ମା’ ଶ୍ରୀଦେବୀଙ୍କ ଅଭାବକୁ ଅନୁଭବ କରୁଛନ୍ତି ଜାହ୍ନବୀ: ଯନ୍ତ୍ରଣା ବିଷୟରେ କହିଲେ ଏମିତି…

ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ଏବେ ଚର୍ଚ୍ଚାରେ ରହିଛନ୍ତି। ସେ ତାଙ୍କର ଆଗାମୀ ଫିଲ୍ମ‘ରୋହି’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ରାଜକୁମାର ରାଓ ଏବଂ ଜାହ୍ନବୀଙ୍କ ଏହି ଫିଲ୍ମକୁ ପ୍ରଶଂସକମାନେ ଅପେକ୍ଷା କରି ରହିଛନ୍ତି। ନିକଟରେ ଏକ ସାକ୍ଷାତକାରରେ ଜାହ୍ନବୀ ତାଙ୍କ ଜୀବନ ଏବଂ ଆଗାମୀ ଫିଲ୍ମ ବିଷୟରେ ଅନେକ କଥା କହିଥିଲେ।
ଶ୍ରୀଦେବୀଙ୍କ ଝିଅ ଭାବେ ତାଙ୍କର କ’ଣ ଦାୟିତ୍ୱ ରହିଛି ବୋଲି ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ ସେ କହିଥିଲେ, ମୁଁ ମା’ଙ୍କ ଉପରେ ବହୁତ ନିର୍ଭରଶୀଳ ଥିଲି। ସାରା ଦୁନିଆ ଯାହା କହୁ କିନ୍ତୁ ମା’ ଭଲ କହୁଥିଲେ ସେଥିରେ ମୁଁ ସନ୍ତୁଷ୍ଟ ହୋଇଯାଉଥିଲି। କିନ୍ତୁ ଏବେ ସେ ଦ୍ୱନ୍ଦ୍ୱରେ ରହୁଥିବା କହୁଛନ୍ତି। ମା’ଙ୍କ ମତ ମିଳିପାରୁ ନ ଥିବାରୁ ତାଙ୍କୁ ଅନ୍ୟ ୧୦ ଜଣ ଲୋକଙ୍କୁ ପଚାରିବାକୁ ପଡୁଛି। ଆଗରୁ ମୋ ବିଷୟରେ କେବଳ ମା’ ଚିନ୍ତା କରୁଥିଲେ, ମାତ୍ର ଏବେ ମତେ ଚିନ୍ତା କରିବାକୁ ପଡ଼ୁଛି ବୋଲି ଜାହ୍ନବୀ କହିଛନ୍ତି। ମା’ଙ୍କୁ ସେ ସବୁ ସମୟରେ ମନେ ପକାଉଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜକୁ ଘୃଣା କରୁଥିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନ ଅନେକ ସ୍ମରଣୀୟ ଚରିତ୍ରରେ ଅଭିନୟ କରିଛନ୍ତି। ସେଥିମଧ୍ୟରୁ ‘ଦ ଡର୍ଟି ପିକ୍ଚର୍ସ’ରେ ସିଲ୍କ ସ୍ମିତାଙ୍କ ଚରିତ୍ର ଅନ୍ୟତମ। ଏହି ଫିଲ୍ମ...

ଏତିକି ଟଙ୍କାର ବଙ୍ଗଳାରେ ରୁହନ୍ତି ଅଭିନେତ୍ରୀ ସୋନମ କପୁର

ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର ଆଜି ତାଙ୍କର ୩୬ ତମ ଜନ୍ମଦିନ ପାଳନ କରୁଛନ୍ତି। ଏଭରଗ୍ରୀନ ଅଭିନେତା ଅନିଲ କପୁରଙ୍କ ଝିଅ ହୋଇଥିଲେ ମଧ୍ୟ ସୋନମ...

ଭାରୀ ବୁଲେଟ୍‌ ଚଲାଇଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ କ୍ରିତି ସାନନ କରୋନା ଲଢେଇ ଜିତିବା ପରେ ସେ ତାଙ୍କର ଆଗାମୀ ନୂଆ ଚଳଚ୍ଚିତ୍ର ‘ବଚ୍ଚନ ପାଣ୍ଡେ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ସୋସିଆଲ...

ଅକ୍ଷୟ କୁମାରଙ୍କ ସହ ନିର୍ବନ୍ଧ ପରେ ଭାଙ୍ଗିଯାଇଥିଲା ଏହି ଅଭିନେତ୍ରୀଙ୍କ ବିବାହ

୧୯୯୦ ମସିହାର ପ୍ରସିଦ୍ଧ ଅଭିନେତ୍ରୀଙ୍କ ମଧ୍ୟରୁ ଅନ୍ୟତମ ରବୀନା ଟଣ୍ଡନ ଆଜି ୪୬ ବର୍ଷରେ ପଦାର୍ପଣ କରିଛନ୍ତି। ଅକ୍ଟୋବର ୨୬, ୧୯୭୪ରେ ସେ ମୁମ୍ବାଇରେ ଜନ୍ମଗ୍ରହଣ...

ସାଉଥ କମେଡିଆନଙ୍କ ପରଲୋକ

ହାଇଦ୍ରାବାଦ,୨୫।୯: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଅଗଧାଡ଼ିର କମେଡିଆନ ବେଣୁ ମାଧବଙ୍କ ନିଧନ। ଦୀର୍ଘ ଦିନରୁ ବେଣୁ କିଡନୀ ଓ ଲିଭର ରୋଗରେ ଆକ୍ରାନ୍ତ ଥିବା ବେଳେ...

ସାଉଥ୍‌ର ଏହି ଫିଲ୍ମର ହିନ୍ଦୀ ରିମେକ୍‌ରେ ନଜର ଆସିବେ ବରୁଣ ଧାଓ୍ବନ

ମୁମ୍ବାଇ: ଅଭିନେତା ବରୁଣ ଧାଓ୍ବନ ତାଙ୍କର ଦମ୍‌ଦାର ଅଭିନୟକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ସେ ପ୍ରାୟତଃ ସୋସିଆଲ ମିଡିଆରେ ତାଙ୍କର ଆଗାମୀ ଫିଲ୍ମ ସମ୍ବନ୍ଧୀୟ ଅପଡେଟ୍‌...

ଜୟାଙ୍କ ନମ୍ବରକୁ ଏହି ନାଁରେ ସେଭ୍‌ କରି ରଖଛନ୍ତି ଅମିତାଭ ବଚ୍ଚନ

ଆଜି ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ୪୯ ତମ ବିବାହ ବାର୍ଷିକୀ। ଏହି ଅବସରରେ ଅମିତାଭ ଏକ ପୁରୁଣା ଫଟୋ ଶେୟାର...

ଶୁଟିଂ ସେଟ୍‌ରେ ଆହତ ହେଲେ ଏହି ଅଭିନେତ୍ରୀ

ଟିଭି ଅଭିନେତ୍ରୀ ପ୍ରଣାଳି ରାଠୋରଙ୍କୁ ଦର୍ଶକ ଖୁବ୍‌ ପସନ୍ଦ କରନ୍ତି। ତେବେ ପ୍ରଣାଳିଙ୍କ ପ୍ରଂଶସକଙ୍କ ପାଇଁ ଏକ ଦୁଃଖଦ ଖବର ଆସିଛି। ସିରିଏଲର ସେଟ୍‌ରେ ସେ...

Advertisement
Archives

Model This Week