ମନୋରଞ୍ଜନ

ବଢୁଛି କ୍ରେଜ୍‌, ଜାଣନ୍ତୁ ଦ୍ୱିତୀୟ ଦିନରେ କେତେ ଆୟ କରିଛି ‘କେଜିଏଫ୍‌-୨’

ଫିଲ୍ମ ଷ୍ଟାର୍‌ ୟଶଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘କେଜିଏଫ୍‌-୨’ ରିଲିଜ୍‌ ହେବା ପରେ ସିନେମା ହଲ୍‌ରେ ଦର୍ଶକଙ୍କ ଭିଡ ଦେଖିବାକୁ ମିଳିଛି। ଫିଲ୍ମ ରିଲିଜ୍‌ ପୂର୍ବରୁ ଆଡଭାନ୍ସ ବୁକିଂରେ ରେକର୍ଡ ମଧ୍ୟ କରିଥିଲା ଏହି ଫିଲ୍ମ। ତେବେ ପ୍ରଥମ ଦିନରେ ଫିଲ୍ମଟି…

ଜାଣନ୍ତୁ କେଉଁଠି ହେବ ଲଭ୍‌ବାର୍ଡଙ୍କ ରିସେପ୍ସନ

ବଲିଉଡ୍‌ ଅଭିନେତା ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହ ଧୁମ୍‌ଧାମ୍‌ରେ ହୋଇଯାଇଛି। ୫ବର୍ଷର ସମ୍ପର୍କକୁ ଦୁହେଁ ଅଫିସିଆଲ କରିଛନ୍ତି। ତାଙ୍କ ବିବାହକୁ ନେଇ ପ୍ରଶଂସକ ଶୁଭେଚ୍ଛା ଜଣାଇଛନ୍ତି। ପରିବାର ଏବଂ ଘନିଷ୍ଠ ବନ୍ଧୁଙ୍କ ଗହଳିରେ ଦୁହିଁଙ୍କ ବିବାହ ସରିଛି। ବର୍ତ୍ତମାନ…

ଏପ୍ରିଲ ୨୪ରେ ବିବାହ କରିବେ ଶାୟଲୀ

ବମ୍ବେ: ଇଣ୍ଡିଆନ ଆଇଡଲ ୧୨ର ସେକେଣ୍ଡ ରନର୍ସ ଅପ୍‌ ଶାୟଲୀ କାମ୍ବଲେ ବିବାହ କରିବେ। ଆସନ୍ତା ଏପ୍ରିଲ ୨୪ରେ ତାଙ୍କ ହାତଗଣ୍ଠି ପଡ଼ିବ। ବିବାହକୁ ଆଉ ଦିନ କେଇଟା ଥିବା ବେଳେ ଶାୟଲୀଙ୍କ ପରିବାର ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।…

କେଜିଏଫ୍‌ ପ୍ରେମରେ କିଲି

ହାଇଦ୍ରାବାଦ: ରିଲିଜ ପରେ ପ୍ରଶଂସକଙ୍କ ହୃଦୟ ଜିତୁଛି ‘କେଜିଏଫ୍‌ ଚାପ୍ଟର ୨’। ଦର୍ଶକଙ୍କ କ୍ରେଜ୍‌ ଏତେ ଯେ ପ୍ରଥମ ଦିନରେ ହିଁ ବ୍ୟବସାୟରେ ରେକର୍ଡ କରିଛି ଫିଲ୍ମ। ଏସବୁ ମଧ୍ୟରେ କେଜିଏଫ୍‌ର ସଂଳାପ, ଗୀତ ସହ କିଛି ଡାଏଲଗ୍‌ର ରିଲ୍ସ ଏବେ…

ରିହାନାଙ୍କୁ ପ୍ରେମିକ ଦେଲେ ଧୋକା ! ବ୍ରେକ୍‌ଅପ୍‌ ନେଇ ବଢ଼ୁଛି ଚର୍ଚ୍ଚା…

ନୂଆଦିଲ୍ଲୀ: ପ୍ରେମିକଙ୍କଠାରୁ ଅଲଗା ହୋଇଛନ୍ତି ହଲିଉଡ୍‌ର ଲୋକପ୍ରିୟ ଗାୟିକା ରିହାନା। କିଛି ଏଭଳି ଚର୍ଚ୍ଚା ସୋସିଆଲ ମିଡିଆରେ ବଢ଼ିବାରେ ଲାଗିଛି। ଗାୟିକାଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇ ନ ଥିଲେ ହେଁ ପ୍ରଶଂସକମାନେ ଚିନ୍ତାରେ ପଡ଼ିଛନ୍ତି। ରିହାନା ପ୍ରେମିକ ରକିଙ୍କ ସହ ବ୍ରେକ୍‌ଅପ୍‌…

ଉଦାହରଣ ପାଲଟିଲେ ଭାରତୀ

ବମ୍ବେ: ମହିଳାଙ୍କ ପାଇଁ ଉଦାହରଣ ପାଲଟିଛନ୍ତି କମେଡି କୁଇନ୍‌ ଭାରତୀ ସିଂହ। ମା’ ହେବାର ୧୨ ଦିନ ପରେ ସେ କାମକୁ ଫେରିଛନ୍ତି। ଶୁକ୍ରବାର ତାଙ୍କୁ ରିଆଲିଟି ଶୋ’ ‘ହୁନରବାଜ’ର ସେଟ୍‌ ବାହାରେ ଦେଖିବାକୁ ମିଳିଛି। ପଚରାଯିବାରେ କଷ୍ଟ ବହୁତ ହେଉଛି।…

ପ୍ରଥମ ଥର ଲାଗି ମୁହଁ ଖୋଲିଲେ

ବମ୍ବେ: ସରୋଗେସୀ ଜରିଆରେ ମା’ ହେବା ନେଇ ଘୋଷଣା କରି ସମସ୍ତଙ୍କୁ ଚମକାଇଥିଲେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା। ଏହାକୁ ଅନେକ ଦିନ ବିତିଥିବା ବେଳେ ପିସି ନିରବ ରହିଆସୁଥିଲେ। ହେଲେ ଏବେ ସେ ମା’ ହେବା ପରର ଅନୁଭୂତିକୁ ସମସ୍ତଙ୍କ ସହ…

୧୨ଦିନର ଶିଶୁକୁ ଘରେ ଛାଡ଼ି କାମକୁ ଫେରିଲେ ଭାରତୀ

ମୁମ୍ବାଇ: କମେଡି କୁଇନ ଭାରତୀ ସିଂହ ସବୁବେଳେ ଅନ୍ୟ ମହିଳାଙ୍କ ପାଇଁ ପ୍ରେରାଣାଦାୟୀ ରହିଆସିଛନ୍ତି। ଗର୍ଭବତୀ ଥିବା ବେଳେ ମଧ୍ୟ ସେ ପୌରାଣିକ କଥା ତଥା ପରମ୍ପରାଗତ ଧାରଣାକୁ ଭଙ୍ଗ କରିଥିଲେ। ନିଜ କାର୍ଯ୍ୟକୁ ଭାରତୀ ବହୁ ଭଲ ପାଆନ୍ତି। ଆଉ…

ବିବାହକୁ ନେଇ ଏମିତି କହିଲେ ଅଭିନେତା

ସାଉଥ୍‌ ସୁପରଷ୍ଟାର ପ୍ରଭାସ ଶେଷ ଥର ପାଇଁ ଫିଲ୍ମ ‘ରାଧେଶ୍ୟାମ’ରେ ନଜର ଆସିଥିଲେ। ତାଙ୍କର ଲୁକ୍‌ ଏବଂ ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖନ୍ତି। ତେବେ କିଛି ଦିନ ତଳେ ତାଙ୍କ ବିବାହକୁ ନେଇ ଜୋରଦାର ଚର୍ଚ୍ଚା ହେଉଥିଲା। ତାଙ୍କ ପ୍ରଶଂସକ ସବୁବେଳେ…

‘ଦ କଶ୍ମୀର ଫାଇଲ୍ସ’ ପରେ ଏବେ ‘ଦ ଦିଲ୍ଲୀ ଫାଇଲ୍ସ’

ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ବକ୍ସ ଅଫିସରେ ୨୫୦ କୋଟି ଟଙ୍କାରୁ ଅଧିକ ରୋଜଗାର କରିଛି। ଫିଲ୍ମର ଏଭଳି ସଫଳତା ଦେଖିବା ପରେ ବିବେକ ଅଗ୍ନିହୋତ୍ରୀ ତାଙ୍କର…

ହସ୍ପିଟାଲରେ ଭର୍ତ୍ତି ହେଲେ ଆଶା ଭୋସଲେଙ୍କ ପୁଅ

ବଲିଉଡର ପ୍ରଖ୍ୟାତ ଗାୟିକା ଆଶା ଭୋସଲେଙ୍କ ପୁଅ ଆନନ୍ଦ ଭୋସଲେ ଦୁବାଇର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛିି । କିଛି ଦିନ ପୂର୍ବରୁ ତଳେ ପଡ଼ିଯାଇଥିଲେ। ଫଳରେ ତାଙ୍କୁ ଆଘାତ ଲାଗିଥିଲା। ଆନନ୍ଦଙ୍କୁ ଦୁବାଇର ଏକ ଡାକ୍ତରଖାନାକୁ ନିଆଯାଇଥିଲା ।…

ସାତଫେରା ବଦଳରେ ଚାରି ଫେରା ନେଲେ ଆଲିଆ-ରଣବୀର, କାରଣ କହିଲେ ଆଲିଆଙ୍କ ଭାଇ

ମୁମ୍ବାଇ: ଆଲିଆ ଭଟ୍ଟ ଏବଂ ରଣବୀର କପୁର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପ୍ରଥମେ ଆଲିଆ ତାଙ୍କ ସୋସିଆଲ ମିଡିଆରେ ନିଜର ବିଶେଷ ଦିନର ଫଟୋ ଶେୟାର କରିଥିଲେ, ଯାହା ଖୁବ୍‌ ଭାଇରାଲ ହୋଇଥିଲା। ଦୁହିଁଙ୍କର ଫଟୋ ଦେଖିବା ପାଇଁ ଉତ୍ସାହର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?