ଘର ବଦଳାଇବା ପରେ ବିଗ୍‌ ବି ଙ୍କ ସବୁଠୁ ବଡ଼ କ୍ଷତି: ଆଜିପର୍ଯ୍ୟନ୍ତ ହୋଇ ପାରିନି ପୂରଣ

ବଲିଉଡର ଭେଟେରାନ ଅମିତାଭ ବଚ୍ଚନ ମୁମ୍ବାଇରେ ୩୧ କୋଟି ଟଙ୍କାର ଏକ ଡ୍ୟୁପ୍ଲେକ୍ସ କିଣିଛନ୍ତି। ଏହାର ଆକାର ୫୧୮୪ ବର୍ଗଫୁଟ। ହେଲେ ଲାଗୁଛି ଯେପରି ବିଗ୍‌ ବି ତାଙ୍କ ନୂଆ ଘରେ ଖୁସି ନୁହଁନ୍ତି। ନିକଟରେ ନିଜ ବ୍ଲଗରେ ନିଜର କ୍ରୋଧ ପ୍ରକାଶ କରିଛନ୍ତି।

ଅମିତାଭ ବଚ୍ଚନ ତାଙ୍କ ପିତା ହରିବଂଶ ରାୟ ବଚ୍ଚନଙ୍କ ପ୍ରତ୍ୟେକ କବିତା ସାଇତି ରଖିଥିଲେ। ଘର ପରିବର୍ତ୍ତନ ହେତୁ ତାଙ୍କୁ କିଛି ମିଳୁ ନାହିଁ । ବର୍ତ୍ତମାନ ଅମିତାଭ ତାଙ୍କ ବ୍ଲଗରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅମିତାଭ ଲେଖିଛନ୍ତି, ‘ମୁଁ ବହୁତ କ୍ରୋଧିତ, କାରଣ ଘର ବଦଳିବା କାରଣରୁ ତାଙ୍କର ସମସ୍ତ ପାଣ୍ଡୁଲିପି ଏପର୍ଯ୍ୟନ୍ତ ମିଳିପାରି ନାହିଁ। ଯେତେବେଳେ ମୁଁ ସେହି ପାଣ୍ଡୁଲିପିଗୁଡ଼ିକ ପଢ଼ିଥିଲିି, ତାହା ସେଠାରେ ଥିଲା। ବର୍ତ୍ତମାନ ସେହି ପାଣ୍ଡୁଲିପିଗୁଡ଼ିକ କେଉଁଠାରେ ଅଛି ତାହା ମୁଁ ଜାଣେ ନାହିଁ । ଏକ ଦୁଃଖଦ ଘଟଣା।


Enter your email to get our daily news in your inbox.

All Right Reserved By Dharitri.Com

ଜାହ୍ନବୀ-ଖୁସିଙ୍କ ପ୍ରଥମ ଟିକ୍‌-ଟକ୍‌ ଭିଡିଓ

ମୁମ୍ବାଇ: ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା ଜାରି ହୋଇଛି। ସବୁଲୋକ ଏକପ୍ରକାର ବନ୍ଦହୋଇ ରହିଥିବାବେଳେ ବଲିଉଡ୍‌ ତାରକାମାନେ ଏଥିରୁ ବାଦ୍‌ ପଡ଼ିନାହାନ୍ତି। ଏହି ସମୟକୁ ସମସ୍ତେ...

ବିରଳ ସିଂହକୁ ଖାଦ୍ୟ ଖୁଆଇଲେ ଏହି ଅଭିନେତ୍ରୀ

ଛୋଟ ପରଦାର ଚର୍ଚ୍ଚିତ ଅଭିନେତ୍ରୀ ମୋନି ରୟ ଏବେ ଦୁବାଇରେ ଛୁଟି କାଟୁଛନ୍ତି। ଏହି ସମୟର ଫଟୋ ସେ ସୋସିଆଲ ମିଡିଆରେ ଶେୟାର ମଧ୍ୟ କରୁଛନ୍ତି।...

କୋଭିଡ-୧୯ ସମୟରେ ବୋହୂ ସାଜିଲେ ହିନା..

ବ୍ରାଇଡାଲ୍‌ ଲୁକ୍‌ରେ ଅଭିନେତ୍ରୀ ହିନା ଖାନ୍‌। ନାଲି ରଙ୍ଗର ଲେହେଙ୍ଗା, ହାତରେ ଚୁଡ଼ା ପିନ୍ଧି, ମେହେନ୍ଦି ଲଗାଇ କୌଣସି ପରି ଠାରୁ କମ୍‌ ଲାଗୁ ନାହାନ୍ତି...

ରିୟାଙ୍କ ସାଙ୍ଗରେ କାମ କରିବାକୁ ଚାହିଁ ବସିଛନ୍ତି ଏହି ବଲିଉଡ୍‌ ନିର୍ଦ୍ଦେଶକ

ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଗିରଫ ହେବା ପରେ ଅନେକ ସେଲିବ୍ରେଟ ତାଙ୍କ ସମର୍ଥନରେ ବାହାରିଛନ୍ତି। ନିର୍ଦ୍ଦେଶକ ନିଖିଲ ଦ୍ୱିବେଦୀ ରିୟାଙ୍କ ସମର୍ଥନରେ ଟୁଇଟ୍‌ କରିଛନ୍ତି। ସେ...

୧୦ ବର୍ଷ ପରେ ପରଦାକୁ ଫେରିବେ ସୁସ୍ମିତା

ବଲିଉଡର ସମସ୍ତ ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ସୁସ୍ମିତା ସେନ ଜଣେ। ଦୀର୍ଘଦିନ ଧରି ସେ ଫିଲ୍ମଠୁ ଦୂରେଇ ଯାଇ ପରିବାର ଏବଂ ପିଲାଙ୍କୁ ପୂରା ସମୟ...

ସୋସିଆଲ ମିଡିଆରେ ଫଟୋ ଶେୟାର କରି ଏହି ଅଭିନେତ୍ରୀ ଲେଖିଲେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ମୌନୀ ରାୟ ତାଙ୍କର ହଟ୍‌ ଏବଂ ବୋଲ୍ଡ ଲୁକ୍‌କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ସେ ଅଧିକାଂଶ ସମୟ ସୋସିଆଲ ମିଡିଆରେ ଆକ୍ଟିଭ୍‌।...

ବାପା ପଡ଼ିଯିବା ଖବର ପାଇ ବି ଶୁଟିଂସେଟ୍‌ ଛାଡ଼ିପାରି ନ ଥିଲି

ସମ୍ବଲପୁରୀ ଆଲବମର ଜଣେ ଆଗଧାଡ଼ିର ଅଭିନେତା ଭାରତଗୌରବ ଦାଶ। ମାଆ ଗୀତାଞ୍ଜଳି ଓ ବାପା ଭିକାରିଚରଣ ଦାଶଙ୍କ ସୁଯୋଗ୍ୟ ସନ୍ତାନ ଭାରତଗୌରବ ପଶ୍ଚିମ ଓଡ଼ିଶା ସମେତ...

ଗ୍ଲାମରସ୍‌ ଦୁନିଆରୁ ଦୂରେଇ ଗଲେ ଆଶିକି ଗର୍ଲ…

ମୁମ୍ବାଇ,୧୧।୧: ବଲିଉଡ୍‌ ଅଭିନେତ୍ରୀ ତଥା ଆଶିକି ଗର୍ଲ ଭାବେ ପରିଚିତି ହାସଲ କରିଥିବା ଅନୁ ଅଗ୍ରଓ୍ବାଲ ସୋମବାର ନିଜର ୫୧ ବର୍ଷ ପୂରଣ କରିଛନ୍ତି। ସେ...

Advertisement


Archives

Model This Week