ଫିଲ୍ମରେ ଅଜୟ ଦେବଗନ୍‌ଙ୍କୁ କିସ୍‌ କରିବାକୁ ମନା କରିଦେଇଥିଲେ କରିନା; କାରଣ ଜାଣିଲେ ହେବେ…

ବମ୍ବେ: ବଲିଉଡର ପ୍ରଫେସନାଲ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ହେଲେ କରିନା କପୁର ଖାନ। ସେ ସର୍ବଦା ନିଜର ବ୍ୟକ୍ତିଗତ ଏବଂ କର୍ମ ଜୀବନକୁ ଅଲଗା ରଖିଥାନ୍ତି। ତେବେ ବେବୋ ଅନେକ ଫିଲ୍ମରେ ଲିପ୍‌ଲକ୍‌କୁ ହଁ କରିଥିବା ବେଳେ ଗୋଟିଏ ଫିଲ୍ମରେ ଅଜୟଙ୍କୁ କିସ୍‌ କରିବାକୁ ମନା କରିଦେଇଥିଲେ। ଫିଲ୍ମଟି ଥିଲା ‘ସତ୍ୟାଗ୍ରହ’। ୨୦୧୩ ରିଲିଜ ହୋଇଥିବା ଏହି ଫିଲ୍ମରେ ଅଜୟଙ୍କ ବିପକ୍ଷରେ ନାୟିକା ସାଜିଥିଲେ କରିନା। ହେଲେ ରିଲିଜର କିଛି ଦିନ ପୂର୍ବରୁ କରିନା-ସୈଫଙ୍କ ବିବାହ ହୋଇଥିଲା। ଉଭୟ ଶୁଟିଂ ଏବଂ ବିବାହ ପ୍ରସ୍ତୁତି କାମକୁ କରିନା ଏକାସଙ୍ଗେ କରୁଥିଲେ।

ବିବାହ ତାରିଖ ପାଖେଇ ଆସୁଥିବାରୁ କରିନା କୌଣସି ବିବାଦ ଚାହୁଁ ନ ଥିଲେ। ଏଣୁ ଫିଲ୍ମରେ ଅଜୟଙ୍କ ସହ ଲିପ୍‌ଲକ୍‌ ସିନ୍‌ କରିବାକୁ ସେ ମନା କରିଦେଇଥିଲେ। ୨୦୧୭ରେ ଏକ ସାକ୍ଷାତକାର ଦେବା ସମୟରେ କରିନା ଏହା କହିଥିଲେ।

ଏହାଛଡ଼ା ଅଜୟ ବହୁତ ସିଗାରେଟ୍‌ ଟାଣିଥାନ୍ତି। ଏଣୁ ତାଙ୍କ ପାଖକୁ ଯିବା ପୂର୍ବରୁ ଅନେକ ଥର ଭାବିବାକୁ ପଡେ। ଶୁଟିଂ ସେଟ୍‌ରେ ଖାଇବା ସମୟରେ ସେ ସିଗାରେଟ୍‌ ମଧ୍ୟ ଟାଣିଛନ୍ତି। ଏଣୁ ତାଙ୍କଠାରୁ ଦୂରରେ ରହିବାକୁ ସେ ଚାହିଁଥାନ୍ତି ବୋଲି କହିଛନ୍ତି। ହେଲେ ଉଭୟ ଗୋଲମାଲ-୨, ସିଙ୍ଘମ-୨, ଓମ୍‌କାରା, ସତ୍ୟାଗ୍ରହ ଆଦି ଫିଲ୍ମରେ କାମ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିଲ୍‌ ହେଲା ଲତାଙ୍କ ଘର

ମୁମ୍ବାଇ,୩୦।୮: କରୋନା ମହାମାରୀ ବେଳକୁ ବେଳ ଉଗ୍ର ରୂପ ନେଉଥିବା ବେଳେ ମହାରାଷ୍ଟ୍ରରେ ସ୍ଥିତି ଅଣାୟତ ହୋଇ ସାରିଛି। କରୋନା କବଳରେ ସାଧାରଣ ଜନତାଙ୍କଠାରୁ ଆରମ୍ଭ...

‘ବିଗ୍‌ ବସ୍‌’ରେ କୋଏନାଙ୍କ ଖୁଲାସା: ଗାଧୁଆଘରେ ବନ୍ଦ କରିଦେଇଥିଲେ ପ୍ରେମିକ

ମୁମ୍ବାଇ: ଚଳଚ୍ଚିତ୍ର ‘ରୋଡ୍‌’, ‘ହେ ବେବି’, ‘ଆପନା ସପନା ମନି ମନି’, ‘ମୁସାଫିର’ ଏବଂ ‘ଇନ୍‌ସାନ’ ଭଳି ବଲିଉଡ୍‌ ଫିଲ୍ମ କରିବା ପରେ ହଠାତ୍‌ ଗାଏବ...

କେକ କାଟି ମିଡିଆ ସହ ବାର୍ଥ ଡେ’ ସେଲିବ୍ରେଟ କଲେ ରାଣୀ

ମୁମ୍ବାଇ: ବଲିଉଡ ନାୟିକା ରାଣୀ ମୁଖାର୍ଜୀଙ୍କ ମୁଭି ‘ମିସେସ ଚାଟାର୍ଜୀ ଭର୍ସେସ ନରୱେ’ ରିଲିଜ ହୋଇସାରିଛି । ଏହାକୁ କେବଳ ସିଲିବ୍ରିଟି ନୁହେଁ ବରଂ ଦର୍ଶକଙ୍କ...

ଡ୍ରଗ୍ସ ମାମଲରେ ବଲିଉଡ୍‌ ଅଭିନେତା

ଡ୍ରଗ୍ସ ସହିତ ବଲିଉଡ୍‌ର ଇତିହାସ ଖୁବ ଲମ୍ବା। ବାରମ୍ବାର ବଲିଉଡ୍‌ର ଅନେକ ବ୍ୟକ୍ତି ଡ୍ରଗ୍ସ କାରବାର ସହ ଜଡ଼ିତ ଥିବା ନଜର ଆସିଛି । ଅନେକ...

୧୪ ଦିନିଆ ନ୍ୟାୟିକ ହେପାଜତରେ ଅଭିନେତା, ଧାର୍ମିକ ଭାବନା ବିରୋଧରେ କରିଥିଲେ ଟୁଇଟ୍‌

ନୂଆଦିଲ୍ଲୀ,୨୩।୩: ଧାର୍ମିକ ଭାବନାକୁ ଆଘାତ ଦେବା ଅଭିଯୋଗରେ କନ୍ନଡ ଅଭିନେତା ତଥା ସମାଜସେବୀ ଚେତନ କୁମାରଙ୍କୁ ବେଙ୍ଗାଲୁରୁ କୋର୍ଟ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇ...

ସଲମାନଙ୍କୁ ହତ୍ୟା ଷଡ଼ଯନ୍ତ୍ର: ହକି ଷ୍ଟିକ୍‌ରେ ଲୁଚି ରହିଛି ବନ୍ଧୁକ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାଁ ଏବଂ ବାପା ସଲିମ ଖାଁଙ୍କୁ ହତ୍ୟା ଧମକ ମିଳିବା ଘଟଣାର ଯାଞ୍ଚ ଜାରି ରଖିଛି ମୁମ୍ବାଇ ପୋଲିସ। ତେବେ...

ବର୍ଲିନ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ଗଙ୍ଗୁବାଇ

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଅପକମିଂ ଫିଲ୍ମ ‘ଗଙ୍ଗୁବାଇ କାଠିଆଓ୍ବାଡି’ର ଓ୍ବାର୍ଲଡ ପ୍ରିମିୟର ୭୨ତମ ବର୍ଲିନ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ହେବାକୁ ଯାଉଛି । ‘ଗଙ୍ଗୁବାଇ...

କାହିଁକି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ, ଭିଡିଓ ଶେୟାର କରି କହିଲେ ନୁଶରତ୍‌

କୋଲକାତା, ୨୦।୧୧: ଟିଏମସି ଏମପି ତଥା ଅଭିନେତ୍ରୀ ନୁସରତ ଜାହାଁ ଆସିୟୁରୁ ଡିସଚାର୍ଜ ହୋଇଛନ୍ତି। ରବିବାର ରାତିରେ ସେ ନିଃଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେବାରୁ...

Advertisement
Archives

Model This Week