ସେଟ୍‌ରେ ବେହୋସ୍ ହେଲେ ନୁସରତ

ମୁମ୍ବାଇ: ବଲିଉଡ୍ ଆକ୍ଟ୍ରେସ୍ ନୁସରତ ଭରୁଚା ଶୁଟିଂ ସେଟରେ ବେହୋସ୍ ହାଇ ଯାଇଛନ୍ତି । ଏବେ ସେ ଲଭ ରଞ୍ଜନଙ୍କ ଫିଲ୍ମରେ କାମ କରୁଥିବା ବେଳେ ନିକଟରେ ଶୁଟିଂ କରୁଥିବା ସମୟରେ ବେହୋସ୍ ହୋଇ ଯାଇଥିଲେ । ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ଅତିକମରେ ୧୫ ଦିନ ପର୍ଯ୍ୟନ୍ତ ରେଷ୍ଟ ନେବାକୁ କହିଛନ୍ତି । ଲୋ ବ୍ଲଡ ପ୍ରେସର ଯୋଗୁ ସେ ବେହୋସ୍ ହୋଇ ଯାଇଥିବା ଜଣାପଡିଛି । ମୁମ୍ବାଇର ଏକ ଷ୍ଟୁଡିଓରେ ନୁସରତ ଏବେ ଶୁଟିଂ କରୁଥିବା ବେଳେ ୨୩-୨୪ ଦିନର ଶୁଟିଂ ଶେଷ କରିଛନ୍ତି । ଏହା ପୂର୍ବରୁ ସେ ସାମାନ୍ୟ ଅସୁସ୍ଥ ଥିଲେ ବି କାମରେ ଯୋଗଦେଇ ଚାଲିଥିଲେ । ଏବେ ଅନୁମାନ କରାଯାଉଛି କି ସେ ସୁସ୍ଥ ହେବା ପରେ ଶୁଟିଂ ପୁଣି ଆଗକୁ ବଢିବ ।


Enter your email to get our daily news in your inbox.

All Right Reserved By Dharitri.Com

ଫିଲ୍ମ ହଲ୍ ଖୋଲିଲେ ପ୍ରଥମେ ରିଲିଜ୍ ହେବ ଅକ୍ଷୟଙ୍କ ‘ବେଲ୍ ବଟମ’

ମୁମ୍ବାଇ: କରୋନା ମହାମାରୀ ଯୋଗୁ ଦୀର୍ଘ ପ୍ରାୟ ୭ ମାସ ହେବ ବନ୍ଦ ରହିଛି ସାରା ଦେଶର ସିନେମା ହଲ୍ । ଏବେ କିନ୍ତୁ ଅନ୍‌ଲକ୍...

ଏକଦା ଚା’ ବିକି ପରିବାର ପ୍ରତିପୋଷଣ କରୁଥିଲେ ଅନୁ କପୁର, ଆଜି ସଫଳ ଅଭିନେତା

ବମ୍ବେ:ଏକଦା ଚା’ ଷ୍ଟଲ କରି ପରିବାର ପ୍ରତିପୋଷଣ କରୁଥିବା ଯୁବକ ଏବେ ବଲିଉଡ୍‌ର ଲୋକପ୍ରିୟ ଚେହେରା। ସେ ହେଉଛନ୍ତି ଅନୁ କପୁର। ସେ ଜଣେ ଅଭିନେତା...

‘ସଡ଼କ-୨’କୁ ନେଇ ଆଲିଆ-ମହେଶ-ମୁକେଶଙ୍କ ବିରୋଧରେ ମାମଲା ଦାଏର

ମୁମ୍ବାଇ,୪।୭: : ମହେଶ ଭଟ୍ଟଙ୍କ ୧୯୯୦ର ହିଟ୍‌ ଫିଲ୍କ ‘ସଡ଼କ’ର ସ୍ବିକେଲ ‘ସଡ଼କ-୨’ବର୍ତ୍ତମାନ ରିଲିଜ ପାଇଁ ପ୍ରସ୍ତୁତ। ପ୍ରଶଂସକମାନେ ଉତ୍ସାହର ସହିତ ଫିଲ୍ମକୁ ଅପେକ୍ଷା କରିଛନ୍ତି।...

୫୬ ଇଞ୍ଚର ଛାତି ନୁହେଁ, ଦେଶ ଚଳାଇବା ଲାଗି ଭଲ ହୃଦୟ ଦରକାର: ରିତେଶ ଦେଶମୁଖ

ବମ୍ବେ: ଆଗାମୀ ସାଧାରଣ ନିର୍ବାଚନକୁ ନେଇ ଦେଶରେ ରାଜନୈତିକ ପାଣିପାଗ ସରଗରମ। ଗୋଟିଏ ପଟେ ଭାଜପା ପୁଣି ଥରେ ସତ୍ତାକୁ ଫେରିବାକୁ ଚେଷ୍ଟା କରୁଥିବା ବେଳେ...

ଚାଞ୍ଚଲ୍ୟକର ବୟାନ ଦେଲେ ସୁଶାନ୍ତଙ୍କ ପଡୋଶୀ: ୧୩ ଜୁନ ରାତିରେ ବନ୍ଦ ଥିଲା ରୁମ ଲାଇଟ୍‌

ମୁମ୍ବାଇ,୨୨।୮-ବଲିଉଡ ଅଭିନେତା ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ବର୍ତ୍ତମାନ ଏହି ମାମଲାରେ ଏକ ନୂଆ ତଥ୍ୟ...

କରୋନା ଭୟରେ ଘରେ ରହି ଗାଜର ହାଲଓ୍ବା ଖାଉଛନ୍ତି କରୀନା

ସାରା ବିଶ୍ୱ ଏବେ କରୋନା ଭୟରେ। ଏହାକୁ ନେଇ ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ପ୍ରାୟ ସବୁ ଫିଲ୍ମ ଶୁଟିଂ ବନ୍ଦ ହୋଇଯାଇଛି। କଳାକାରମାନେ ଆଉ ଘରୁ ବାହାରକୁ...

ଶାହାରୁଖଙ୍କ ଇଚ୍ଛା

ମୁମ୍ବାଇ: ବଲିଉଡ କିଙ୍ଗ ଖାଁ ଶାହାରୁଖ ଏବେ ଖୁବ୍ ଚର୍ଚ୍ଚାରେ । ଗୋଟିଏ ପଟେ ତାଙ୍କ ଅଭିନୀତ ଫିଲ୍ମ ‘ପଠାନ’ ବିଭିନ୍ନ ଦେଶରେ ଶୁଟିଂ ଚାଲିଥିବା...

ଖୁବଶୀଘ୍ର ଆମେ ୩ ହୋଇଯିବା, ତୁମକୁ ବହୁତ୍‌ ମିସ୍‌ କରୁଛି

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଓ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜି ବିବାହ ତୃତୀୟ ବାର୍ଷିକୀ ପାଳନ କରିଛନ୍ତି ୨୦୧୭ ଆଜିର...

Advertisement
Archives

Model This Week