ଚାରି ଥର ପ୍ରତ୍ୟାଖ୍ୟାନ ପରେ ବରୁଣଙ୍କୁ ହଁ କହିଥିଲେ ପ୍ରେମିକା; ଲିଭ୍‌ ଇନ୍‌ରେ ରହିବାକୁ…

ବମ୍ବେ: ଦୀର୍ଘ ଦିନ ଧରି ନତାଶା ଦଲାଲଙ୍କୁ ଡେଟ୍‌ କରିବା ପରେ ନିକଟରେ ବିବାହ କରିଛନ୍ତି ଅଭିନେତା ବରୁଣ ଧଓ୍ବନ। ହେଲେ ତାଙ୍କ ପ୍ରେମ କାହାଣୀ ସେତେଟା ସହଜ ନ ଥିଲା। ପିଲାଦିନର ବନ୍ଧୁ ହୋଇଥିଲେ ହେଁ ବରୁଣଙ୍କ ପ୍ରେମକୁ ସହଜରେ ଗ୍ରହଣ କରି ନ ଥିଲେ ନତାଶା। ଉଭୟଙ୍କ ସମ୍ପର୍କକୁ ନେଇ କିଛି ରୋଚକ କଥା ଜାଣନ୍ତୁ।

ଷଷ୍ଠ ଶ୍ରେଣୀରୁ ପରସ୍ପରକୁ ଜାଣନ୍ତି ବରୁଣ-ନତାଶା। ପ୍ରଥମେ ବନ୍ଧୁ ହେବା ପରେ ସେମାନେ ପରସ୍ପରର ପ୍ରେମରେ ପଡ଼ିଥିଲେ। ହେଲେ ଏହା ଏତେ ସହଜ ନ ଥିଲା। ତିନିରୁ ଚାରିଥର ପ୍ରେମ ନିବେଦନ କରିବା ସତ୍ତ୍ୱେ ନତାଶା ବରୁଣଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ। ପରେ ବହୁତ କଷ୍ଟରେ ରାଜି ହୋଇଥିବା ନେଇ କରିନା କପୁରଙ୍କ ଶୋ’ରେ ବରୁଣ ମନକଥା କହିଥିଲେ।

ବିବାହ ପର୍ଯ୍ୟନ୍ତ କଥା ବଢ଼ିବା ପରେ ନତାଶାଙ୍କ ସହ ଲିଭ୍‌ ଇନ୍‌ରେ ରହିବାକୁ ବରୁଣଙ୍କ ବହୁତ ଇଚ୍ଛା ଥିଲା। ହେଲେ ପରିବାରଲୋକେ ରାଜି ହୋଇ ନ ଥିଲେ। ସେମାନେ ବିବାହ କରନ୍ତୁ ବୋଲି ସେମାନେ ଚାହୁଁଥିଲେ। ଶେଷରେ ଉଭୟ ବିବାହ କରିନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଲିଉଡ୍‌ର ଏସବୁ ଅଭିନେତ୍ରୀ ପହଞ୍ଚିଥିଲେ ସଫଳତାର ଶୀର୍ଷରେ, ବିବାହ ପରେ ଦୂରେଇ ଗଲେ ଇଣ୍ଡଷ୍ଟ୍ରିରୁ

ବଲିଉଡ୍‌ରେ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜ କ୍ୟାରିୟରର ଶିର୍ଷରେ ପହଞ୍ଚିବା ପରେ ବିବାହ କରିଥିଲେ। ପରେ ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇଥିଲେ। ଅନେକ ବର୍ଷ ପରେ...

ପ୍ରେମିକଙ୍କ ସହ ନିର୍ବନ୍ଧ ଭାଙ୍ଗିଲେ ଏହି ଲୋକପ୍ରିୟ ଅଭିନେତ୍ରୀ

ବମ୍ବେ: ପ୍ରେମିକଙ୍କ ସହ ସମ୍ପର୍କ ଛିନ୍ନ କରିଛନ୍ତି ଅଭିନେତ୍ରୀ ଲୀନା ଜୁମାନି। ଏକତା କପୁରଙ୍କ ଧାରାବାହିକ କୁମ୍‌କୁମ୍‌ ଭାଗ୍ୟରେ ତନୁଶ୍ରୀ ଭୂମିକାରେ ନଜର ଆସୁଥିବା ଲୀନା...

୬ କୋଟିର ଏହି ବିଳାସପୂର୍ଣ୍ଣ କାର କିଣିଲେ ପ୍ରଭାସ!

ହୋଲି ଅବସରରେ ‘ବାହୁବଳୀ’ ଅଭିନେତା ପ୍ରଭାସଙ୍କର କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଧୂମ୍‌ ମଚାଇବାରେ ଲାଗିଛି। ଶୁଣିବାକୁ ମିଳୁଛି ଯେ, ପ୍ରଭାସ ଲମ୍ବୋର୍ଗିନି...

ବଲିଉଡ୍‌ର ଦାମୀ ହିରୋ

ମୁମ୍ବାଇ: ସଲ୍‌ମାନ ଖାନ୍‌ ହୁଅନ୍ତୁ ବା ଶାହରୁଖ୍‌ ଖାନ୍‌, ଆମୀର ଖାନ୍‌ ହୁଅନ୍ତୁ ବା ହ୍ରିତିକ୍‌ ରୋଶନ, ଏହି ହିରୋମାନେ ଦଶନ୍ଧି ଧରି ବଲିଉଡ୍‌ରେ ନିଜର...

‘ଦ କପିଲ ଶର୍ମା ଶୋ’ର ଶୁଟିଂରୁ ବ୍ରେକ୍‌ ନେବେ କପିଲ

କମେଡି କିଙ୍ଗ୍‌ କପିଲ ଶର୍ମା ନିଜ ଶୋ’ ‘ଦ କପିଲ ଶର୍ମା ଶୋ’ର ଶୁଟିଂରେ ବ୍ରେକ୍‌ ଦେଇଛନ୍ତି। ଶୁଣିବାକୁ ମିଳିଛି, କପିଲ ଆଉ ୨୦ ଦିନ...

ବର୍ଷକର ହେଲେ କମେଡି କିଙ୍ଗ୍‌ଙ୍କ ଅଲିଅଳି

ଛୋଟ ପରଦାର କମେଡି କିଙ୍ଗ୍‌ କପିଲ ଶର୍ମାଙ୍କ ଝିଅ ଗୁରୁବାର ଏକ ବର୍ଷର ହୋଇଯାଇଛନ୍ତି। କପିଲ ନିଜର ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଅନାୟରାଙ୍କର ଅନେକ ଫଟୋ ଶେୟାର...

ଗୋଟିଏ ଦିନ ଦେଶର ପ୍ରଧାନମନ୍ତ୍ରୀ ହେଲେ ଏମିତି କରିବେ ବାହୁବଳୀ ପ୍ରଭାସ

ବାହୁବଳୀ ଷ୍ଟାର୍‌ ପ୍ରଭାସ ‘ସାହୋ’ ଜରିଆରେ ବଲିଉଡରେ ଡେବ୍ୟୁ କରୁଛନ୍ତି। ଫିଲ୍ମର ପ୍ରମୋଶନ ପାଇଁ ସାଥୀ କଳାକାର ଶ୍ରଦ୍ଧା କପୁରଙ୍କ ସହ ବିଭିନ୍ନ ଜାଗାକୁ ମଧ୍ୟ...

ବଜରଙ୍ଗି ଭାଇଜାନ ଭୂମିକାରେ ପୁଣି ଆସିବେ ସଲମାନ!

ମୁମ୍ବାଇ: ସୁପରଷ୍ଟାର ସଲମାନ ଖାଁଙ୍କ ଅଭିନୀତ ଫିଲ୍ମ ବଜରଙ୍ଗି ଭାଇଜାନକୁ ଜୁଲାଇ ୧୭ରେ ୬ ବର୍ଷ ପୂରଣ ହୋଇଛି । ଏହି ଫିଲ୍ମ ସବୁ ସଫଳତାର...

Advertisement
Archives

Model This Week