ମନୋରଞ୍ଜନ

ଟଙ୍କା ନେଲେ ନାଚିଲେନି, ଅଭିନେତ୍ରୀଙ୍କ ନାଁରେ ମାମଲା ରୁଜୁ

ହରିୟାଣାର ଗାୟିକା ତଥା ଡ୍ୟାନ୍ସର ସପନା ଚୌଧୁରୀଙ୍କ ନାଁରେ ଦିଲ୍ଲୀ ପୋଲିସ ଏକ ମାମଲା ରୁଜୁ କରିଛି। ଟଙ୍କା ହଡ଼ପ ଅଭିଯୋଗରେ ଏହି ମାମଲା ରୁଜୁ ହୋଇଛି। ପୋଲିସ ମୁତାବକ,ସପନାଙ୍କ ନାଁରେ ୪ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି।…

ସୋନୁ ସୁଦଙ୍କ ଯୋଗୁ ଧରାପଡିଲା ମାଙ୍କଡ, ମାମଲା ଜାଣିଲେ ହସି ହସି ଗଡିବେ

ଉତ୍ତର ପ୍ରଦେଶର କୁଶୀନଗର ଜିଲାର ପରଭରପାର ଗ୍ରାମରେ ଏକ ରୋଚକ ଘଟଣା ଘଟିଛି। କିଛି ମାସ ହେବ ଏହି ଗଁାରେ ମାଙ୍କଡର ଉପଦ୍ରବ ଦେଖିବାକୁ ମିଳିଥିଲା। ଗୁରୁବାର ବନ ବିଭାଗର ଏକ ଦଳ ମାଙ୍କଡକୁ କାବୁ କରିବାରେ ସମର୍ଥ ହୋଇଛନ୍ତି। କିଛି…

ବିଦ୍ୟା ବାଲାନ୍‌ଙ୍କ ସହ ରୋମାନ୍ସ କରିବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ, ଏକଦା ବିଗ୍‌ବସ୍‌ରେ କରିଥିଲେ ଅଶୋଭନୀୟ କାଣ୍ଡ

ବମ୍ବେ: ବୋଲ୍ଡନେସ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ଶର୍ଲିନ୍‌ ଚୋପ୍ରା। ‘ଟାଇମ୍‌ ପାସ୍‌’, ‘ରେଡ୍‌ ସ୍ବସ୍ତିକ’ ଭଳି ଚଳଚ୍ଚିତ୍ରରେ କାମ କରିଥିବା ସର୍ଲିନ୍‌ ଅନେକ ଥର ବିବାଦକୁ ଆସିଛନ୍ତି। ବିଗ୍‌ ବସ୍‌ ସିଜନ୍‌ -୩ରେ ପ୍ରତିଯୋଗୀ ଥିଲେ ସର୍ଲିନ୍‌। ସେତେବେଳେ ସେ…

ବିବାହ ବନ୍ଧନରେ ଆଉ ଜଣେ ଅଭିନେତ୍ରୀ: ପ୍ରେମିକଙ୍କ ହାତ ଧରିଲେ…

ବମ୍ବେ: ବିବାହ ବନ୍ଧନରେ ଆଉ ଜଣେ ଅଭିନେତ୍ରୀ। ପ୍ରେମିକ ଗୌରବ ବର୍ମାଙ୍କ ହାତ ଧରିଛନ୍ତି ଅଭିନେତ୍ରୀ ସମତା ଅଞ୍ଚନ। ଉଭୟଙ୍କର ବିବାହର ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି। ଫେବୃୟାରୀ ୮ରେ ପରିବାରଲୋକ ଏବଂ ନିକଟ ସମ୍ପର୍କୀୟଙ୍କ ଉପସ୍ଥିତିରେ ହାତକୁ…

ଓସ୍କାର ନୋମିନି ‘ବିଟ୍ଟୁ’

ନୂଆଦିଲ୍ଲୀ, ୧୧ା୨: ଭାରତୀୟ ଶର୍ଟ ଫିଲ୍ମ ‘ବିଟ୍ଟୁ’ ଓସ୍କାର ଦୌଡ଼ରେ ସାମିଲ ହୋଇଛି। କରିସ୍ମା ଦେବଙ୍କ ନିର୍ଦ୍ଦେଶିତ ଏକତା କପୁର, ଗୁନୀତ ମୋଙ୍ଗା, ତାହିରା କଶ୍ୟପ୍‌ଙ୍କ ଅଭିନୀତ ଏହି କ୍ଷୁଦ୍ର ଚଳଚ୍ଚିତ୍ର ଲାଇଭ ଆକ୍ସନ ଶର୍ଟଫିଲ୍ମ କାଟାଗୋରୀ ପାଇଁ ଓସ୍କାର ପୁରସ୍କାର…

ଫେମିନା ମିସ୍‌ ଇଣ୍ଡିଆ ଜିତିଲେ ମାନସା ବାରାଣସୀ

ମୁମ୍ବାଇ,୧୧।୨: ୨୦୨୦ ବର୍ଷ ପାଇଁ ଭିଏଲ୍‌ସିସି ଫେମିନା ମିସ୍‌ ଇଣ୍ଡିଆ ଜିତିଛନ୍ତି ମାନସା ବାରାଣସୀ। ଫେମିନା ମିସ୍‌ ଇଣ୍ଡିଆ ଇନ୍‌ଷ୍ଟାଗ୍ରାମରେ ଏହା ଘୋଷଣା କରାଯାଇଛି। ଫେବୃୟାରୀ ୧୦ ଆୟୋଜିତ ଗ୍ରାଣ୍ଡ ଫାଇନାଲରେ ତେଲେଙ୍ଗାନାର ମାନସା ବାଜି ମାରିନେଇଛନ୍ତି। ମାନ୍ୟା ସିଂ ଦ୍ୱିତୀୟ…

ମାଉସୀଙ୍କ ଡରରେ ପ୍ରେମିକଙ୍କୁ ଆଲମାରୀରେ ଲୁଚାଇ ରଖିଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନିଜ ପୁସ୍ତକ ‘ଅନ୍‌ଫିନିସ୍‌ଡ୍‌’ ଉନ୍ମୋଚନ କରିଛନ୍ତି। ଏହି ପୁସ୍ତକରେ ପ୍ରିୟଙ୍କା ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଅନେକ ଖୁଲାସା କରିଛନ୍ତି। ଏହି ପୁସ୍ତକରେ ସେ ତାଙ୍କ ଜୀବନର ଖଟା ମିଠା ସ୍ମୃତି ବାଣ୍ଟିଛନ୍ତି। ପ୍ରିୟଙ୍କା ବିବାହ…

ଟିନା ମୁନିମ୍‌ ରୁ ଟିନା ଅମ୍ବାନୀ ପର୍ଯ୍ୟନ୍ତ ଯାତ୍ରା…

ମୁମ୍ବାଇ,୧୧।୨: ବଲିଉଡ ଅଭିନେତ୍ରୀ ଟିନା ଅମ୍ବାନୀଙ୍କୁ ଗୁରୁବାର ୬୪ ବର୍ଷ ପୂରଣ ହୋଇଛି। ସେ ୧୯୫୭ ଫେବୃୟାରୀ ୧୧ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଟିନା ମୁନିମ୍‌ ଥିଲା। ୧୯୭୮ରେ ଦେବ ଆନନ୍ଦଙ୍କ ଫିଲ୍ମ ଦେଶ ପରଦେଶ୍‌ରେ ଟିନା…

୧୫ ଫେବୃୟାରୀରେ କରୀନାଙ୍କ ଡେଲିଭରି!

ମୁମ୍ବାଇ : ଅଭିନେତ୍ରୀ କରୀନା କପୁର ଖାନ୍‌ ବର୍ତ୍ତମାନ ଗର୍ଭବତୀ ଅଛନ୍ତି। ଏବେ ତାଙ୍କ ଡେଲିଭରିକୁ ନେଇ ଚର୍ଚ୍ଚା ଚାଲିଛି। ସୋସିଆଲ ମିଡିଆରେ ତାଙ୍କ ବେବି ବମ୍ପ ଫଟୋ ମଧ୍ୟ ବେଳେବେଳେ ଭାଇରାଲ ହେଉଛି। ତେବେ ୧୫ ଫେବୃୟାରୀରେ ତାଙ୍କର ଡେଲିଭରି…

ପ୍ରଥମ ଦେଖାରୁ ୪ ବର୍ଷ ବଡ଼ ଏହି ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିଲେ ମହେଶ ବାବୁ

ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରହିଟ୍ ହିରୋ ମହେଶ ବାବୁ ଏବଂ ବଲିଉଡ ଅଭିନେତ୍ରୀ ନମ୍ରତା ଶିରୋଦକର ୧୦ ଫେବୃୟାରୀରେ ସେମାନଙ୍କର ୧୬ ତମ ବିବାହ ବାର୍ଷିକୀ ପାଳନ କରୁଛନ୍ତି ଏହି ବିଶେଷ ଅବସରରେ ମହେଶ ବାବୁ ଏକ ରୋମାଣ୍ଟିକ ଫଟୋ ଶେୟାର…

ଶିଳ୍ପାଙ୍କଠାରୁ ଆରମ୍ଭ କରି ସନି ଲିଓନି: ନକଲି ନାମରେ ଜଣାଶୁଣା ଏସବୁ କଳାକାର, ପ୍ରକୃତ ନାମ ଜାଣିଲେ..

ବମ୍ବେ: ବଲିଉଡ୍‌ରେ ଅନେକ କଳାକାର ଏଭଳି ଅଛନ୍ତି ଯେଉଁମାନେ ନିଜର ନାମକୁ ବଦଳାଇଦେଇଛନ୍ତି। ଅତଃ ସେମାନେ ନୂଆ ନାମକୁ ନେଇ ପରିଚିତ ହେଉଛନ୍ତି। ତାଲିକାରେ ମନୋରଞ୍ଜନଜଗତର ଟପ୍‌ ଅଭିନେତ୍ରୀ/ଅଭିନେତାମାନେ ମଧ୍ୟ ଅଛନ୍ତି। ଆସନ୍ତୁ ଜାଣିବା କ’ଣ ସେମାନଙ୍କ ପ୍ରକୃତ ନାମ:- ଶିଳ୍ପା…

ଆଖିବୁଜିଲେ ଏହି ପ୍ରସିଦ୍ଧ ଗାୟକ: ୧୦ ବର୍ଷ ହେବ ପକ୍ଷାଘାତରେ ଥିଲେ ଆକ୍ରାନ୍ତ

ପ୍ରସିଦ୍ଧ ଗାୟକ ଏମ୍‌ଏସ୍‌ ନସିମଙ୍କର ବୁଧବାର ଥିରୁବନନ୍ତପୁରମର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିଛି। ୧୦ ବର୍ଷରୁ ଊର୍ଦ୍ଧ୍ୱ ହେବ ସେ ପକ୍ଷାଘାତରେ ଆକ୍ରାନ୍ତ ଥିଲେ। ଏହି କାରଣରୁ ହଠାତ୍‌ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ନାସିମଙ୍କ ମୃତ୍ୟୁରେ ତାଙ୍କ ପରିବାର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?