ନୂଆରୂପରେ ଖୁବ୍ଶୀଘ୍ର ଆରମ୍ଭ ହେବ ‘ଦ କପିଲ ଶର୍ମା ଶୋ’
ମୁମ୍ବାଇ: ଲୋକପ୍ରିୟ କମେଡି ଶୋ ‘ଦ କପିଲ ଶର୍ମା ଶୋ’ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି। ଏନେଇ କମେଡି କିଙ୍ଗ୍ କପିଲ ଶର୍ମା ନିଜେ ଟୁଇଟ୍ କରି ସୂଚନା ଦେଇଛନ୍ତି। ଲୋକମାନଙ୍କୁ ପୁଣି ଥରେ ମନୋରଞ୍ଜନ କରିବା ପାଇଁ କପିଲ…
ପରଦାରେ ଯୋଡ଼ି ଥିଲା ସୁପରହିଟ୍; ହେଲେ ଏହି ସାମାନ୍ୟ କଥାକୁ ନେଇ ଅକ୍ଷୟ କୁମାରଙ୍କ ମୁହଁ ଦେଖିବାକୁ ଚାହୁଁ ନ ଥିଲେ ସୁନିଲ ସେଟ୍ଟୀ…
ବମ୍ବେ: ଏକ ସମୟରେ ପରସ୍ପରର ଭଲ ବନ୍ଧୁ ଥିଲେ ବଲିଉଡ୍ ଅଭିନେତା ସୁନିଲ ସେଟ୍ଟୀ-ଅକ୍ଷୟ କୁମାର। ପରଦାରେ ଉଭୟଙ୍କ ଯୋଡ଼ି ସୁପରହିଟ୍ ହୋଇଥିଲା। ‘ମୋହରା’, ‘ହେରାଫେରି’, ‘ଫିର ହେରା ଫେରି’, ‘ଧଡକନ୍’, ‘ଦିବାନେ ହୁଏ ପାଗଲ’, ‘ସପୁତ’ ଭଳି ଫିଲ୍ମରେ ଦୁହେଁ…
୩ ମିନିଟକୁ ୭୫ ଲକ୍ଷ ପାଉଣା ନେଇଥଲେ ଏହି ଶ୍ରୀଲଙ୍କା ସୁନ୍ଦରୀ; ସାମ୍ବାଦିକତା ପରେ ବାଛିଥିଲେ ଅଭିନୟକୁ…
ବମ୍ବେ: ଶ୍ରୀଲଙ୍କା ସୁନ୍ଦରୀ ଜ୍ୟାକ୍ଲିନ୍ ଫର୍ନାଡିସଙ୍କ ଆଜି ହାପି ବର୍ଥ ଡେ। ୨୦୦୯ରେ ଫିଲ୍ମ ‘ଆଲାଦିନ୍’ରୁ ସେ ବଲିଉଡ୍ରେ ଡେବ୍ୟୁ କରିଥିଲେ। ସୁନ୍ଦରୀ ଚେହେରା ସାଙ୍ଗକୁ ଚୁଲବୁଲି ସ୍ବଭାବକୁ ନେଇ ସେ ବଲିଉଡ୍ରେ ପରିଚିତ। ଅଭିନେତ୍ରୀ ହେବା ସାଙ୍ଗକୁ ସେ ଜଣେ…
ଟ୍ରୋଲର୍ କହିଲେ ‘ଲଜ୍ଜାହୀନ’; ବ୍ୟାକ୍ଲେସ୍ ଟପ୍ ପିନ୍ଧି ଏଭଳି ଜବାବ ଦେଲେ ନିଆ ଶର୍ମା
ବମ୍ବେ: ଯେସାକୁ ତେସା। ଏପରି କିଛି କରିଛନ୍ତି ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ନିଆ ଶର୍ମା। କେତେବେଳେ ବିକିନି ତ କେତେବେଳେ ନିଜର ନିଆରା ମେକଅପ୍ ଏବଂ ଫ୍ୟାଶନ୍କୁ ନେଇ ଚର୍ଚ୍ଚାରେ ରହିଥାନ୍ତି ସେ। ନିକଟରେ ସେ ଏକ କଳା ରଙ୍ଗର…
ଏହି ତାରକାଙ୍କୁ ମୁମ୍ବାଇ ପୋଲିସ ଯୋଗାଇଛି ସ୍ବତନ୍ତ୍ର ସୁରକ୍ଷା
ବଲିଉଡ୍ ତାରକାମାନଙ୍କ ସୁରକ୍ଷା ପାଇଁ ଲକ୍ଷ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବା କିମ୍ବା ସର୍ବୋତ୍ତମ ଅଙ୍ଗରକ୍ଷୀ ନିଯୁକ୍ତି କରିବା ବଡ଼ କଥା ନୁହେଁ। ଏପରି ଅନେକ ତାରକା ଅଛନ୍ତି ଯେଉଁମାନେ ବ୍ୟକ୍ତିଗତ ଅଙ୍ଗରକ୍ଷୀରଖିଥାନ୍ତି। କିଛି ତାରକାଙ୍କୁ ମୁମ୍ବାଇ ପୋଲିସ ମଧ୍ୟ…
କଥା ଦେଇଥିଲେ, ହେଲେ ଫୋନ ଉଠାଇଲେ ନାହିଁ ଅମିର
ନୂଆଦିଲ୍ଲୀ, ୧୦।୮: ଗତ ରବିବାର ବଲିଉଡର ଭେଟେରାନ ଅଭିନେତା ଅନୁପମ ଶ୍ୟାମଙ୍କ ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁ ପରେ ଭାଇ ଅନୁରାଗ ଶ୍ୟାମ ଅଭିନେତା ଅମିର ଖାନଙ୍କ ଉପରେ ଆଣିଛନ୍ତି ଗୁରୁତର ଅଭିଯୋଗ। ପ୍ରତାପଗଡ଼ରେ ଡାଇଲିସିସି କେନ୍ଦ୍ର ନିର୍ମାଣ କରିବାକୁ ଅମିର…
ଏକାଠି ହେଲେ କଟ୍ରିନା-ଆଲିଆ; ଟ୍ରୋଲ ହେଉଛନ୍ତି ପ୍ରେମିକ ରଣବିର କପୁର
ବମ୍ବେ: ଗୋଟିଏ ଫିଲ୍ମରେ ତିନି ନାୟିକା। ଚୁଲବୁଲି ଆଲିଆ ଭଟ୍ଟଙ୍କ ଆଗାମୀ ଫିଲ୍ମ ‘ଜି ଲେ ଜରା’ରେ ନଜର ଆସିବେ ପ୍ରିୟଙ୍କା ଚୋପ୍ରା ଜୋନାସ ଏବଂ କଟ୍ରିନା କୈଫ। ଏନେଇ ପିସି ମଙ୍ଗଳବାର ସୋସିଆଲ ମିଡିଆରେ ସୂଚନା ଦେବା ପରେ ରଣବିର…
ଭିଡ ସ୍ଥାନ ଦେଖି ଏହି ବିଶ୍ୱସୁନ୍ଦରୀଙ୍କୁ ଦୁର୍ବ୍ୟବହାର କରିଥିଲେ ୧୫ ବର୍ଷର ନାବାଳକ, ଧରିନେବାପରେ…
ବମ୍ବେ: ଭାରତର ପ୍ରଥମ ବିଶ୍ୱସୁନ୍ଦରୀ ହେଉଛନ୍ତି ଅଭିନେତ୍ରୀ ସୁସ୍ମିତା ସେନ। ମାତ୍ର ଅଠର ବର୍ଷ ବୟସରେ ଏହି ସୁନ୍ଦରୀ ପ୍ରତିଯୋଗିତା ଜିତି ଦେଶ ପାଇଁ ଗୌରବ ଆଣିଦେଇଥିଲେ ସେ। ପରେ ଚବିଶ ବର୍ଷ ବୟସରେ ଅନାଥ ଶିଶୁକନ୍ୟାଙ୍କୁ ନିଜର ନାମ ଦେଇ…
ମାତ୍ର ୩୫ ବର୍ଷ ବୟସରେ ଆଖିବୁଜିଲେ ଏହି ଲୋକପ୍ରିୟ ଅଭିନେତ୍ରୀ
ଲୋକପ୍ରିୟ ମାଲାୟଲମ ଅଭିନେତ୍ରୀ ସରନ୍ୟା ଶଶିଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୫ ବର୍ଷ ହୋଇଥିଲା। ସେ ବ୍ରେନ୍ ଟ୍ୟୁମରରେ ଆକ୍ରାନ୍ତ ଥିଲେ। ପରେ ସେ କରୋନା ଆକ୍ରାନ୍ତ ହୋଇ ତିରୁଭାନନ୍ତପୁରମର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ସରନ୍ୟାଙ୍କ…
ଅଭିନୟ ଛାଡ଼ି ପ୍ରଯୋଜିକା ହେବେ ବେବୋ! କ୍ୟାରିୟରର ନୂଆ ମୋଡକୁ ନେଇ କହିଲେ…
ବମ୍ବେ: ଅଭିନୟ ଛାଡ଼ି ନିର୍ମାତା ହେବାକୁ ମନ ବଳାଇଛନ୍ତି କରିନା କପୁର ଖାନ୍। ଏକତା କପୁରଙ୍କ ବାଲାଜୀ ଟେଲିଫିଲ୍ମ ସହଯୋଗରେ ନିର୍ମାଣ ହେବାକୁ ଯାଉଛି ଏକ ଥ୍ରିଲର ଫିଲ୍ମ। ଏହାର ପ୍ରଯୋଜକ ହେବେ କରିନା। ଫିଲ୍ମର ନାମ କ’ଣ ରହିବ ଜଣାପଡ଼ି…
ସ୍ତ୍ରୀଙ୍କୁ ପ୍ରଭାବିତ କରିବାକୁ ଯାଇ ଏମିତି କାମ କଲେ ଅକ୍ଷୟ କୁମାର
ବଲିଉଡ୍ ଅଭିନେତା ଅକ୍ଷୟ କୁମାର ଏବଂ ଟ୍ବିଙ୍କଲ ଖାନ୍ନା ଇଣ୍ଡଷ୍ଟ୍ରିର ସବୁଠୁ ସୁପରହିଟ୍ ଯୋଡି ମଧ୍ୟରୁ ଅନ୍ୟତମ। ଦୁହେଁ ଦୁଇ ଦଶନ୍ଧି ଧରି ଏକାଠି ଅଛନ୍ତି। ତଥାପି ସେମାନେ ପରସ୍ପରକୁ ପ୍ରଭାବିତ କରିବାକୁ କୌଣସି ସୁଯୋଗ ଛାଡନ୍ତି ନାହିଁ। ଅକ୍ଷୟ ତାଙ୍କର…
ଜାତିଆଣ ମନ୍ତବ୍ୟ: ଅଡ଼ୁଆରେ ମୀରା
ଜାତିଆଣ ମନ୍ତବ୍ୟ ରଖି ଅଡ଼ୁଆରେ ପଡ଼ିଛନ୍ତି ମଡେଲ-ଅଭିନେତ୍ରୀ ମୀରା ମିଥୁନ। ଅନୁସୂଚିତ ଜାତି ବିରୋଧରେ ମନ୍ତବ୍ୟ ଦେବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାମିଲନାଡ଼ୁର ସାଇବର ଶାଖା ପୋଲିସ ମୀରାଙ୍କ ନଁ।ରେ ମାମଲା ରୁଜୁ କରିଛି। ଦଳିତ…

