ମା’ ହେବା ପରେ ଅନୁଷ୍କାଙ୍କୁ ଉପଦେଶ ଦେଲେ ଏହି କ୍ରିକେଟର: ପିଲା ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କ’ଣ କହିଲେ…

ମା’ ହେବା ପରେ ଅନୁଷ୍କାଙ୍କୁ ଉପଦେଶ ଦେଲେ ଏହି କ୍ରିକେଟର: ପିଲା ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କ’ଣ କହିଲେ…
ଖେଳ ମଧ୍ୟରେ କ୍ରିକେଟ ପାଇଁ ଲୋକମାନେ ଯେତିକି ପାଗଳ, ସେମାନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବା ପାଇଁ ଠିକ୍‌ ସେମିତି ଇଚ୍ଛୁକ। ନିକଟରେ ବାପା ହୋଇଥିବା ବିରାଟ କୋହଲି ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପିଲାଙ୍କୁ ଦେଖିବାକୁ ଲୋକମାନେ ବହୁତ ଉତ୍ସାହିତ। ନିକଟରେ ବିରାଟଙ୍କ ଅଭିନେତ୍ରୀ ସ୍ତ୍ରୀ ଅନୁଷ୍କା ଶର୍ମା ଇନ୍‌ଷ୍ଟାଗ୍ରାମ୍‌ରେ ଏକ ମଜାଳିଆ ପୋଷ୍ଟ ଶେୟାର କରିଥିଲେ। ଉକ୍ତ ପୋଷ୍ଟରେ ସେ ନିଜ ପସନ୍ଦର ଜିନିଷ ବିଷୟରେ କହିଛନ୍ତି। ସେ କହିଛନ୍ତି ଯେ, ବର୍ପ କ୍ଲଥ୍‌ ତାଙ୍କର ସବୁଠାରୁ ପସନ୍ଦର ସାମଗ୍ରୀ। ଅନୁଷ୍କାଙ୍କ ଏହି ପୋଷ୍ଟରେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା କମେଣ୍ଟ କରି ଲେଖିଛନ୍ତି, ପ୍ରକୃତରେ ଏହି ସାମଗ୍ରୀ ସବୁଠାରୁ ବେଶି ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

ଲାଜରେ ୪ ଦିନ ଘରୁ ବାହାରି ନ ଥିଲେ ଏହି ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ରାଧିକା ଆପ୍‌ଟେ ପରଦାରେ ନିଜର ସ୍ବତନ୍ତ୍ରତା ସୃଷ୍ଟି କରିଛନ୍ତି। ନିଜର ବୋଲ୍ଡ ଇମେଜ ପାଇଁ ଜଣାଶୁଣା ରାଧିକା ସିନେମାରେ ନିଖୁଣ ଅଭିନୟ ମଧ୍ୟ...

ଲାଲ୍‌ ସଲାମ

ଦକ୍ଷିଣ ଭାରତୀୟ ସିନେମାରେ ରଜନୀକାନ୍ତ କେତେ ଲୋକପ୍ରିୟ ତାହା କହିବା ଅନାବଶ୍ୟକ। ତାଙ୍କ ଅଭିନୀତ ଫିଲ୍ମ ଶୁଟିଂ ଆରମ୍ଭ ହେବା ସମୟରୁ ହିଁ ଆଲୋଚନାର ପରିସରକୁ...

ଏହି ଅଭିନେତ୍ରୀକୁ ପ୍ରତିବର୍ଷ କଂଗ୍ରେସରୁ ମିଳୁଛି ଟିକେଟ, ଭାଜପା ମଧ୍ୟ ଦେଇଛି; ହେଲେ…

ଗତ କିଛି ଦିନ ହେବ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ମନ୍ତବ୍ୟ ପାଇଁ କଙ୍ଗନା ରନାଓ୍ବନ ଚର୍ଚ୍ଚାରେ ରହିଛନ୍ତି। ବଲିଉଡ୍‌ରେ ବାହାର ଲୋକଙ୍କୁ...

ଓସ୍କାର ଦୌଡ଼ରେ ବିଦ୍ୟା ବାଲନଙ୍କ ଫିଲ୍ମ

ନୂଆଦିଲ୍ଲୀ, ୪ା୨- ବଲିଉଡ୍‌ ଅଭିନେତ୍ରୀ ବିଦ୍ୟା ବାଲନଙ୍କ ଶର୍ଟ ଫିଲ୍ମ ‘ନଟଖଟ’ ଓସ୍କାର ୨୦୨୧ ବେଷ୍ଟ ଶର୍ଟ ଫିଲ୍ମ କ୍ୟାଟେଗୋରୀରେ ସାମିଲ ହୋଇଛି। ଏହି ଶର୍ଟ...

ସାନ ଭାଇଙ୍କୁ ଭେଟିବାକୁ ବାପାଙ୍କ ଘରେ ପହଞ୍ଚିଲେ ସାରା

ବଲିଉଡ ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଅନେକ ସମୟରେ ଚର୍ଚ୍ଚାରେ ରହିଥା’ନ୍ତି। ସେ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ନିକଟରେ ସାରା ବାପା ସୈଫ୍‌ ଅଲ୍ଲୀ...

ଜୟା, ଐଶ୍ୱର୍ଯ୍ୟାଙ୍କ ଆଣ୍ଟିଜେନ୍‌ ଟେଷ୍ଟ ଆସିଲା ନେଗେଟିଭ, ସ୍ବାବ ଟେଷ୍ଟ ରିପୋର୍ଟକୁ ଅପେକ୍ଷା

ମୁମ୍ବାଇ,୧୨।୭: କରୋନା ମହାମାରୀ ଏବେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଇଥିବା ବେଳେ ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ...

ଅଭିନେତ୍ରୀଙ୍କୁ ହତ୍ୟା ଧମକ ଦେବା ପଡ଼ିଲା ମହଙ୍ଗା: ରୋଷେୟା ଗିରଫ

ଟିଭି ଅଭିନେତ୍ରୀ ମାହି ବିଜ୍‌ଙ୍କୁ ହତ୍ୟା ଧମକ ଦେଇଥିବା ତାଙ୍କ ରୋଷେୟାଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ଅଭିନେତା ଜୟ ଭାନୁଶାଳୀ ଏବଂ ମାହିଙ୍କ ଘରେ...

ଆହତ ହେଲେ ସାମନ୍ଥା-ବିଜୟ

ଚେନ୍ନାଇ: ସାଉଥ ସପୁରଷ୍ଟାର ସାମନ୍ଥା ରୁଥ ପ୍ରଭୁ ଓ ବିଜୟ ଦେବରକୋଣ୍ଡା ନିକଟରେ କଶ୍ମୀରରେ ତାଙ୍କର ଅପକମିଂ ଫିଲ୍ମ ‘କୁଶି’ର ଶୁଟିଂ ଶେଷ କରିଛନ୍ତି ।...

Advertisement
Archives

Model This Week