ମନୋରଞ୍ଜନ

ବାହା ହେବେ କରିସ୍ମା!

ମୁମ୍ବାଇ: ବଲିଉଡର ବହୁ ଚର୍ଚ୍ଚିତ ଯୋଡି ଆଲିଆ-ରଣବୀର ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି । ଏପ୍ରିଲ ୧୪ରେ ଆଲିଆ କପୁର ବଂଶର ବୋହୂ ସାଜିଛନ୍ତି । ଯଦିଓ ଏହା ହାତଗଣତି ଅତିଥିଙ୍କ ମେଳରେ ସମ୍ପନ୍ନ ହୋଇଛି ତଥାପି ଏହି ବିବାହ…

ନୂଆ ଲୁକ୍‌ରେ କରଣ ଜୋହର

ମୁମ୍ବାଇ: ଫିଲ୍ମ ନିର୍ମାତା କରଣ ଜୋହର ସୋସିଆଲ ମିଡିଆରେ ବହୁ ଆକ୍ଟିଭ୍‌। ପ୍ରଂଶସକମାନଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ସେ ସୋସିଆଲ ମିଡିଆରେ ଫଟୋ ଏବଂ ଭିଡିଓ ଶେୟାର କରିଥାନ୍ତି। ଯାହା ଖୁବ୍‌ ଭାଇରାଲ ହୋଇଥାଏ। ଏବେ ସେ ତାଙ୍କ…

ଜାଣନ୍ତୁ ଆଶୀର୍ବାଦ ଦେବାପାଇଁ ପହଞ୍ଚି ଥିବା କିନ୍ନରଙ୍କୁ କେତେ ଟଙ୍କା ଦେଲେ ରଣବୀର-ଆଲିଆ

ବଲିଉଡ୍‌ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟ ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ତାଙ୍କ ବିବାହକୁ ନେଇ ପ୍ରାୟ ସମସ୍ତେ ବେସ ଖୁସି ଅଛନ୍ତି। ଏହି ନବଦମ୍ପତିଙ୍କୁ ସମସ୍ତେ ଶୁଭେଚ୍ଛା ଆର୍ଶୀବାଦ ଦେଉଛନ୍ତି । ରଣବୀର ଏବଂ ଆଲିଆଙ୍କ…

କିଲି ପଲଙ୍କ ମୁଣ୍ଡରେ ଚଢିଲା ‘କେଜିଏଫ୍‌-୨’ର ଭୁତ

ମୁମ୍ବାଇ: ସୋସିଆଲ ମିଡିଆରେ ତାଞ୍ଜାନିଆର ଇଣ୍ଟରନେଟ ସେନସେଶନ କିଲି ପଲ ବଲିଉଡ ଫିଲ୍ମ ସହ ସାଉଥ ଇଣ୍ଡିଆନ ଫିଲ୍ମ ଗୀତର ଡାଏଲଗରେ ଲିପ ସିଙ୍କ ଭିଡିଓ ପ୍ରସ୍ତୁତ କରୁଥିବା ଦେଖାଯାଇଛି । ଯାହା ଭାରତରେ ଖୁବଶୀଘ୍ର ଚର୍ଚ୍ଚାକୁ ଆସିଯାଉଛି । ଏବେ…

ବକ୍ସ ଅଫିସରେ କେଜିଏଫ୍‌ର ସୁନାମୀ

ବମ୍ବେ: ବକ୍ସ ଅଫିସରେ କେଜିଏଫ୍‌ର ସୁନାମୀ। ରିଲିଜ ହେବାର ଦୁଇଦିନ ନପୂରୁଣୁ ଫିଲ୍ମଟି ୧୦୦ କୋଟି ବ୍ୟବସାୟ କରିଛି। ବଡ଼ ବଡ଼ ଦକ୍ଷିଣ ଭାରତୀୟ ସିନେମାଠାରୁ ଆରମ୍ଭ କରି ବଲିଉଡ୍‌ ଚଳଚ୍ଚିତ୍ରକୁ ଏହା ପଛରେ ପକାଇଛି। ରିଲିଜର ପ୍ରଥମ ଦିନରେ କେଜିଏଫ୍‌…

ରଜନୀକାନ୍ତଙ୍କଠାରୁ ବି ଅଧିକ ପାଉଣା ନିଅନ୍ତି ଏହି ଅଭିନେତା

ହାଇଦ୍ରାବାଦ: ଜୋସେଫ ବିଜୟ ଚନ୍ଦ୍ରଶେଖର ଥାଲାପତି ବିଜୟ ନାମରେ ପ୍ରଶଂସକଙ୍କ ଗହଣରେ ପରିଚିତ। ଦୁଇ ଦଶକରୁ ଅଧିକ ସମୟ ଧରି ସେ ତାମିଲ ଫିଲ୍ମଜଗତ ସହ ଜଡ଼ିତ। ନିଜ କ୍ୟାରିୟରରେ ସେ ୬୫ ଫିଲ୍ମ କରି ସାରିଲେଣି। ସେଥିରୁ ପ୍ରାୟତଃ ସବୁ…

ଏହି ଅଭିନେତ୍ରୀଙ୍କୁ ବ୍ରେଷ୍ଟ୍‌ କ୍ୟାନସର

ମୁମ୍ବାଇ: ଅନେକ ଟିଭି ସିରିୟଲରେ ଅଭିନୟର ଯାଦୁ ଦେଖାଇଥିବା ଅଭିନେତ୍ରୀ ଛବି ମିତ୍ତଲ ଏବେ କ୍ୟାନସର ସହ ଲଢୁଛନ୍ତି। ତାଙ୍କୁ ବ୍ରେଷ୍ଟ୍‌ କ୍ୟାନସର ହୋଇଛି। ଏନେଇ ସେ ତାଙ୍କର ସୋସିଆଲ ମିଡିଆ ପୋଷ୍ଟରେ ପ୍ରକାଶ କରିଛନ୍ତି। ଛବି ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ…

ରଣବୀରଙ୍କୁ ଜ୍ୱାଇଁ ଭାବେ ପାଇ ଭାବବିହ୍ବଳ ହେଲେ ମହେଶ ଭଟ୍ଟ

ବମ୍ବେ: ବିବାହ ପରଠାରୁ ଚର୍ଚ୍ଚାରେ ବଲିଉଡ୍‌ର ଅନ୍ୟତମ ହିଟ୍‌ ଯୋଡ଼ି ରଣବୀର କପୁର ଏବଂ ଆଲିଆ ଭଟ୍ଟ। ଗୁରୁବାର ବାସ୍ତୁ ଆପାର୍ଟମେଣ୍ଟରେ ଉଭୟ ହାତକୁ ଦୁଇ ହାତ ହୋଇଛନ୍ତି। ଏହି ବିବାହରେ ପରିବାରଲୋକଙ୍କ ସହ ବନ୍ଧୁ ଏବଂ ସମ୍ପର୍କୀୟମାନେ ଯୋଗ ଦେଇଥିଲେ।…

ବରୁଣ ବୁଲେଟ ଧରି କାନପୁର ରାସ୍ତାରେ ବୁଲୁବୁଲୁ କଟିଗଲା ଚାଲାଣ

ମୁମ୍ବାଇ: ଏବେ ବଲିଉଡ୍‌ର ଆଗଧାଡିର ଅଭିନେତାଙ୍କ ତାଲିକାରେ ରହିଛି ବରୁଣ ଧୱନଙ୍କ ନାମ । ସେ ନିଜ ଅଭିନୟ ବଳରେ ଦର୍ଶକଙ୍କ ନିକଟତର ହୋଇଛନ୍ତି । ଏବେ ସେ ତାଙ୍କ ଆଗାମୀ ଫିଲ୍ମ ପାଇଁ କାନପୁର ଗସ୍ତ କରିଛନ୍ତି । ସେଠାରେ…

ମା’ ହେଲେ ଏହି ଅଭିନେତ୍ରୀ

ହିନ୍ଦୀ ସିରିଏଲ ‘ୟେ ରିସ୍ତା କ୍ୟା କେହଲାତା ହୈ’ ର ଫେମ ଅଭିନେତ୍ରୀ ମୋହିନା କୁମାରୀ ସିଂ ମା’ ହୋଇଛନ୍ତି ବୋଲି ସୂଚନା ମିଳିଛି। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ମୋହିନା କିଛି ମାସ ପୂର୍ବରୁ ସୋସିଆଲ ମିଡିଆରେ…

ଡ୍ରେସିଂ ସେନ୍ସକୁ ନେଇ ପୁଣି ଟ୍ରୋଲ ହେଲେ ରାକ୍ଷୀ

ବଲିଉଡ୍‌ ଅଭିନେତ୍ରୀ ରାକ୍ଷୀ ସାଓ୍ବନ୍ତ ତାଙ୍କ କୌଣସି ନା କୌଣସି କାର୍ଯ୍ୟ ପାଇଁ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ସେ ତାଙ୍କ ଅତରଙ୍ଗୀ ଷ୍ଟାଇଲକୁ ଦେଖାଇବା ପାଇଁ କୌଣସି ସୁଯୋଗ ଛାଡନ୍ତି ନାହିଁ। ତେବେ ରାକ୍ଷୀଙ୍କୁ ଏଥି ଲାଗି ଖୁବ ଟ୍ରୋଲ ହେବାକୁ…

୨୧ ଲକ୍ଷ ଟଙ୍କା ମୂଲ୍ୟର ପିତାଙ୍କ ଘଡି ପିନ୍ଧି ବିବାହ କଲେ ରଣବୀର

ମୁମ୍ବାଇ: ଷ୍ଟାର କପୁଲ ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ପାଇଁ ଏପ୍ରିଲ ୧୪ ଏକ ସ୍ମୃତିର ଦିନ ହୋଇ ରହିଗଲା । ଆଲିଆ ଭଟ୍ଟ ହେଲେ କପୁର ଖାନଦାନର ବୋହୂ । ଏହି ବିବାହ ଖୁବ୍ ଧୁମ ଧାମରେ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?