ମନୋରଞ୍ଜନ

ଭାଇରାଲ ହେଉଛି ଅକ୍ଷରାଙ୍କ ହିନ୍ଦୀ ଗୀତ

ମୁମ୍ବାଇ: ଭୋଜପୁରୀ ଅଭିନେତ୍ରୀ ଅକ୍ଷରା ସିଂଙ୍କ ହିନ୍ଦୀଗୀତ “ମେରି ୱାଫା’ ରିଲିଜ୍ ହୋଇ ଯାଇଛି । ଜଣାଶୁଣା ଫିଲ୍ମ ନିର୍ମାତା ହୈଦର କାଜମୀଙ୍କ ଓଟିଟି ପ୍ଲାଟଫର୍ମ ମସ୍ତାନୀରେ ସୁପର ହର୍ଟ ଗର୍ଲ ଅକ୍ଷରାଙ୍କ ଏହି ଗୀତ ରିଲିଜ ହେଉ ହେଉ ଭାଇରାଲ…

ହଟ୍‌ ଲୁକ୍‌ରେ ନଜର ଆସିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ଗ୍ଲୋବାଲ ଷ୍ଟାର୍‌ ପ୍ରିୟଙ୍କା ଚୋପ୍ରା କେବଳ ବଲିଉଡ୍‌ ନୁହେଁ ହଲିଉଡ୍‌ରେ ମଧ୍ୟ ବେଶ୍‌ ଜଣାଶୁଣା ନାମ। କିଛିଦିନ ତଳେ ପ୍ରିୟଙ୍କା ତାଙ୍କ ରେଷ୍ଟୁରାଣ୍ଟରେ ପହଞ୍ଚିଥିଲେ। ଏହି ସମୟର କିଛି ଫଟୋ ପ୍ରଶଂସକମାନଙ୍କ ପାଇଁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଇନ୍‌ଷ୍ଟାଗ୍ରାମରେ…

୨ ମାସ ପୂର୍ବରୁ ଲୁଚାଛପାରେ ବିବାହ କରିଥିଲେ ଏହି ଅଭିନେତ୍ରୀ, ଏବେ ହେବାକୁ ଯାଉଛନ୍ତି ମା’

‘ନୌଟଙ୍କି ସାଲା’, ‘ଏ ଜଓ୍ବାନି ହେ ଦିଓ୍ବାନି’, ‘ୟାରିୟାଁ’ ଭଳି ଫିଲ୍ମରେ କାମ କରିଥିବା ଅଭିନେତ୍ରୀ ଏଭିଲିନ୍‌ ଶର୍ମା ଓ ତାଙ୍କ ସ୍ବାମୀ ତୁଷାନ ଭିଣ୍ଡି ମେ ୧୫ରେ ଅଷ୍ଟ୍ରେଲିଆର ବ୍ରିସବେନରେ ଲୁଚାଛପାରେ ବିବାହ କରିଥିଲେ । ବିବାହର ପ୍ରାୟ ଦୁଇମାସ…

ଗର୍ଲଫ୍ରେଣ୍ଡଙ୍କୁ ଖୁସି କରିବା ପାଇଁ କଷ୍ଟରେ ଗୁପ୍‌ଚୁପ୍‌ ଖାଇ ବଞ୍ଚୁଥିଲେ ଏହି ଅଭିନେତା, ଶେଷରେ ଏହି କାରଣ ପାଇଁ ଛାଡ଼ି ଦେଲେ ହାତ

ପଲ୍‌ ଭି ପୁରୀ ଛୋଟ ପରଦାର ଜଣେ ଜଣାଶୁଣା ଚେହେରା। ସେ ସିରିୟଲ ‘ଫିର୍‌ ଭି ନା ମନେ ବତ୍‌ମିଜ ଦିଲ’ ରୁ କ୍ୟାରିୟର ଆରମ୍ଭ କରିଥିଲେ । କିନ୍ତୁ ଏକ୍‌ତା କପୁରଙ୍କ ସିରିୟଲ ‘ନାଗିନ’ରୁ ତାଙ୍କୁ ପରିଚୟ ମିଳିଥିଲା। ଏଥିରେ…

ଅନିଲ କପୁରଙ୍କୁ ‘ଆଇ ଲଭ୍‌ ୟୁ’ କହିଲେ ମାଧୁରୀ ଦୀକ୍ଷିତ୍‌: ଏମିତି ଥିଲା ଅଭିନେତାଙ୍କ ପ୍ରତିକ୍ରିୟା

ବଲିଉଡର ଧକ-ଧକ ଗାର୍ଲ ମାଧୁରୀ ଦୀକ୍ଷିତ ଏବଂ ଅଭିନେତା ଅନିଲ କପୁରଙ୍କ ଯୋଡି ଅନେକ ଚଳଚ୍ଚିତ୍ରରେ ନଜର ଆସିଛନ୍ତି। ଦର୍ଶକ ଉଭୟ ଯୋଡିଙ୍କୁ ବହୁତ ପସନ୍ଦ ମଧ୍ୟ କରନ୍ତି। ଆଜିକାଲି ମାଧୁରୀ ଦୀକ୍ଷିତ ଡ୍ୟାନ୍ସ ରିଆଲିଟି ଶୋ ‘ଡ୍ୟାନ୍ସ ଦିଓ୍ବାନେ-୩ ’…

ପୁଣିଥରେ ଶୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି କ୍ୟାଟ୍ରିନା-ସଲମାନ

ମୁମ୍ବାଇ: ବଲିଉଡ୍‌ର ସୁପରହିଟ୍ ଯୋଡିଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି କ୍ୟାଟ୍ରିନା କୈଫ ଓ ସଲମାନ ଖାଁ । ଉଭୟ ମେନେ କ୍ୟୁଁ ପ୍ୟାର କିୟା, ୟୁବରାଜ, ଏକ ଥା ଟାଇଗର, ଭାରତ ଓ ଟାଇଗର ଜିନ୍ଦା ହୈ ଭଳି ଫିଲ୍ମରେ ଅଭିନୟ…

ବେବି ବମ୍ପ ଲୁଚାଇଲେ କି ଦୀପିକା

ମୁମ୍ବାଇ: ବେଶ୍ କିଛିଦିନ ପରେ ବଲିଉଡ୍ ନାୟିକା ଦୀପିକା ପାଦୁକୋନଙ୍କୁ ମୁମ୍ବାଇରେ ସ୍ପଟ କରାଯାଇଛି । ଫିଲ୍ମ ନିର୍ଦ୍ଦେଶକ ସଞ୍ଜୟ ଲିଲା ଭଂସାଲିଙ୍କ ଅଫିସ ବାହାରେ ସ୍ପଟ ହୋଇଛନ୍ତି ଏହି ନାୟିକା । ଅଫିସ ବାହାରେ ତାଙ୍କୁ ଅପେକ୍ଷା କରିଥିବା ଫଟୋଗ୍ରାଫରଙ୍କୁ…

ନିଜଠୁ ଦୁଇବର୍ଷ ସାନ ଅଭିନେତାଙ୍କ ସହ ରୋମାନ୍ସ କରିବେ ଏହି ଅଭିନେତ୍ରୀ

ମୁମ୍ବାଇ: ଏକତା କପୁରଙ୍କ ଶୋ’ ‘ବଡ଼େ ଅଚ୍ଛେ ଲଗତେ ହୈ-୨’କୁ ନେଇ ପ୍ରଶଂସକମାନେ ବେଶ୍‌ ଉତ୍ସାହିତ ଅଛନ୍ତି। ଏହାର ପ୍ରଥମ ସିଜନରେ ସାକ୍ଷୀ ତଓ୍ବର ଏବଂ ରାମ କପୁର ଅଭିନୟ କରିଥିଲେ। ଶୋ’ଟିକୁ ମଧ୍ୟ ଜବରଦସ୍ତ ରେସପନ୍ସ ମିଳିଥିଲା। ଏଥିରେ ରାମ…

ଆଉଟ୍‌ଫିଟ୍‌କୁ ନେଇ ଟ୍ରୋଲ୍‌ ହେଲେ ଏହି ଅଭିନେତ୍ରୀ, ୟୁଜର୍ସ କହିଲେ…

ମୁମ୍ବାଇ: ଦୀର୍ଘ ଦୁଇବର୍ଷ ହେବ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ନିଜର ଫ୍ୟାଶନକୁ ନେଇ ୟୁଜର୍ସମାନଙ୍କ ଟ୍ରୋଲର ଟାର୍ଗେଟ୍‌ରେ ରହୁଛି। କେବେକେବେ ଆଲିଆ ନିଜର ବୋରିଂ ଆଉଟ୍‌ଫିଟ୍‌କୁ ନେଇ ଚର୍ଚ୍ଚାକୁ ଆସିଥାନ୍ତି ତ ଆଉ କେତେବେଳେ ଜିମ୍‌ କି ରେଷ୍ଟୁରାଣ୍ଟକୁ ନେଇ।…

୧୩୦୦କୋଟିର ସମ୍ପତ୍ତି, ୯୦କୋଟିର ବିଳାସମୟ ଘର: ଏଭଳି ବିଳାସପୂର୍ଣ୍ଣ ଜୀବନ ବିତାଉଛନ୍ତି ଏହି ସାଉଥ ସୁପରଷ୍ଟାର

ମୁମ୍ବାଇ: ସାଉଥ ସୁପରଷ୍ଟାର ତଥା ଅଭିନେତା ଚିରଞ୍ଜୀବଙ୍କ ପୁଅ ରାମ ଚରଣ ତେଜା ବେଶ୍‌ ଷ୍ଟାଇଲିଷ୍ଟ ହେବା ସହ ବିଳାସପୂର୍ଣ୍ଣ ଜୀବନ ଯାପନ କରିଥାନ୍ତି। ରାମ ଚରଣଙ୍କ ପାଖରେ ଆଷ୍ଟନ ମାର୍ଟିନ ଭଳି ବିଳାସପୂର୍ଣ୍ଣ ଗାଡ଼ିଠାରୁ ଆରମ୍ଭ କରି ବିଳାସମୟ ସମ୍ପତ୍ତି…

ଶକ୍ତି କପୁରଙ୍କ ପ୍ରେମରେ ପାଗଳ ଥିଲେ ଏହି ଅଭିନେତ୍ରୀ, ପରିବାରଲୋକେ ମନା କରିବା ସତ୍ତ୍ୱେ କଲେ ଏପରି, ରାଗିଯାଇ ମା’ ବାପା…

ବଲିଉଡର ପ୍ରସିଦ୍ଧ ଖଳନାୟକଙ୍କ ମଧ୍ୟରୁ ଶକ୍ତି କପୁର ଅନ୍ୟତମ। ଫିଲ୍ମରେ ତାଙ୍କ ଅଭିନୟ ଲୋକଙ୍କୁ ଡରାଉଥିବା ବେଳେ ତାଙ୍କ ବ୍ୟକ୍ତିଗତ ଜୀବନ ଓ ପ୍ରେମ କାହାଣୀ ସମ୍ପୂର୍ଣ୍ଣ ହିରୋ ଭଳି। ତେବେ ଜାଣନ୍ତୁ ଶକ୍ତି ଏବଂ ଅଭିନେତ୍ରୀ ଶିବାଙ୍ଗୀ କୋଲହାପୁରରେ ଲଭଷ୍ଟୋରୀ…

ରଜନୀକାନ୍ତଙ୍କୁ କପି କରି କରୁଥିଲେ ଷ୍ଟଣ୍ଟ, ହେଲେ ସାମାନ୍ୟ ଚେୟାରେ ଅଟିକିଗଲା ଗୋଡ଼; ଆଉ ତା’ ପରେ…

ସୁପରଷ୍ଟାର ରଜନୀକାନ୍ତଙ୍କ ଅନୁସରଣ କରୁଥିବା ପ୍ରଶଂସକ କେତେ ତାହା ସମସ୍ତେ ଜାଣନ୍ତି । ଅନେକ ସମୟରେ ତାଙ୍କ ପ୍ରଶଂସକ ତାଙ୍କୁ କପି କରିଥାନ୍ତି। ନିକଟରେ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଠାରେ ଜଣେ ବ୍ୟକ୍ତି ରଜନୀକାନ୍ତଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?