟିଏ ପରେ ଗୋଟିଏ ଫିଲ୍ମ। ରଣବୀର ସିଂହ,…
ଅମିତାଭଙ୍କ ନାୟିକା ହେବାକୁ ମନା କରିଥିଲେ ଏହି ଅଭିନେତ୍ରୀ, ସମ୍ମତି ପାଇଁ ଅଭିନେତା ପଠାଇଥିଲେ ଗୋଲାପ ଭର୍ତ୍ତି ଟ୍ରକ୍
ବମ୍ବେ: ବଲିଉଡ୍ର ମହାନାୟକ କହିଲେ ଅମିତାଭ ବଚ୍ଚନଙ୍କୁ ବୁଝାଯାଏ। ୧୯୬୯ରେ ଫିଲ୍ମ ‘ସାତ ହିନ୍ଦୁସ୍ତାନୀ’ରୁ ଡେବ୍ୟୁ କରିଥିଲେ ସେ। ଏବେ ପଚାଶ ବର୍ଷ ପରେ ମଧ୍ୟ ବିଗ୍ ବିଙ୍କ ଖ୍ୟାତି ପୂର୍ବବତ ରହିଛି। ନିଜ ଫିଲ କ୍ୟାରିୟରରେ ଅନେକ ଅଭିନେତ୍ରୀଙ୍କ ସହ…
ପ୍ରଥମ ଦେଖାରେ ପ୍ରେମିକାଙ୍କୁ ଚୁମ୍ବନ ଦେଇଥିଲେ ଏହି ଅଭିନେତା
ବଲିଉଡ୍ ଅଭିନେତ୍ରୀ ଅମ୍ରିତା ସିଂ ୧୯୫୮ ମସିହା ଫେବୃୟାରୀ ୯ ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ଆଜିର ଏହି ଅବସରରେ ଜାଣନ୍ତୁ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ଏବଂ ତାଙ୍କ ପ୍ରେମ ସମ୍ପର୍କ ବିଷୟରେ। ୧୯୯୧ରେ ଅମ୍ରିତା ସୈଫ୍ଙ୍କୁ ବିବାହ କରିଥିଲେ।…
ନିଜ ଅସୁସ୍ଥତା ବିଷୟରେ ଖୋଲାଖୋଲି କଥା ହେଲେ କାଜଲ
ମୁମ୍ବାଇ: ସାଉଥ୍ ଅଭିନେତ୍ରୀ କାଜଲ ଅଗ୍ରୱାଲ କିଛି ନା କିଛି କାରଣ ପାଇଁ ଗତ କିଛିମାସ ହେବ ରହୁଛନ୍ତି ଚର୍ଚ୍ଚାରେ । ଅଳ୍ପଦିନ ପୂର୍ବେ ବିବାହ କରିଥିବା ଏହି ଅଭିନେତୀ ଏବେ ସୋସିଆଲ ମିଡିଆ ମାଧ୍ୟମରେ ନିଜ ରୋଗ ବିଷୟରେ ଖୋଲାଖୋଲି…

