ଧର୍ମେନ୍ଦ୍ରଙ୍କୁ ଏକୁଟିଆ ନ ଭେଟିବା ପାଇଁ ହେମାମାଳିନୀଙ୍କ ପିତା କରିଥିଲେ ଏମିତି କାମ

ବଲିଉଡର ଭେଟେରାନ ଅଭିନେତ୍ରୀ ହେମାମାଳିନୀ ନିଜ ଅଭିନୟ ଯାଦୁରେ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଦୀର୍ଘ ୬ ଦଶନ୍ଧି ଧରି ସେ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି। କିନ୍ତୁ ଅଭିନେତା ଧର୍ମେନ୍ଦ୍ରଙ୍କ ସହ ତାଙ୍କ ପ୍ରେମ କାହାଣୀକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା। ନିକଟରେ ଇଣ୍ଡିଆନ୍‌ ଆଇଡଲ୍‌ରେ ଯୋଗ ଦେବା ସମୟରେ ନିଜ ପ୍ରେମ କାହାଣୀ ବିଷୟରେ ଶୁଣାଇଥିଲେ। ଡେଟିଂ ଦିନକୁ ମନେ ପକାଇ ସେ କହିଥିଲେ ଯେ, ସେ ଏବଂ ଧର୍ମେନ୍ଦ୍ର ଏକ ଗୀତ ଶୁଟିଂ କରୁଥିଲେ, ତାଙ୍କ ପିତା ତାଙ୍କ ସହ ଶୁଟିଂ ସେଟ୍‌କୁ ଯାଇଥିଲେ। ଏହାର କାରଣ ଥିଲା ସେ ଧର୍ମେନ୍ଦ୍ରଙ୍କ ସହ ଏକୁଟିଆ ସମୟ ବିତାଇ ପାରିବେ ନାହିଁ। ହେମା କହିଥିଲେ, ସାଧାରଣତଃ ମୋ ମା’ କିମ୍ବା ମାଉସୀ ଶୁଟିଂରେ ମୋ ସହିତ ରହୁଥିଲେ, କିନ୍ତୁ ଏକ ଗୀତର ଶୁଟିଂ ସମୟରେ ପିତା ମୋ ସାଥିରେ ଥିଲେ। ମୁଁ ଏବଂ ଧରମ ଜୀ ଏକୁଟିଆ ସମୟ ନ ବିତାଇବା ନାହିଁ ପିତା ଏଭଳି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋହଲି-ଅନୁଷ୍କାଙ୍କ ଉପରେ ପ୍ରବଳ ରାଗିଗଲେ ଏହି ଅଭିନେତା

ସମଗ୍ର ଦେଶରେ କରୋନା ଆତଙ୍କ ସୃଷ୍ଟି କରିଛି। ଏଭଳି ପରିସ୍ଥିତିରେ ବଲିଉଡର ଅନେକ ତାରକା ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଭାରତୀୟ କ୍ରିକେଟ...

କରନ୍‌ ଜୋହରଙ୍କ ଏହି ଫିଲ୍ମକୁ ଦେଖି ରାଗିଯାଇଥିଲେ ଶବାନା, ଫୋନ୍‌ କରି ବର୍ଷିଲେ

ଏକ ସମୟ ଥିଲା, ଯେତେବେଳେ କରନ୍‌ ଜୋହରଙ୍କ ଫିଲ୍ମ ବକ୍ସ ଅଫିସରେ୍‌ ହିଟ୍‌ ହେଉଥିଲା। ଶାହରୁଖ ଖାନ ଏବଂ କାଜଲଙ୍କ ଯୋଡି ପ୍ରାୟତଃ ତାଙ୍କ ଚଳଚ୍ଚିତ୍ରରେ...

ପକ୍ଷାଘାତରେ ଆକ୍ରାନ୍ତ ହେଲେ ଏହି ଅଭିନେତ୍ରୀ

ହିଟଲର ଦିଦି, କୁବୁଲ ହୈ, ଇଶ୍କବାଜ ଏବଂ ତେନାଲୀ ରାମା ଭଳି ଧାରାବାହିକରେ କାମ କରିସାରିଥିବା ଟିଭି ଅଭିନେତ୍ରୀ ନିଶି ସିଂ ଭଦଲି ଫେବୃୟାରୀ ୨୦୧୯ରୁ...

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ବାଦ୍‌ଶାହ: କଂକ୍ରିଟ୍‌ ସ୍ଲାବ ସହ ପିଟିହେଲା କାର

ବମ୍ବେ: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ର଼୍ୟାପର ଆଦିତ୍ୟ ପ୍ରତୀକ ସିଂହ ସିସୋଡ଼ିଆ ଓରଫ ବାଦ୍‌ଶାହ। ଦିଲ୍ଲୀର ପଟିଆଲା ନିକଟ ରାଜପୁରାରେ ତାଙ୍କ କାର ଦୁର୍ଘଟଣାରୁ ବର୍ତ୍ତିଥିବା...

ଲକ୍‌ଡାଉନରେ ଏହିସବୁ କାମ କରୁଥିଲେ ସୈଫ୍‌

ପ୍ରସିଦ୍ଧ ହାସ୍ୟ ଅଭିନେତା କପିଲ ଶର୍ମା ତାଙ୍କ କମେଡି ଶୋ ‘ଦି କପିଲ ଶର୍ମା ଶୋ’ ମାଧ୍ୟମରେ ବିଗତ ଅନେକ ବର୍ଷ ଧରି ଲୋକଙ୍କୁ ହସାଉଛନ୍ତି।...

ଅଙ୍କିତାଙ୍କୁ ମିଳୁନି କାମ

ମୁମ୍ବାଇ: କଙ୍ଗନାଙ୍କ ଫିଲ୍ମ ‘ମଣିକର୍ଣ୍ଣିକା’ ଜରିଆରେ ଟେଲି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ହେଲେ ଏହା ପରଠାରୁ ତାଙ୍କୁ ଆଉ କାମ ମିଳୁନି...

ମଲାଇକା-ଅର୍ଜୁନଙ୍କ ରୋମାଣ୍ଟିକ୍‌: ନ୍ୟୁ ଇୟର ସେଲିବ୍ରେଶନ

ମୁମ୍ବାଇ: ଅର୍ଜୁନ କପୁର-ମଲାଇକା ଅରୋରା ହେଉଛନ୍ତି ବଲିଉଡ୍‌ର ଚର୍ଚ୍ଚିତ କପଲ୍‌ମାନଙ୍କ ମଧ୍ୟରୁ ଅନ୍ୟତମ। ଉଭୟଙ୍କ ରିଲେଶନଶିପ୍‌କୁ ନେଇ ଅନେକ ସମୟରେ ଖବର ଚର୍ଚ୍ଚା ସାଉଁଟିଥାଏ। କିଛିଦିନ...

ଫିଲ୍ମ ଫେୟାର ଓଟିଟି ଆୱାର୍ଡସ ୨୦୨୨: ଅଭିଶେକ ବଚ୍ଚନ ଶ୍ରେଷ୍ଠ ଅଭିନେତା

ମୁମ୍ବାଇ: ଫିଲ୍ମ ଫେୟାର ଓଟିଟି ପୁରସ୍କାରର ଦୁଇଟି ସଫଳ ଆୟୋଜନ ପରେ ଚଳିତ ବର୍ଷ ବି ମୁମ୍ବାଇରେ ଓଟିଟି ଆୱାର୍ଡସ ୨୦୨୨ ଘୋଷଣା ହୋଇଛି ।...

Advertisement
Archives

Model This Week