ମନୋରଞ୍ଜନ

ଛାଡପତ୍ରକୁ ନେଇ ଚର୍ଚ୍ଚା ହେବା ପରେ ପ୍ରିୟଙ୍କା ଦେଲେ ଏମିତି କମେଣ୍ଟ୍‌

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆ ଆକାଉଣ୍ଟରୁ ସ୍ବାମୀଙ୍କ ସରନେମ୍‌ ହଟାଇ ଦେଇଛନ୍ତି। ସେ ‘ଜୋନାସ’ ସହିତ ‘ଚୋପ୍ରା’ ମଧ୍ୟ ହଟାଇଦେଇଛନ୍ତି। ସେବେଠାରୁ କଳ୍ପନାଜଳ୍ପନାର ଆରମ୍ଭ ହୋଇଛି ଯେ ପ୍ରିୟଙ୍କା ତାଙ୍କ ଆମେରିକୀୟ ଗାୟକ ତଥା ସଙ୍ଗୀତକାର ସ୍ବାମୀ ନିକ…

ପାଦରୁ ରକ୍ତ ବାହାରିବା ପରେ ବି ‘କୁସୁକୁସୁ’ ଗୀତ ଶୁଟିଂ କରିଥିଲେ ଏହି ଅଭିନେତ୍ରୀ

ବଲିଉଡର ପରିଶ୍ରମୀ ତଥା ଉଦୀୟମାନ ତାରକାମାନଙ୍କ ମଧ୍ୟରୁ ନୋରା ଫତେହି ଅନ୍ୟତମ। ପ୍ରାୟତଃ ସେ ତାଙ୍କ ନୃତ୍ୟ ଗୀତ ଏବଂ ଫ୍ୟାଶନ ପାଇଁ ଚର୍ଚ୍ଚାରେ ରହିଥା’ନ୍ତି। ଏବେ ସେ ତାଙ୍କର ନୂତନ ଗୀତ ‘କୁସୁ କୁସୁ’ କୁ ନେଇ ଚର୍ଚ୍ଚାରେ ରହିଛନ୍ତି।…

ପିତାଙ୍କ ଦ୍ୱିତୀୟ ବିବାହ କଥା ଶୁଣି କେମିତି ଥିଲା ସଲମନଙ୍କ ପ୍ରତିକ୍ରିୟା

ବଲିଉଡ ଲୋକପ୍ରିୟ ଅଭିନେତ୍ରୀ ହେଲେନ ନିକଟରେ ୮୩ ତମ ଜନ୍ମଦିନ ପାଳନ କରିଛନ୍ତି। ହେଲେନଙ୍କୁ ତାଙ୍କ ସମୟର ସର୍ବୋତ୍ତମ ଅଭିନେତ୍ରୀଙ୍କ ମଧ୍ୟରେ ଗଣାଯାଉଥିଲା। ୧୯୮୧ ମସିହାରେ ସେ ଅଭିନେତା ସଲମନଙ୍କ ପିତା ସଲିମ ଖାନଙ୍କୁ ବିବାହ କରିଥିଲେ। ସଲିମଙ୍କ ଏହା ଥିଲା…

ଇନ୍‌ଷ୍ଟାରୁ ସ୍ବାମୀଙ୍କ ନାମ ହଟାଇଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୨୨।୧୧: ବଲିଉଡ୍‌ ତଥା ହଲିଉଡ୍‌ ପର୍ଯ୍ୟନ୍ତ ଛାୟୀ ରହିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କ ଇନଷ୍ଟାଗ୍ରାମ ଫ୍ରୋଫାଇଲରୁ ସ୍ବାମୀ ନିକ୍‌ ଜୋନାସଙ୍କ ଅନ୍ତିମ ନାମ ହଟାଇ ଦେଇଛନ୍ତି। ଏଥିରୁ ସ୍ପଷ୍ଟ ଯେ, ଦୁହିଁଙ୍କ ମଧ୍ୟରେ ଏବେ ସବୁ କିଛି ଠିକ୍‌ ଚାଲୁନାହିଁ।…

ରିଲିଜ୍ ହେଲା ସାହିଦ କପୁରଙ୍କ ଅଭିନୀତ ଫିଲ୍ମ ‘ଜର୍ସି’ର ପ୍ରଥମ ପୋଷ୍ଟର

ମୁମ୍ବାଇ: ଦୀର୍ଘ ପ୍ରାୟ ଦୁଇ ବର୍ଷ ପରେ ବଡ ପରଦାକୁ ଫେରିଛନ୍ତି ଅଭିନେତା ସାହିଦ କପୁର । ଏବେ ସେ ତାଙ୍କ ଅପକମିଂ ଫିଲ୍ମ ‘ଜର୍ସି’ରେ ଆକ୍ଟିଙ୍ଗର କମାଲ ଦେଖାଇବେ । ତାଙ୍କ ପ୍ରଶଂସକ ଉତ୍ସୁକତାର ସହ ଫିଲ୍ମ ରିଲିଜକୁ ଅପେକ୍ଷା…

ଶେଷ ହୋଇନି ମହାମାରୀ: କମଲ ହାସନ

ମୁମ୍ବାଇ,୨୨ ।୧୧: ବଲିଉଡ ଅଭିନେତା କମଲ ହାସନଙ୍କ ପ୍ରଶଂସକଙ୍କ ପାଇଁ ଏକ ଚମକାଇବା ଭଳି ଖବର ଆସିଛି । ଅଭିନେତା ନିକଟରେ ଆମେରିକାରୁ ଫେରିଥିବା ବେଳେ ସାମାନ୍ୟ ଥଣ୍ଡା ସର୍ଦ୍ଦିର ଶିକାର ହୋଇଥିଲେ । ଆଉ ଏବେ ପରୀକ୍ଷା ପରେ ସେ…

କାର୍‌ ଦୁର୍ଘଟଣା: ହସ୍ପିଟାଲରେ ଭର୍ତ୍ତି ହେଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବିଗ୍‌ ବସ-୧୪ ଫେମ ଅଭିନେତ୍ରୀ ଅର୍ଶି ଖାନ ଏକ ସଡକ ଦୁର୍ଘଟଣାର ଶିକାର ହୋଇଛନ୍ତି। ତାଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦିଲ୍ଲୀର ମାଲବିୟ ନଗରରେ ଏହି ଦୁର୍ଘଟଣା ଘଟିଛି। ସେ ନିଜ…

ହଟ୍‌ ଲୁକ୍‌ରେ ଏହି ଅଭିନେତ୍ରୀ

ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସାମନ୍ଥା ରୁଥ୍‌ ପ୍ରଭୁ ବେଶ୍‌ ଜଣାଶୁଣା। ବଲିଉଡ୍‌ରେ ମଧ୍ୟ ତାଙ୍କର ନାମ ଚର୍ଚ୍ଚା ହେଉଛି। ତାଙ୍କର ଅନେକ ଫ୍ୟାନ ଫଲୋଅର୍ସ ଅଛନ୍ତି। ସାମନ୍ଥାଙ୍କ ପ୍ରତ୍ୟେକ ଫଟୋ ଅପେକ୍ଷାରେ ରହିଥାନ୍ତି ପ୍ରଶଂସକ। ଏବେ ସାମନ୍ଥାଙ୍କ କିଛି ଫଟୋ ସୋସିଆଲ…

ବିବାହକୁ ନେଇ ଏମିତି କହିଲେ ରକୁଲ ପ୍ରୀତ୍‌

ମୁମ୍ବାଇ: ଅଭିନେତ୍ରୀ ରକୁଲ ପ୍ରୀତ ସିଂ ତାଙ୍କ ଜନ୍ମଦିନ ଅବସରରେ ଜ୍ୟାକି ଭଗ୍ନାନୀଙ୍କ ସହ କିଛି ମାସ ପୂର୍ବରୁ ପ୍ରେମସମ୍ପର୍କକୁ ଅଫିସିଆଲ କରିଥିଲେ। ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି ସେ ତାଙ୍କ ପ୍ରେମ ସମ୍ପର୍କକୁ ଖୁଲାସା କରିଥିଲେ। ଏଥିରେ କ୍ୟାପଶନ…

ଅମିତାଭଙ୍କ ମଜା ଉଡାଇଲେ ୯ ବର୍ଷର ବାଳକ

ମୁମ୍ବାଇ: ସୋନି ଟିଭି ନିଜ ଇନଷ୍ଟାଗ୍ରାମ ପେଜରେ ନିକଟରେ କୌନ ବନେଗା କରୋଡ଼ ପତିର ନୂଆ ପ୍ରୋମୋ ଶେୟାର କରିଛି । ଯେଉଁଥିରେ ବିଗ୍‌ ବିଙ୍କ୍‌ ମଜାଦାର ମୁହୂର୍ତ୍ତ ଦେଖିବାକୁ ମିଳୁଛି । ଏହା ସହିତ ହଟସିଟରେ ହିମାଚଳର ଜଣେ ୯…

ଛାଡପତ୍ର ପରେ ‘ଲଭ୍‌ ଲେଟର୍‌’ ଲେଖିଲେ ନାଗା ଚୈତନ୍ୟ

ଦକ୍ଷିଣ ଅଭିନେତା ନାଗା ଚୈତନ୍ୟ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ସୋସିଆଲ ମିଡିଆରେ ତାଙ୍କ ହ୍ୟାସ ଟ୍ୟାଗ ବହୁତ ଟ୍ରେଣ୍ଡ କରୁଛି। ଏହା ପଛର କାରଣ ହେଉଛି ତେଲୁଗୁ ସିନେମା ପରେ ନାଗା ଚୈତନ୍ୟ…

ଆଖି ବୁଜିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ଟିଭି ସିରିଏଲ ‘ଅନୁପମା’ର ଅଭିନେତ୍ରୀ ମାଧବୀ ଗୋଗଟେଙ୍କ ମୁମ୍ବାଇର ସେଭେନ ହିଲ୍ସ ହସ୍ପିଟାଲରେ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା। କିଛି ଦନ ତଳେ ସେ କରୋନାରେ ସଂକ୍ରମିତ ହୋଇଥିଲେ। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?