ରଣବୀରଙ୍କୁ ଜ୍ୱାଇଁ ଭାବେ ପାଇ ଭାବବିହ୍ବଳ ହେଲେ ମହେଶ ଭଟ୍ଟ

ବମ୍ବେ: ବିବାହ ପରଠାରୁ ଚର୍ଚ୍ଚାରେ ବଲିଉଡ୍‌ର ଅନ୍ୟତମ ହିଟ୍‌ ଯୋଡ଼ି ରଣବୀର କପୁର ଏବଂ ଆଲିଆ ଭଟ୍ଟ। ଗୁରୁବାର ବାସ୍ତୁ ଆପାର୍ଟମେଣ୍ଟରେ ଉଭୟ ହାତକୁ ଦୁଇ ହାତ ହୋଇଛନ୍ତି। ଏହି ବିବାହରେ ପରିବାରଲୋକଙ୍କ ସହ ବନ୍ଧୁ ଏବଂ ସମ୍ପର୍କୀୟମାନେ ଯୋଗ ଦେଇଥିଲେ। ଏବେ ବିବାହର ଅନେକ ଫଟୋ ଏବଂ ଭିଡିଓ ବେଶ ଭାଇରାଲ ହେଉଛି। ସେଥିରୁ ଗୋଟିଏ ଫଟୋ ସମସ୍ତଙ୍କ ହୃଦୟ ଜିଣୁଛି। ଫଟୋରେ ମହେଶ ଭଟ୍ଟ ଜ୍ୱାଇଁଙ୍କୁ କୁଣ୍ଢାଇଥିବା ଦେଖାଯାଉଛି। ସେ ବେଶ ଭାବବିହ୍ବଳ ନଜର ଆସୁଛନ୍ତି। ଝିଅ ଆଲିଆଙ୍କ ବିବାହକୁ ନେଇ ଉଭୟ ପରିବାରର ଖୁସି ବେଶ ବାରି ହୋଇ ପଡ଼ୁଛି। ଆଲିଆଙ୍କ ଭଉଣୀ ପୂଜା ଭଟ୍ଟ ଏହି ଫଟୋ ଶେୟାର କରି ଲେଖିଛନ୍ତି-ଯେତେବେଳେ ହୃଦୟରୁ କହିବା ଏବଂ ଶୁଣିବା ଲୋକ ଥିବେ ତେବେ ଶବ୍ଦର ଆବଶ୍ୟକତା କ’ଣ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଦେଖାରେ ଶାହିଦଙ୍କୁ ହୃଦୟ ଦେଇ ବସିଥିଲେ ଏହି ଅଭିନେତ୍ରୀ, ଦୁଇ ମାସ ଯାଏ ପଛରେ ପଡ଼ି…

ବମ୍ବେ: ଦିଲ୍ଲୀରେ ଜନ୍ମ ହୋଇଥିଲେ ହେଁ ମୁମ୍ବାଇ ପାଲଟିଛି ନୂଆ ଠିକଣା। ମା’ବାପା ଅଲଗା ହେବା ପରେ ବାପାଙ୍କସହ ସ୍ବପ୍ନର ସହରକୁ ଚାଲିଆସିଥିଲେ ଅଭିନେତା ଶାହିଦ...

ପୁଣି ଥରେ ଆତ୍ମହତ୍ୟା କରିବେ ସୁଶାନ୍ତ

ମୁମ୍ବାଇ, ୩।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଧୀରେଧୀରେ ଅଧିକ ରହସ୍ୟମୟ ହେବାରେ ଲାଗିଛି। ଏବେ ବିହାର ପୋଲିସ ପକ୍ଷରୁ ସୁଶାନ୍ତଙ୍କର ଆତ୍ମହତ୍ୟା...

ନିଜ ଟୁଇଟର ଆକାଉଣ୍ଟ ଡିଲିଟ୍‌ କଲେ ଅନୁରାଗ

ମୁମ୍ବାଇ: ବଲିଉଡ୍‌ର ନାମୀ ନିର୍ଦ୍ଦେଶକ ଅନୁରାଗ କାଶ୍ୟପ ଏବେ ତାଙ୍କ ଟୁଇଟର ଆକାଉଣ୍ଟ ଡିଲିଟ କରିଥିବା କହିଛନ୍ତି। ଗ୍ୟାଙ୍ଗସ୍‌ ଅଫ୍‌ ଓ୍ବାସିପୁର, ବ୍ଲାକ ଫ୍ରାଇଡେ ଭଳି...

ବଲିଉଡରେ ଡ୍ରଗ୍ସ କାରବାର ଲିଙ୍କ୍: ସମ୍ମୁଖକୁ ଆସିଲା ଦୀପିକାଙ୍କ ନାମ

ବଲିଉଡରେ ଡ୍ରଗ୍ସ ଲିଙ୍କ ନେଇ ଅଭିନେତ୍ରୀ ରିୟା ଚକ୍ରବର୍ତୀ ଗିରଫ ହେବ ପରେ ସାରା ଅଲ୍ଲୀ ଖାନ, ରକୁଳ ପ୍ରୀତି ସିଂ ଏବଂ ଶ୍ରଦ୍ଧା କପୁରଙ୍କ...

ପୁଣି ଘୁଞ୍ଚିଲା ରିଲିଜ୍‌ ଡେଟ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅମିର ଖାନ ଏବଂ ଅଭିନେତ୍ରୀ କରୀନା କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ’ଲାଲ ସିଂହ ଚଢା’ର ରିଲିଜ ଡେଟ୍‌ ପୁଣି ଘୁଞ୍ଚିଲା ।...

ଇଣ୍ଡିଆନ୍‌ ଆଇଡଲ୍‌ ଜିତିବା ବଦଳାଇଲା ଭାଗ୍ୟ: ସନିଙ୍କୁ ମିଳିଲା ଟି-ସିରିଜ୍‌ ସହ କାମ କରିବାର ସୁଯୋଗ

ବମ୍ବେ: ଗରିବ ପରିବାରରୁ ଆସିବା ସତ୍ତ୍ୱେ ଜୀବନରେ ଉଚ୍ଚ ଆଶା ରଖିଥିଲେ ଇଣ୍ଡିଆନ୍‌ ଆଇଡଲ୍‌ ବିଜେତା ସନି ହିନ୍ଦୁସ୍ତାନୀ। ସନିଙ୍କ ପିତା ଜୋତା ପଲିସ୍‌ କରୁଥିବା...

ଚୁମ୍ବନକୁ ନେଇ ଚର୍ଚ୍ଚାରେ ଏହି ଅଭିନେତ୍ରୀ

ମୁମ୍ବାଇ: ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ନାଡିଜ୍‌ ଏବେ ଚର୍ଚ୍ଚାରେ ରହିଛନ୍ତି। ଠଗ୍‌ ସୁକେଶ ଚନ୍ଦ୍ରଶେଖରଙ୍କ ସହ ସମ୍ପର୍କକୁ ନେଇ ଏବେ ବଲିଉଡ୍‌ରେ ଚର୍ଚ୍ଚା। ଏହି ଚର୍ଚ୍ଚା ଭିତରେ...

ପିଲାଦିନ ଫଟୋରେ ଏମିତି ଦିଶୁଛନ୍ତି ସଲମାନଙ୍କ ହିରୋଇନ୍‌

ବଲିଉଡର ଅନେକ ଷ୍ଟାର ପ୍ରାୟତଃ ସେମାନଙ୍କର ପିଲାଦିନର ଫଟୋ ଶେୟାର କରନ୍ତି। ସେ ଏହି ଫଟୋଗୁଡ଼ିକରେ ବହୁତ ସୁନ୍ଦର ଦେଖାଯାନ୍ତି। ଏଥିରେ ସେମାନଙ୍କୁ ଚିହ୍ନିବା ସହଜ...

Advertisement
Archives

Model This Week