ରୋଜଗାରରେ ବଲିଉଡ୍‌ ହିରୋଇନ୍‌ଙ୍କୁ ପଛରେ ପକାଇବେ ଟଲିଉଡ୍‌ର ଏହି ଅଭିନେତ୍ରୀ: ଗୋଟିଏ ଫିଲ୍ମ ପାଇଁ ନିଅନ୍ତି…

ରୋଜଗାର ହେଉ ଅଥବା ଲୋକପ୍ରିୟତା, କୌଣସି ଗୁଣରେ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ବଲିଉଡ୍‌ ହିରୋଇନ୍‌ଙ୍କଠାରୁ କମ୍‌ ନୁହନ୍ତି। ସେଥିପାଇଁ ତ କେତେ ଜଣ ଟଲିଉଡ୍‌ ଅଭିନେତ୍ରୀଙ୍କ ପ୍ରଶଂସକ ସଂଖ୍ୟା ବଲିଉଡ୍‌ ନାୟିକାଙ୍କଠାରୁ ଅଧିକ। ଏପରିକି ସେମାନେ ମୋଟା ଅଙ୍କର ପାଉଣା ମଧ୍ୟ ନେଇଥାନ୍ତି।  ଜାଣନ୍ତୁ ସେଭଳି କିଛି ଅଭିନେତ୍ରୀଙ୍କୁ…

କାଜଲ ଅଗ୍ରଓ୍ବାଲ: ସାଉଥ୍‌ ସହ ବଲିଉଡ୍‌ ଫିଲ୍ମରେ ଅଭିନୟ କରିଥିବା କାଜଲ ଗୋଟିଏ ଫିଲ୍ମ ପାଇଁ ୧ କୋଟିରୁ ଅଧିକ ଚାର୍ଜ କରିଥାନ୍ତି। ସେ ସର୍ବାଧିକ ପାଉଣା ନେଉଥିବା ଟଲିଉଡ୍‌ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ।

ନୟନତାରା: ଏହି ଅଭିନେତ୍ରୀ ବଲିଉଡ୍‌ ନାୟିକାଙ୍କଠାରୁ ଅଧିକ ପାଉଣା ନେଇଥାନ୍ତି। ଦକ୍ଷିଣ ଭାରତୀୟ ସିନେମାର ଶ୍ରେଷ୍ଠ ଅଭିନେତ୍ରୀ ହୋଇଥିବାରୁ ସେ ଗୋଟିଏ ଫିଲ୍ମ ପାଇଁ ଅଢ଼େଇ କୋଟିରୁ ୩ କୋଟି ଟଙ୍କା ନେଇଥାନ୍ତି।

ତୃଷା କୃଷ୍ଣନ:ତାମିଲ ଏବଂ ତେଲୁଗୁ ଭାଷା ଫିଲ୍ମରେ କାମ କରିଥିବା ଏହି ଅଭିନେତ୍ରୀ ଗୋଟିଏ ଫିଲ୍ମ ଲାଗି ୮୦ ଲକ୍ଷରୁ ୧ କୋଟି ଟଙ୍କା ନେଇଥାନ୍ତି।

ଅନୁଷ୍କା ସେଟ୍ଟୀ: ବାହୁବଲୀ ଫେମ୍‌ ଏହି ଅଭିନେତ୍ରୀ ଗୋଟିଏ ଫିଲ୍ମ ପାଇଁ ୨ କୋଟିରୁ ଅଢ଼େଇ କୋଟି ଟଙ୍କା ନେଇଥାନ୍ତି।

ତମନ୍ନା ଭାଟିଆ: ତମନା ଗୋଟିଏ ଫିଲ୍ମ ପାଇଁ ଦେଢ଼ କୋଟିରୁ ଦୁଇ କୋଟି ଟଙ୍କା ନେଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯନ୍ତ୍ରଣା ବଖାଣିଲେ ଦୀପିକା: ବାଥରୁମ୍‌ ପର୍ଯ୍ୟନ୍ତ ଯିବାକୁ…

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ଆଜିକାଲି ଗର୍ଭବତୀ ଅଛନ୍ତି। ଖୁବ୍‌ଶୀଘ୍ର ସେ ଦ୍ୱିତୀୟ ସନ୍ତାନ ଜନ୍ମଦେବାକୁ ଯାଉଛନ୍ତି। ଦୀପିକା ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ନିୟମିତ ଭାବରେ…

‘ଇଣ୍ଡିଆନ ଆଇଡଲ’ର ଟପ୍‌-୬ରେ ଜ୍ୟୋତିର୍ମୟୀ: ପ୍ରଶଂସା କଲେ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦ା୭ (ସୌମ୍ୟରଞ୍ଜନ ରାଉତ):ଓଡ଼ିଆ କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ ଜାତୀୟସ୍ତରର ଲୋକପ୍ରିୟ ସଙ୍ଗୀତ ରିଆଲିଟି ଶୋ’ ‘ଇଣ୍ଡିଆନ ଆଇଡଲ-୧୬’ରେ ଦମ୍‌ଦାର ପରଫର୍ମାନ୍ସ ମାଧ୍ୟମରେ ଟପ୍‌-୬ରେ ସ୍ଥାନ ହାସଲ କରିଛନ୍ତି।…

ପତ୍ନୀ ଗୌରୀଙ୍କୁ ଏଭଳି ଉପହାର ଦେଲେ ଆମିର, ଯାହାକୁ ୧୩୧ ଜଣ କାରିଗର ମିଶି ୨୫୬ ଘଣ୍ଟାରେ କରିଛନ୍ତି ପ୍ରସ୍ତୁତ

ମୁମ୍ବାଇ: ବଲିଉଡର ସୁପରଷ୍ଟାର ଆମିର ଖାନ ଏବଂ ଗୌରୀ ସ୍ପ୍ରାଟ୍‌ ପରସ୍ପର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ନିକଟରେ ବାନ୍ଦ୍ରାସ୍ଥିତ ନିଜ ବାସଭବନରେ ପରିବାର ଏବଂ କିଛି…

ଚର୍ଚ୍ଚାରେ ପିସି: ପ୍ୟାରିସ୍‌ରେ କଲେ…

ବଲିଉଡ୍‌ରୁ ହଲିଉଡ ପର୍ଯ୍ୟନ୍ତ ରାଜ୍‌ କରୁଥିବା ପ୍ରିୟଙ୍କା ଚୋପ୍ରା ବେଶ୍‌ ଆତ୍ମବିଶ୍ୱାସୀ। କାମରେ ହେଉ କି ପୋଷାକ ସେ ସର୍ବଦା ନିଜକୁ ଦୃଢ ଭାବରେ ପ୍ରଦର୍ଶିତ କରିଥାନ୍ତି।…

ଜନ୍ମଦିନରେ ଗାଙ୍ଗୁଲିଙ୍କୁ ମିଳିଲା ବଡ଼ ସରପ୍ରାଇଜ୍‌: ଫିଲ୍ମ ପୋଷ୍ଟର ଜାରି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଆଜି ୫୪ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ସେହି ପ୍ରଭାବଶାଳୀ ଅଧିନାୟକମାନଙ୍କ ମଧ୍ୟରୁ ଜଣେ ଯିଏ ଟିମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri