ମନୋରଞ୍ଜନ

ଏହି ଦିନ ରିଲିଜ ହେବ ଶିଳ୍ପାଙ୍କ ଫିଲ୍ମ ‘ନିକମ୍ମା’

ମୁମ୍ବାଇ,୩୧ା୩: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ବହୁତ ଦିନ ପରେ ସ୍କ୍ରିନ୍‌ରେ ଦେଖିବାକୁ ମିଳିବ। ତାଙ୍କର ଆଗାମୀ ଫିଲ୍ମ ‘ନିକମ୍ମା’ ଚଳିତବର୍ଷ ରିଲିଜ ହେବ। ଏନେଇ ପ୍ରଶଂସକମାନେ ବହୁତ ଖୁସି ଅଛନ୍ତି। ତେବେ ଫିଲ୍ମଟି ଜୁନ୍‌ ୧୭ରେ ମୁକ୍ତିଲାଭ କରିବ। ଫିଲ୍ମରେ…

ଝିଅଙ୍କ ସାମ୍ନାରେ ଅଭିନେତ୍ରୀଙ୍କୁ ପିଟୁଥିଲେ ସ୍ବାମୀ

ବମ୍ବେ: ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ଶ୍ୱେତା ତିଓ୍ବାରୀ ଅଭିନୟ ସହ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଭୋଜପୁରୀ ସମେତ ବଲିଉଡ୍‌ ଫିଲ୍ମରେ କାମ କରିଥିବା ଶ୍ୱେତା ଦୁଇ ଦୁଇ ଥର ବିବାହ କରିଥିଲେ ହେଁ ହୋଇଛନ୍ତି ବିଫଳ। ଜୀବନସାଥୀ…

ବାପା ବସ୍‌ ଡ୍ରାଇଭର, ପୁଅ କିନ୍ତୁ ସୁପରଷ୍ଟାର

ହାଇଦ୍ରାବାଦ: ବାପା ଜଣେ ବସ୍‌ ଡ୍ରାଇଭର। ହେଲେ ପୁଅ ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାର। ଆମେ କହୁଛୁ କେଜିଏଫ୍‌ ଷ୍ଟାର ୟଶଙ୍କ କଥା। ପୂର୍ବରୁ ଫିଲ୍ମର ପ୍ରଥମ ଭାଗ ରିଲିଜ ହୋଇଥିବା ବେଳେ ଆଗାମୀ ଏପ୍ରିଲ ୧୪ରେ ଏହାର ଦ୍ୱିତୀୟ ଭାଗ…

ସ୍ମିଥ୍‌ଙ୍କୁ ଓସ୍କାରରୁ ଚାଲିଯିବାକୁ କୁହାଯାଇଥିଲା

ଲସ୍‌ ଆଞ୍ଜେଲସ,୩୧।୩: କମେଡିଆନ କ୍ରିସ ରକ୍‌ଙ୍କୁ ମଞ୍ଚ ଉପରେ ଚାପୁଡ଼ା ମାରିବା ପରେ ଓ୍ବିଲ ସ୍ମିଥଙ୍କୁ ଓସ୍କାର ଉତ୍ସବରୁ ଚାଲି ଯିବାକୁ କୁହାଯାଇଥିଲା। ଏ ନେଇ ମୋଶନ ପିକଚର ଆର୍ଟସ ଏବଂ ସାଇନ୍ସ ଏକାଡେମୀ ପକ୍ଷରୁ ବୁଧବାର ସ୍ପଷ୍ଟ କରାଯାଇଛି। ଏକାଡେମୀ…

ଚାପୁଡା ଖାଇବା ପରେ ପ୍ରଥମଥର ଏମିତି କହିଲେ କ୍ରିସ୍‌ ରକ୍‌

ଚଳିତବର୍ଷ ଓସ୍କାର ବିତରଣ ଉତ୍ସବରେ ଏକ ବିବାଦୀୟ ଘଟଣା ଘଟିଥିଲା। ଏହି ସମାରୋହକୁ ହୋଷ୍ଟିଂ କରୁଥିବା କ୍ରିସ ରକଙ୍କୁ ଶକ୍ତ ଚାପୁଡା ମାରିଥିଲେ ଅଭିନେତା ୱିଲ ସ୍ମିଥ। ସ୍ତ୍ରୀଙ୍କ କେଶକୁ ନେଇ ରକ୍‌ ପରହାସ କରିଥିବାରୁ ଓ୍ବିଲ୍‌ ଚାପୁଡା ମାରିଥିଲେ। ଅବଶ୍ୟ…

ସରନେମ୍‌ ବ୍ୟବହାର କରନ୍ତିନି କାଜଲ, ଜାଣନ୍ତୁ କାହିଁକି

ମୁମ୍ବାଇ: ବଲିଉଡ୍‌ର ଅନେକ ଷ୍ଟାର ଅଛନ୍ତି, ଯେଉଁମାନେ ସେମାନଙ୍କ ନାଁ ପରେ ଟାଇଟଲ ସରନେମ୍‌ ବ୍ୟବହାର କରନ୍ତି ନାହିଁ। ବଲିଉଡ୍‌କୁ ଆସିବା ପୂର୍ବରୁ ସରନେମ୍‌ ବ୍ୟବହାର କରୁଥିଲେ ମଧ୍ୟ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିବା ପରେ ସେମାନେ ଆଉ ସରନେମ୍‌ ବ୍ୟବହାର କରିନାହାନ୍ତି।…

ଓଜନ ବଢିବା ନେଇ ମୁହଁ ଖୋଲିଲେ ମିସ୍‌ ୟୁନିଭର୍ସ

୨୦୨୧ରେ ମିସ୍‌ ୟୁନିଭର୍ସ ଟାଇଟଲ ଜିତିଥିବା ହରନାଜ୍‌ ସାନ୍ଧୁ ଏବେ ଚର୍ଚ୍ଚାରେ ଅଛନ୍ତି। ଦୀର୍ଘ ୨୧ ବର୍ଷର ଅପେକ୍ଷା ପରେ ଭାରତର ଝିଅ ହରନାଜ୍‌ ମିସ ୟୁନିଭର୍ସ ଟାଇଟଲ ଜିତିଥିଲେ। ଟାଇଟେଲ ଜିତିବା ପରେ ହରନାଜ୍‌ ବିଭିନ୍ନ ଇଭେଣ୍ଟ, ଫ୍ୟାଶନ ଶୋ’…

କରିସ୍ମାଙ୍କୁ ଶାଶୁ ମାରିଥିଲେ ଚାପୁଡ଼ା

ବମ୍ବେ: ଏକ ସମୟରେ କରିସ୍ମା କପୁର ବଲିଉଡ୍‌ର ଚର୍ଚ୍ଚିତ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ଥିଲେ। ଗୋଟିଏ ପରେ ଗୋଟିଏ ସୁପରହିଟ୍‌ ଫିଲ୍ମ ଦେଇ ସେ ପ୍ରଶଂସକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। ନିଜର କ୍ୟାରିୟରରେ ଅନେକ ବଡ଼ ହିରୋଙ୍କ ସହ…

କ୍ୟାଟ୍ରିନାଙ୍କ ବିଷୟରେ ଏମିତି କହିଲେ ଦିଅର

ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବେ କୌଶଲ ପରିବାରର ବୋହୂ। କୌଶଲ ପରିବାରକୁ ଆସିବା ପରେ କେବଳ କ୍ୟାଟ ନୁହେଁ, ତାଙ୍କ ଶାଶୁ, ଶ୍ୱଶୂର ଏବଂ ଦିଅର ବହୁତ ଖୁସି ଅଛନ୍ତି। ଆମେ ଏହା କହୁ ନାହୁଁ। କ୍ୟାଟ୍ରିନାଙ୍କ ଦିଅର ତଥା…

୩୩ ବର୍ଷରେ ଗାୟକ ଟମ୍‌ ପାର୍କରଙ୍କ ପରଲୋକ

ନୂଆଦିଲ୍ଲୀ: ଆଉ ନାହାନ୍ତି ‘ଦ ଓ୍ବାଣ୍ଟେଡ୍‌’ ବ୍ୟାଣ୍ଡର ସଦସ୍ୟ ତଥା ଲୋକପ୍ରିୟ ଗାୟକ ଟମ୍‌ ପାର୍କର। ସେ ଦୀର୍ଘଦିନରୁ ବ୍ରେନ୍‌ ଟ୍ୟୁମରରେ ପୀଡ଼ିତ ଥିଲେ। ଏହାର ଚିକିତ୍ସା ଚାଲୁ ରହିଥିଲେ ହେଁ ବୁଧବାର ସେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ମୃତ୍ୟୁ…

ପ୍ରଥମଥର ଜାହ୍ନବୀଙ୍କ ସହ ସ୍କ୍ରିନ୍ ଶେୟାର କରିବେ ବରୁଣ

ମୁମ୍ବାଇ: ବଲିଉଡ୍ ଅଭିନେତା ବରୁଣ ଧୱନ ଓ ଅଭିନେତ୍ରୀ ଜାହ୍ନବୀ କପୁର ପ୍ରଥମଥର ଲାଗି ସ୍କ୍ରିନ ଶେୟାର କରିବାକୁ ଯାଉଛନ୍ତି । ଫିଲ୍ମ ‘ବୱାଲ’ ଜରିଆରେ ଏମାନେ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ଆସୁଛନ୍ତି । ପ୍ରଥମେ ମେକର୍ସ ଫିଲ୍ମର ରିଲିଜ୍ ଡେଟ୍…

୭ମ ଥର ମାତାପିତା ହେବାକୁ ଯାଉନ୍ତି ଏହି ଷ୍ଟାର ଦମ୍ପତି

ହଲିଉଡ ଅଭିନେତା ଆଲେକ ବାଲ୍ଡୱିନ ଖୁବ ଶୀଘ୍ର ପିତା ହେବାକୁ ଯାଉଛନ୍ତି। ତାଙ୍କ ସ୍ତ୍ରୀ ହିଲେରିଆ ଥୋମାସ ସପ୍ତମ ଥର ପାଇଁ ଏକ ମା’ ହେବାକୁ ଯାଉଛନ୍ତି। ସେ ଏହି ସୂଚନା ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ହିଲାରିଆ ଇନଷ୍ଟାଗ୍ରାମରେ ଲେଖିଛନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?