ମନୋରଞ୍ଜନ

ଏହି ଅଭିନେତ୍ରୀଙ୍କ ପୁଅର ପ୍ରଥମ ଫଟୋ ଆସିଲା ସାମ୍ନାକୁ

ଛୋଟ ପରଦାରେ ନାଗିନ ଭାବେ ଲୋକପ୍ରିୟ ଅଭିନେତ୍ରୀ ଅନୀତା ହସନନ୍ଦାନୀ ଫେବୃୟାରୀ ୯ରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଅନୀତାଙ୍କ ସ୍ବାମୀ ରୋହିତ ରେଡ୍ଡି ଏହି ଖୁସି ଖବର ଇନ୍‌ଷ୍ଟାଗ୍ରାମରେ ଲେଖି ଜଣାଇଥିଲେ। ଏବେ ସେ ପୁଅର ପ୍ରଥମ ଫଟୋ…

ସ୍ତ୍ରୀଙ୍କୁ ଛାଡ଼ି ରାଣୀ ମୁଖାର୍ଜୀଙ୍କ ସହ ରହିବାକୁ ଚାଲିଯାଇଥିଲେ ଏହି ସୁପରଷ୍ଟାର! ଭାଙ୍ଗୁ ଭାଙ୍ଗୁ ରହିଥିଲା…

ବମ୍ବେ: ବଲିଉଡ୍ର ଲୋକପ୍ରିୟ ନାୟକଙ୍କ ମଧ୍ୟରୁ ଗୋବିନ୍ଦା ଜଣେ। ତାଙ୍କର ଅଭିନୟ ସାଙ୍ଗକୁ ନୃତ୍ୟକୁ ଆଜି ବି ଦର୍ଶକେ ପସନ୍ଦ କରନ୍ତି। ଦୀର୍ଘଦିନ ଧରି ବଡ ପରଦାରୁ ଦୂରେଇ ରହିବା ପରେ ନିକଟରେ ସେ ଫିଲ୍ମ ‘ଆ ଗୟା ହିରୋ’ରେ ନଜର…

ଗୋଟିଏ ସିଗାରେଟ ବଦଳାଇ ଦେଇଥିଲା ଏହି ପ୍ରସିଦ୍ଧ ଅଭିନେତାଙ୍କ ଜୀବନ

ବଲିଉଡ୍‌ର ଆଙ୍ଗ୍ରି ମ୍ୟାନ୍‌ ଭାବେ ପରିଚିତ ପ୍ରାନ୍‌ଙ୍କ ଆଜି ୧୦୧ତମ ଜନ୍ମଦିବସ। ୧୯୨୦ ମସିହା ଫେବୃୟାରୀ ୨୦ରେ ସେ ପୁରୁଣା ଦିଲ୍ଲୀର ବଲ୍ଲୀମାରା ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ। ସେ ଆଂସୁ ବନ୍‌ ଗଏ ମୁସ୍କାନ, ଉପକାର ଏବଂ ବେଇମାନ ପିଲ୍ମ ପାଇଁ…

କୃଷ୍ଣସାର ଶିକାର ମାମଲା: ସଲମାନ ଆଶ୍ୱସ୍ତ

ନୂଆଦିଲ୍ଲୀ, ୧୧।୨: କୃଷ୍ଣସାର ଶିକାର ମାମଲାରେ ବଲିଉଡ୍‌ ଷ୍ଟାର ସଲମାନ ଖାନଙ୍କ ବିରୋଧରେ ରାଜସ୍ଥାନ ସରକାରଙ୍କ ପକ୍ଷରୁ ଦାୟର ହୋଇଥିବା ଯାଚିକାକୁ ଗୁରୁବାର ଜୋଧପୁର ଜିଲା ଓ ସେସନ୍ସ କୋର୍ଟ ଖାରଜ କରିଦେଇଛନ୍ତି। ଫଳରେ ସଲମାନଙ୍କୁ ଆଶ୍ୱସ୍ତି ମିଳିଛି। ଏହି ମାମଲାରେ…

ସଞ୍ଜୟ ଦତ୍ତ ସ୍ତ୍ରୀଙ୍କୁ ଦେଇଥିଲେ ୧୦୦ କୋଟିର ଉପହାର: ଏହି କାରଣରୁ ଫେରାଇ ଦେଲେ

ବଲିଉଡ୍‌ କଳାକାରମାନେ ଦାମୀ ଉପହାର ଦେବାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏମାନଙ୍କ ମଧ୍ୟରେ ଜଣେ ହେଲେ ସଞ୍ଜୟ ଦତ୍ତ। ସଞ୍ଜୟ ତାଙ୍କ ସ୍ତ୍ରୀ ମାନ୍ୟତାଙ୍କୁ ଗୋଟିଏ କି ଦୁଇଟି ନୁହେଁ ୪ଟି ମୂଲ୍ୟବାନ ଫ୍ଲାଟ୍‌ ଉପହାର ରୂପେ ଦେଇଥିଲେ। ଏହି…

ବିବାହ କଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

କନ୍ନଡ଼ ଏବଂ ତାମିଲ ଫିଲ୍ମର ପ୍ରସିଦ୍ଧ ଅଭିନେତ୍ରୀ ରଶ୍ମୀ ଜୟରାଜ ଏବଂ ରିଚୁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଫେବୃୟାରୀ ୧୦ ଅର୍ଥାତ୍‌ ବୁଧବାର ଈଶାଇ ରୀତିନୀତି ଅନୁସାରେ ଏହି ବିବାହ ହୋଇଛି। ଏହି ସମାରୋହରେ ଉଭୟଙ୍କ ପରିବାରର ସଦସ୍ୟ ଉପସ୍ଥିତ…

ସଲମାନ୍‌ଙ୍କ ସାମ୍ନାରେ ଆଣ୍ଠେଇ ଭୋ ଭୋ ହୋଇ କାନ୍ଦିଥିଲେ କରଣ

କରଣ ଜୋହରଙ୍କ ପ୍ରଥମ ଫିଲ୍ମ ‘କୁଛ୍‌ କୁଛ୍‌ ହୋତା ହୈ’ ୧୯୯୮ରେ ରିଲିଜ୍‌ ହୋଇଥିଲା। ଏଥିରେ ପ୍ରମୁଖ ଚରିତ୍ରରେ ଶାହାରୁଖ ଖାନ୍‌, କାଜଲ ଏବଂ ରାଣୀ ମୁଖାର୍ଜୀ ଅଭିନୟ କରିଥିଲେ। ତେବେ ଏଥିରେ ସଲମାନ ଖାନ୍‌ଙ୍କର ଏକ ଅତିଥି ଚରିତ୍ର ରହିଥିଲା।…

ସାରାଙ୍କର ହେଲା ଅସ୍ତ୍ରୋପଚାର, ପ୍ରଶଂସକଙ୍କୁ କହିଲେ ଏମିତି…

ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। କେତେବେଳେ ସେ ନିଜ ଫିଲ୍ମ ପାଇଁ ତ ଆଉ କେତେବେଳେ ସୋସିଆଲ ମିଡିଆରେ ପୋଷ୍ଟକୁ ନେଇ। ଏଥର ସେ ଏକ ଭିଡିଓ ପାଇଁ…

ଚର୍ଚ୍ଚାରେ ଶ୍ରଦ୍ଧାଙ୍କ ପୋଷାକ

ମୁମ୍ବାଇ: ନିଜର କ୍ୟୁଟନେସ୍ ପାଇଁ ଚର୍ଚ୍ଚାରେ ଥିବା ଶ୍ରଦ୍ଧା କପୁର ଏବେ ପୁଣିଥରେ ଆସିଛନ୍ତି ଚର୍ଚ୍ଚାକୁ । ସେ ତାଙ୍କ ପୋଷାକକୁ ନେଇ ଅଛନ୍ତି ଚର୍ଚ୍ଚାରେ । ନିକଟରେ ସେ ତାଙ୍କ କଜିନ ପଦ୍ମିନି କୋହ୍ଲାପୁରେଙ୍କ ପୁଅ ପ୍ରିୟାଙ୍କ ଶର୍ମା ଓ…

କବିତା ଶେୟାର କଲେ ସୋନାକ୍ଷୀ

ମୁମ୍ବାଇ: ବଲିଉଡ୍ ନାୟିକା ସୋନାକ୍ଷୀ ସିହ୍ନା ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ । ସମୟ ସମୟରେ ସେ ପୋଷ୍ଟ କରୁଥିବା ଫଟୋ, ଭିଡିଓ ତାଙ୍କ ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସିଥାଏ । କିଛିଦିନ ହେବ ଟୁଇଟରକୁ ଅଲବିଦା କହିଥିବା ସୋନାକ୍ଷୀ କିନ୍‌ୁ…

କଳା ରଙ୍ଗର ଶାଢ଼ିରେ ଟିନାଙ୍କୁ ଦେଖି ହୃଦୟ ଦେଇ ବସିଥିଲେ ଅମ୍ବାନୀ ପରିବାରର ଏହି ଦାୟଦ, ହେଲେ ନିଜର କରିବା…

ବମ୍ବେ: ବ୍ୟବସାୟୀ ପରିବାରର ହୋଇଥିଲେ ହେଁ ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିଲେ ଅନିଲ ଅମ୍ବାନୀ। ଏକ ବିବାହରେ ଅତିଥି ଭାବେ ଯୋଗ ଦେଇଥିଲେ ଟିନା। କଳା ରଙ୍ଗର ଶାଢ଼ି ପିନ୍ଧିଥିଲେ ସେ। ପ୍ରଥମ ଦେଖାରେ ଟିନାଙ୍କୁ ପସନ୍ଦ କରିଥିଲେ ଅନିଲ। ଏହାପରେ ଆମେରିକାରେ…

ବିବାହିତ ସତ୍ତ୍ୱେ ଏହି ଲୋକପ୍ରିୟ ଅଭିନେତ୍ରୀଙ୍କୁ ଭଲପାଇ ବସିଥିଲେ କୁମାର ସାନୁ, ହେଲେ…

ବମ୍ବେ: ନବେ ଦଶକରେ ଯେଉଁ କେତେଜଣ ଗାୟକ ନିଜର ସୁମଧୁର କଣ୍ଠକୁ ନେଇ ଏବେ ବି ଶ୍ରୋତାଙ୍କ ମନରେ ଘର କରି ରହିଛନ୍ତି, ସେମାନଙ୍କ ମଧ୍ୟରୁ କୁମାର ସାନୁ ଅନ୍ୟତମ। ସେ ବିଗତ ଦିନରେ ନିଜର ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?