ରାଜକୁମାର ହିରାନୀଙ୍କ ଫିଲ୍ମରେ ନଜର ଆସିବେ ଶାହରୁଖ
ଶେଷରେ ଏକାଠି ହୋଇଛନ୍ତି ବଲିଉଡ ସୁପରଷ୍ଟାର ଶାହରୁଖ ଖାନ ଓ ନିର୍ଦ୍ଦେଶକ ରାଜକୁମାର ହିରାନୀ। ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶନାରେ ଫିଲ୍ମ କରିବେ ଶାହରୁଖ। ଶାହରୁଖ ଓ ରାଜକୁମାର ହିରାନୀ ସେମାନଙ୍କ ଫିଲ୍ମର ନାଁ ଘୋଷଣା କରିବା ସହିତ ରିଲିଜ ତାରିଖ ମଧ୍ୟ…
ଫିଲ୍ମ ନିର୍ଦ୍ଦେଶକ ଟି ରାମା ରାଓଙ୍କ ପରଲୋକ…
ଚେନ୍ନାଇ, ୨୦।୪ : ଅମିତାଭ ବଚ୍ଚନଙ୍କ ସୁପର ହିଟ ଫିଲ୍ମ ନ୍ ‘ଅନ୍ଧା କାନୁନ’ ଏବଂ ହିନ୍ଦୀ ସିନେମାର ପ୍ରସିଦ୍ଧ ବାୟୋପିକ ‘ନାଚେ ମାୟୁରୀ’ ନିର୍ମାଣ କରିଥିବା ନିର୍ଦ୍ଦେଶକ ଟି ରାମା ରାଓଙ୍କ ଚେନ୍ନାଇଠାରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ…
ଖୁବ୍ଶୀଘ୍ର ବିବାହ କରିବେ ଏହି ଯୋଡି
ବଲିଉଡ୍ରେ ବିବାହ ବିବାହ ଋତୁ ଚାଲିଛି । ନିକଟରେ ଆଲିଆ ଭଟ୍ଟଙ୍କ ବିବାହ ହୋଇସାରିଛି। ବର୍ତ୍ତମାନ ଏହି ତାଲିକାରେ ଆଉ ଏକ ନାମ ଯୋଡି ହେବାକୁ ଯାଉଛି । ସେମାନେ ହେଉଛନ୍ତି ଆଥିଆ ଶେଟ୍ଟୀ ଏବଂ କ୍ରିକେଟର କେ.ଏଲ ରାହୁଲ। ଦୁହିଁଙ୍କର…
ତମାଖୁ ବ୍ରାଣ୍ଡର ବିଜ୍ଞାପନ କରିବାକୁ ମନା କରିଦେଲେ ଏହି ସାଉଥ୍ ସୁପରଷ୍ଟାର
ବମ୍ବେ: ପୁଷ୍ପା ଫିଲ୍ମ ଜରିଆରେ କୋଟି କୋଟି ପ୍ରଶଂସକଙ୍କ ହୃଦୟ ଜିତିଥିବା ଅଲ୍ଲୁ ଅର୍ଜୁନ ପୁଣି ଚର୍ଚ୍ଚାରେ। ଏହା ପଛର କାରଣ ଜାଣିଲେ ଆପଣ ତାଙ୍କ ଉପରେ ଗର୍ବ କରିପାରନ୍ତି। ନିକଟରେ ତାଙ୍କୁ ଏକ ତମାଖୁ ବ୍ରାଣ୍ଡj ବିଜ୍ଞାପନ କରିବାକୁ ଅଫର୍…
‘ମୁଁ ରଣବୀର, ଆଲିଆଙ୍କ ସ୍ବାମୀ, ମୋର ସବୁ ଶାଳୀଙ୍କୁ ୧୨ ଲକ୍ଷ ଦେବି’
ବମ୍ବେ: ନିକଟରେ ହାତକୁ ଦୁଇହାତ ହୋଇଛନ୍ତି ରଣବୀର କପୁର-ଆଲିଆ ଭଟ୍ଟ। ଏହି ହାଇପ୍ରୋଫାଇଲ ବିବାହର ଫଟୋଗୁଡ଼ିକୁ ପରିବାରଲୋକେ ଧିରେ ଧିରେ ଶେୟାର କରୁଛନ୍ତି। ସେଥିରୁ କିଛି ବେଶ ଚର୍ଚ୍ଚାରେ ରହୁଛି। ସେଭଳି ଗୋଟିଏ ଫଟୋ ଏବେ ଚର୍ଚ୍ଚାରେ। ଫଟୋଟିରେ ଶାଳୀମାନଙ୍କ ଗହଣରେ…
ବାହୁବଳୀ -୨କୁ ପଛରେ ପକାଇ ରେକର୍ଡ ଭାଙ୍ଗିଲା କେଜିଏଫ-୨
ଫିଲ୍ମ ‘କେଜିଏଫ-୨’ ବକ୍ସ ଅଫିସ୍ରେ ଭଲ ଆୟ କରୁଛି। ବର୍ତ୍ତମାନ କଲେକ୍ସନ ଜାରି ରହିଥିବା ବେଳେ ଫିଲ୍ମ ରିଲିଜର ୫ମ ଦିନରେ ୨୦୦ କୋଟିରୁ ଅଧିକ ଆୟ କରି ବାହୁବଳୀ -୨ର ରେକର୍ଡ ଭାଙ୍ଗିଛି। ବାହୁବଳୀ ୨ ରିଲିଜ ହେବାର ୭…
ମା’ ହେଲେ ଅଭିନେତ୍ରୀ
ହାଇଦ୍ରାବାଦ: ମା’ ହେଲେ ଲୋକପ୍ରିୟ ଅଭିନେତ୍ରୀ କାଜଲ ଅଗ୍ରଓ୍ବାଲ। ସେ ଏବଂ ସ୍ବାମୀ ଗୌତମ କିଚଲୁ ଏକ ପୁତ୍ର ସନ୍ତାନକୁ ସ୍ବାଗତ କରିଛନ୍ତି। ଏହାକୁ ନେଇ ଉଭୟଙ୍କ ପରିବାରରେ ଖୁସିର ଲହରି ଖେଳିଯାଇଛି। ଏବେ ପ୍ରଶଂସକମାନେ ପୁଅର ମୁହଁ ଦେଖିବାକୁ ଉତ୍କଣ୍ଠା…
ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବ ‘କଶ୍ମୀର ଫାଇଲ୍ସ’
ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘କଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ଧମାକାଦାର ଆୟ କରୁଛି। ତେବେ ନିକଟରେ ଏକ ଖବର ସାମ୍ନାକୁ ଆସିଛି ଯେ, ଫିଲ୍ମଟି ଖୁବ୍ଶୀଘ୍ର ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବ। ଏ ନେଇ ବିବେକ ଅଗ୍ନିହୋତ୍ରୀ ସୋସିଆଲ ମିଡିଆରେ…
ରିଲିଜ୍ ହେଲା ‘ଥାର’ର ଧମାକାଦାର ଟ୍ରେଲର
ମୁମ୍ବାଇ: ଅନିଲ କପୁର ଓ ହର୍ଷ ବର୍ଦ୍ଧନ କପୁରଙ୍କ ଅଭିନୀତ ଫିଲ୍ମ ‘ଥାର’ ସମ୍ପର୍କରେ ଯେବେଠାରୁ ଘୋଷଣା କରାଗଲାଣି ସେବେଠାରୁ ଏହି ମୁଭିକୁ ନେଇ ଦର୍ଶକଙ୍କ ମନରେ ଆଗ୍ରହ ବଢିବାରେ ଲାଗିଛି । ଏହାର କାରଣ ହେଉଛି ପ୍ରଥମଥର ଲାଗି ଏହି…
ସାମନ୍ଥାଙ୍କ ପ୍ରଥମ ରୋଜଗାର କେତେ ଥିଲା ଜାଣନ୍ତି
ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ ଏବେ ଲୋକପ୍ରିୟ ଅଭିନେତ୍ରୀ ତାଲିକାରେ ସ୍ଥାନ ପାଇଛନ୍ତି। ଗତ ବର୍ଷ ସାମନ୍ଥା ୱେବ ସିରିଜ୍ ‘ଦି ଫ୍ୟାମିଲି ମ୍ୟାନ-୨’ରେ ରାଜି ଚରିତ୍ରରେ ବେଶ ଲୋକପ୍ରିୟ ହୋଇଥିଲେ। ଏହା ପରେ ବ୍ଲକବଷ୍ଟର ଫିଲ୍ମ ପୁଷ୍ପାର…
ହନୁମାନ ଦିକ୍ଷା ନେଲେ ଜୁନିୟର ଏନ୍ଟିଆର୍
ଚେନ୍ନାଇ: ସାଉଥ୍ ଷ୍ଟାର ରାମ ଚରଣ ଓ ଜୁନିୟର ଏନଟିଆର୍ ଏବେ ଖୁବ୍ ଚର୍ଚ୍ଚାରେ । ଏମାନଙ୍କ ଅଭିନୀତ ଫିଲ୍ମ ‘ଆର୍ଆର୍ଆର୍’ ବକ୍ସ ଅଫିସରେ କମାଲ କରିଥିବା ବେଳେ ଜବରଦସ୍ତ ବ୍ୟବସାୟ କଲା । ଫିଲ୍ମର ସଫଳତାକୁ ନେଇ ଏମାନେ ଖୁବ୍…
‘ଲକଅପ’ ଶୋ’ରେ ଅତୀତର କିଛି ଘଟଣାକୁ ଖୁଲାସା କଲେ ପୁନମ୍
ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଲୋକପ୍ରିୟ ଶୋ ‘ଲକଅପ’ରେ ଅନେକ ସେଲିବ୍ରିଟି ଆସୁଛନ୍ତି, ଯାହାଙ୍କ ନାମ କିଛି ବିବାଦ ସହ ଜଡିତ ରହିଛି॥ ବର୍ତ୍ତମାନ ଶୋ’ରେ ୱାଇଲ୍ଡ କାର୍ଡ ଏଣ୍ଟ୍ରି ହୋଇଛି। ଏହାରି ଭିତରେ ପୁନମ୍ ମଧ୍ୟ କିଛି ନୂଆ ଖୁଲାସା କରିଛନ୍ତି।…

