ଫିଲ୍ମ ଆଉ ପ୍ରେମିକଙ୍କୁ ନେଇ ଏମିତି ଦୁଃଖ କରନ୍ତି ତାପସୀ, କହିଲେ ସେ କିଛି ବୁଝନ୍ତି ନାହିଁ

ଫିଲ୍ମ ‘ହସିନ ଦିଲ୍‌ରୁବା’ରେ ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଅଭିନୟକୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ।ସେବେଠାରୁ, ତାପସୀ କ୍ରମାଗତ ଚର୍ଚ୍ଚାରେ ରହିଆସୁଛନ୍ତି। ତାପସୀ ତାଙ୍କ ବୃତ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ରହୁଥିଲେ। ହେଲେ ଏବେ ସେ ତାଙ୍କ ବ୍ୟକ୍ତିଗତ ଜୀବନ ନେଇ ଆଲୋଚନାକୁ ଆସିଛନ୍ତି। ସେ ନିକଟରେ କହିଛନ୍ତି ଯେ ତାଙ୍କ ପ୍ରେମିକ ତାଙ୍କ ଚଳଚ୍ଚିତ୍ରକୁ ବୁଝନ୍ତି ନାହିଁ। ଏକ ସାକ୍ଷାତକାରରେ ଅଭିନେତ୍ରୀ ତାଙ୍କ ମା ଏବଂ ପ୍ରେମିକଙ୍କ ବିଷୟରେ ଅନେକ କିଛି ଖୁଲାସା କରିଛନ୍ତି।
ତାପସୀ କହିଛନ୍ତି, ‘ତାଙ୍କ ମା ଜଣେ ହୋପଲେସ ଚିୟରଲିଡର। ତାଙ୍କ ପ୍ରେମିକ ମାଥିଆସ ବୋ ତାଙ୍କ ଫିଲ୍ମ ବୁଝନ୍ତି ନାହିଁ। ସେ ମୋର ସମସ୍ତ ଚଳଚ୍ଚିତ୍ର ଦେଖିଛନ୍ତି। କିନ୍ତୁ ବଲିଉଡ ଚଳଚ୍ଚିତ୍ର ତାଙ୍କ ପାଇଁ ବହୁତ ଲମ୍ବା ଅଟେ । ସେଥିରେ ଥିବା ଭାବନାକୁ ସେ ବୁଝନ୍ତିି ନାହିଁ । ସେ ସମସ୍ତ ଚଳଚ୍ଚିତ୍ର ଦେଖିଛନ୍ତି କିନ୍ତୁ ସେଥିରେ ଲାଭ ନ ଥିବା ତାପସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ତେଜାବ୍‌’ ଦେଖିବା ପରେ..

ସେତେବେଳେ ତାଙ୍କର ବୟସ ମାତ୍ର ୪ବର୍ଷ। ଏନ୍‌. ଚନ୍ଦ୍ରାଙ୍କ ନିର୍ଦ୍ଦେଶିତ ତଥା ଅନିଲ କପୁର ଏବଂ ମାଧୁରୀ ଦୀକ୍ଷିତ ଅଭିନୀତ ସୁପରହିଟ୍‌ ଫିଲ୍ମ ‘ତେଜାବ୍‌’ ଦେଖୁଥାଆନ୍ତି...

ଲାଇମଲାଇଟ୍‌ରୁ ଦୂରେଇ ଯାଇଛନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ଆଜି ଅର୍ଥାତ୍‌ ନଭେମ୍ବର ୨୪ରେ ଅଭିନେତ୍ରୀ ସେଲିନା ଜେଟଲିଙ୍କ ଜନ୍ମଦିନ। ସେଲିନା ଆଜି ତାଙ୍କର ୪୦ତମ ଜନ୍ମଦିବସ ପାଳନ କରୁଛନ୍ତି। ୨୦୦୧ରେ ସେ ଫେମିନା...

ପୁଣି ପ୍ରେମରେ ପଡିଲେ ହ୍ରିତିକ ରୋଶନଙ୍କ ପୂର୍ବତନ ସ୍ତ୍ରୀ

ବଲିଉଡ ଅଭିନେତା ହ୍ରିତିକ ରୋଶନ ସୁଜାନେ ଖାନଙ୍କଠାରୁ ଛାଡପତ୍ର ନେଇଛନ୍ତି। ସୁଜାନେ ଏବେ ପୁଣିଥରେ ପ୍ରେମରେ ପଡିଛନ୍ତି। ହ୍ରିତିକ୍‌ଙ୍କ ଠାରୁ ଅଲଗା ହେବାପରେ ସୁଜାନେ ଆଜିକାଲି...

ଦୁଇଲକ୍ଷ ଟଙ୍କା ଲେହେଙ୍ଗାରେ ମଲାଇକାଙ୍କ ଗ୍ଲାମରସ ପୋଜ୍‌

ମୁମ୍ବାଇ: ବଲିଉଡ୍ ନାୟିକା ମଲାଇକା ଆରୋରା ତାଙ୍କ ଭିନ୍ନ ଅନ୍ଦାଜ ପାଇଁ ବେଶ୍ ପରିଚିତ । ଆଉ ତାଙ୍କର ଫ୍ୟାଶନ୍ ସେନ୍ସ ସମସ୍ତଙ୍କ ହୃଦୟ ଜିତିବାରେ...

ନିର୍ମାଣ ହେବ ଭାରତ ରତ୍ନ ଲତା ମଙ୍ଗେସକରଙ୍କ ବାୟୋପିକ!

ମୁମ୍ବାଇ: ଭାରତ ରତ୍ନ, ସୁର ସାମ୍ରାଜ୍ଞୀ, କୋକିଳ କଣ୍ଠି, ଭାରତର ନାଇଟ ଆଙ୍ଗଲ ଲତା ମଙ୍ଗେସକର ଆଉ ଆମ ଗହଣରେ ନାହାନ୍ତି । ହେଲେ ସେ...

ବଲିଉଡ୍‌ରେ ଡେବ୍ୟୁ କରିବାକୁ ଖୁବ୍‌ ଉତ୍ସାହିତ କିର୍ତ୍ତି

ମୁମ୍ବାଇ: ସାଉଥ୍‌ ଫିଲ୍ମ ଜଗତର ଜଣେ ଚର୍ଚ୍ଚିତ ଚେହେରା ହେଉଛନ୍ତି କିର୍ତ୍ତି ସୁରେଶ। ଏବେ ସେ ବଲିଉଡ୍‌ ଫିଲ୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଅଜୟ ଦେବଗନଙ୍କ...

ପୁଲ ପାର୍ଟିରେ କିମିଆ କଲା ଶନାୟାଙ୍କ ଟୋନ୍‌ଡ ଫିଗର

ମୁମ୍ବାଇ: ବଲିଉଡ ଅଭିନେତା ସଞ୍ଜୟ କପୁରଙ୍କ ଝିଅ ଶନାୟା କପୁର ବଲିଉଡରେ ଡେବ୍ୟୁ କରିବା ପୂର୍ବରୁ ଅଛନ୍ତି ଖୁବ୍ ଚର୍ଚ୍ଚାରେ । ଏବେ ସେ ସୋସିଆଲ...

ପୁଣି ବଡ଼ ପରଦାରେ ଦର୍ଶକଙ୍କୁ ହସାଇବେ ଅଜୟ

ମୁମ୍ବାଇ: ପ୍ରଯୋଜକ ଇନ୍ଦ୍ର କୁମାରଙ୍କ ସୁପରହିଟ୍‌ ଫିଲ୍ମ ‘ଟୋଟାଲ ଧମାଲ୍‌’ ବକ୍ସ ଅଫିସ୍‌ରେ ଧମାଲ ମଚାଇବା ପରେ ପୁଣି ବଡ଼ ପରଦାରେ ଦର୍ଶକଙ୍କୁ ହସାଇବାକୁ ଯାଉଛନ୍ତି...

Advertisement
Archives

Model This Week