ମୁକେଶ ଅମ୍ବାନୀଙ୍କ ଝିଅ ବାହାଘରର ଗୋଟିଏ କାର୍ଡର ମୂଲ୍ୟ ଜାଣିଲେ…

ବର୍ତ୍ତମାନ କାଟ୍ରିନା ଭିକି କୌଶଲଙ୍କ ବିବାହକୁ ନେଇ ଫ୍ୟାନ୍ ଫଲୋର୍ସଙ୍କ ମଧ୍ୟରେ ବେଶ ଉତ୍କଣ୍ଠା ବଢ଼ିଛି। ତେବେ ପ୍ରସିଦ୍ଧ ବ୍ୟକ୍ତିଙ୍କ ବିବାହ ସବୁବେଳେ ଚର୍ଚ୍ଚାରେ ରହିଆସିଛି। ଏହାର ଏକ ବିଶେଷ କାରଣ ହେଉଛି ସେମାନଙ୍କ ବିବାହ ସମାରୋହ ବହୁତ ବିଳାସପୂର୍ଣ୍ଣ। ବିବାହରେ ନିମନ୍ତ୍ରଣ କାର୍ଡର ବିଶେଷ ଭୂମିକା ଅଛି। ଯାହାକୁ ପ୍ରସ୍ତୁତି କରିବା ପାଇଁ ଜଣେ ଜଣେ ହଜାରେରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥାନ୍ତି। ସେହିମାନଙ୍କ ମଧ୍ୟରେ ଚର୍ଚ୍ଚାରେ ରହିଛନ୍ତି ଅମ୍ବାନୀ ପରିବାର। ତାଙ୍କ ପରିବାରରେ ହେଉଥିବା ବିବାହ ପ୍ରାୟ ଚର୍ଚ୍ଚାରେ ରହିଥାଏ।

ଇଶା ଅମ୍ବାନୀ ଏବଂ ଆନନ୍ଦ ପିରାମଲ
ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ଝିଅ ଇଶାଙ୍କ ବିବାହ କାର୍ଡର ମୂଲ୍ୟ ତିନି ଲକ୍ଷ ଟଙ୍କା ବୋଲି କୁହାଯାଉଛି। କାର୍ଡଟି ଏକ ବାକ୍ସ ପରି ଦେଖାଯାଉଥିଲା ଏହାକୁ ଖୋଲିବା ସମୟରେ ଗାୟତ୍ରୀ ମନ୍ତ୍ର ବାଜୁଥିଲା। ଏହି କ୍ରିମ ରଙ୍ଗର କାର୍ଡକୁ ଫୁଲରେ ସଜାଯାଇଥିଲା। ଯେଉଁଥିରେ ଇଶା ଏବଂ ଆନନ୍ଦଙ୍କ ନାମର ପ୍ରଥମ ଅକ୍ଷର ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଐଶ୍ୱର୍ଯ୍ୟାଙ୍କ ଗୁରୁଭକ୍ତି

ନୂଆଦିଲ୍ଲୀ: ପାନ୍‌ ଇଣ୍ଡିଆ ଫିଲ୍ମ ‘ପୋନିୟିନ ସେଲଭାନ:୧’ର ପ୍ରମୋଶନରେ ବଲିଉଡ୍‌ର ନୀଳ ନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବେ ବ୍ୟସ୍ତ। ଦିଲ୍ଳୀରେ ଫିଲ୍ମର ପ୍ରମୋଶନ ବେଳେ...

ସଞ୍ଜୟଙ୍କ ପ୍ରଶଂସାରେ ଆଲିୟା

ଆଲିୟା ଭଟ୍ଟଙ୍କ ମୁହଁରେ ଏବେ ସଞ୍ଜୟ ଲୀଲା ଭଁସାଲିଙ୍କ ପ୍ରଶଂସା। ଏହାର କାରଣ ହେଉଛି ସଞ୍ଜୟଙ୍କ ନିର୍ଦ୍ଦେଶନାରେ ନିର୍ମାଣାଧୀନ ହିନ୍ଦୀ ସିନେମା ‘ଗାଙ୍ଗୁବାଈ କାଠିୟାଓ୍ବାଡି’ ସିନେମାରେ...

ବେବିବମ୍ପ୍‌ ସହ ରାସ୍ତାରେ ନଜର ଆସିଲେ ସୋନମ

ମୁମ୍ବାଇ: ଅଭିନେତ୍ରୀ ସୋନମ କପୁର ଗର୍ଭବତୀ ଅଛନ୍ତି। ସେ ଏବେ ଲଣ୍ଡନ ରାସ୍ତାରେ ଭଉଣୀ ରିୟା କପୁରଙ୍କ ସହ ତାଙ୍କ ଖୁସି ସମୟ ବିତାଉଥିବାର ନଜର...

ଦ୍ୱାଦଶ ଶ୍ରେଣୀରେ ୯୪% ମାର୍କ ରଖିଲେ ଏହି ଅଭିନେତ୍ରୀ

ଟିଭିର ଲୋକପ୍ରିୟ ଅଭିନେତ୍ରୀ ତଥା ‘ପଟିଆଲା ବେବ୍ସ’ ଫେମ୍‌ ଅଶ୍‌ନୁର୍‌ କୌର ସିବିଏସଇ ବୋର୍ଡର ଦ୍ୱାଦଶ ଶ୍ରେଣୀରେ ୯୪ ପ୍ରତିଶତ ମାର୍କ ହାସଲ କରିଛନ୍ତି। ସେ...

ଜାହ୍ନବୀଙ୍କ ସିକ୍ରେଟ୍‌ ଓ୍ବାର୍କଆଉଟ୍‌

ମୁମ୍ବାଇ: ‘ଗୁଡ୍‌ ଲକ୍‌ ଜେରି’ର ଅଭିନେତ୍ରୀ ଜାହ୍ନବୀ କପୁର ତାଙ୍କର ଏକ୍ସରସାଇଜ ଏବଂ ଡାଏଟ୍‌ ବିଷୟରେ କହିଛନ୍ତି। ଜାହ୍ନବୀ ତାଙ୍କ ଅଭିନୟ ଏବଂ ଫିଟନେସ୍‌ ପାଇଁ...

ରିୟାଙ୍କ କଲ ଡିଟେଲ୍ସରେ ବାନ୍ଦ୍ରା ଡିସିପି

ମୁମ୍ବାଇ, ୭।୮-ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଦିନକୁ ଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ବର୍ତ୍ତମାନ ରିୟା ଚକ୍ରବର୍ତ୍ତୀଙ୍କ କଲ ରେକର୍ଡ...

ଆସୁଛି ନୂଆ ଓଡ଼ିଆ ସିନେମା ‘ରାଉଡି ରାଜା’

ରାଉଡି ରାଜାକୁ ନେଇ ଏବେ ଓଲିଉଡ୍‌ରେ ଚର୍ଚ୍ଚା। କାରଣ ଏଥର ଫୁଲ୍‌ ଆକ୍ସନ ଗେଟଅପରେ ଆସୁଛନ୍ତି ନବାଗତ ସୋହମ ସିଂ। ନିଜର ଏପରି ନୂଆ ଅବତାରକୁ...

ଦୀପିକାଙ୍କ ହ୍ୟାଣ୍ଡବ୍ୟାଗ୍‌ ଦାମ୍‌ ବଦଳରେ କିଣି ହେବ ଦୁଇ ଆଇଫୋନ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ସ୍ବାମୀ ରଣବୀର ସିଂ ନିଜ ଫ୍ୟାଶନ୍‌କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏଥର ମଧ୍ୟ ଏକ ହ୍ୟାଣ୍ଡବ୍ୟାଗ୍‌କୁ...

Advertisement
Archives

Model This Week