ବଲିଉଡ୍‌ରେ ୫୨ ବର୍ଷ ପୂରଣ କଲେ ମହାନାୟକ

ବଲିଉଡରେ ବହୁତ କମ କଳାକାର ଅଛନ୍ତି, ଯେଉଁମାନେ ଚଳଚ୍ଚିତ୍ରରେ ପ୍ରବେଶ କରିବା ପରେ ବର୍ଷ ବର୍ଷ ଧରି ଏଠାରେ ସକ୍ରିୟ ରୁହନ୍ତିି। କେବଳ ଏତିକି ନୁହେଁ, ବୟସର ଅନେକ ପର୍ଯ୍ୟାୟ ଅତିକ୍ରମ କରିବା ପରେ ମଧ୍ୟ ହିଟ ଚଳଚ୍ଚିତ୍ର ଦେବା ଏବଂ ଦର୍ଶକଙ୍କ ପ୍ରିୟ ହୋଇ ରହିବା ସବୁ କଳାକାରଙ୍କ ପାଇଁ ସହଜର କଥା ନୁହେଁ। କିନ୍ତୁ ମହାନାୟକ ଅମିତାଭ ବଚ୍ଚନ ଏହା କରି ଦେଖାଇଛନ୍ତି। ୫୨ ବର୍ଷ ଧରି ସେ ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରିଆସୁଛନ୍ତି। ଆଜି ଅମିତାଭ ବଚ୍ଚନଙ୍କ ସହ କାମ କରୁଥିବା ଅନେକ କଳାକାର ଫିଲ୍ମରୁ ଦୂରେଇ ଯାଇଥିବାବେଳେ ବିଗ ବି ଫିଲ୍ମରେ ସକ୍ରିୟ ଅଛନ୍ତି। ଅମିତାଭ ବଚ୍ଚନଙ୍କ ଇଣ୍ଡଷ୍ଟ୍ରିରେ ୫୨ ବର୍ଷ ପୂରଣ କରିବା ଅବସରରେ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଛନ୍ତି। ଏହି ଫଟୋ ଶେୟାର କରି ବିଗ ବି ପ୍ରଶଂସକମାନଙ୍କୁ ଧନ୍ୟବାଦ ଦେଇଥିଲେ। ସେ ଲେଖିଛନ୍ତି, ୫୨ ବର୍ଷ, ଧନ୍ୟବାଦ, ଏତେ ସମୟ ଅତିବାହିତ ହୋଇସାରିଛି। ବିଗ ବି ଶେୟାର କରିଥିବା ଫଟୋରେ ସେ ଅଭିନୟ କରିଥିବା ବିଭିନ୍ନ ଚଳିଚ୍ଚିତ୍ରର ଫଟୋ ରହିଛି।

 


Enter your email to get our daily news in your inbox.

All Right Reserved By Dharitri.Com

୧୦ ବର୍ଷ ପରେ ସ୍ବାମୀଙ୍କ ସହ ପରଦାକୁ ଫେରୁଛନ୍ତି ଜେନେଲିଆ

ବଲିଉଡ ଅଭିନେତ୍ରୀ ଜେନେଲିଆ ଡି’ସୁଜା ଦୀର୍ଘ ସମୟ ପରେ ଅଭିନୟ ଜଗତକୁ ଫେରୁଛନ୍ତି। ପ୍ରାୟ ଦଶ ବର୍ଷ ପରେ ସ୍ବାମୀ ରିତେଶ ଦେଶମୁଖଙ୍କ ସହ ଏକ...

ସାଉଥ ସୁପରଷ୍ଟାର ପ୍ରଭାସଙ୍କ ସହ ନଜର ଆସିବେ ସଞ୍ଜୁ ବାବା

ମୁମ୍ବାଇ: ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ନକରାତ୍ମକ ଭୂମିକାକୁ ନେଇ ପୁଣିଥରେ ଫେରୁଛନ୍ତି। ଅଭିନେତା କେବଳ ବଲିଉଡରେ ନୁହେଁ ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ମଧ୍ୟ ନିଜର...

ଖୁବ୍‌ଶୀଘ୍ର ଦେଶର ପ୍ରତିଟି ହିରୋଙ୍କ କାହାଣୀ କହିବେ ସୋନୁ

ମୁମ୍ବାଇ: ବଲିଉଡ୍ ନାୟକ ସୋନୁ ସୁଦ ଘରେ ଘରେ ବେଶ୍ ପରିଚିତ । ତାଙ୍କ ଅଭିନୟ ତାଙ୍କୁ ଯେତିକି ପରିଚୟ ଦେଇଥିଲା ତା’ଠାରୁ ଅଧିକ ପରିଚୟ...

ଏକଦା ବିପାଶାଙ୍କୁ ‘କଳା ବିରାଡ଼ି’ କହିଥିଲେ କରିନା, ରାଗରେ ମାରିଦେଇଥିଲେ ଚାପୁଡ଼ା; ଆଉ ତା’ ପରେ…

ବମ୍ବେ: ପୁଣି ଥରେ ମା’ ହେବାକୁ ନେଇ ଚର୍ଚ୍ଚାରେ ଥିବା ବେବୋଙ୍କ ଅତୀତ ବେଶ୍‌ ବିବାଦୀୟ। ଏକଦା ବ୍ଲାକ୍‌ ବିଉଟି ବିପାଶାଙ୍କ ସହ ତାଙ୍କର ଜୋରଦାର...

ଅଡୁଆରେ ‘ୟୋ ୟୋ ହନି ସିଂହ’; କୋର୍ଟର ଦ୍ୱାରସ୍ଥ ହେଲେ ସ୍ତ୍ରୀ

ବମ୍ବେ: ଅଡୁଆରେ ବଲିଉଡ୍‌ ଗାୟକ ହିରଦେଶ ସିଂହ ଓରଫ ହନି ସିଂହ। ଘରୋଇ ହିଂସାର ଅଭିଯୋଗ କରି କୋର୍ଟରେ ପହଞ୍ଚିଛନ୍ତି ତାଙ୍କ ସ୍ତ୍ରୀ ଶାଳିନୀ ତଲଓ୍ବାର।...

ହ୍ୟାଣ୍ଡ ବ୍ୟାଗକୁ ନେଇ ଟ୍ରୋଲ ହେଲେ ଦିଶା

ମୁମ୍ବାଇ: ଟାଇଗର ର୍ଶଫଙ୍କ ଫିଲ୍ମ ‘ହିରୋପନ୍ତି ୨’ ଶୁକ୍ରବାର ଫାଇଡେ ରିଲିଜରେ ସାମିଲ ହେବାକୁ ଯାଉଛି । ଏହା ଟାଇଗରଙ୍କ ପାଇଁ ଖୁବ୍ ଗୁରୁତ୍ୱ ରଖେ...

ଅର୍ଚ୍ଚିତାଙ୍କ ଘରେ ରଙ୍ଗ ସାଙ୍ଗକୁ ପଖାଳର ମଜାନେଲେ ସବ୍ୟସାଚୀ

ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଓଲିଉଡ୍‌ର ସୁପରହିଟ୍‌ ଯୋଡି ସବ୍ୟସାଚୀ ଓ ଅର୍ଚ୍ଚିତା ଖୁବ୍‌ ଧୁମ୍‌ଧାମ୍‌ର ସହ ହୋଲି ପାଳନ କରିଛନ୍ତି। ବିବାହ ପରେ...

‘କିସି କା ଭାଇ, କିସି କା ଜାନ’; ଆଗାମୀ ଫିଲ୍ମରେ ଭାଇଜାନଙ୍କ ଦମ୍‌ଦାର ଲୁକ୍‌

ବମ୍ବେ: ବଲିଉଡ୍‌ ସିନେମାଜଗତରେ ନିଜର ୩୪ ବର୍ଷ ପୂରଣ କରିଛନ୍ତି ଦବଙ୍ଗ ଖାନ୍‌ ସଲମାନ। ୧୯୮୮ରେ ଫିଲ୍ମ ‘ବିବି ହୋ ତୋ ଏସି’ ଜରିଆରେ ଡେବ୍ୟୁ...

Advertisement
Archives

Model This Week