ବକ୍ସ ଅଫିସରେ କେଜିଏଫ୍‌ର ସୁନାମୀ

ବମ୍ବେ: ବକ୍ସ ଅଫିସରେ କେଜିଏଫ୍‌ର ସୁନାମୀ। ରିଲିଜ ହେବାର ଦୁଇଦିନ ନପୂରୁଣୁ ଫିଲ୍ମଟି ୧୦୦ କୋଟି ବ୍ୟବସାୟ କରିଛି। ବଡ଼ ବଡ଼ ଦକ୍ଷିଣ ଭାରତୀୟ ସିନେମାଠାରୁ ଆରମ୍ଭ କରି ବଲିଉଡ୍‌ ଚଳଚ୍ଚିତ୍ରକୁ ଏହା ପଛରେ ପକାଇଛି। ରିଲିଜର ପ୍ରଥମ ଦିନରେ କେଜିଏଫ୍‌ ୨ ୫୪ କୋଟି ଓପନିଂ କରିଥିଲା। ଏବେ ଦ୍ୱିତୀୟ ଦିନରେ ଏହା ୪୬.୭୯ କୋଟି ଟଙ୍କା ରୋଜଗାର କରିଛି। ମୋଟରେ ଦେଖିଲେ ଫିଲ୍ମ ୧୦୦.୭୪ କୋଟି କମାଇ ସାରିଲାଣି।

ଟ୍ରେଣ୍ଡ ମୁତାବକ, କେଜିଏଫ୍‌-୨ ସୁପରହିଟ୍‌ ବାହୁବଲୀ ୨ ଏବଂ ଦଙ୍ଗଲ ଭଳି ଫିଲ୍ମଠାରୁ ଅଧିକ ପସନ୍ଦ ଆସୁଛି। ଆଗାମୀ ଦିନରେ ଛୁଟି ଦିନ ଥିବାରୁ ଏହା ଭଲ ବ୍ୟବସାୟ କରିବ ବୋଲି ଅନୁମାନ କରାଯାଉଛି।

କେଜିଏଫ୍‌ରେ ୟଶଙ୍କ ବ୍ୟତୀତ ସଞ୍ଜୟ ଦତ୍ତ, ରବୀନା ଟଣ୍ଡନ ନଜର ଆସୁଛନ୍ତି। ନନ୍‌ଷ୍ଟପ୍‌ ବ୍ୟବସାୟକୁ ଦେଖି କେହି କେହି ଫିଲ୍ମଟି ବ୍ୟବସାୟରେ ମାଇଲ୍‌ଷ୍ଟୋନ ହାସଲ କରିବ ବୋଲି କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହର ୨୧ ବର୍ଷ ପରେ ପ୍ରେମରେ ପଡ଼ିଥିଲେ ଅର୍ଜୁନ: ୪୮ ବର୍ଷ ବୟସରେ ୩୩ ବର୍ଷୀୟ ମଡେଲଙ୍କୁ କରୁଛନ୍ତି ଡେଟ୍‌

ବମ୍ବେ: ପ୍ରେମ କେତେବେଳେ କେଉଁ ପରିସ୍ଥିତିରେ ଜୀବନ ପରିଧି ଆଡେଇ ହୃଦୟକୁ କବ୍ଜା କରେ ତାହା କହିହୁଏନା। ଠିକ୍‌ ସେଭଳି କିଛି ହୋଇଥିଲା ଅଭିନେତା ଅର୍ଜୁନ...

ପ୍ରସିଦ୍ଧ ଅଭିନେତାଙ୍କ ପରଲୋକ

ନୂଆଦିଲ୍ଲୀ,୨୬।୩: ପୂର୍ବତନ ଏମ୍‌ପି ତଥା ଭେଟେରାନ ମାଲାୟାଲମ ଅଭିନେତା ଇନୋସେଣ୍ଟ ଭାରିଡ ଥାକେଥାଲାଙ୍କ ଦେହାନ୍ତ ହୋଇଛି। କେରଳର କୋଚିସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ସେ ଶେଷନିଶ୍ୱାସ...

ଅମ୍ବାନୀଙ୍କ ଭାବି ବୋହୂଙ୍କ ନାଚ ଦେଖିବାକୁ ପହଞ୍ଚିଲେ ସେଲିବ୍ରିଟି

ଶିଳ୍ପପତି ମୁକେଶ ଅମ୍ବାନୀ ଓ ତାଙ୍କ ସ୍ତ୍ରୀ ନୀତା ଅମ୍ବାନୀ ଭାବି ବୋହୂ ରାଧିକା ମର୍ଚାଣ୍ଟଙ୍କ ପାଇଁ ସ୍ପେଶାଲ ସେରିମନିର ଆୟୋଜନ କରିଥିଲେ। ଏହି ଅବସରରେ...

ବିବାହ ଗୁଜବକୁ ନେଇ ମୁହଁ ଖୋଲିଲେ ଆହାନ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁନୀଲ ସେଟ୍ଟିଙ୍କ ପୁଅ ଆହାନ ସେଟ୍ଟୀଙ୍କର ଫିଲ୍ମ ରିଲିଜ୍‌ ହୋଇଛି । ପ୍ରଥମ ଥର ପାଇଁ ସେ ବଲିଉଡ୍‌ରେ ଡେବ୍ୟୁ କରିଛନ୍ତି...

ଏକଦା ବିପାଶାଙ୍କୁ ‘କଳା ବିରାଡ଼ି’ କହିଥିଲେ କରିନା, ରାଗରେ ମାରିଦେଇଥିଲେ ଚାପୁଡ଼ା; ଆଉ ତା’ ପରେ…

ବମ୍ବେ: ପୁଣି ଥରେ ମା’ ହୋଇଥିବା ବେବୋଙ୍କ ଅତୀତ ବେଶ୍‌ ବିବାଦୀୟ। ଏକଦା ବ୍ଲାକ୍‌ ବିଉଟି ବିପାଶାଙ୍କ ସହ ତାଙ୍କର ଜୋରଦାର ଝଗଡ଼ା ହୋଇଥିଲା। କଥା...

ରଣବୀର ସିଂଙ୍କ ନାଁରେ ଏଫ୍‌ଆଇଆର୍‌

ମୁମ୍ବାଇ,୨୬।୭: ବଲିଉଡ୍‌ ଅଭିନେତା ରଣବୀର ସିଂଙ୍କ ବିରୋଧରେ ମୁମ୍ବାଇ ଥାନାରେ ଦୁଇଟି ଅଭିଯୋଗ ହୋଇଛି। ପେପର୍‌ ମାଗାଜିନ୍‌ ପାଇଁ ସେ କରିଥିବା ନ୍ୟୁଡ୍‌ ଫଟୋଶୁଟ ମହିଳାଙ୍କ...

ଟାଇଗର ଶ୍ରଫ୍‌ଙ୍କ ଗର୍ଲଫ୍ରେଣ୍ଡଙ୍କୁ ଡେଟ୍‌ କରିସାରିଛନ୍ତି ଏହି ଅଭିନେତା,ପୁରୁଷ ବନ୍ଧୁଙ୍କ ସହ ସମ୍ପର୍କକୁ ନେଇ ଭାଙ୍ଗିଥିଲା ସମ୍ପର୍କ

ବମ୍ବେ: ବଲିଉଡ୍‌ ହେଉ କି ଟେଲି ପରଦା, ଅନେକ କଳାକାର ଏଭଳି ଅଛନ୍ତି ଯେଉଁମାନେ ନିଜର ଲଭ୍‌ଲାଇଫ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ସେଭଳି ଜଣେ ହେଲେ...

ଆଉ ଗୋଟିଏ ଦିନର ଅପେକ୍ଷା: ପ୍ରେମିକାଙ୍କ ହାତ ଧରିବେ ଏହି ବାହୁବଲୀ ଷ୍ଟାର

ବମ୍ବେ: ହାତକୁ ଦୁଇହାତ ହେବେ ବାହୁବଲୀ ଷ୍ଟାର ରାଣା ଦଗ୍ଗୁବତୀ। ମିହିକା ବଜାଜକୁ ପସନ୍ଦ କରିବା ପରେ ନିର୍ବନ୍ଧ ସରିଥିଲା। ଅଗଷ୍ଟ ୮ରେ ଉଭୟଙ୍କ ବିବାହ...

Advertisement
Archives

Model This Week