ମନୋରଞ୍ଜନ

ମ୍ୟୁଜିକ ଭିଡିଓ ପାଇଁ ଐଶ୍ୱର୍ଯ୍ୟାଙ୍କୁ ଶୁଭେଚ୍ଛା ଜଣାଇଲେ ଧନୁଷ

ଅଭିନେତା ଧନୁଷ-ଐଶ୍ୱର୍ଯ୍ୟା ରଜନୀକାନ୍ତ ତାଙ୍କ ବ୍ୟକ୍ତଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ୧୮ ବର୍ଷର ସମ୍ପର୍କ ପରେ ଦୁହେଁ ଏବେ ପରସ୍ପରଠାରୁ ଅଲଗା ହୋଇଯାଇଛନ୍ତି। ଏହି ଖବର ଶୁଣିବା ପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ହେଲେ ଏବେ ଦୁହିଁଙ୍କୁ…

ଫିଲ୍ମ ‘ଦ କାଶ୍ମୀର ଫାଇଲସ’୧୦୦ କୋଟି କ୍ଲବ୍‌ ସାମିଲ: ବିଭିନ୍ନ ସ୍ଥାନରେ ହଲ ଫୁଲ

ଫିଲ୍ମ ‘ଦ କାଶ୍ମୀର ଫାଇଲସ’ ବକ୍ସ ଅଫିସ୍‌ରେ ରେକର୍ଡ ଭାଙ୍ଗୁଛି। ରିଲିଜ ହେବାର ଗୋଟିଏ ସପ୍ତାହରେ ୧୦୦ କୋଟି କ୍ଲବ୍‌ ସାମିଲ ହୋଇଛି ଏହି ଫିଲ୍ମ। ଅନେକ ସିନେମା ହଲ ହାଉସ ଫୁଲ ଚାଲୁଛି। ଫିଲ୍ମକୁ ଦେଖିବାକୁ ସିନେମା ହଲ୍‌ରେ ଦର୍ଶକଙ୍କ…

‘ଦ କଶ୍ମୀର ଫାଇଲ୍ସ’ର ସଫଳତା ପାଇଁ ନିର୍ଦ୍ଦେଶକଙ୍କୁ ଅଭିନନ୍ଦନ ଜଣାଇଲେ ସନ୍ନି

ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ‘ଦ କଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗିଛି । ଫିଲ୍ମଟି ମାର୍ଚ୍ଚ ୧୧ରେ ରିଲିଜ୍‌ ହୋଇଥିବା ବେଳେ ଏହାକୁ ଦେଖିବାକୁ ଦର୍ଶକଙ୍କ ପ୍ରବଳ ଭିଡ ଜମୁଛି। ଖୁବ୍‌ଶୀଘ୍ର ୧୦୦ କୋଟି ଅତିକ୍ରମ କରିବ ବୋଲି…

୫ମ ମହଲାରୁ ଖସିପଡ଼ି ବଲିଉଡ୍‌ର ଖ୍ୟାତନାମା ନିର୍ଦ୍ଦେଶକଙ୍କ ପୁଅଙ୍କ ମୃତ୍ୟୁ

ବମ୍ବେ: ହୋଲିରେ ଅଘଟଣ। ଗୋଟିଏ ପଟେ ଯେଉଁଠି ହୋଲିକୁ ନେଇ ସାରା ଦେଶ ଉତ୍ସବମୁଖର ଥିବା ବେଳେ ଏଭଳି ଦିନରେ ବଲିଉଡ୍‌ର ଖ୍ୟାତନାମା ନିର୍ଦ୍ଦେଶକ ଗିରିଶ ମଲିକଙ୍କ ପୁଅଙ୍କ ମୃତ୍ୟୁ ଘଟିଛି। ରହୁଥିବା କୋଠାର ୫ମ ମହଲାରୁ ଖସିପଡ଼ିବା ହେତୁ ୧୭…

୧୦୦ କୋଟି ଅତିକ୍ରମ କରିବ ‘ଦ କଶ୍ମୀର ଫାଇଲ୍ସ’

ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ‘ଦ କଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗିଛି । ଫିଲ୍ମଟି ମାର୍ଚ୍ଚ ୧୧ରେ ରିଲିଜ୍‌ ହୋଇଥିବା ବେଳେ ଏହାକୁ ଦେଖିବାକୁ ଦର୍ଶକଙ୍କ ପ୍ରବଳ ଭିଡ ଜମୁଛି। ୭ ଦିନରେ ବକ୍ସ ଅଫିସରେ ମୋଟ୍‌ ୯୭.୩୦…

ପ୍ରେମିକା ‘ଲକ୍‌ ଅପ୍‌’ରେ; ହେଲେ ବାହାରେ ବିବାହ ନେଇ ଘୋଷଣା କରି ଚର୍ଚ୍ଚାରେ…

ବମ୍ବେ: ପ୍ରେମିକା ‘ଲକ୍‌ ଅପ୍‌’ରେ। ହେଲେ ବାହାରେ ବିବାହ ନେଇ ଘୋଷଣା କରିଛନ୍ତି ପ୍ରେମିକ। ଆମେ କହୁଛୁ ଅର୍ଜୁନ ପୁରସ୍କାର ବିଜେତା ରେସଲର୍‌ ସଂଗ୍ରାମ ସିଂହଙ୍କ ବିଷୟରେ। ଅର୍ଜୁନଙ୍କ ପ୍ରେମିକା ଅଭିନେତ୍ରୀ ପାୟଲ ରୋହତଗୀ ଏବେ ଏକତା କପୁରଙ୍କ ଶୋ’ ‘ଲକ୍‌…

ବିବାହ ପରେ ପ୍ରଥମ ହୋଲି

ବମ୍ବେ: ବିବାହ ପରେ ପ୍ରଥମ ହୋଲି ପାଳିବେ ବି ଟାଉନ୍‌ର ଅନେକ କଳାକାର ଯୋଡ଼ି। ସେମାନଙ୍କ ମଧ୍ୟରେ ବିକ୍କି-କୌଶଲ-କଟ୍ରିନା କୈଫଙ୍କଠାରୁ ଆରମ୍ଭ କରି ଫରହାନ୍‌ ଅଖତର-ଶିବାନୀ ଦାଣ୍ଡେକର ରହିଛନ୍ତି। ରଙ୍ଗର ଏହି ପର୍ବକୁ ନେଇ ସମସ୍ତେ ବେଶ ଉତ୍ସାହିତ ଥିବା ବେଳେ…

ଆଜି ରିଲିଜ୍‌ ହେବ ବହୁ ପ୍ରତୀକ୍ଷିତ ଫିଲ୍ମ‘ବଚ୍ଚନ ପାଣ୍ଡେ’

ବହୁ ପ୍ରତୀକ୍ଷିତ ଫିଲ୍ମ‘ବଚ୍ଚନ ପାଣ୍ଡେ’ଆଜି ରିଲିଜ୍‌ ହେବାକୁ ଯାଉଛି। ଏହି ଫିଲ୍ମରେ ଅଭିନେତା ଅକ୍ଷୟ କୁମାର ଏବଂ ଅଭିନେତ୍ରୀ କ୍ରିତି ସାନନଙ୍କୁ ଦେଖିବାକୁ ପାଇବେ ଦର୍ଶକ। ଏହି ଫିଲ୍ମରେ ଆକ୍ସନ-କମେଡି ଭରପୂର ରହିଛି। ଆଶା କରାଯାଉଛି ଫିଲ୍ମକୁ ଦର୍ଶକ ପସନ୍ଦ କରିବେ।…

‘ଦ କଶ୍ମୀର ଫାଇଲ୍‌’ର ନିର୍ଦ୍ଦେଶକଙ୍କୁ ମିଳିଲା ଓ୍ବାଇ ସୁରକ୍ଷା

ମୁମ୍ବାଇ,୧୮।୩: ବଲିଉଡ୍‌ ଫିଲ୍ମ ‘ଦ କଶ୍ମୀର ଫାଇଲ’ ବର୍ତ୍ତମାନ ଚର୍ଚ୍ଚାରେ ରହିଛି। ବକ୍ସ ଅଫିସ୍‌ରେ ଧମାଲ୍‌ କରିଥିବା ଏହି ଫିଲ୍ମ ୬ଦିନରେ ପ୍ରାୟ ୮୦କୋଟି ଟଙ୍କା ଆୟ କରିସାରିଲାଣି। ଏହି ଫିଲ୍ମକୁ ଅନେକ ରାଜ୍ୟରେ ଟିକସମୁକ୍ତ କରାଯାଇଛି। କେବଳ ଏତିକି ନୁହେଁ…

ହୋଲି ଖେଳରୁ ଦୂରେଇ ରୁହନ୍ତି କରୀନା, କାରଣ ଜାଣିଲେ…

ହୋଲିର ପର୍ବ ସମଗ୍ର ଦେଶରେ ଧୁମଧାମ୍‌ର ସହିତ ପାଳନ କରାଯାଏ। ବଲିଉଡରେ ବି ହୋଲିର ପର୍ବ ଧୁମଧାମରେ ପାଳନ କରାଯାଏ। ତେବେ ଇଣ୍ଡଷ୍ଟ୍ରିରେ ଏପରି ଜଣେ ଅଭିନେତ୍ରୀ ଅଛନ୍ତି ଯିଏକି ହୋଲିର ରଙ୍ଗ ପସନ୍ଦ କରନ୍ତି ନାହିଁ। ସେ ପୂର୍ବରୁ ହୋଲି…

ରିଲିଜ୍‌ ହେଲା ଦିବଂଗତ ଅଭିନେତା ପୁନୀତଙ୍କ ଶେଷ ଫିଲ୍ମ

ଦିବଂଗତ କନ୍ନଡ ଅଭିନେତା ପୁନୀତ ରାଜକୁମାରଙ୍କ ଶେଷ ଫିଲ୍ମ ଜେମ୍ସ ରିଲିଜ୍‌ ହୋଇଯାଇଛି। ଗୁରୁବାର ୪୦୦ ସ୍କ୍ରିନରେ ମୁକ୍ତିଲାଭ କରିଛି ଜେମ୍ସ । ଫିଲ୍ମଟି ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବେ ଥିଏଟରରେ ପ୍ରଦର୍ଶିତ ହେବ । ହିନ୍ଦୀ, କନ୍ନଡ, ମାଲାୟାଲମ,…

ପରଦାରେ ବୋଲ୍ଡ ସିନ୍‌ କରିବାକୁ ମନା କରିଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ଅଭିନେତ୍ରୀମାନେ ପରଦାରେ ଅଭିନୟ କରନ୍ତି ସତ ମାତ୍ର ଏମିତି କିଛି ସିନ୍‌ ବା ଦୃଶ୍ୟ ଥାଏ ଯାହାକୁ ସେ କରିବାକୁ ମନା କରିଥାନ୍ତି। ସେମିତି ଜଣେ ଅଭିନେତ୍ରୀ ହେଉଛନ୍ତି, ହିବା ନଓ୍ବାବ। ସେ ଛୋଟପରଦାରେ ଅଭିନୟ କରନ୍ତି। ବଡ଼ ଫିଲ୍ମରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?