ରାଜ୍‌ ଖୋଲିଲେ ବିରାଟ : କାହିଁକି ଦେଖାଉ ନାହାନ୍ତି ଝିଅର ମୁହଁ

ଟିମ ଇଣ୍ଡିଆ ଅଧିନାୟକ ବିରାଟ କୋହଲି ଇନଷ୍ଟାଗ୍ରାମରେ ତାଙ୍କ ପ୍ରଶଂସକଙ୍କ ସହ କଥା ହୋଇଛନ୍ତି। ଏହି ସମୟରେ ପ୍ରଶଂସକମାନେ ତାଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ। ଯାହାର ଗୋଟିଏ ପରେ ଗୋଟିଏ ଉତ୍ତର ବିରାଟ ଦେଇଥିଲେ। ଅନେକ ୟୁଜର୍ସ ତାଙ୍କୁ ଝିଅ ଭାମିକା ସମ୍ବନ୍ଧୀୟ ପ୍ରଶ୍ନ ମଧ୍ୟ ପଚାରିଥିଲେ।ପ୍ରଶଂସକମାନେ ଜାଣିବାକୁ ଚାହିଁଥିଲେ ଯେ, ବିରାଟ-ଅନୁଷ୍କା ବର୍ତ୍ତମାନ ପର୍ଯ୍ୟନ୍ତ ଲୋକମାନଙ୍କୁ ଭାମିକାଙ୍କ ଚେହେରା କାହିଁକି ଦେଖାଇ ନାହାଁନ୍ତି। ଏହା ବ୍ୟତୀତ ପ୍ରଶଂସକମାନେ ଭାମିକାଙ୍କ ନାମର ଅର୍ଥ ମଧ୍ୟ ପଚାରିଥିଲେ।
ଏହା ପଛର କାରଣ ବର୍ଣ୍ଣନା କରି ବିରାଟ କହିଛନ୍ତି, ‘ଦମ୍ପତି ଭାବରେ ଆମେ ଆମେ ସେହି ପର୍ଯ୍ୟନ୍ତ ସୋସିଆଲ ମିଡିଆରୁ ଝିଅକୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଛୁ ଯେ ପର୍ଯ୍ୟନ୍ତ ସେ ସୋସିଆଲ ମିଡିଆକୁ ବୁଝିବାକୁ ସକ୍ଷମ ହୋଇନି। ଏବଂ ଯେ ପର୍ଯ୍ୟନ୍ତ ସେ ଏହାକୁ ନିଜେ ପସନ୍ଦ କରିବାକୁ ସମର୍ଥ ହୋଇ ନାହିଁ। ଝିଇର ନାମର ଅର୍ଥ ବ୍ୟାଖ୍ୟା କରି ବିରାଟ ଏହା ମଧ୍ୟ କହିଛନ୍ତି, ଭାମିକା ଦୁର୍ଗାଙ୍କର ଦ୍ୱିତୀୟ ନାମ।


Enter your email to get our daily news in your inbox.

All Right Reserved By Dharitri.Com

ଅମିତାଭଙ୍କଠାରୁ ଆରମ୍ଭ କରି ଅକ୍ଷୟ କୁମାର; ବି ଗ୍ରେଡ୍‌ ଫିଲ୍ମରେ କାମ କରିଛନ୍ତି ଏହି ସୁପରଷ୍ଟାର

ବମ୍ବେ: ବିଗ୍‌ ବି ଅମିତାଭ ବଚ୍ଚନ ହୁଅନ୍ତୁ ଅବା ସୁପରଷ୍ଟାର ଅକ୍ଷୟ କୁମାର, ଆଜିକାଲି ସେମାନେ ବଲିଉଡ୍‌ର ଆଗଧାଡ଼ିର ନାୟକ। ହେଲେ ଏକ ସମୟରେ ସେମାନେ...

ରୋଗ ନୁହେଁ, ଏହି କାରଣ ପାଇଁ ରାକେଶ ରୋଶନଙ୍କ ମୁଣ୍ଡରେ ନାହିଁ କେଶ

ମୁମ୍ବାଇ: ବଲିଉଡ୍ ନିର୍ଦ୍ଦେଶକ ରାକେଶ ରୋଶନ ୭୨ ବର୍ଷରେ ପଦାର୍ପଣ କରିଛନ୍ତି । ବଲିଉଡ୍‌ର ଏହି ନାଁ କରା ନିର୍ଦ୍ଦେଶକ ପ୍ରଥମରୁ ସଫଳତା ପାଇବା ପରେ...

ଏହି ହ୍ୟାଣ୍ଡସମ୍‌ଙ୍କ ପ୍ରେମରେ ପଡ଼ିଛନ୍ତି ବୋଲ୍ଡ ନିଆ ଶର୍ମା, ଲୁଚାଛପାରେ ଚାଲିଛି…

ବମ୍ବେ: ପ୍ରେମରେ ପଡ଼ିଛନ୍ତି ଟେଲିପରଦାର ବୋଲ୍ଡ ଅଭିନେତ୍ରୀ ନିଆ ଶର୍ମା। ଅଭିନେତା ରାହୁଲ ସୁଧୀରଙ୍କୁ ସେ ଦୀର୍ଘଦିନରୁ ଡେଟ୍‌ କରୁଛନ୍ତି। ନିଆ ଉଭୟଙ୍କ ସମ୍ପର୍କକୁ ଲୁଚାଇ...

୨୧ ଦିନ ପାଣି ପିଇ ରହିବେ ନର୍ଗିସ୍‌

ମୁମ୍ବାଇ: ଅଭିନେତ୍ରୀ ନର୍ଗିସ୍‌ ନିଜ ଫିଟନେସକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାନ୍ତି। ପୁଣି ଠିକ୍‌ ସେମତି ଏକ ଖବର ସାମ୍ନାକୁ ଆସିଛି। ଯାହା ସମସ୍ତଙ୍କୁ ଚକିତ...

କେନିଆରେ ଛୁଟି ମନାଉଛନ୍ତି ଆଲିଆ-ରଣବୀର

ଆଲିଆ ଭଟ୍ଟ- ରଣବୀର କପୁରଙ୍କ ରିଲେସନ୍‌ଶିପ୍‌କୁ ନେଇ ବଲିଉଡ୍‌ରେ ଖୁବ୍‌ ଚର୍ଚ୍ଚା ଚାଲିଛି। ଏବେ ଏହି ଦୁଇଜଣ କେନିଆରେ ଛୁଟି ମନାଉଛନ୍ତି। ଏହି ସମୟର କିଛି...

ପାରିଶ୍ରମିକ ପାଇଁ..

ଯାହା ଘଟିଗଲା ତାହାକୁ ସହଜରେ ହଜମ କରିପାରୁନାହାନ୍ତି କ୍ରିତି ସାନନ। କଥା କ’ଣ କି, ନିକଟରେ ଜଣେ ନବାଗତ ପ୍ରଯୋଜକ ତାଙ୍କୁ ନିଜ ଫିଲ୍ମରେ ସାଇନ୍‌...

ଏଫ୍‌ଆଇଆରର ଜବାବ ଦେଲେ କଙ୍ଗନା!

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ନାୟିକା କଙ୍ଗନାଙ୍କ ସମୟ ଏବେ ଭଲ ଚାଲିନାହିଁ । ଶନିବାରଠାରୁ ନବରାତ୍ରୀ ଆରମ୍ଭ ହୋଇଥିଲା ବେଳେ କଙ୍ଗନାଙ୍କ ଆଇନ ଯୁଦ୍ଧ ବି...

ନୋବିତା-ଶିଜୁକା ବିବାହ: ସୋସିଆଲ୍‌ ମିଡ଼ିଆରେ ଟପ୍‌ ଟ୍ରେଣ୍ଡ୍‌

ଟୋକିଓ, ୨୦।୧: ଛୋଟ ପିଲାଙ୍କ ପ୍ରିୟ ଧାରାବାହିକ ଡୋରେମନ୍‌ରେ ନଟ୍‌ଖଟ୍‌ ବାଳକ ନୋବିତା ଏବେ ବାଲ୍ୟବାନ୍ଧବୀ ଶିଜୁକାଙ୍କୁ ବିବାହ କରିବେ। ଏହାକୁ ନେଇ ଡୋରେମନ୍‌ ଦେଖୁଥିବା...

Advertisement
Seven Jackpot


Archives

Model This Week