ଜିମ୍ ଯିବାକୁ ପସନ୍ଦ କରନ୍ତିନି ଐଶ୍ୱର୍ଯ୍ୟା
ମୁମ୍ବାଇ: ବଲିଉଡ୍ର ସୁନ୍ଦରୀ ନାୟିକାଙ୍କ କଥା ଯଦି ଆଲୋଚନାକୁ ଆସେ ତେବେ ପ୍ରଥମେ ସମସ୍ତଙ୍କ ନଜର ଆସେ ବିଶ୍ୱ ସୁନ୍ଦରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଉପରକୁ । ଐଶ୍ୱର୍ଯ୍ୟା ଏବେ ୪୭ ବର୍ଷରେ ପଦାର୍ପଣ କରିଥିଲେ ବି ତାଙ୍କ ସୁନ୍ଦରତା ଓ…
‘ଭାଗ ମିଲଖା ଭାଗ’ ପାଇଁ ସୋନମ କପୁର ନେଇଥିଲେ ମାତ୍ର ୧୧ଟଙ୍କା
ମୁମ୍ବାଇ: ବଲିଉଡ୍ରେ ଏମିତି କେତେଜଣ କଳାକାର ଅଛନ୍ତି ଯେଉଁମାନେ ସ୍କ୍ରିପ୍ଟ ପସନ୍ଦ ଆସିଲେ ବି ବେଳେବେଳେ କାମ କରିବାକୁ ମନା କରି ଦେଇଥାଆନ୍ତି । ଆଉ ଏହା ପଛର କାରଣ ଥାଏ ପାରିଶ୍ରମିକ ତାଙ୍କର ପସନ୍ଦ ହୋଇ ନ ଥାଏ ।…
ଗର୍ଲଫ୍ରେଣ୍ଡଙ୍କ ସହ ତୁଳନାକୁ ନେଇ ରାଗିଗଲେ ଅର୍ଜୁନ କପୁର
ବଲିଉଡ୍ ଅଭିନେତା ଅର୍ଜୁନ କପୁର ଏବଂ ଅଭିନେତ୍ରୀ ମଲାଇକା ଆରୋରାଙ୍କ ପ୍ରେମ ସମ୍ପର୍କକୁ ନେଇ ଏବେ ଇଣ୍ଡଷ୍ଟ୍ରିରେ ଜୋରଦାର ଚର୍ଚ୍ଚା ହେଉଛି। ଉଭୟ ଗତ କିଛି ବର୍ଷ ଧରି ପରସ୍ପରକୁ ଡେଟ୍ କରୁଛନ୍ତି। ଉଭୟଙ୍କ ନେଇ ମଧ୍ୟ ସୋସିଆଲ ମିଡିଆରେ ମଧ୍ୟ…
ବାୟୋପିକ୍ରେ ନିଜ ଭୂମିକାରେ କାହାକୁ ଦେଖିବାକୁ ଚାହିଁବେ ନୀରଜ ଚୋପ୍ରା: ଏ ଦୁଇ ଅଭିନେତା ସବୁଠୁ ପ୍ରିୟ
ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତି ଭାରତ ପାଇଁ ଗୌରବ ଆଣିଛନ୍ତି ନୀରଜ ଚୋପ୍ରା। ସ୍ବର୍ଣ୍ଣ ପଦକ ଜିତିବା ପରଠାରୁ ସେ ନିରନ୍ତର ଚର୍ଚ୍ଚାରେ ରହୁଛନ୍ତି। ଟୋକିଓ ଅଲିମ୍ପିକ୍ସରେ ଜାଭେଲିନ ଥ୍ରୋରେ ସ୍ବର୍ଣ୍ଣ ପଦକ ଜିତିଥିବାରୁ ଦେଶର ପ୍ରତ୍ୟେକ ବ୍ୟକ୍ତି ତାଙ୍କ…
ଏହି ରିଆଲିଟି ଶୋ’ରୁ ବାହାର ହେଲେ ଭାରତୀ-ହର୍ଷ; ମନିଷ ହେବେ ନୂଆ ହୋଷ୍ଟ
ବମ୍ବେ: ଲୋକପ୍ରିୟ ଟେଲିଭିଜନ ରିଆଲିଟି ଶୋ’ ‘ଇଣ୍ଡିଆଜ ବେଷ୍ଟ ଡ୍ୟାନ୍ସର’ରୁ ବାହାର ହୋଇଛନ୍ତି କମେଡିଆନ୍ ଭାରତୀ ସିଂହ ଏବଂ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିୟା। ଏବେ ତାଙ୍କ ବଦଳରେ ଶୋ’କୁ ମନିଷ ପାଲ ହୋଷ୍ଟ କରିବେ। ଶୀଘ୍ର ସେ ଏନେଇ କଣ୍ଟ୍ରାକ୍ଟ…
ବଲିଉଡର ପ୍ରଥମ ଅଭିନେତ୍ରୀ ଯାହାଙ୍କୁ ଦିଆଯାଇଛି ବିଶେଷ ସୁରକ୍ଷା : ମାସକୁ କେତେ ଖର୍ଚ୍ଚ ହୁଏ ଜାଣନ୍ତୁ
ବଲିଉଡ୍ ତାରକାମାନଙ୍କ ସୁରକ୍ଷା ପାଇଁ ଲକ୍ଷ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବା କିମ୍ବା ସର୍ବୋତ୍ତମ ଅଙ୍ଗରକ୍ଷୀ ନିଯୁକ୍ତି କରିବା ବଡ଼ କଥା ନୁହେଁ। ଏପରି ଅନେକ ତାରକା ଅଛନ୍ତି ଯେଉଁମାନେ ବ୍ୟକ୍ତିଗତ ଅଙ୍ଗରକ୍ଷୀଙ୍କ ସୁରକ୍ଷା ଅଧୀନରେ ଚାଲନ୍ତି । କିଛି…
ପ୍ରିନ୍ସ ଚାର୍ଲସଙ୍କୁ ସ୍ବାଗତ କରିବା ପାଇଁ ଏହି ଅଭିନେତ୍ରୀ କରିଥିଲେ ଏମିତି କିଛି, ଯାହାକୁ ନେଇ ଭାରତରୁ ବ୍ରିଟେନ୍ ଯାଏ ହୋଇଥିଲା ଚର୍ଚ୍ଚା
୮୦ ଦଶକର ସୁପରହିଟ୍ ହିରୋଇନ ପଦ୍ମିନୀ କୋହ୍ଲାପୁରୀ ଶିଶୁ କଳାକାର ଭାବରେ କାମ କରିବା ଆରମ୍ଭ କରିଥିଲେ। ସେ ଜଣେ ଗାୟକ ହେବାକୁ ଇଚ୍ଛା କରିଥିଲେ କିନ୍ତୁ ସଫଳ ଅଭିନେତ୍ରୀ ହୋଇଗଲେ। ‘ୟଦୋଁ କି ବାରାତ’ ଏବଂ ’ଦୁଷ୍ମନ ଦୋସ୍ତ’ ଭଳି…
ସେଟ୍ରେ ବେହୋସ୍ ହେଲେ ନୁସରତ
ମୁମ୍ବାଇ: ବଲିଉଡ୍ ଆକ୍ଟ୍ରେସ୍ ନୁସରତ ଭରୁଚା ଶୁଟିଂ ସେଟରେ ବେହୋସ୍ ହାଇ ଯାଇଛନ୍ତି । ଏବେ ସେ ଲଭ ରଞ୍ଜନଙ୍କ ଫିଲ୍ମରେ କାମ କରୁଥିବା ବେଳେ ନିକଟରେ ଶୁଟିଂ କରୁଥିବା ସମୟରେ ବେହୋସ୍ ହୋଇ ଯାଇଥିଲେ । ତୁରନ୍ତ ତାଙ୍କୁ ହସ୍ପିଟାଲରେ…
ମହାରାଷ୍ଟ୍ର ବନ୍ୟା ପୀଡିତଙ୍କୁ ସହାୟତାର ହାତ ବଢାଇଲେ ସଲମାନ
ମୁମ୍ବାଇ: ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବଲିଉଡ୍ ସେଲିବ୍ରିଟିମାନେ ସହାୟତାର ହାତ ବଢାଇଥିବା କଥା ପୂର୍ବରୁ ଜଣାଅଛି । ନିକଟରେ ସୋନୁ ସୁଦ ଏ ଦିଗରେ ଟିକେ ଆଗୁଆ ବୋଲି ସମସ୍ତେ ଜାଣନ୍ତି । ଏବେ ସହାୟତା ଯୋଗାଇ ଚର୍ଚ୍ଚାକୁ ଆସିଛନ୍ତି ବଲିଉଡ୍…
ପୂର୍ବରୁ ବିଗ୍ ବିଙ୍କୁ ବି ଆସିଥିଲା ଏମିତି ଧମକ, ସୁରକ୍ଷାକୁ ବଢ଼ାଇଦେଇଥିଲା ପୋଲିସ
ଚଳଚ୍ଚିତ୍ର ତାରକାମାନଙ୍କ ସୁରକ୍ଷା ପାଇଁ ଲକ୍ଷ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବା କିମ୍ବା ସର୍ବୋତ୍ତମ ଅଙ୍ଗରକ୍ଷୀ ନିଯୁକ୍ତି କରିବା ବଡ଼ କଥା ନୁହେଁ। ଏପରି ଅନେକ ତାରକା ଅଛନ୍ତି ଯେଉଁମାନେ ବ୍ୟକ୍ତିଗତ ଅଙ୍ଗରକ୍ଷୀଙ୍କ ସୁରକ୍ଷା ଅଧୀନରେ ଚାଲନ୍ତି । କିଛି…
ବର୍ଷାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଅନୁଭବ
ଭୁବନେଶ୍ୱର,୭ା୮(ବ୍ୟୁରୋ): ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଆଜି ଅର୍ଥାତ୍ ଅଗଷ୍ଟ ୭ରେ ହେଉଛି ଜନ୍ମଦିନ। ଏହି ଅବସରରେ ସ୍ବାମୀ ତଥା ଏମ୍ପି ଅନୁଭବ ମହାନ୍ତି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଏମିତିରେ ଅନୁଭବ-ବର୍ଷାଙ୍କ ପାରିବାରିକ ବିବାଦ ଯୋଗୁ କୋର୍ଟରେ ମାମଲା ଚାଲିଛି।…
ନିରବତା ଭାଙ୍ଗିଲେ ରାପର ହନି ସିଂହ, ସ୍ତ୍ରୀଙ୍କ ଅଭିଯୋଗକୁ କହିଲେ ଘୃଣ୍ୟ
ବମ୍ବେ: ଭାରତୀୟ ରାପର ୟୋ ୟୋ ହନି ସିଂହଙ୍କ ସ୍ତ୍ରୀ ଶାଳିନୀ ତଲଓ୍ବାର ଅଗଷ୍ଟ ୩ରେ ଗାୟକଙ୍କ ବିରୋଧରେ ଘରୋଇ ହିଂସା ଅଭିଯୋଗ ଆଣି କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଶାଳିନୀ ଦିଲ୍ଲୀର ତିସ୍ ହଜାରୀ କୋର୍ଟରେ କରିଥିବା ନିଜର ଆବେଦନରେ ହନିଙ୍କ…

