ଚଳନ୍ତା ଟ୍ରେନ୍‌ରେ ପ୍ରେମିକାଙ୍କୁ ପ୍ରପୋଜ୍‌ କରିଥିଲେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡ ଅଭିନେତା ଶତ୍ରୁଘ୍ନ ସିହ୍ନା ଚଳଚ୍ଚିତ୍ର ଜଗତରେ ଏପରି ଏକ ନାମ, ଯାହାଙ୍କୁ ଉଭୟ ଭିଲେନ ଏବଂ ହିରୋ ଭୂମିକାରେ ଦର୍ଶକ ବହୁତ ପସନ୍ଦ କରନ୍ତି। ତାଙ୍କୁ ବଲିଉଡର ଶଟଗନ ଆଖ୍ୟା ମଧ୍ୟ ଦିଆଯାଇଥିଲା। ୯ ଡିସେମ୍ବର ୧୯୪୫ରେ ପାଟନାର କଦମକୁଆଁରେ ଜନ୍ମଗ୍ରହଣ କରିଥିବା ଶତ୍ରୁଘ୍ନ ରାଜନୀତି ଏବଂ ଚଳଚ୍ଚିତ୍ରରେ ଏକ ସଫଳ ଇନିଂସ ଖେଳିଛନ୍ତି। ଶତ୍ରୁଘ୍ନ ସିହ୍ନା ଅଭିନେତ୍ରୀ ତଥ ପୂର୍ବତନ ମିସ ୟଙ୍ଗ ଇଣ୍ଡିଆ ପୁନମଙ୍କୁ ଜୁଲାଇ ୯, ୧୯୮୦ ରେ ବିବାହ କରିଥିଲେ।
ପ୍ରଥମ ଦେଖାରେ ଶତ୍ରୁଘ୍ନ ପୁନମଙ୍କ ପ୍ରେମରେ ପଡିଥିଲେ କିନ୍ତୁ ସେହି ସମୟରେ ସେ ରୀନା ରାୟଙ୍କୁ ଡେଟ କରୁଥିଲେ। ଉଭୟ ପ୍ରଥମେ ପାଟନାରୁ ମୁମ୍ବାଇ ଅଭିମୁଖେ ଯାଉଥିବା ଏକ ଟ୍ରେନରେ ସାକ୍ଷାତ ହୋଇଥିଲେ। ‘ପାକିଜା’ ଫିଲ୍ମର ସଂଳାପ ‘ଆପ୍‌ନେ ପାଓଁ ଜମିନ୍‌ ପର ମତ୍‌ ରଖିଏଗା…’ ର ସଂଳାପ ଲେଖି ଚଳନ୍ତା ଟ୍ରେନରେ ପୁନମଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ। ଏହାପରେ ଉଭୟଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ପରେ ଦୁହେଁ ବିବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶାହାରୁଖ୍‌ ଖାନ୍‌ଙ୍କୁ ଚୁପ୍‌ କରିଦେଇଥିଲେ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ: ଜାଣନ୍ତୁ କିପରି…

କରୋନା ମହାମାରୀ ସମୟରେ ବଲିଉଡ୍‌ କଳାକାରଙ୍କ ଅନେକ କାହାଣୀ, ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାରି ମଧ୍ୟରେ ମୁକେଶ ଅମ୍ବାନୀଙ୍କ...

ନୂଆ ଲୁକ୍‌ରେ ରଶ୍ମିକା

ମୁମ୍ବାଇ: ନ୍ୟାଶନାଲ କ୍ରସ ରଶ୍ମିକା ମନ୍ଧାନା ନିଜର ଅପକମିଂ ଫିଲ୍ମ ‘ପୁଷ୍ପା’କୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଫିଲ୍ମରେ ତାଙ୍କର ଫାଷ୍ଟ ଲୁକ୍‌ ସାମ୍ନାକୁ...

କେତେ ପଢ଼ିଛନ୍ତି ଆପଣଙ୍କ ପ୍ରିୟ ଷ୍ଟାରକିଡ୍‌, ଜାଣନ୍ତୁ…

ବମ୍ବେ: ଷ୍ଟାରକିଡ୍‌ ସାରା ଅଲି ଖାନ୍‌, ଅନନ୍ୟା ପାଣ୍ଡେ ଏବଂ ଜାନଭୀ କପୁର ଭାରତୀୟ ଚଳଚ୍ଚିତ୍ର ଜଗତରେ ନାମ କମାଇସାରିଲେଣି। ପ୍ରଶଂସକମାନେ ଏବେ ବଲିଉଡରେ ସୁହାନା...

ସୋନୁଙ୍କୁ ଭେଟିବା ପାଇଁ ସାଇକେଲରେ ବିହାରରୁ ମୁମ୍ବାଇ…

ପାଟଣା, ୨୩।୧୧-ପ୍ରବାସୀମାନଙ୍କ ପାଇଁ ଲକ୍‌ଡାଉନ ସମୟରେ ଦେବଦୂତ ସାଜିଥିବା ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ଭେଟିବା ପାଇଁ ଜଣେ ପ୍ରଶଂସକ ବିହାରରୁ ସାଇକେଲ ଯୋଗେ ମୁମ୍ବାଇ...

ପାଣିକୁ ଡରନ୍ତି ଆଲୟା!

ମୁମ୍ବାଇ: ଅଭିନେତ୍ରୀ ପୂଜା ବେଦୀଙ୍କ ଝିଅ ଆଲୟା ଫର୍ଣ୍ଣିଚରୱାଲା ବଲିଉଡରେ ପାଦ ଦେଇ ନ ଥିଲେ ବି ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ୍ ଫଲୋଇଙ୍ଗସ୍ ବହୁ...

ଶବାନାଙ୍କୁ ଧନ୍ୟବାଦ ଦେଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୮।୯: ବଲିଉଡ୍‌ ଅଭିନେତ୍ରୀ ଶବାନା ଆଜମିଙ୍କୁ ଏଏପି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଧନ୍ୟବାଦ ଦେଇଛନ୍ତି। ଟୁଇଟ୍‌ କରି କେଜରିଓ୍ବାଲ ଡେଙ୍ଗୁ ନିରାକରଣ...

୧୨ ଦିନ ଗାଧୋଇ ନ ଥିଲେ ଅମିର ଖାଁ, କାରଣ ଜାଣିଲେ…

ବଲିଉଡର କଳାକାରମାନେ ସେମାନଙ୍କ ଚରିତ୍ରକୁ ସଫଳ କରିବା ପାଇଁ କଠିନ ପରିଶ୍ରମ କରିଥାନ୍ତି। ଏଥିମଧ୍ୟରୁ ଅମିର ଖାଁ ଅନ୍ୟତମ। ‘ଥ୍ରି ଇଡିଅଟ୍ସ’, ‘ଦଙ୍ଗଲ’ ଭଳି ଅନେକ...

ଛାଡପତ୍ର ପରେ ଭାଙ୍ଗିନି ଏହି ବଲିଉଡ ଯୋଡିଙ୍କ ସମ୍ପର୍କ

ସାଧାରଣତଃ ଛାଡପତ୍ର ପରେ ସ୍ବାମୀ-ସ୍ତ୍ରୀ କୌଣସି ସମ୍ପର୍କ ରଖନ୍ତି ନାହିଁ। କିନ୍ତୁ ବଲିଉଡର ୫ଟି ଆଗଧାଡିର କଳାକାର ବ୍ୟକ୍ତିଗତ ଜୀବନରେ ଛାଡପତ୍ର ନେଇଥିଲେ ମଧ୍ୟ ସେମାନଙ୍କ...

Advertisement
Archives

Model This Week