କେଆର୍କେଙ୍କ ବିରୋଧରେ ମାନହାନି ମୋକଦ୍ଦମା ଦାୟର କଲେ ସଲମାନ
ମୁମ୍ବାଇ: ଇଦ୍ ଅବସରରେ ରିଲିଜ୍ ହୋଇଥିବା ସଲମାନ ଖାନ୍ଙ୍କ ଫିଲ୍ମ ‘ରାଧେ ୟୋର୍ ମୋଷ୍ଟ୍ ଓ୍ବାଣ୍ଟେଡ୍ ଭାଇ’କୁ ମିଶ୍ରିତ ଫଳ ମିଳିଛି। ତେବେ ପରିସଂଖ୍ୟାନ ଅନୁଯାୟୀ, କେବଳ ଭାରତରେ ଫିଲ୍ମ ପ୍ରଥମ ଦିନରେ ୧୦୮କୋଟିରୁ ଅଧିକ ଆୟ କରିଥିଲା। ଏହି ଫିଲ୍ମ…
ଏହି ଅଭିନେତ୍ରୀ ନିଜକୁ କହିଲେ ବେଡ୍ରୁମ୍ ପ୍ରିନ୍ସେସ୍
ମୁମ୍ବାଇ: ଫିଲ୍ମ ନିର୍ମାତା ବୋନି କପୁରଙ୍କ ସାନ ଝିଅ ଖୁସି କପୁର ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ୍। ମାତ୍ର ସେ ବର୍ତ୍ତମାନ ସୁଦ୍ଧା ଫିଲ୍ମ ଦୁନିଆରେ ପାଦ ରଖିନାହାନ୍ତି। କିନ୍ତୁ ସୋସିଆଲ ମିଡିଆରେ ତାଙ୍କର ଫ୍ୟାନ୍ ଫଲୋଅର୍ସଙ୍କ ସଂଖ୍ୟା ଅଧିକ। ଖୁସି…
‘ମର୍ଡର’ ସିନେମା ପରେ ମୋତେ ନଷ୍ଟ ଚରିତ୍ରର ମହିଳା ବୋଲି ଲୋକେ ଭାବୁଥିଲେ: ମଲ୍ଲିକା
ବମ୍ବେ: ବଲିଉଡ୍ ଅଭିନେତ୍ରୀ ମଲ୍ଲିକା ଶେରାଓ୍ବତଙ୍କୁ ପରିଚୟ ଦେଇଥିଲା ୨୦୦୪ରେ ରିଲିଜ ହୋଇଥିବା ଚଳଚ୍ଚିତ୍ର ‘ମର୍ଡର’। ଅଭିନେତା ଇମ୍ରାନ ହାସମୀଙ୍କ ସହ ଫିଲ୍ମରେ ଅନେକ ବୋଲ୍ଡ ସିନ୍ ଦେଇଥିଲେ ସେ। ଇତି ମଧ୍ୟରେ ଏହାକୁ ୧୭ ବର୍ଷ ବିତିଛି। ଏବେ ମଲ୍ଲିକା…
ଶାହରୁଖଙ୍କ ଝିଅ ପାଇଁ ଆସିଲା ବିବାହ ପ୍ରସ୍ତାବ: ପୁଅର ମାସିକ ରୋଜଗାର ଏତିକି..
ବଲିଉଡ୍ ଅଭିନେତା ଶାହରୁଖ୍ ଖାନ୍ଙ୍କ ଝିଅ ସୁହାନା ଖାନ୍ ନିକଟରେ ୨୧ ବର୍ଷରେ ପଦାର୍ପଣ କରିଛନ୍ତି। ଜନ୍ମଦିନ ଅବସରରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଥିଲା। ଏହି ଅବସରରେ ଜଣେ ଯୁଜର୍ସ ଟୁଇଟର୍ରେ ତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ଯାହା ଏବେ ଭାଇରାଲ…
ବାପା-ମା’ଙ୍କ ଛାଡପତ୍ର ଦିନ ଖୁସିରେ ପାଗଳ ହୋଇଯାଇଥିଲେ ଏହି ଅଭିନେତ୍ରୀ
ଯେକୌଣସି ଦାମ୍ପତ୍ୟ ଜୀବନରେ ଛାଡପତ୍ର ପରିସ୍ଥିତି ଆସିଲେ, ପିଲାମାନଙ୍କ ଉପରେ ଏହାର ସର୍ବାଧିକ ପ୍ରଭାବ ପଡିଥାଏ। କିନ୍ତୁ ଅଭିନେତ୍ରୀ ଶ୍ରୁତି ହାସନଙ୍କ ଏହାର ଭଲ ପ୍ରଭାବ ପଡିଛି। ପାପା କମଲ ହାସନ ଏବଂ ମା ସାରିକାଙ୍କ ଛାଡପତ୍ରକୁ କିପରି ମୁକାବିଲା କରିଥିଲେ…
ପାକ୍ରେ ମିଆଙ୍କ ଟିକ୍ଟକ୍ ବ୍ୟାନ୍
ଆମେରିକୀୟ ପର୍ନଷ୍ଟାର ମିଆ ଖଲିଫାଙ୍କ ଟିକ୍ଟକ୍ ଆକାଉଣ୍ଟ ପାକିସ୍ତାନରେ ବ୍ୟାନ୍ କରିଦିଆଯାଇଛି। ଏ ନେଇ ମିଆ ଟୁଇଟ୍ ଯୋଗେ ତାଙ୍କ ପ୍ରଶଂସକଙ୍କୁ ଜଣାଇଛନ୍ତି। ଟୁଇଟର ମାଧ୍ୟମରେ ସେ ତାଙ୍କ ପାକିସ୍ତାନୀ ଫ୍ୟାନଙ୍କ ସହ ଟିକ୍ଟକ୍ ଭିଡିଓ ଶେୟାର କରିବେ ବୋଲି ମିଆ…
‘ମୋ କୁକୁର ବି ଆପଣଙ୍କ ଫିଲ୍ମ ଅଫର୍ ଗ୍ରହଣ କରୁନାହିଁ’
ହିନ୍ଦୀ ସିନେମାରେ ଅନେକ ଅଭିନେତା ଅଛନ୍ତି ଯିଏ ନିଜ ଅଭିନୟ ମାଧ୍ୟମରେ ଏକ ସ୍ବତନ୍ତ୍ର ଛାପ ଛଡିଛନ୍ତି। ସେମିତି ଜଣେ ଅଭିନେତା ଥିଲେ ରାଜ କୁମାର। ଫିଲ୍ମରେ ତାଙ୍କ ସଂଳାପ କହିବା ଶୈଳୀ ଆଜିବି ଲୋକଙ୍କ ମନରେ ଉଜ୍ଜିବୀତ ଅଛି। ବ୍ୟକ୍ତିଗତ…
ଘରର ଛାତ ଉପରେ ଉଠାଇଥିଲେ ଟପ୍ଲେସ୍ ଫଟୋ; ଅଭିନେତ୍ରୀ କହିଲେ ‘ମୁଁ ଲାଜକୁଳୀ ନୁହେଁ’
ବମ୍ବେ: ଘରର ଛାତ ଉପରେ ଟପ୍ଲେସ୍ ଫଟୋଶୁଟ୍। କିଛି ଏଭଳି କରି ଚର୍ଚ୍ଚାରେ ରିୟା ସେନଙ୍କ ବଡ଼ ଭଉଣୀ ତଥା ବଲିଉଡ୍ ଅଭିନେତ୍ରୀ ରାଇମା ସେନ୍। ସେ ନିଜର ଫଟୋଗୁଡ଼ିକୁ ଇନ୍ଷ୍ଟାଗ୍ରାମରେ ଶେୟାର କରିବା ପରେ ତାହା ବେଶ୍ ଭାଇରାଲ ହେଉଛି।…
ଏହି ରାଜ୍ୟର ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି କରୀନା
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କରୀନା କପୁର ଖାଁ ସବୁବେଳେ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ ରହିଥାନ୍ତି। ପ୍ରାୟ ସମୟରେ ସେ ଇନ୍ଷ୍ଟାଗ୍ରାମରେ ନିଜର କାର୍ଯ୍ୟକଳାପ ସହ କିଛି ନା କିଛି ଫଟୋ ଓ ଭିଡିଓ ଶେୟାର କରିଥାନ୍ତି। ନିକଟରେ ବେବୋ ନିଜ…
ମା’ବାପାଙ୍କ ମଧ୍ୟରେ ଥମୁନି ବିବାଦ: ଇନ୍ଷ୍ଟାଗ୍ରାମ ଆକାଉଣ୍ଟ ଡିଲିଟ୍ କଲେ ଶ୍ୱେତାଙ୍କ ଝିଅ
ବମ୍ବେ: ଖୁବ୍ଶୀଘ୍ର ବଲିଉଡ୍ରେ ଡେବ୍ୟୁ କରିବେ ଲୋକପ୍ରିୟ ଟେଲି ଅଭିନେତ୍ରୀ ଶ୍ୱେତା ତିଓ୍ବାରୀଙ୍କ ଝିଅ ପଲକ। ଏଭଳି ଖୁସି ସମୟ ଭିତରେ କିନ୍ତୁ ବିବାଦ ତାଙ୍କର ପିଛା ଛାଡ଼ୁନି। ମା’ ଶ୍ୱେତା ଏବଂ ତାଙ୍କ ପୂର୍ବ ସ୍ବାମୀ ଅଭିନବ କୋହଲିଙ୍କ ମଧ୍ୟରେ…
ଶାହାରୁଖଙ୍କ ସୁପରହିଟ ଫିଲ୍ମକୁ ପ୍ରତ୍ୟାଖ୍ୟାନ କରିଥିଲେ ଜୁହି ଚାୱଲା: ଜାଣନ୍ତୁ କାହିଁକି
ବଲିଉଡ୍ ଅଭିନେତ୍ରୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିଥାଏ। ମାଧୁରୀ ଦୀକ୍ଷିତ ଏବଂ ଜୁହି ଚାୱଲାଙ୍କ ମଧ୍ୟରେ କିଛି ସମାନ ଘଣଟା ଘଟିଥିବା ଶୁଣିବାକୁ ମିଳିଥିଲା। ଯଦିଓ ସ୍ପଷ୍ଟ ଭାବେ ଏହି ଦୁଇ ଅଭିନେତ୍ରୀ ପରସ୍ପର ବିଷୟରେ କିଛି କହିନାହାଁନ୍ତି, ମାତ୍ର ୯୦…
୩ ମାସର ପୁଅକୁ ଧରି ଅଦ୍ଭୁତ ଭିଡିଓ ଶେୟାର କଲେ ଏହି ଅଭିନେତ୍ରୀ: ପ୍ରଶଂସକ ହେଲେ ଆଶ୍ଚର୍ଯ୍ୟ
ଟିଭି ଅଭିନେତ୍ରୀ ଅନିତା ହାସନନ୍ଦାନୀ ନିକଟରେ ଏକ ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି। ଏବେ ପୁଅ ସହିତ ସବୁ ସମୟ ବିତାଉଛନ୍ତି ଅନିତା। ଏବେ ଉଭୟ ମା’ ପୁଅଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଅନୀତାଙ୍କ…

