ମନୋରଞ୍ଜନ

ଖାସ୍‌ ଅନ୍ଦାଜ୍‌ରେ ଭାଉଜଙ୍କୁ ସ୍ବାଗତ କଲେ କ୍ୟାଟ୍ରିନାଙ୍କ ଦିଅର

ବଲିଉଡ ଅଭିନେତା ବିକି କୌଶଲ ଏବଂ କ୍ୟାଟ୍ରିନା କୈଫ ଡିସେମ୍ବର ୯ରେ ରାଜକୀୟ ଢଙ୍ଗରେ ବିବାହ କରିଥିଲେ। ରାଜସ୍ଥାନର ସୱାଇ ମାଧୋପୁର ଜିଲାର ବାରୱାରାର ୭୦୦ ବର୍ଷ ପୁରୁଣା ସିକ୍ସ ସେନ୍ସ ଦୁର୍ଗରେ ଏହି ବିବାହ ଉତ୍ସବରେ କେବଳ ୧୫୦ ଅତିଥି…

ହେଲିକପ୍ଟରରେ ଗଲେ କ୍ୟାଟ୍‌-ଭିକି

ମୁମ୍ବାଇ: ରାଜସ୍ଥାନର ମାଧପୁରର ସିକ୍ସ ସେନ୍ସ ରିସର୍ଟରେ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଏବି ଭିକି କୌଶଲଙ୍କ ବିବାହ ଗୁରୁବାର ଅନୁଷ୍ଠିତ ହୋଇଥିଲା। ତେବେ ଆଜି ସକାଳେ ବରକନ୍ୟା ମାଧପୁରରୁ ଜୟପୁର ବିମାନବନ୍ଦରକୁ ଏକ ହେଲିକପ୍ଟରରେ ଯାଇଥିଲେ। ଏହି ଫଟୋ ଏବେ ସୋସିଆଲ…

ଅଭିନେତା ହେବା ପରେ ଭାଙ୍ଗିଯାଇଥିଲା ବାହାଘର

ବଲିଉଡର କିମ୍ବଦନ୍ତୀ ଅଭିନେତା ଅଶୋକ କୁମାରଙ୍କ ଆଜି ଜନ୍ମବାର୍ଷିକୀ। ତାଙ୍କୁ ବଲିଉଡ୍‌ର ଚିରସବୁଜ ଅଭିନେତା କୁହାଯାଉଥିଲା। କିନ୍ତୁ ସେ ହେଉଛନ୍ତି ପ୍ରଥମ ବଲିଉଡ ଅଭିନେତା ଯିଏ ହିରୋ ହେବାର ସୁଯୋଗ ପାଇଥିଲେ। ଏପରିକି ଲୋକମାନେ ତାଙ୍କୁ ଦାଦା ମୁନି ନାମରେ ଡାକନ୍ତି।…

ନିଜ ବିବାହ ଫଟୋ ବିକ୍ରି କରି ଏତିକି ଟଙ୍କା ରୋଜଗାର କରିଥିଲେ ଏସବୁ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ସେଲିବ୍ରିଟିଙ୍କ ବିବାହ ପ୍ରଶଂସକଙ୍କ ପାଇଁ ଉତ୍ସାହର କଥା। ବିଶେଷକରି ପ୍ରଶଂସକମାନେ ସେମାନଙ୍କ ମନ ପସନ୍ଦର ଅଭିନେତ୍ରୀ-ଅଭିନେତାଙ୍କ ବିବାହ ଫଟୋ ଦେଖିବାକୁ ବେଶ୍‌ ଆଗ୍ରହୀ। କିନ୍ତୁ ଏବେ ଅଧିକାଂଶ ସେଲିବ୍ରିଟି ସେମାନଙ୍କ ବିବାହକୁ ଗୁପ୍ତ ରଖିବାକୁ ପସନ୍ଦ କରୁଛନ୍ତି। କାରଣ…

ମୁକେଶ ଅମ୍ବାନୀଙ୍କ ଝିଅ ବାହାଘରର ଗୋଟିଏ କାର୍ଡର ମୂଲ୍ୟ ଜାଣିଲେ…

ବର୍ତ୍ତମାନ କାଟ୍ରିନା ଭିକି କୌଶଲଙ୍କ ବିବାହକୁ ନେଇ ଫ୍ୟାନ୍ ଫଲୋର୍ସଙ୍କ ମଧ୍ୟରେ ବେଶ ଉତ୍କଣ୍ଠା ବଢ଼ିଛି। ତେବେ ପ୍ରସିଦ୍ଧ ବ୍ୟକ୍ତିଙ୍କ ବିବାହ ସବୁବେଳେ ଚର୍ଚ୍ଚାରେ ରହିଆସିଛି। ଏହାର ଏକ ବିଶେଷ କାରଣ ହେଉଛି ସେମାନଙ୍କ ବିବାହ ସମାରୋହ ବହୁତ ବିଳାସପୂର୍ଣ୍ଣ। ବିବାହରେ…

ସରିଲା କାଟ୍ରିନା-ଭିକିଙ୍କ ବିବାହ, ସାମିଲ ହୋଇଥିଲେ ଏହି ସେଲିବ୍ରିଟି

ମୁମ୍ବାଇ: ଅଭିନେତ୍ରୀ କାଟ୍ରିନା କୈଫ୍‌- ଭିକି କୌଶଲଙ୍କ ବିବାହ ରାଜସ୍ଥାନର ସିକ୍ସ ସେନ୍ସ ଦୁର୍ଗରେ ସମ୍ପନ୍ନ ହୋଇଛି। ଆଜି ଅପରାହ୍ନରେ ଭିକି ବରଯାତ୍ରୀଙ୍କ ସହ ଶୋଭାଯାତ୍ରାରେ ଆସିଥିଲେ। ପରେ ଘୋଡ଼ା ଉପରେ ବସି ବିବାହ ମଣ୍ଡପକୁ ଏଣ୍ଟ୍ରି ମାରିଥିଲେ। ପ୍ରଥମେ ପ୍ରବେଶ…

ବିବାହ ପୂର୍ବରୁ ସାଢେ ୪ଲକ୍ଷ ଟଙ୍କାର କେକ୍ କାଟିଲେ କ୍ୟାଟ୍ରିନା କୈଫ!

ମୁମ୍ବାଇ: ବଲିଉଡ୍ ନାୟିକା କ୍ୟାଟ୍ରିନା କୈଫ ଓ ଅଭିନେତା ଭିକ୍କି କୌଶଲ ଗୁରୁବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । କିଛି ସମୟ ପୂର୍ବରୁ ଏମାନଙ୍କର ବିବାହ କାର୍ଯ୍ୟ ଅର୍ଥାତ୍ ପୂଜାପାଠ ଆରମ୍ଭ ହୋଇଯାଇଛି । ବଲିଉଡର ଏହି ଚର୍ଚ୍ଚିତ ବିବାହକୁ…

ସୁନା ମୁଦି ବାଣ୍ଟିଲେ ଅଲ୍ଲୁ ଅର୍ଜୁନ

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କର ରହିଛନ୍ତି ହଜାର ହଜାର ପ୍ରଶଂସକ । ଆଉ ସେ ବି କେବେ ତାଙ୍କ ପ୍ରଶଂସକଙ୍କୁ ନିରାଶ ହେବାକୁ ଦିଅନ୍ତିନି ବୋଲି କୁହାଯାଏ । କେବଳ ସେତିକି ନୁହେଁ ସାଉଥର ଏହି ସୁପରଷ୍ଟାର କ୍ରିୟୁ ମେମ୍ବରର୍ସଙ୍କୁ…

ମା’ ହେବେ କମେଡି କୁଇନ୍‌ !

ମୁମ୍ବାଇ: ପ୍ରସିଦ୍ଧ ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଏବଂ ହର୍ଷ ଲାମ୍ବାଚିଆ ଖୁବ୍‌ଶୀଘ୍ର ପ୍ରଶଂସକଙ୍କୁ ଏକ ଖୁସି ଖବର ଦେବାକୁ ଯାଉଛନ୍ତି। ପ୍ରାୟତଃ ତାଙ୍କ ପ୍ରଶଂସକମାନେ ଭାରତୀଙ୍କୁ ପଚାରନ୍ତି ଯେ, ସେ କେବେ ଭଲ ଖବର ଦେବେ? ତେବେ ଭାରତୀ ପ୍ରଶଂସକମାନଙ୍କୁ…

ବିରୁଷ୍କାଙ୍କ ପଡୋଶୀ ହେବେ ଭିକି-କାଟ୍ରିନା

ମୁମ୍ବାଇ: ବଲିଉଡ୍‌ ଅଭିନେତୀ କାଟ୍ରିନା କୈଫ ଏବଂ ଭିକି କୌଶଲ ଗୁରୁବାର ବିବାହ ବନ୍ଧନରେ ବାନ୍ଧି ହେବେ। ତେବେ ଭିକି ନିଜ ନବବିବାହିତା ସ୍ତ୍ରୀଙ୍କୁ ଧରି ଭଡା ଘରେ ରହିବେ । ଏପରିକି ଖୁବ୍‌ଶୀଘ୍ର ସେମାନେ ଅନୁଷ୍କା ଶର୍ମା -ବିରାଟ କୋହଲିଙ୍କ…

ଏହି ଭଳି ହେବ ଭିକି- କାଟ୍ରିନାଙ୍କ ଗ୍ରାଣ୍ଡ୍‌ ଏଣ୍ଟ୍ରି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କାଟ୍ରିନା କୈଫ ଏବଂ ଭିକି କୌଶଲ ଆଜି ହାତକୁ ଦି’ହାତ ହେବାକୁ ଯାଉଛନ୍ତି। ଏଥିପାଇଁ ସମସ୍ତ ପ୍ରସ୍ତୁତି ମଧ୍ୟ ଶେଷ ହୋଇସାରିଛି। ରାଜସ୍ଥାନର ସାୱାଇ ମାଧୋପୁରର ଫୋର୍ଟ ବାରୱାରାର ସିକ୍ସ ସେନ୍ସ ରିସର୍ଟରେ ବିବାହ କରିବେ ଏହି…

ଭିକି-କ୍ୟାଟ୍ରିନା: କିଛିକଥା

ଭିକି କୌଶଲ ହୁଅନ୍ତୁ ଅବା କ୍ୟାଟ୍ରିନା କୈଫ-ବଲିଉଡ୍‌ରେ ନିଜ ଅଭିନୟ ଦକ୍ଷତା ବଳରେ ଦୁହେଁ ଦର୍ଶକାଦୃତି ହାସଲ କରିବାରେ ସକ୍ଷମ ହୋଇଛନ୍ତି। ଦୁହିଁଙ୍କୁ ନେଇ ଏବେ ଚର୍ଚ୍ଚା। କାରଣ ଏହି ହାଇପ୍ରୋଫାଇଲ ଯୋଡ଼ି ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଚଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?