ପରଦାରେ ସାଧାସିଧା, ହେଲେ ବାସ୍ତବ ଜୀବନରେ ବେଶ୍‌ ହଟ୍‌ ଇମଲୀଙ୍କ ଅନ୍‌ସ୍କ୍ରିନ୍‌ ମା’; ହ୍ରିତିକଙ୍କ ସହ…

ବମ୍ବେ: ପରଦାରେ ଗାଁର ଅପାଠୁଆ ମା’ର ଚରିତ୍ର ତୁଲାଇଥାନ୍ତି। ହେଲେ ବାସ୍ତବ ଜୀବନରେ ସେ ବେଶ୍‌ ବୋଲ୍ଡ ଏବଂ ଷ୍ଟାଇଲିସ୍‌। ଆମେ କଥା ହେଉଛୁ ଷ୍ଟାର ପ୍ଲସ୍‌ରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ ‘ଇମଲୀ’ରେ ନଜର ଆସୁଥିବା ମିଠି ଓରଫ କିରଣ ଖୋଜେ। ନାୟିକା ଇମଲି(ସୁମ୍ବୁଲ ତୌକିର)ଙ୍କ ମା’ ଭୂମିକାରେ ନଜର ଆସନ୍ତି ସେ।
ସାଧାସିଧା ଶାଢ଼ୀ ପିନ୍ଧି ନିଜର ଚରିତ୍ରକୁ ବେଶ୍‌ ଭଲ ଭାବେ ଦର୍ଶାଉଥିବା କିରଣ ପ୍ରକୃତ ଜୀବନରେ ଷ୍ଟାଇଲିସ୍‌। ସେ ଦିଲ୍ଲୀର ହୋଇଥିବା ବେଳେ ବମ୍ବେରେ ରହି ପାଠପଢ଼ା ପୂରଣ କରିଛନ୍ତି। ସେ ମରାଠୀ ଏବଂ ହିନ୍ଦୀ ଫିଲ୍ମରେ କାମ ମଧ୍ୟ କରିଛନ୍ତି। ଏପରିକି ମରାଠୀ ଫିଲ୍ମଜଗତରେ ସେ ବହୁତ ଲୋକପ୍ରିୟ ଅଭିନେତ୍ରୀ ମଧ୍ୟ। ହ୍ରିତିକ୍‌ଙ୍କ ଫିଲ୍ମ ‘ସୁପର-୩୦’ରେ ସେ ପ୍ରମୁଖ ଭୂମିକାରେ ନଜର ଆସିଥିଲେ। ତେବେ ସେ ନ୍ୟାଶନାଲ ସ୍କୁଲ ଅଫ୍‌ ଡ୍ରାମାରୁ ନିଜ ଅଭିନୟ ଶିକ୍ଷା ଶେଷ କରିଛନ୍ତି। ଏବେ ସେ ଛୋଟପରଦାରେ ମା’ ଭୂମିକାରେ ନଜର ଆସୁଥିବା ବେଳେ ତାଙ୍କର ପ୍ରଶଂସା କରାଯାଉଛି। ଛୋଟ ଦୃଶ୍ୟକୁ ସେ ବେଶ୍‌ ରୋମାଞ୍ଚକର କରିଦିଅନ୍ତି ବୋଲି ପ୍ରଶଂସକ କୁହନ୍ତି। ସୋସିଆଲ ମିଡିଆରେ ମଧ୍ୟ ସେ ନିଜର ଫଟୋ ଏବଂ ଫିଟ୍‌ନେସ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଗଷ୍ଟରେ ବିବାହ କରିବେ ବାହୁବଳୀ ଫେମ୍‌ ରାଣା

‘ବାହୁବଳୀ’ ଫେମ୍‌ ରାଣା ଡାଗୁବତୀ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଲକ୍‌ଡାଉନ୍‌ ମଧ୍ୟରେ ଗର୍ଲଫ୍ରେଣ୍ଡ୍‌ ମିହିକା ବଜାଜଙ୍କ ସହ ତାଙ୍କ ନିର୍ବନ୍ଧ ସମ୍ପନ୍ନ...

ଜୁଲାଇ ୧୫ରେ ପରଦାକୁ ଆସିବ ‘ସାବାସ ମିଠୁ’

ବମ୍ବେ: ଜୁଲାଇ ୧୫ରେ ରିଲିଜ ହେବ ଭାରତୀୟ ମହିଳା କ୍ରିକେଟ ଟିମର ଅଧିନାୟକ ମିତାଲି ରାଜଙ୍କ ବାୟୋପିକ୍‌ ‘ସାବାସ ମିଠୁ’। ଟୁଇଟ୍‌ କରି ମିତାଲି ଫିଲ୍ମର...

‘ପଠାନ’ର ପ୍ରଥମ ଗୀତ ରିଲିଜ୍‌ 

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ପଠାନ’ ଆସନ୍ତା ଜାନୁୟାରୀରେ ହେବାକୁ ଯାଉଛି। ଏହି ଫିଲ୍ମକୁ ଦେଖିବା ପାଇଁ ପ୍ରଶଂସକମାନେତ ଉତ୍ସାହିିତର...

ଏରୋଟିକ୍‌, ପର୍ନ ନୁହେଁ; ମୋ ସ୍ବାମୀ ନିର୍ଦ୍ଦୋଷ: ଶିଳ୍ପା ସେଟ୍ଟୀ

ବମ୍ବେ: ସ୍ବାମୀ ରାଜ କୁନ୍ଦ୍ରା ଅଶ୍ଳିଳ ଭିଡିଓ ନିର୍ମାଣ ମାମଲାରେ ଛନ୍ଦି ହେବା ପରେ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସମ୍ପୃକ୍ତି ଏବେ ସନ୍ଦେହ ଘେରରେ।...

ଲାଲୁଙ୍କ ଜୀବନୀ ଉପରେ ହେବ ବାୟୋପିକ୍‌

ପାଟନା,୩୦।୧୦: ବଲିଉଡ୍‌ରେ ଏବେ ବାୟୋପିକ୍‌ ଟ୍ରେଣ୍ଡ ଚାଲିଛି। ରାଜନୀତିଜ୍ଞଙ୍କଠାରୁ ଆରମ୍ଭ କରି ଖେଳାଳିଙ୍କ ଉପରେ ପ୍ରାଯୋଜକମାନେ ଫିଲ୍ମ ତିଆରି କରୁଛନ୍ତି। ତେବେ ରାଜନୀତି ହେଉ କି...

‘ତୁମେ ଫେରିଆସ ଇର୍ଫାନ’: ଦୀପିକା

ମୁମ୍ବାଇ: ବଲିଉଡ୍‌ ଅଭିନେତା ଇର୍ଫାନ୍‌ ଖାଁ ଜୀବିତ ନ ଥିଲେ ମଧ୍ୟ ଅନେକଙ୍କ ମନରେ ସେ ଆଜିବି ଜୀବିତ ହୋଇ ରହିଛନ୍ତି। ତାଙ୍କ ମୃତ୍ୟୁକୁ କେହି...

ସୁଶାନ୍ତଙ୍କ ପରି ଅବିକଳ ଦେଖାଯାଉଥିବା ସାକିଙ୍କ ଭିଡିଓ ଭାଇରାଲ

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଖବର ପରିବାର ତଥା ପ୍ରଶଂସକଙ୍କୁ ସ୍ତବ୍ଧ କରିଦେଇଛି। ତାଙ୍କ ମୃତ୍ୟୁକୁ ଇତିମଧ୍ୟରେ ୫ ଦିନ ବିତିଯାଇଥିଲେ ମଧ୍ୟ...

ନଳକୂପ ପାଖରେ ବାପାଙ୍କ ସହ ଶୋଉଥିଲେ ଏହି ଅଭିନେତା; ସାମାନ୍ୟ ଦିଆସିଲି ପ୍ୟାକେଟ୍‌ କିଣିବାକୁ ବି…

ବମ୍ବେ: ବଲିଉଡ୍‌ର ଅନ୍ୟତମ ସଫଳ ଅଭିନେତାଙ୍କ ମଧ୍ୟରୁ ପଙ୍କଜ ତ୍ରିପାଠୀ ଜଣେ। ଖୁବ୍‌ କମ୍‌ ସମୟରେ ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିଜର...

Advertisement
Archives

Model This Week