ଜାଣନ୍ତୁ ଆଶୀର୍ବାଦ ଦେବାପାଇଁ ପହଞ୍ଚି ଥିବା କିନ୍ନରଙ୍କୁ କେତେ ଟଙ୍କା ଦେଲେ ରଣବୀର-ଆଲିଆ

ବଲିଉଡ୍‌ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟ ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ତାଙ୍କ ବିବାହକୁ ନେଇ ପ୍ରାୟ ସମସ୍ତେ ବେସ ଖୁସି ଅଛନ୍ତି। ଏହି ନବଦମ୍ପତିଙ୍କୁ ସମସ୍ତେ ଶୁଭେଚ୍ଛା ଆର୍ଶୀବାଦ ଦେଉଛନ୍ତି । ରଣବୀର ଏବଂ ଆଲିଆଙ୍କ ଖୁସିରେ ସାମିଲ ହେବା ସହ ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ କିଛି କିନ୍ନରତାଙ୍କ ଘରେ ପହଞ୍ଚିଥିଲେ । ରଣବୀର ଏବଂ ଆଲିଆଙ୍କ ଆପାର୍ଟମେଣ୍ଟରୁ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି, କିନ୍ନରମାନେ ଆପାର୍ଟମେଣ୍ଟ ବାହାରେ ଛିଡାହୋଇ ରଣବୀର ଏବଂ ଆଲିଆଙ୍କ ବିବାହ ପାଇଁ ଖୁସିରେ ନାଚୁଛନ୍ତି । ଏ ନେଇ ସେ କେତେ ଟଙ୍କ ମଧ୍ୟ ଡିମାଣ୍ଡ କରୁଛନ୍ତି।
କିନ୍ନରମାନେ ଆଲିଆ ଏବଂ ରଣବୀରଙ୍କୁ ୧ ଲକ୍ଷ ଟଙ୍କା ଡିମାଣ୍ଡ କରୁଥିଲା ବେଳେ ସେମାନେ ୨୧ ହଜାର ଟଙ୍କା ନେବା ପାଇଁ ରାଜି ହୋଇ ଯାଇଥିଲେ। ପରେ ସେମାନେ ଖୁସିରେ ଉଭୟଙ୍କୁ ଆଶୀର୍ବାଦ ଦେଇ ଚାଲିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଜ୍‌ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ‘ ଶମଶେରା’

ମୁମ୍ବାଇ: ବହୁ ପ୍ରତୀକ୍ଷିତ ଫିଲ୍ମ‘ ଶମଶେରା’ ଶୁକ୍ରବାର ରିଲିଜ୍‌ ହେଇଯାଇଛି। ଯାହାକୁ ଦେଖିବା ପାଇଁ ଦର୍ଶକ ଉତ୍ସାହର ସହ ଅପେକ୍ଷା କରିଥିଲେ। ବଲିଉଡ୍‌ ଅଭିନେତା ରଣବୀର...

ନୋରାଙ୍କ ସିଜଲିଙ୍ଗ ଫଟୋ

ମୁମ୍ବାଇ: ନିଜର ଡ୍ୟାନ୍ସ ମୁଭକୁ ନେଇ ବଲିଉଡ୍‌ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ନୋରା ଫତେହି ପୁଣିଥରେ ସୋସିଆଲ ମିଡିଆରେ ନିଆଁ ଲଗାଇଛନ୍ତି ।...

ଟୁଇଟରରେ ଅନୁରାଗଙ୍କ ମୃତ୍ୟୁ ଖବର: ଫିଲ୍ମ ନିର୍ମାତା କହିଲେ ଯମ ନିଜେ ମୋତେ ଘରେ ଛାଡିଦେଇ ଗଲେ

ମୁମ୍ବାଇ,୧୪ ।୯: ବର୍ତ୍ତମାନ ସମୟରେ ବଲିଉଡରୁ ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ଆସୁଛି । ଆଉ ଇତିମଧ୍ୟରେ ଟୁଇଟରରେ ଏକ ଗୁଜବ ଦେଖିବାକୁ ମିଳିଛି...

ଆର୍ୟନଙ୍କ ସହ ମାତ୍ର ଦୁଇ ମିନିଟ୍‌ କଥା ହେଲେ ପିତା ଶାହାରୁଖ, କାନ୍ଦି ପକାଇଲେ ପୁଅ

ମୁମ୍ବାଇ: ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜରେ ରେଭ୍‌ ପାର୍ଟି ଓ ଡ୍ରଗ୍ସ କାରବାର ମାମଲାରେ ରବିବାର ବଲିଉଡ୍‌ କିଙ୍ଗ୍‌ଷ୍ଟାର ଶାହରୁଖ ଖାନ୍‌ଙ୍କ ପୁଅ ଆର୍ୟନ ଖାନ...

ନେହାଙ୍କ ବଦାନ୍ୟତା

ମୁମ୍ବାଇ: ବଲିଉଡ୍ ଗାୟିକା ନେହା କକ୍କଡ କିଛି ଦିନ ହେବ ରହୁଛନ୍ତି ଚର୍ଚ୍ଚାରେ । ନିକଟରେ ତାଙ୍କର ନୂଆ ଗୀତ ‘ଖୟାଲ ରଖୟା କର’ ରିଲିଜ୍...

ପୁଣି ପୂର୍ବତନ ସ୍ବାମୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ରାଖୀ

ପୁଣି ଚର୍ଚ୍ଚାରେ ଡ୍ରାମା କୁଇନ ରାଖୀ ସାୱନ୍ତ। ସ୍ବାମୀଙ୍କ ବିରୋଧରେ ଅଭିଯୋଗ ଆଣଛନ୍ତି ରାଖୀ। ଦୁହେଁ ପରସ୍ପର ଉପରେ ଲଗାତର ଅଭିଯୋଗ ଆଣିବାରେ ଲାଗିଛନ୍ତି। ଏବେ...

ଅମିତାଭଙ୍କଠାରୁ ଅଧିକ ଟଙ୍କା ନେଉଥିଲେ ଏହି ଅଭିନେତା

ବଲିଉଡ୍‌ର ଆଙ୍ଗ୍ରି ମ୍ୟାନ ଭାବେ ପରିଚିତ ପ୍ରାନଙ୍କ୍‌ ଆଜି ୧୦୧ତମ ଜନ୍ମଦିବସ। ୧୯୨୦ ମସିହା ଫେବୃୟାରୀ ୨୦ରେ ସେ ପୁରୁଣା ଦିଲ୍ଲୀର ବଲ୍ଲୀମାରା ଅଞ୍ଚଳରେ ଜନ୍ମଗ୍ରହଣ...

ନିଜଠାରୁ ୩ ବର୍ଷ ବଡ ନାୟିକାଙ୍କୁ ପ୍ରେମ କରୁଛନ୍ତି ଭିକ୍କି !

ମୁମ୍ବାଇ: ବଲିଉଡ୍‌ ଦୁନିଆରେ ଲଭ୍‌, ରିଲେଶନଶିପ ଆଦିକୁ ନେଇ ସବୁବେଳେ ଚାଲିଥାଏ ଗସିପ୍‌। ଏବେ ଏମିତି ଏକ ଗସିପ୍‌ ଶୁଣିବାକୁ ମିଳିଛି ଯାହା ସୋସିଆଲ ମିଡିଆରେ...

Advertisement
Archives

Model This Week