ଲାଗେ ପ୍ରେମ ନଜର
ଏକ ଭିନ୍ନ ଧରଣର ତ୍ରିକୋଣୀୟ ପ୍ରେମ କାହାଣୀକୁ ଆଧାର କରି ନିର୍ମିତ ହୋଇଛି ‘ଲାଗେ ପ୍ରେମ ନଜର’। ଫିଲ୍ମଟିର ସମସ୍ତ କାମ ଶେଷ ହୋଇଛି ଏବଂ ଏହା ଚଳିତ ମାସ ଶେଷ ସପ୍ତାହରେ ରିଲିଜ ହେବ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ…
ଆଜି ପଡିବ ହାତଗଣ୍ଠି
ମୁମ୍ବାଇ: ବଲିଉଡ ଅଭିନେତୀ କାଟ୍ରିନା କୈଫ ଏବଂ ଭିକି କୌଶଲ ଗୁରୁବାର ବିବାହ ବନ୍ଧନରେ ବାନ୍ଧି ହେବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହୋଇସାରିଛି। ରାଜସ୍ଥାନର ସାୱାଇ ମାଧୋପୁରର ସିକ୍ସ ସେନ୍ସ ଫୋର୍ଟରେ ବିବାହ କରିବେ ଏହି ଯୋଡି। ଏହି…
ଅହଂକାରୀ ଅଜୟ ପଡ଼ିଥିଲେ ଏହି ଅଭିନେତ୍ରୀଙ୍କ ପ୍ରେମରେ
ବଲିଉଡ୍ ଅଭିନେତା ଅଜୟ ଦେବଗନ ଏବଂ ଅଭିନେତ୍ରୀ କାଜଲ ଇଣ୍ଡଷ୍ଟ୍ରିର ଲୋକପ୍ରିୟ କପଲଙ୍କ ମଧ୍ୟରେ ଅନ୍ୟତମ। ୧୯୯୯ ମସିହା ଫେବୃୟାରୀ ୨୪ ତାରିଖରେ ଉଭୟ ବିବାହ କରିଥିଲେ। ଅଜୟଙ୍କ ପ୍ରଥମ ଚଳଚ୍ଚିତ୍ର ସୁପରହିଟ ଥିଲା। ଏଥି ସହିତ କାଜଲଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ…
ଲେହେରା ଦୋ..
ବହୁ ପ୍ରତୀକ୍ଷିତ ବାୟୋପିକ୍ ‘୮୩’ ଏବେ ପୁଣି ଥରେ ଚର୍ଚ୍ଚାରେ। କାରଣ ଏଥିରେ ସଂଯୋଜିତ ଗୀତ ‘ଲେହେରା ଦୋ’ ବର୍ତ୍ତମାନ ବେଶ୍ ଭାଇରାଲ ହୋଇଛି। ୧୯୮୩ ଭାରତୀୟ କ୍ରିକେଟ ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ଏହି ବର୍ଷ ଭାରତ ପ୍ରଥମ…
ଓ୍ବେବ୍ ସିରିଜ୍ରେ ଶ୍ରଦ୍ଧା
ଅଭିନେତ୍ରୀ ଶ୍ରଦ୍ଧା ପାଣିଗ୍ରାହୀ ଏବେ ନୂଆ ଦୁନିଆରେ ପାଦ ଦେଇଛନ୍ତି। ଚଳଚ୍ଚିତ୍ର ଏବଂ ଧାରାବାହିକ ପରେ ତାଙ୍କୁ ଓ୍ବେବ୍ ସିରିଜରେ ଦେଖିବାକୁ ମିଳିବ। ଚଳିତ ମାସ ୧୦ରୁ ପ୍ରସାରିତ ହେବାକୁ ଯାଉଥିବା ଓଟିଟି ପ୍ଲାଟଫର୍ମ ‘କଞ୍ଚାଲଙ୍କା’ର ନୂଆ ଓ୍ବେବ୍ ସିରିଜ ‘ବ୍ରେକ୍…
ଐଶ୍ଙ୍କ କଥା ରହିଲା
ବେଶ୍ କିଛି ବର୍ଷର ଗ୍ୟାପ୍ ପରେ ଐଶ୍ୱର୍ଯ୍ୟା ରାୟବଚ୍ଚନ ପୁଣି ଥରେ ବଡ଼ ପରଦାରେ ଆସୁଛନ୍ତି। ରବୀନ୍ଦ୍ର ନାଥ ଟାଗୋରଙ୍କ ପୁସ୍ତକ ‘ଥ୍ରୀ ଓ୍ବମେନ୍’କୁ ଆଧାର କରି ନିର୍ମିତ ହେଉଥିବା ଫିଲ୍ମରେ ସେ ଅଭିନୟ କରିବାକୁ ଯାଉଛନ୍ତି। ଯେତେବେଳେ ସେ ଏହାର…
ସାମ୍ନାକୁ ଆସିଲା ଭିକି-କାଟ୍ରିନାଙ୍କ ନିମନ୍ତ୍ରଣ କାର୍ଡ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କାଟ୍ରିନା କୈଫ ଏବଂ ଭିକି କୌଶଲଙ୍କ ବିବାହକୁ ନେଇ ଏବେ ଚର୍ଚ୍ଚାରେ ରହୁଛନ୍ତି। ବୁଧବାର ତାଙ୍କର ହଳଦୀ ଉତ୍ସବ ହୋଇଥିବା ବେଳେ ଗୁରୁବାର ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବେ। ବିବାହକୁ ନେଇ ସେ ସବୁ ପ୍ରକାର…
ଇଡିରେ ହାଜର ହେଲେ ଜ୍ୟାକଲିନ୍
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ନାଣ୍ଡିଜ ବୁଧବାର ଇଡିରେ ହାଜରେ ହେଇଛନ୍ତି। ମନି ଲଣ୍ଡ୍ରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ସେ ହାଜର ହୋଇଛନ୍ତି। ସୁକେଶ ଚନ୍ଦ୍ରଶେଖର ସହ ଜଡିତ ୨୦୦ କୋଟି ଟଙ୍କା ଠକେଇ ମାମଲାରେ ତାଙ୍କୁ ଇଡି ପଚରାଉଚରା କରୁଛି।…
ହନିମୁନ୍ରେ ଯିବେ ନାହିଁ କାଟ୍ରିନା-ଭିକି
ମୁମ୍ବାଇ: ଅଭିନେତ୍ରୀ କାଟ୍ରିନା କୈଫ୍ ଏବଂ ଭିକି କୌଶଲଙ୍କ ବିବାହ ରାଜସ୍ଥାନର ସିକ୍ସ ସେନ୍ସ ଦୁର୍ଗରେ ଆସନ୍ତାକାଲି ଅର୍ଥାତ୍ ଗୁରୁବାର ହେବାକୁ ଯାଉଛି। ଏହି ସମୟରେ ଶୁଣିବାକୁ ମିଳୁଛି, ବିବାହ ପରେ ଦୁହେଁ ହନିମୁନ୍ରେ ଯିବେ ନାହିଁ। କୁହାଯାଉଛି, ବିବାହ ପରେ…
ଭାବି ଶାଶୁଙ୍କୁ ଖୁସି କରିବା ପାଇଁ କାଟ୍ରିନା ନେଲେ ବଡ଼ ପଦକ୍ଷେପ
ଅଭିନେତା ଭିକି କୌଶଲ ଏବଂ କାଟ୍ରିନା କୈଫଙ୍କ ବିବାହକୁ ସେମାନଙ୍କ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଉଭୟ ଗତ ଦୁଇ ବର୍ଷ ଧରି ପରସ୍ପରକୁ ଡେଟ କରୁଛନ୍ତି। ରାଜସ୍ଥାନର ସୱାଇ ମାଧୋପୁରରେ ଅବସ୍ଥିତ ସିକ୍ସ ସେନ୍ସ ଦୁର୍ଗରେ ଡିସେମ୍ବର ୭…
କାଟ୍ରିନା-ଭିକିଙ୍କ ମଧ୍ୟରେ ଥିବା ବୟସ ପାର୍ଥକ୍ୟକୁ ନେଇ ବଢୁଛି ଚର୍ଚ୍ଚା
ବଲିଉଡ ଷ୍ଟାର ଭୀକି କୌଶଲ ଏବଂ କ୍ୟାଟ୍ରିନା କୈଫଙ୍କ ବାଜିବ ଶାହାନାଇ। ହାତକୁ ଦି ହାତ ହେବେ ଏଦୁହେଁ। ବିବାହକୁ ନେଇ ଚାଲିଛି ଜୋରସୋରରେ ପ୍ରସ୍ତୁତି। ଚାରିଆଡେ କେବଳ ବି-ଟାଉନର ଏହି ଷ୍ଟାର ଦମ୍ପତ୍ତିଙ୍କ ରୟାଲ ୱେଡିଂକୁ ନେଇ ଚାଲିଛି ଚର୍ଚ୍ଚା।…
ବିବାହରୁ ୧୦୦ କୋଟି ଟଙ୍କା ରୋଜଗାର କରିବେ କାଟ୍ରିନା-ଭିକି!
ଗତ କିଛି ଦିନ ହେବ ବଲିଉଡ ଅଭିନେତ୍ରୀ କାଟ୍ରିନା କୈଫ ଏବଂ ଅଭିନେତା ବିକି କୌଶଲଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି। ଉଭୟ ରାଜସ୍ଥାନର ସୱାଇ ମାଧୋପୁରରେ ଡିସେମ୍ବର ୯ରେ ବିବାହ ବନ୍ଧନରେ ଆବଦ୍ଧ ହେବ। ଭିକି ଏବଂ କ୍ୟାଟଙ୍କ…

