ଟାଇଗରଙ୍କ ନାୟିକା ସାଜିବେ ସୈଫ ଲଳନା

ବମ୍ବେ:୨୦୧୮ରେ ଫିଲ୍ମ କେଦାରନାଥ ଜରିଆରେ ବଲିଉଡ୍‌ରେ ପାଦ ରଖିଥିଲେ ସୈଫ୍‌ ଲଳନା ସାରା ଅଲ୍ଲୀ ଖାନ୍‌। ଚଳଚ୍ଚିତ୍ରରେ ତାଙ୍କ ଅଭିନୟକୁ ଦର୍ଶକେ ବେଶ୍‌ ପସନ୍ଦ କରିଥିଲେ। ଲୋକପ୍ରିୟତା ଦୃଷ୍ଟିରୁ ଏବେ ତାଙ୍କ ହାତରେ ଗୋଟିଏ ପରେ ଗୋଟିଏ ଫିଲ୍ମ। ରଣବୀର ସିଂହ, ବରୁଣ ଧଓ୍ବନ୍‌, ସୁଶାନ୍ତ ସିଂ ରାଜପୁତଙ୍କ ଭଳି ଅଭିନେତାଙ୍କ ସହ ସେ କାମ କରିସାରିଥିବା ବେଳେ ଏବେ ସେ ଟାଇଗର ଶ୍ରଫ୍‌ଙ୍କ ସହ ନଜର ଆସିବେ ବୋଲି କୁହାଯାଉଛି।

‘ବାଗୀ-୪’ରେ ଟାଇଗରଙ୍କ ନାୟିକା ସାଜିବେ ସାରା। ସେ ଫିଲ୍ମ ସାଇନ୍‌ କରିସାରିଛନ୍ତି। ଏହାପୂର୍ବରୁ ଫିଲ୍ମ ‘ହିରୋପନ୍ତୀ-୨’ ପାଇଁ ତାଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ହେଲେ କୌଣସି କାରଣକୁ ନେଇ ତାହା ହୋଇପାରି ନ ଥିଲା। ଫଳରେ ତାଙ୍କ ପରିବର୍ତ୍ତେ ତାରା ସୁତାରିୟାଙ୍କୁ ସୁଯୋଗ ମିଳିଥିଲା। ଏଥିଯୋଗୁ ଟାଇଗରଙ୍କ ସହ ‘ବାଗି’ର ଆସନ୍ତା ସଂସ୍କରଣ ଲାଗି ସାରାଙ୍କ ନାମ ଫାଇନାଲ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହସ୍ପିଟାଲରେ ସଞ୍ଜୟ ଦତ୍ତ

ମୁମ୍ବାଇ, ୯। ୮: ଅଭିନେତା ସଞ୍ଜୟ ଦତ୍ତ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ଶନିବାର ସନ୍ଧ୍ୟାରେ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଛାତିରେ ଯନ୍ତ୍ରଣା ହେବା...

ଏଭଳି ଭାବେ ଆଲିଆଙ୍କୁ ପ୍ରପୋଜ୍‌ କରିଥିଲେ ରଣବୀର!

ବମ୍ବେ: ପ୍ରଥମେ ବିବାହ ଆଉ ଏବେ ମାତାପିତା ହେବାକୁ ଯାଉଥିବା ନେଇ ଘୋଷଣା କରି ଚର୍ଚ୍ଚାରେ ବଲିଉଡର ଅନ୍ୟତମ ଲୋକପ୍ରିୟ ଯୋଡ଼ି ଆଲିଆ ଭଟ୍ଟ-ରଣବୀର କପୁର।...

ରୁହି-ୟଶଙ୍କ ବିନା ଆମେରିକାରେ ଜନ୍ମଦିନ ପାଳିବେ କରନ୍‌

ମୁମ୍ବାଇ: ବଲିଉଡ୍‌ର ନାମୀ ନିର୍ଦ୍ଦେଶକ କରନ ଜୋହର ଏଥର ତାଙ୍କ ୪୭ ତମ ଜନ୍ମଦିନ ଆମେରିକାରେ ପାଳନ କରିବେ ବୋଲି ଶୁଣିବାକୁ ମିଳିଛି। ଅବଶ୍ୟ ଏଥିରେ...

ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଲେ ରଣବୀର: ଦାମ୍‌ ଜାଣିଲେ…

ବଲିଉଡର ଲୋକପ୍ରିୟ ତଥା ପାଓ୍ବାରଫୁଲ୍‌ କପଲ୍‌ କୁହାଯାଉଥିବା ରଣବୀର ସିଂ-ଦୀପିକା ପାଦୁକୋନ ଖୁବ୍‌ଶୀଘ୍ର ଶାହାରୁଖ ଏବଂ ସଲମାନ ଖାନଙ୍କ ପଡ଼ୋଶୀ ହେବାକୁ ଯାଉଛନ୍ତି। ରଣବୀର ସିଂ...

ବିବାହର ୬ ମାସ ପରେ ମା’ ହୋଇଥିଲେ ପାର୍ବତୀ

ଛୋଟ ପରଦାରେ ପ୍ରସାରିତ ଲୋକପ୍ରିୟ ଶୋ’ ‘ଦେବୋ କେ ଦେବ ମହାଦେବ’ରେ ପାର୍ବତୀ ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ପୂଜା ବାନାର୍ଜୀ ଏବଂ ତାଙ୍କର ଅଭିନେତା...

ମାତ୍ର ୭ ଦିନରେ ୩୦୦ କୋଟି କ୍ଲବରେ ‘ପଠାନ୍‌’

ବମ୍ବେ: ରିଲିଜ ପରଠାରୁ ବକ୍ସ ଅଫିସରେ ଗୋଟିଏ ପରେ ଗୋଟିଏ ରେକର୍ଡ କରୁଛି କିଙ୍ଗ ଖାନ୍‌ ଶାହାରୁଖଙ୍କ ଫିଲ୍ମ ‘ପଠାନ୍‌। ଦେଶ ତଥା ବିଦେଶରେ ଏହା...

‘ଦବଙ୍ଗ-୩’ର ଶୁଟିଂ ଶେଷ: ଏହି ଅବସରରେ ବିନୋଦଙ୍କୁ ମନେପକାଇଲେ ସଲ୍‌ମାନ

ବଲିଉଡ୍‌ ଇଣ୍ଡଷ୍ଟ୍ରିର ଦବଙ୍ଗ ଖାନ୍‌ ସଲମାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦବଙ୍ଗ-୩’ର ଶୁଟିଂ ଇତିମଧ୍ୟରେ ଶେଷ ହୋଇଛି। ସଲ୍‌ମାନ୍‌ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ...

୪୯ ବର୍ଷରେ ପୁଣି ଥରେ ବିବାହ କରିଥିଲେ ଗୋବିନ୍ଦା, ଲୁଚାଇ ରଖିଥିଲେ ସୁନିତାଙ୍କ ସହ ସମ୍ପର୍କ; କାରଣ ଜାଣିଲେ…

ବମ୍ବେ: ନବେ ଦଶକରେ ସବୁଠାରୁ ଲୋକପ୍ରିୟ ଅଭିନେତା ଥିଲେ ଗୋବିନ୍ଦା। ଗୋଟିଏ ସମୟରେ ୭୦ରୁ ଅଧିକ ଫିଲ୍ମ ପାଇଁ କାମ କରୁଥିଲେ ସେ। ଦିନକୁ ଗୋଟିଏ...

Advertisement
Archives

Model This Week