ଜିତେନ୍ଦ୍ରଙ୍କ ଉପରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ ଭଉଣୀ

ବଲିଉଡ୍‌ର ବିଗତ ଦିନର ସୁପରଷ୍ଟାର ଜିତେନ୍ଦ୍ରଙ୍କର ଆଜି ହେଉଛି ଜନ୍ମଦିନ। ବର୍ତ୍ତମାନ ସେ ୭୯ ବର୍ଷରେ ପଦାର୍ପଣ କରିଛନ୍ତି। ଜିତେନ୍ଦ୍ର ପଞ୍ଜାବର ଅମୃତସରରେ ଜନ୍ମଗ୍ରହଣ କରିଥିଲେ। ତେବେ ତାଙ୍କର ପ୍ରକୃତ ନାମ ହେଉଛି ରବି କପୁର। ୧୯୬୪ରେ ଫିଲ୍ମ ‘ଗୀତ୍‌ ଗାୟା ପଥ୍‌ର’ ରୁ ବଲିଉଡ୍‌ରେ ଡେବ୍ୟୁ କରିଥିବା ଜିତେନ୍ଦ୍ର ୨ଶହରୁ ଅଧିକ ଫିଲ୍ମରେ କାମ କରିଛନ୍ତି। କେବଳ ଅଭିନୟ ନୁହେଁ ବ୍ୟକ୍ତିଗତ ଜୀବନକୁ ନେଇ ବେଶ୍‌ ଚର୍ଚ୍ଚାରେ ରହୁଥିଲେ ଅଭିନେତା। ତେବେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଜିତେନ୍ଦ୍ରଙ୍କ ଉପରେ ଯୌନ ନିର୍ଯାତନା ଅଭିଯୋଗ ଆସିଥିଲା। ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଏହି ଅଭିଯୋଗ ତାଙ୍କର ସମ୍ପର୍କୀୟ ଭଉଣୀ ଆଣିଥିଲେ। ଏହି ମାମଲା ୨୦୧୮ର। ତାଙ୍କ ଭଉଣୀ ଅଭିଯୋଗ ଆଣିଥିଲେ ଯେ, ଯେତେବେଳେ ସେ ୧୮ବର୍ଷର ଥିଲେ ନିଶାସକ୍ତ ଅବସ୍ଥାରେ ଜୋର ଜବରଦସ୍ତ କରିଥିଲେ। ତେବେ ଜିତେନ୍ଦ୍ର ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋରିଓଗ୍ରାଫର ରେମୋଙ୍କୁ ହୃଦ୍‌ଘାତ, ଗୁରୁତର ଅବସ୍ଥାରେ କୋକିଲାବେନ୍‌ ହସ୍ପିଟାଲରେ ଭର୍ତ୍ତି

ବମ୍ବେ: ଖ୍ୟାତନାମା କୋରିଓଗ୍ରାଫର ତଥା ନିର୍ଦ୍ଦେଶକ ରେମୋ ଡିସୁଜାଙ୍କୁ ହୃଦ୍‌ଘାତ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ କୋକିଲାବେନ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ସର୍ଜରୀ ହେବା...

ଖୁବ୍‌ଶ୍ରୀଘ୍ର ଦ୍ୱିତୀୟ ବିବାହ କରିବେ ହ୍ରିତିକ୍‌

ବଲିଉଡ ଅଭିନେତା ହ୍ରିତିକ ରୋଶନ ପୁଣି ପ୍ରେମରେ ପଡିଛନ୍ତି। ସେ ଅଭିନେତ୍ରୀ ତଥା ଗାୟିକା ସବା ଆଜାଦଙ୍କ ଡେଟ୍‌ କରୁଛନ୍ତି। ଉଭୟ ପ୍ରାୟତଃ ପାର୍ଟିରେ ଏକାଠି...

ବିବାହର ୧୦ ବର୍ଷ ପରେ ପୁଣି ଥରେ ବିବାହ କଲେ ଏହି ଚର୍ଚ୍ଚିତ ଦମ୍ପତି

ଅଭିନେତ୍ରୀ ଦେବିନା ବାନାର୍ଜୀ ଏବଂ ଅଭିନେତା ଗୁରୁମିତ ଚୌଧୁରୀ ପ୍ରାୟତଃ ର୍ଚ୍ଚାରେ ରହିଥାନ୍ତି। ବିବାହର ୧୦ ବର୍ଷ ପରେ ଦ୍ୱିତୀୟଥର ପୁଣି ଉଭୟ ବଙ୍ଗଳୀ ରୀତିନୀତି...

ପୁରୁଷ ବନ୍ଧୁଙ୍କୁ ‘ଲଭ୍ ୟୁ’ କହି ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସୁସ୍ମିତା

ମୁମ୍ବାଇ: ବଲିଉଡ୍ ନାୟିକା ସୁସ୍ମିତା ସେନ୍ ତାଙ୍କ ଅଭିନୟ ପାଇଁ ଯେତିକି ପରିଚିତ କିଛି ଦିନ ହେବ ସେ ତାଙ୍କ ରିଲେସନଶିପୁକୁ ନେଇ ଖୁବ୍ ଚର୍ଚ୍ଚତ...

ଶେଷ ହେଲା ଶୁଟିଂ

ବମ୍ବେ: ୨୦୨୩ରେ ରିଲିଜ ହେବ ଦବଙ୍ଗ ଖାଁ ସଲମାନଙ୍କ ଫିଲ୍ମ ‘କିସି କା ଭାଇ କିସି କାମ ଜାନ୍‌’। ନିକଟରେ ଏହାର ଶୁଟିଂ ଶେଷ ହୋଇଛି।...

ଲତା ମଙ୍ଗେସକରଙ୍କ ଗୀତକୁ ନେଇ ପଶ୍ନ ଉଠିବାରୁ ଜବାବ ରଖିଲେ ଅଦନାନ

ମୁମ୍ବାଇ: ବଲିଉଡ୍ ଗାୟକ ଅଦନାନ ସାମି ନିକଟରେ ଲତା ମଙ୍ଗେସକର, ନୁର ଜାହାଁ, ଆଶା ଭୋସଲେଙ୍କର ଏକ ସୁନ୍ଦର ଫଟୋ ଶେୟାର କରିଥିଲେ । ଫଟୋ...

କମଲ ହାସନଙ୍କ ଫିଲ୍ମ ‘ଇଣ୍ଡିଆନ୍‌-୨’ ଶୁଟିଂ ସେଟ୍‌ରେ ଦୁର୍ଘଟଣା: ସହନିର୍ଦ୍ଦେଶକଙ୍କ ସମେତ ୩ ମୃତ

ଚେନ୍ନାଇ,୨୦।୨: ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଫିଲ୍ମ ଇଣ୍ଡିଆନ୍‌-୨ ଶୁଟିଂ ସେଟ୍‌ରେ ବଡ ଦୁର୍ଘଟଣା ଘଟିଛି। ଚେନ୍ନାଇର ଇଭିପି ଷ୍ଟୁଡିଓ ସେଟ୍‌ରେ ଲାଗିଥିବା କ୍ରେନ୍‌ କ୍ରାଶ୍‌...

‘ସ୍ବାମୀଙ୍କୁ ବହୁତ ସୁଯୋଗ ଦେଇଛି, ଏବେ ଚାହୁଁଛି ଛାଡପତ୍ର’

ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନଙ୍କ ଭାଇ ରାଜୀବ ସେନ ତାଙ୍କ ବିବାହ ପରଠାରୁ ଚର୍ଚ୍ଚାରେ ରହିଆସୁଛନ୍ତି। ରାଜୀବ ୨୦୧୯ରେ ଅଭିନେତ୍ରୀ ଚାରୁ ଆସୋପାଙ୍କୁ ବିବାହ କରିଥିଲେ।...

Advertisement
Archives

Model This Week