ମନୋରଞ୍ଜନ

ସ୍ତ୍ରୀ, ଝିଅମାନଙ୍କୁ ଦେବୀପରି ପୂଜା କରନ୍ତି ଏହି ଅଭିନେତା

ଭୋଜପୁରୀ, ଦକ୍ଷିଣ ଏବଂ ବଲିଉଡ୍‌ ଫିଲ୍ମରେ ଅଭିନୟ କରିସାରିଥିବା ଅଭିନେତା ହେଉଛନ୍ତି ରବି କିଶନ। ରବି ଅଭିନେତା ସାଙ୍ଗକୁ ଜଣେ ଭାଜପା ଏମ୍‌ପି ମଧ୍ୟ। ତେବେ ଆଜି ସେ ଯେଉଁ ସ୍ଥାନରେ ପହଞ୍ଚିଛନ୍ତି ତା’ର ଶ୍ରେୟ ନିଜ ପରିବାରକୁ ଦେଇଛନ୍ତି। ପରିବାରର…

ଯୁବ ପ୍ରତିଭାଙ୍କୁ ସମର୍ଥନ କରିବ ସୁଶାନ୍ତ ସିଂ ରାଜପୁତ ଫାଉଣ୍ଡେଶନ

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁରଙ୍କ ଆତ୍ମହତ୍ୟା ଘଟଣା ତାଙ୍କ ପ୍ରଶଂସକଙ୍କ ସମେତ ପରିବାରକୁ ଖୁବ୍‌ ଆଘାତ ଦେଇଛି। ଏଥିପାଇଁ ପରିବାର ପୁଅ ନାମରେ ଏକ ଫାଉଣ୍ଡେଶନ ‘ସୁଶାନ୍ତ ସିଂ ରାଜପୁତ ଫାଉଣ୍ଡେଶନ’ ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ମାଧ୍ୟମରେ…

କେବଳ ରଙ୍ଗ ସବୁକିଛି ନୁହେଁ, ଏହା ପ୍ରମାଣ କରି ଦେଖାଇଛନ୍ତି ଏସବୁ ଅଭିନେତ୍ରୀ

ହିନ୍ଦୁସ୍ତାନ ୟୁନିଲିଭର କମ୍ପାନୀ ଏହାର ବ୍ୟୁଟି କ୍ରିମ ‘ଫେୟାର ଆଣ୍ଡ୍‌ ଲଭ୍‌ଲି’ ରୁ ଫେୟାର ଶବ୍ଦକୁ ହଟାଇଦେଇଛି। ବର୍ଣ୍ଣବୈଷମ୍ୟବାଦ ରୋକିବା ପାଇଁ ଏପରି ପଦକ୍ଷେପ ନେଇଛି କମ୍ପାନୀ। ତେବେ କେବଳ ରଙ୍ଗ ସବୁକିଛି ତାହା ନୁହେଁ। ଗୋରା ରଙ୍ଗ ଥିଲେ ଜଣେ…

ମିସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇଥିଲେ ମୋଦି କ୍ୟାବିନେଟ୍‌ର ଏହି ମନ୍ତ୍ରୀ

ବମ୍ବେ: ପ୍ରଯୋଜିକା ଏକତା କପୁର-ମନ୍ତ୍ରୀ ସ୍ମୃତି ଇରାନୀଙ୍କ ମଧ୍ୟରେ ଥିବା ବନ୍ଧୁତ୍ୱ କଥା କାହାକୁ ବା ଅଛପା। ଜଣେ ମଡେଲ୍‌ରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ ସ୍ମୃତି। ଏକତାଙ୍କ ଶୋ’ ‘କ୍ୟୁ କି ଶାଶ୍‌ ଭି କଭି ବହୁ ଥି’ରେ ସେ…

ସଲମାନ୍‌ଙ୍କ ଓ୍ବାର୍କଆଉଟ୍‌ ଫଟୋ ଦେଖି ରାଗିଗଲେ ସୁଶାନ୍ତଙ୍କ ପ୍ରଶଂସକ, କହିଲେ ଏଭଳି କିଛି

ବମ୍ବେ: ନିଜର ଫିଟ୍‌ନେସ୍‌କୁ ନେଇ ଦବଙ୍ଗ ଖାନ୍‌ ସଲମାନ୍‌ ବେଶ ଯତ୍ନବାନ। ପ୍ରଶଂସକମାନଙ୍କୁ ମଧ୍ୟ ସେ ଫିଟ୍‌ ରହିବାକୁ ପ୍ରେରଣା ଦିଅନ୍ତି। ସେ ସୋସିଆଲ ମିଡିଆରେ ଓ୍ବାକ୍‌ଆଉଟ୍‌ ସମୟର ଗୋଟିଏ ଫଟୋ ଶେୟାର କଲେ ଲକ୍ଷାଧିକ ଲୋକ ତାକୁ ପସନ୍ଦ କରନ୍ତି।…

କରୋନା ଭୟ: ଘରର ବାଲକୋନୀକୁ ଶୁଟିଂ ସେଟ୍‌ କରିଦେଲେଣି ଏହି ଅଭିନେତା

ବମ୍ବେ: କରୋନା କାଳରେ ଧିରେ ଧିରେ ଜନଜୀବନ ସ୍ବାଭାବିକ ହେବାରେ ଲାଗିଛି। ଏଣୁ ଚଳଚ୍ଚିତ୍ର, ବିଜ୍ଞାପନ ଆଦିର ଶୁଟିଂ ବନ୍ଦ କରି ଘରେ ବସିଥିବା କଳାକାରମାନେ ପୁଣିରେ କାମରେ ଲାଗିପଡ଼ିଲେଣି। ହେଲେ କିଙ୍ଗ ଖାନ୍‌ ଶାହରୁଖ ଘରୁ ବାହାରିବାକୁ ଇଚ୍ଛା ପ୍ରକାଶ…

ଶ୍ୟାମଳୀ ଥିବାରୁ ଏହି ଅଭିନେତ୍ରୀଙ୍କୁ ଶୁଣିବାକୁ ପଡ଼ିଥିଲା ବହୁ ଅପମାନ…

ମୁମ୍ବାଇ, ୨୭।୬: ନିକଟରେ ଆମେରିକାରେ ବର୍ଣ୍ଣବୈଷମ୍ୟ ଯୋଗୁ ଦେଶବ୍ୟାପୀ ପ୍ରଦର୍ଶନ ହୋଇଥିଲା। ଏବେ ବିୟୁଟି କ୍ରିମ୍‌ ଉତ୍ପାଦକୁ ନେଇ ବିବାଦ ମଧ୍ୟ ଜାରି ରହିଛି। ଏଭଳି ରଙ୍ଗ ଭେଦଭାବ ଯୋଗୁ ପିଲାଦିନେ ମାନସିକସ୍ତରରେ ବେଶ୍‌ ଆଘାତ ପାଇଥିବା ଅଭିନେତ୍ରୀ ବିପାସା ବାସୁ…

ପୁଣିଥରେ ପାଠ ପଢିଲେ ରୁଚା !

ମୁମ୍ବାଇ: ବଲିଉଡ୍‌ର ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ରୁଚା ଚଢା ପୁଣିଥରେ ପାଠପଢା ଆରମ୍ଭ କରି ଦେଇଛନ୍ତି। ସେ କହିଛନ୍ତି ପୁଣିଥରେ ପାଠ ପଢିବା ଏକ ନୂଆ ଅନୁଭୁତି। ଅସଲ କଥା ହେଲା ନିକଟରେ ସେ ଇନଷ୍ଟାଗ୍ରାମରେ ଏକ…

ରାଗିଲେ ସୁଶାନ୍ତଙ୍କ ପରିବାର

ମୁମ୍ବାଇ: ବଲିଉଡ୍‌ ଅଭିନେତା ସ୍ବର୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ଅଭିନୀତ ଶେଷ ଫିଲ୍ମର ରିଲିଜ୍‌ ଡେଟ୍‌ ଏବେ ସାମ୍ନାକୁ ଆସିଛି। ଏହି ଫିଲ୍ମର ପ୍ରିମିୟର ଜୁଲାଇ ୨୪ରେ ଓଟିଟି ପ୍ଲାଟଫର୍ମ ଡିଜନି ପ୍ଲସ୍‌ ହଟଷ୍ଟାରରେ ହେବ। ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଏହାକୁ…

ସୁଶାନ୍ତଙ୍କ ମୃତ୍ୟୁ ପରେ ଏପରି କହିଲେ ଭୋଜପୁରୀ ଅଭିନେତ୍ରୀ ଅକ୍ସରା ସିଂ

ବହୁ ବର୍ଷ ଧରି ବଲିଉଡରେ ନେପୋଟିଜିମ୍‌ ପ୍ରସଙ୍ଗକୁ ନେଇ ବିତର୍କ ହୋଇଥିଲା ଏବଂ ପରେ ଏହା ଶାନ୍ତ ପଡ଼ିଥିଲା। ମାତ୍ର ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁପରେ ପୁଣି ଥରେ ନେପୋଟିଜିମ୍‌ ଉପରେ ଏକ ବଡ଼ ବିତର୍କ ଆରମ୍ଭ ହୋଇଛି। ଅନେକ…

ମେଘନାଦଙ୍କ ସହିତ ଯୁଦ୍ଧ ସମୟରେ ଲକ୍ଷ୍ମଣଙ୍କୁ ହୋଇଥିଲା ସଂକ୍ରମଣ

ଅଭିନେତା ସୁନୀଲ ଲାହିରି ପ୍ରସିଦ୍ଧ ନିର୍ମାତା-ନିର୍ଦ୍ଦେଶକ ରାମାନନ୍ଦ ସାଗରଙ୍କ ଟିଭି ସିରିଏଲ ‘ରାମାୟଣ’ ବିଷୟରେ ଅନେକ ରୋଚକ କାହାଣୀ କହିଛନ୍ତି। ଏହି ସିରିଏଲରେ ସେ ଲକ୍ଷ୍ମଣଙ୍କ ଚରିତ୍ରରେ ଅଭିନୟ କରିଥିଲେ, ଯାହା ଦର୍ଶକମାନଙ୍କୁ ଖୁବ୍‌ ପସନ୍ଦ ଆସିଥିଲା। ସେ ସୋସିଆଲ ମିଡିଆରେ…

ବେରୋଜଗାର ଯୋଗୁ ଡିପ୍ରେଶନରେ ଏହି କଳାକାର

କରୋନା ଭାଇରସ ଯୋଗୁ ସମଗ୍ର ଦେଶରେ ଆର୍ଥିକ ସମସ୍ୟା ଦେଖାଦେଇଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କଳାକାର ପର୍ଯ୍ୟନ୍ତ ସମସ୍ତେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏମିତିରେ ଜାଣେ କଳାକାର ଏବେ ବେରୋଜଗାର ଯୋଗୁ ଡିପ୍ରେଶନରେ ଥିବା ବେଳେ ମାଗିବୁଲୁଛନ୍ତି କାମ। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?