ସୁନା ମୁଦି ବାଣ୍ଟିଲେ ଅଲ୍ଲୁ ଅର୍ଜୁନ

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କର ରହିଛନ୍ତି ହଜାର ହଜାର ପ୍ରଶଂସକ । ଆଉ ସେ ବି କେବେ ତାଙ୍କ ପ୍ରଶଂସକଙ୍କୁ ନିରାଶ ହେବାକୁ ଦିଅନ୍ତିନି ବୋଲି କୁହାଯାଏ । କେବଳ ସେତିକି ନୁହେଁ ସାଉଥର ଏହି ସୁପରଷ୍ଟାର କ୍ରିୟୁ ମେମ୍ବରର୍ସଙ୍କୁ ବି ବେଶ୍ ପ୍ରଶଂସା କରନ୍ତି । ଏକ ଟିମ୍‌କୁ ନେଇ ଫିଲ୍ମ ନିର୍ମାଣ କରାଯାଉଥିବା ବେଳେ କେବେ କେବେ ଷ୍ଟାରମାନେ ନିଜ ଟିମ୍ ମେମ୍ବରଙ୍କୁ ଖୁସି କରିବାକୁ ବିଭିନ୍ନ ପ୍ରକାର ଉପହାର ଦେଇଥାଆନ୍ତି । କିଛିଦିନ ତଲେ ବଲିଉଡ ଷ୍ଟାର ହ୍ରିତିକ ରୋଶନ ‘ବିକ୍ରମ ୱେଘା’ର ଆକ୍ସନ ଟିମକୁ ହଳେ ଲେଖାଏଁ ଜୋତା ଉପହାର ଦେଇଥିବା ଶୁଣିବାକୁ ମିଳିଥିଲା । ଆଉ ଏଥିପାଇଁ ଯଦି ଆପ୍ରିସିଏଶନ ମିଳିଥାଏ ତେବେ ଖୁସି ଦି୍ୱଗୁଣା ହୋଇଯାଇଥାଏ ବୋଲି କୁହାଯାଏ । ଏବେ ଏହି ଖୁସି ପୁଷ୍ପା ଫିଲ୍ମର କ୍ରିୟୁ ମେମ୍ବରଙ୍କୁ ହେଉଛି । କାରଣ ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ତାଙ୍କ ଆଗାମୀ ଫିଲ୍ମର କ୍ରୁୟୁ ମେମ୍ବରର୍ସଙ୍କୁ ସୁନାର ମୁଦି ଉପହାର ଦେଇଛନ୍ତି ।
ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଆଗାମୀ ଫିଲ୍ମ ପୁଷ୍ପାର ଟ୍ରେଲର ରିଲିଜ୍ ହେଉ ହେଉ ଦର୍ଶକେ ଏହାକୁ ଖୁବ୍ ପସନ୍ଦ କରିଛନ୍ତି । ଏବେ ଉତ୍ସୁକତାର ସହ ଅପେକ୍ଷା ରହିଛି ଫିଲ୍ମ ରିଲିଜକୁ । ସୂଚନଯୋଗ୍ୟ, ଏହି ଫିଲ୍ମର ଏକ ଗୀତର ଶୁଟିଂ କରିବାକୁ ଖୁବ୍ କମ୍ ସମୟ ବାକି ରହିଥିଲା । ନିର୍ଦ୍ଦେଶକ ସୁକୁମାର ଚାହୁଁଥିଲେ ଖୁବ୍ ଶୀଘ୍ର ଏହାର ଶୁଟିଂ କରି ନେବାକୁ । ଏଥିପାଇଁ କ୍ରିୟୁ ମେମ୍ବର ଖୁବ୍ ପରିଶ୍ରମ କରି ଶୁଟିଂ ଶେଷ କରି ଦେଇଥିଲେ । ଆଉ ଏହାକୁ ଦେଖି ଖୁସିରେ ଅଲ୍ଲୁ ଅର୍ଜୁନ କ୍ରିୟୁ ମେମ୍ବରକୁ ୧୦ ଗ୍ରାମର ସୁନା ମୁଦି ଉପହାର ଭାବେ ଦେଇଥିଲେ ବୋଲି ଜଣାପଡିଛି । ଏହାର ମୂଲ୍ୟ ପାଖାପାଖି ୫୦ ହଜାର ଟଙ୍କା ହେବ ବୋଲି କୁହାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଏପରି ବୁଦ୍ଧି ପ୍ରୟୋଗ କରି ଚକୋଲେଟ ତିଆରି କରୁଛନ୍ତି ତୈମୁର; ଭାଇରାଲ ହେଉଛି ଫଟୋ

ନୂଆଦିଲ୍ଲୀ,୨।୧୨-ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଓ ଫଟୋ ଭାଇରାଲ ହେଉଛି। ବର୍ତ୍ତମାନ ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ପୁଅ ତୈମୁର ଚକୋଲେଟ ତିଆରି...

ବିବାହ ପରେ ଅଧିକ ବୋଲ୍ଡ ହେଲେ ଏହି ଅଭିନେତ୍ରୀ

ମୁମ୍ବାଇ: ଛୋଟପରଦାର ଲୋକପ୍ରିୟ ଅଭିନେତ୍ରୀ ମୌନୀ ରୟ ବିବାହ ପରେ ସୋସିଆଲ ମିଡିଆରେ ଏବେ ବହୁତ ରୋମାଣ୍ଟିକ୍‌ ଫଟୋ ଶେୟାର କରୁଛନ୍ତି। ସୁରଜ ନାମ୍ବିଆରଙ୍କ ସହ...

ନର୍ଗିସଙ୍କ ବିବାହ ଖବର ଶୁଣି ନିଜ ଶରୀରରେ ସିଗାରେଟ୍‌ ଚେଙ୍କ ଦେଇଥିଲେ ରାଜ କପୁର

ମୁମ୍ବାଇ, ୧୪।୧୨: ବଲିଉଡ୍‌ର କିମ୍ବଦନ୍ତୀ ପୁରୁଷ ରାଜ କପୁରଙ୍କ ୯୬ ତମ ଜନ୍ମ ବାର୍ଷିକୀ ସୋମବାର ପାଳିତ ହେଉଛି। ସେ ୧୯୨୪ ଡିସେମ୍ବର ୧୪ରେ ପେଶାଓ୍ବାରରେ...

‘ସୁପରଷ୍ଟାର ସିଙ୍ଗର’ର ପ୍ରଥମ ବିଜେତା ହେଲେ ପ୍ରୀତି: ପୁରସ୍କାର ରୂପେ ଟ୍ରଫି, ୧୫ ଲକ୍ଷର ଚେକ୍‌

ସୋନି ଟିଭିରେ ପ୍ରସାରିତ ସିଙ୍ଗିଙ୍ଗ୍‌ ରିଆଲିଟି ଶୋ’ ସୁପରଷ୍ଟାର ସିଙ୍ଗର’ର ପ୍ରଥମ ବିଜେତା ହେଉଛନ୍ତି ପ୍ରୀତି ଭଟାଚାର୍ଯ୍ୟ। ଅକ୍ଟୋବର ୬ରେ ଶୋ’ର ଗ୍ରାଣ୍ଡ୍‌ ଫିନାଲେ ଅନୁଷ୍ଠିତ...

ବିୟୁଟି, ବ୍ରେନ୍‌ ଆଉ ଟ୍ୟାଲେଣ୍ଟର ପରଫେକ୍ଟ ମିଶ୍ରଣ କାବ୍ୟା କିରଣ

ମୁମ୍ବାଇ: ବଲିଉଡ୍‌ ସହ କିଛି ଆଞ୍ଚଳିକ ଭାଷାର ଫିଲ୍ମରେ କାମ କରିଥିବା ଅଭିନେତ୍ରୀ କାବ୍ୟା କିରଣ ଏବେ ବେଶ୍‌ ପରିଚିତ। ତାଙ୍କୁ ଏବେ ବିୟୁଟି, ବ୍ରେନ୍‌...

‘ଲଭ୍‌ ଆଜ୍‌ କଲ୍‌-୨’ର ପ୍ରଥମ ପୋଷ୍ଟର ରିଲିଜ, ରୋମାଣ୍ଟିକ ଭାବେ ନଜର ଆସିଲେ ସାରା-କାର୍ତ୍ତିକ

ବମ୍ବେ: ରିଲିଜ ହୋଇଛି ସୈଫ ଲଳନା ସାରା ଅଲ୍ଲୀ ଖାଁ- ଅଭିନେତା କାର୍ତ୍ତିକ ଆର୍ୟନ ଅଭିନୀତ ଫିଲ୍ମ ‘ଲଭ ଆଜ୍‌ କଲ-୨’ର ପ୍ରଥମ ଲୁକ୍‌। ଉଭୟ...

ଫିଲ୍ମର ବଜେଟ୍‌ ୨୮୦, ଶାହାରୁଖ୍‌ ନେବେ ୧୦୦ କୋଟି

ବଲିଉଡ୍‌ ଅଭିନେତା ଶାହାରୁଖ୍‌ ଖାନ୍‌ ତାଙ୍କର ଆଗାମୀ ଫିଲ୍ମ ‘ପଠାନ’କୁ ନେଇ ଅନେକ ଦିନ ହେବ ଚର୍ଚ୍ଚାରେ ରହିଛନ୍ତି। ଫିଲ୍ମର ଶୁଟିଂ ପାଇଁ ଶାହାରୁଖ୍‌ ଏବେ...

ଏମିତି ଡ୍ରେସ୍‌ ପିନ୍ଧି ଟ୍ରୋଲ୍‌ ହେଲେ ଅମୀରଙ୍କ ଝିଅ ଇରା

ଅମୀର ଖାନ୍‌ଙ୍କ ଝିଅ ଇରା ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି। କିଛିଦିନ ତଳେ ଶୁଣିବାକୁ ମିଳିଥିଲା ସେ ଏକ ଫିଲ୍ମର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତ। ଏବେ ତାଙ୍କ...

Advertisement
Archives

Model This Week