କାହାକୁ ନ ଜଣାଇ ଏହି ଅଭିନେତ୍ରୀ କରିଥିଲେ ଗୃହପ୍ରବେଶ: ଏବେ ପଡ଼ିଗଲେ ଧରା

ବଲିଉଡ୍‌ ପରେ ହଲିଉଡ୍‌ରେ ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜୋନାସ, ଏବେ ତାଙ୍କ ପୁସ୍ତକ ‘ଅନ୍‌ଫିନିଷ୍ଟ’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ପୁସ୍ତକରେ ଅଭିନେତ୍ରୀ ତାଙ୍କ ଜୀବନର ଯାତ୍ରା ବିଷୟରେ ଲେଖିଛନ୍ତି। ସେ ଇଣ୍ଡଷ୍ଟ୍ରିରେ କାମ କରିବା ସହ କିପରି ଲୋକପ୍ରିୟତା ହାସଲ କରିଛନ୍ତି ଏହି ପୁସ୍ତକରେ ଉଲ୍ଲେଖ କରିଛନ୍ତି। ତାଙ୍କ ପୁସ୍ତକର କିଛି ପୃଷ୍ଠା ବର୍ତ୍ତମାନ ଲିକ୍‌ ହୋଇ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି। ଯାହାର ଫଟୋ ସେ ନିଜେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକ ମଧ୍ୟରୁ ଗୋଟିଏରେ ସେ ତାଙ୍କ ନୂଆ ଘରେ ପ୍ରବେଶ କରୁଥିବା ଦେଖିବାକୁ ମିିଳିଛି।

ଫଟୋରେ ସ୍ବାମୀ ନିକ୍‌ ମଧ୍ୟ ନଜର ଆସିଛନ୍ତି। ଏହି ଫଟୋ ତଳେ ଲେଖାଯାଇଛି, କ୍ୱାରାଣ୍ଟାଇନ୍‌ ସମୟରେ ମୋ ନୂଆ ଘରକୁ ଯିବା ଅତ୍ୟନ୍ତ ଅସ୍ବାଭାବିକ ଥିଲା।
ପ୍ରିୟଙ୍କା କହିଛନ୍ତି, ତାଙ୍କ ବିବାହ ଫଟୋ ମଧ୍ୟ ତାଙ୍କ ପୁସ୍ତକରୁ ଲିକ୍‌ ହୋଇଛି। ଏହାକୁ ନ ଚୋରାଇବା ପାଇଁ ପ୍ରିୟଙ୍କା ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋ ବିରୋଧରେ କୋର୍ଟ ଗଲେ, ମୁଁ ସୁପ୍ରିମକୋର୍ଟ ଯାଇ ହାହାକାର କରିବି: ଜାଣନ୍ତୁ ଏପରି କାହିଁକି କହିଲେ ଅର୍ନବ

ବମ୍ବେ: ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଯାଞ୍ଚ ଦାୟିତ୍ୱ ଏବେ ସିବିଆଇ ହାତରେ। ଦିନକୁ ଦିନ ଘଟଣା ନୂଆ ମୋଡ ନେଉଥିବାରୁ ମିଡିଆଠାରୁ...

ଆଲିଆଙ୍କ ସହ ଫିଲ୍ମରେ ଡେବ୍ୟୁ କରିବେ ଛୋଟପରଦାର ଏହି ଅଭିନେତା

ମୁମ୍ବାଇ: ଛୋଟ ପରଦା ତଥା ‘କସୌଟୀ ଜିନ୍ଦେଗୀ’ର ଅଭିନେତା ପାର୍ଥ ସମଥାନ ଖୁବ୍‌ଶୀଘ୍ର ଡିଜିଟାଲ ଡେବ୍ୟୁ କରିବାକୁ ଯାଉଛନ୍ତି। ଏଥିସହିତ ପାର୍ଥ ବଡ଼ପରଦାରେ ବି ନଜର...

ଦୁଇଟି ସନ୍ତାନର ପିତାଙ୍କୁ ବିବାହ କରିଥିଲେ ଶବାନା

ମୁମ୍ବାଇ: ବଲିଉଡ୍‌ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ନାୟିକା ଶବାନା ଆଜମୀ ୭୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । କମର୍ସିଆଲ ଓ...

ସାଧାରଣତନ୍ତ୍ର ଦିବସରେ ‘ୱାର୍‌ ୨’

ମୁମ୍ବାଇ: ‘ୱାର୍‌ ୨’କୁ ନେଇ ନିର୍ମାତା ଆଦିତ୍ୟ ଚୋପ୍ରା କିଛି ମାସ ତଳେ ଏକ ଘୋଷଣା କରିଥିଲେ। ଯେଉଁଥିରେ ଅଭିନେତା ହ୍ରିତିକ୍‌ ରୋଶନଙ୍କ ସହ ଜୁନିୟର...

ପ୍ରେମରେ ପଡ଼ିଛନ୍ତି ବିଗ୍‌ ବିଙ୍କ ନାତୁଣୀ

ବମ୍ବେ: ପ୍ରେମରେ ପଡ଼ିଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନବେଲୀ ନନ୍ଦା। ଏପରି କିଛି ଚର୍ଚ୍ଚା ହେଉଛି ବଲିଉଡ୍‌ ଗଳିକନ୍ଦିରେ। ନୂଆ ସୂଚନାନୁଯାୟୀ...

ମିଷ୍ଟ୍ରି ବଏଙ୍କ ସହ ବୁଲୁଛନ୍ତି ଶାହାରୁଖ ଲଳନା

ବମ୍ବେ:ବଲିଉଡ୍‌ଜଗତରେ ଅନେକ କଳାକାର ଏପରି ଅଛନ୍ତି ଯେଉଁମାନେ ନିଜ ବ୍ୟକ୍ତିଗତ ଜୀବନକୁ ଗୋପନ ରଖିଥାନ୍ତି। ହେଲେ ଅନେକ ଥର ସତ ବାହାରକୁ ଆସିଥାଏ। ସେଭଳି କିଛି...

ହଜିଗଲେ କି ଦୀପବୀର!

ମୁମ୍ବାଇ: ବଲିଉଡ୍‌ର ବେଷ୍ଟ କପୁଲ ଭାବେ ପରିଚିତ ଦୀପିକା ପାଦୁକୋନ ଓ ରଣବୀର ସିଂ ଯାହା କଲେ ବି ଆସନ୍ତି ଚର୍ଚ୍ଚାକୁ। ଏଥର ତାଙ୍କ ଭ୍ୟାକେଶନକୁ...

‘ମୁଁ ଏମିତି ନିର୍ଦ୍ଦେଶକଙ୍କ ସହ କାମ କରିବାକୁ ଚାହେଁ ନାହିଁ’

ମୁମ୍ବାଇ: ବଲିଉଡ୍‌ର ଅଭିନେତ୍ରୀମାନଙ୍କ ମଧ୍ୟରୁ ଦିବ୍ୟା ଦତ୍ତ ହେଉଛନ୍ତି ଅନ୍ୟତମ। ଯିଏ କି ଚୁଲ୍‌ବୁଲି ଚରିତ୍ରରୁ ଆରମ୍ଭ କରି ସମସ୍ତ ଚରିତ୍ରରେ ବେଶ୍‌ ନିଖୁଣ ଭାବେ...

Advertisement
Archives

Model This Week