ଦିନେ ଚୁମ୍ବନ ଦେଇ ଚର୍ଚ୍ଚାରେ ଥିଲେ, ଆଜି ମିକାଙ୍କ ପାଦ ଛୁଇଁଲେ ଡ୍ରାମା କୁଇନ୍‌

ବଲିଉଡର ପ୍ରସିଦ୍ଧ ଗାୟକ ମିକା ସିଂ ତାଙ୍କ ଗୀତ ଅପେକ୍ଷା ମନ୍ତବ୍ୟ ପାଇଁ ଅଧିକ ଚର୍ଚ୍ଚାରେ ଥା’ନ୍ତି। ମିକା ଆଜି ଜଣେ ବଲିଉଡର ଜଣେ ସଫଳ ଗାୟକ। ଥରେ ତାଙ୍କ ଜନ୍ମଦିନରେ ଆଇଟମ ଗର୍ଲ ରାକ୍ଷୀ ସାୱନ୍ତଙ୍କ ଓଠରେ ଜବରଦସ୍ତି ଚୁମ୍ବନ ଦେଇ ଚର୍ଚ୍ଚାରେ ଥିଲେ। ନିକଟରେ ଦୁହେଁ ମୁମ୍ବାଇର ରାସ୍ତାରେ ଏକାଠି ନଜର ଆସିଥିଲେ। ରାକ୍ଷୀ ମିକାଙ୍କୁ ଦେଖିବା ମାତ୍ରେ ଚିତ୍କାର କରିବାକୁ ଲାଗିଲେ। ଏହାପରେ ଦୁହେଁ ଏକାଠି କୋଳାଗ୍ରତ କରି ପରସ୍ପରର ପ୍ରଶଂସା କରିଛନ୍ତି। ମିକା କହିଛନ୍ତି, ମୁଁ ରାକ୍ଷୀଙ୍କୁ ଠିଆ ହେବାର ଦେଖି ଅଣଦେଖା କରିପାରଲି ନାହିଁ, ତେଣୁ ମୋତେ ଗାଡିରୁ ଓହ୍ଲାଇବାକୁ ପଡିଲା। ଏଥି ସହିତ ରାକ୍ଷୀ ଏହା ମଧ୍ୟ କହିଛନ୍ତି ଯେ ଆମେ ବନ୍ଧୁ ଅଟୁ। ମିକା କହିଛନ୍ତି ଯେ, ରାକ୍ଷୀ ସାୱନ୍ତଙ୍କ କାରଣରୁ ହିଁ ବିଗ୍‌ ବସ୍‌ ଚାଲିଛି। ଏହା ଶୁଣି ରାକ୍ଷୀ ଖୁସିରେ ମିକାଙ୍କ ପାଦକୁ ମଧ୍ୟ ଛୁଇଁଲେ।

ମକା ନିଜ ଜନ୍ମଦିନରେ ରାକ୍ଷୀଙ୍କୁ ଜବରଦସ୍ତ ଚୁମ୍ବନ ଦେଇଥିଲେ। ଚୁମ୍ବନ କରିବାର ଏହି ଭିଡିଓ ମଧ୍ୟ ବହୁତ ଭାଇରାଲ ହେଲା। ଏହି ଘଟଣା ପରେ ବହୁତ ଗଣ୍ଡଗୋଳ ହୋଇଥିଲା। ମିକାଙ୍କ ବିରୋଧରେ ରାକ୍ଷୀ ଅନେକ ଅଭିଯୋଗ ମଧ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓସ୍କାର ଦୌଡ଼ରୁ ବାଦ ପଡ଼ିଲା ଭିକି କୌଶଲଙ୍କ ଅଭିନୀତ ହିନ୍ଦୀ ଫିଲ୍ମ ‘ସର୍ଦ୍ଦାର ଉଦ୍ଧମ’

ମୁମ୍ବାଇ: ଅଭିନେତା ଭିକି କୌଶଲଙ୍କ ଅଭିନୀତ ହିନ୍ଦୀ ଫିଲ୍ମ ‘ସର୍ଦ୍ଦାର ଉଦ୍ଧମ’ ଓସ୍କାର ଦୌଡ଼ରୁ ବାଦ ପଡ଼ିଛି । ଫିଲ୍ମରେ ବ୍ରିଟିଶଙ୍କ ପ୍ରତି ହିଂସାକୁ ଚିତ୍ରଣ...

୪୭ବର୍ଷରେ ପାଦ ଥାପିଲେ ବଲିଉଡ୍‌ ବିୟୁଟି

ମୁମ୍ବାଇ: ବଲିଉଡ ବିୟୁଟି ରବିନା ଟଣ୍ଡନ ମଙ୍ଗଳବାର ୪୭ବର୍ଷରେ ପହଞ୍ଚିଛନ୍ତି। ତଙ୍କେ ଜନ୍ମ ଦିନରେ ଅନେକ ଅଭିନେତା ଶୁଭେଚ୍ଛା ଜଣାଇଛନ୍ତି। ଅଭିନେତ୍ରୀ ଏଥର ଜନ୍ମଦିନକୁ ପରିବାର...

ଆଗାମୀ ଫିଲ୍ମରେ ସ୍ତ୍ରୀ ରୋଗ ବିଶେଷଜ୍ଞ ହେବେ ଆୟୁଷ୍ମାନ: ବିପକ୍ଷରେ ନାୟିକା ସାଜିବେ ଓଲାୟା

ବଲିଉଡ୍‌ ଅଭିନେତା ଆୟୁଷ୍ମାନ ଖୁରାନା ଅଭିନୟ କ୍ୟାରିୟରରେ ସବୁବେଳେ ନୂଆ ନୂଆ ଚ୍ୟାଲେଞ୍ଚ ନେବାକୁ ପସନ୍ଦ କରିଥାନ୍ତି। ଏଥିପାଇଁ ସେ ବଲିଉଡ୍‌ରେ ବେଶ୍‌ ପରିଚିତ ମଧ୍ୟ।...

ରିଲିଜ୍‌ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ‘ଗଡଫାଦର’

ବହୁ ପ୍ରତୀକ୍ଷିତ ଫିଲ୍ମ ‘ଗଡଫାଦର’ ବୁଧବାର ରିଲିଜ୍‌ ହୋଇଯାଇଛି। ଫିଲ୍ମରେ ମେଗାଷ୍ଟାର୍‌ ଚିରଞ୍ଜୀବୀ ଏବଂ ସଲମାନ ଖାନ୍‌ ପ୍ରଥମ ଥର ପାଇଁ ସ୍କ୍ରିନ୍‌ ଶେୟାର କରିଛନ୍ତି।...

ଲୁଚିଛପି ଗର୍ଲଫ୍ରେଣ୍ଡଙ୍କୁ ବାହାହେଲେ ବରୁଣ!

ମୁମ୍ବାଇ: ବଲିଉଡ୍‌ ନାୟକ ବରୁଣ ଧାୱନ ଲୁଚିଛପି ତାଙ୍କ ଗର୍ଲଫ୍ରେଣ୍ଡ ନତାଶା ଦଲାଲଙ୍କୁ ବିବାହ କରିଥିବା ଆଲୋଚନା ହେଉଛି। କିଛିଦିନ ହେବ ଏମାନଙ୍କ ବିବାହକୁ ନେଇ...

ବଦଳି ଗଲେଣି ଆଲିଆ

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଇଣ୍ଡଷ୍ଟ୍ରିର ଜଣେ ଆଗଧାଡିର ଅଭିନେତ୍ରୀ। ୨୦୧୨ରେ ‘ଷ୍ଟୁଡେଣ୍ଟ ଅଫ ଦି ଇୟର’ରୁ ଡେବ୍ୟୁ କରିଥିବା ଆଲିଆ ଅନେକ ସୁପରହିଟ୍‌ ଚଳଚ୍ଚିତ୍ରରେ...

କେମିୟୋ ରୋଲ ପାଇଁ ବି ହାଇ ଡିମାଣ୍ଡ କରନ୍ତି ଅଜୟ!

ମୁମ୍ବାଇ: ବଲିଉଡର ଜଣେ ଆଗଧାଡିର ନାୟକଙ୍କ ମଧ୍ୟରେ ଅନ୍ୟତମ ହେଉଛନ୍ତି ଅଜୟ ଦେବଗନ । ତାଙ୍କର ଆଉ ଦ୍ୱିତୀୟ ପରିଚୟର ଆବଶ୍ୟକତା ନାହିଁ । ୨...

ପର୍ନ ଭିଡିଓ ଶୁଟ୍‌ କରି ଗିରଫ ହେଲେ ଏହି ଅଭିନେତ୍ରୀ, ପୋଲିସ ହାତରେ ଲାଗିଛି…

ମୁମ୍ବାଇ,୭।୨: ୮୦ ବିଜ୍ଞାପନ, ୭ ଓ୍ବେବ୍‌ସିରିଜ୍‌ ଏବଂ କିଛି ଫିଲ୍ମରେ କାମ କରିଥିବା ଅଭିନେତ୍ରୀ ତଥା ମଡେଲ ଗେହେନା ବଶିଷ୍ଟଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି।...

Advertisement
Archives

Model This Week