ମନୋରଞ୍ଜନ

ଡବଲ ସିଟ୍‌ରେ ଧୀରେନ୍‌

ଏକାଥରେ ଦୁଇଟି ଦାୟିତ୍ୱ ତୁଲାଇବା ସହଜ କଥା ନୁହେଁ। ହେଲେ ସେ ଏପରି କାମକୁ ରିସ୍କ ଭାବରେ ନେଇଛନ୍ତି। ସିନେମାଟିଏ ପ୍ରଯୋଜନା କରିବା ସହ ତାହାର ନାୟକ ସାଜିଛନ୍ତି ସେ। ସେ ହେଲେ ନବାଗତ ଧୀରେନ୍‌ ତ୍ରିପାଠୀ। କେବଳ ସେତିକି ନୁହେଁ,…

ଦୁଇଶହ ଟଙ୍କା ମୋ ପାଇଁ ଅମୂଲ ମୂଲ: ସଂଳାପକାର ଡ. ରଜନୀ ରଞ୍ଜନ

ଊଣେଇଶ ଏକାଅଶୀ ମସିହାର କଥା। ସେତେବେଳେ ମୁଁ ବାଣୀବିହାରରେ ସ୍ନାତକୋତ୍ତର ଶ୍ରେଣୀର ଶେଷବର୍ଷ ଛାତ୍ର ଥାଏ। ବନ୍ଧୁ ଅଜୟ (ଡ.ଅଜୟ ସ୍ବାଇଁ) ପଢୁଥାନ୍ତି ରେଭେନ୍‌ଶାରେ। ସକାଳ ସଞ୍ଜରେ ଆମର ଭେଟ ହୁଏ ସାମନ୍ତରାପୁରରେ ଥିବା ଏକ ଚା’ ଦୋକାନରେ। ସେଠାକୁ ଆମର…

ପୁଣି ଏକାଠି ହେଲେ ମଲାଇକା-ଅରବାଜ୍‌!

ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ଏବଂ ଚଳଚ୍ଚିତ୍ର ନିର୍ମାତା ଅରବାଜ ଖାନ ସେମାନଙ୍କ ସମ୍ପର୍କକୁ ସର୍ବଦା ଚର୍ଚ୍ଚାରେ ଥାନ୍ତି। ଯଦିଓ ଉଭୟ ୧୮ ବର୍ଷର ବୈବାହିକ ସମ୍ପର୍କ ପରେ ଛାଡପତ୍ର ନେଇଥିଲେ, କିନ୍ତୁ ଉଭୟଙ୍କୁ ନେଇ ଆଲୋଚନା ଥମିବାର ନାଁ ନେଉନାହିଁ।…

ଦୀପିକାଙ୍କ ଶୁଭ ଅକ୍ଷର

ଦୀପିକା ପାଦୁକୋନ୍‌ଙ୍କର ଗୋଟିଏ ଅକ୍ଷର ଉପରେ ଅଗାଧ ବିଶ୍ୱାସ ରହିଛି। ତାହାକୁ ସେ ଲକି ଲେଟର ଭାବରେ ଗ୍ରହଣ କରିନେଇଛନ୍ତି। ତାହା ହେଲା ‘କେ’। ପୁଣି ଏପରି ସଂଯୋଗ ଏପରି ଅକ୍ଷରକୁ ନେଇ ଏକ ଫିଲ୍ମ ନିର୍ମିତ ହେବାକୁ ଯାଉଛି। ସେଥିରେ…

ନାଟକ, ଯାତ୍ରା, ସିନେମା ଓ ଅନନ୍ତ

ଦୀର୍ଘ ଛଅ ଦଶନ୍ଧି ଧରି ରେଡିଓ, ନାଟକ ଓ ଚଳଚ୍ଚିତ୍ର ଜଗତରେ ତାଙ୍କର ନିଖୁଣ ଅଭିନୟ, ନିର୍ଦ୍ଦେଶନା ଓ ପ୍ରଯୋଜନା, ଗୋଟିଏ ଗୋଟିଏ କୀର୍ତ୍ତିସ୍ତମ୍ଭ ହୋଇ ରହିଛି। ଓଡ଼ିଶା ନାଟ୍ୟ ଆନ୍ଦୋଳନର ଅନ୍ୟତମ ପୁରୋଧା ନିର୍ଦ୍ଦେଶକ ଅନନ୍ତ ମହାପାତ୍ର। ମଞ୍ଚରୁ ଚଳଚ୍ଚିତ୍ର…

ପାଣିକୁ ଡରନ୍ତି ଆଲୟା!

ମୁମ୍ବାଇ: ଅଭିନେତ୍ରୀ ପୂଜା ବେଦୀଙ୍କ ଝିଅ ଆଲୟା ଫର୍ଣ୍ଣିଚରୱାଲା ବଲିଉଡରେ ପାଦ ଦେଇ ନ ଥିଲେ ବି ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ୍ ଫଲୋଇଙ୍ଗସ୍ ବହୁ ଅଧିକ । ଏବେ ଆଲୟା ବଲିଉଡରେ ପାଦ ରଖିବାକୁ ପ୍ରସ୍‌ୁତି ଜାରି ରଖିଛନ୍ତି ।…

ଛାଡ଼ପତ୍ର ପରେ ଏହି ଅଭିନେତ୍ରୀମାନେ କରିନାହାନ୍ତି ଦ୍ୱିତୀୟ ବିବାହ

ମୁମ୍ବାଇ: ବଲିଉଡ୍‌ରେ ଅନେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ଅନେକ ବର୍ଷରୁ ସ୍ବାମୀଙ୍କଠାରୁ ଛାଡ଼ପତ୍ର ନେଇ ମଧ୍ୟ ଏକାକୀ ଜୀବନ ବିତାଉଛନ୍ତି। ଜାଣନ୍ତୁ ଏହି ଅଭିନେତ୍ରୀଙ୍କ ବିଷୟରେ… ସଙ୍ଗୀତା ବିଜ୍‌ଲାନି ସଙ୍ଗୀତା ବିଜଲାନି, ଜଣେ ଲୋକପ୍ରିୟ ଅଭିନେତ୍ରୀ। ପୂର୍ବତନ କ୍ରିକେଟର ମହମ୍ମଦ ଆଝାରୁଦ୍ଦିନଙ୍କୁ…

ଚର୍ଚ୍ଚାରେ କୁବ୍ରାଙ୍କ ଅଣ୍ଡର ୱାଟର ଫଟୋ ଶୁଟ୍‌

ମୁମ୍ବାଇ: ବଲିଉଡ୍ ମୁଭି ‘ରେଡି’ରୁ ନିଜର ବଲିଉଡ୍ ଜର୍ଣ୍ଣି ଆରମ୍ଭ କରିଥିବା କୁବ୍ରା ସେଠ ଅଧିକାଂଶ ସମୟରେ ରହିଥାଆନ୍ତି ଚର୍ଚ୍ଚାରେ । ଏହା କେବଳ ତାଙ୍କ ବୋଲ୍ଡ ଅନ୍ଦାଜ ପାଇଁ ଏଥରବି ସେମିତି କିଛି ଭିନ୍ନ ଅନ୍ଦାଜକୁ ନେଇ ଏହି ଅଭିନେତ୍ରୀ…

ବୟ ଫ୍ରେଣ୍ଡଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସୋନାକ୍ଷୀ!

ମୁମ୍ବାଇ: ବଲିଉଡ୍ ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା ଏବେ ତାଙ୍କ ବିବାହକୁ ନେଇ ରହୁଛନ୍ତି ଚର୍ଚ୍ଚାରେ । ‘ନୋଟବୁକ’ର ଆକ୍ଟର ଜହିର ଇକବାଲଙ୍କ ସହ ତାଙ୍କର କିଛି ସମ୍ପର୍କ ରହିଛି ବୋଲି ଆଲୋଚନା ହେଉଛି । ଉଭୟ ପରସ୍ପରକୁ ବେଶ୍ କିଛିଦିନ…

କ୍ୟାଟ୍ରିନା ପିନ୍ଧିଥିବା ଲେହେଙ୍ଗାକୁ ପୂର୍ବରୁ ପିନ୍ଧି ସାରିଛନ୍ତି ଏହି ମଡେଲ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲଙ୍କ ଡିସେମ୍ବର ୯ରେ ହୋଇଯାଇଛି। ବିବାହ ପରେ ସୋସିଆଲ ମି଼ଡିଆରେ ଫଟୋ ଶେୟାର କରିବା ପରେ ଫ୍ୟାନ୍ସଙ୍କର ଶୁଭେଚ୍ଛାର ସୁଅ ଛୁଟୁଛି। କେହି କେହି ସେ ପିନ୍ଧିଥିବା ମଙ୍ଗଳସୁତ୍ରକୁ ପ୍ରଶଂସା କରୁଛନ୍ତି…

ଇସ୍ରାଏଲର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ‘ଗୀତା ଭାଗବତ’ ଉପହାର ଦେଲେ ଏହି ଅଭିନେତ୍ରୀ

ମୁମ୍ବାଇ: ଅଭିନେତ୍ରୀ ଉର୍ବଶୀ ରୌତେଲା ନିକଟରେ ଇସ୍ରାଏଲର ପୂର୍ବତନ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କୁ ଭେଟିଥିଲେ। ଏହି ସାକ୍ଷାତ ସମୟରେ ଉର୍ବଶୀ ନେତନ୍ୟାହୁଙ୍କୁ ଭାରତର ଏକ ସ୍ମରଣୀୟ ଉପହାର ଦେଇଥିଲେ। ଉର୍ବଶୀ ନେତନ୍ୟାହୁଙ୍କୁ ହିନ୍ଦୁ ‘ଭଗବତ ଗୀତା’ ପବିତ୍ର ପୁସ୍ତକ ଉପହାର ଦେଇଛନ୍ତି।…

ବିବାହ କରିବେକି କିମ୍‌

ମୁମ୍ବାଇ: ବଲିଉଡ୍ ନାୟିକା କିମ୍ ଶର୍ମା ପ୍ରାୟ ଏକ ଦଶକ ହେବ ସିଲଭର ସ୍କ୍ରିନଠାରୁ ଦୂରେଇ ରହିଛନ୍ତି । ହେଲେ ଆଜିବି ସୋସିଆଲ ମିଡିଆରେ ସେ ବେଶ୍ ଆକ୍ଟିଭ । ବୁଲିବାକୁ ଭଲ ପାଉଥିବା କିମ୍ ଅନେକ ସମୟରେ ବିଭିନ୍ନ ସ୍ଥାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?