ପୁଣିଥରେ ପାଠ ପଢିଲେ ରୁଚା !

ମୁମ୍ବାଇ: ବଲିଉଡ୍‌ର ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ରୁଚା ଚଢା ପୁଣିଥରେ ପାଠପଢା ଆରମ୍ଭ କରି ଦେଇଛନ୍ତି। ସେ କହିଛନ୍ତି ପୁଣିଥରେ ପାଠ ପଢିବା ଏକ ନୂଆ ଅନୁଭୁତି। ଅସଲ କଥା ହେଲା ନିକଟରେ ସେ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଥିବା ବେଳେ ଏଥିରେ ସେ ଏକ ବହିଧରି କିଛି ପଢୁଥିବା ଦେଖାଯାଇଛି। ଏହି ଫଟୋ ସହ ସେ ଲେଖିଛନ୍ତି ପୁଣିଥରେ ପଢିବା ବେଳକୁ ନୂଆ ଲାଗୁଛି। ପୂର୍ବରୁ ଅନୁରାଗ କଶ୍ୟପଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ‘ଗ୍ୟାଙ୍ଗ ଅଫ୍‌ ଓ୍ବାସିପୁର ପାର୍ଟ ୧’ କୁ ୮ ବର୍ଷ ପୂର୍ତ୍ତି ଅବସରରେ ରୁଚା ସୋସିଆଲ ମିଡିଆରେ ନିଜର ଖୁସି ବ୍ୟକ୍ତ କରିଥିଲେ। ଏହାକୁ ନେଇ ସେ ଏକ ଭିଡିଓ ବି ଶେୟାର କରିଥିଲେ। ଆଗକୁ ମଧ୍ୟ ତାଙ୍କର ଆଉ ୨ଟି ଫିଲ୍ମ ରିଲିଜ୍‌ ହେବାକୁ ଥିବା ବେଳେ ଏଥିରେ ତାଙ୍କ ଅଭିନୟ ଦର୍ଶକଙ୍କୁ ପସନ୍ଦ ଆସିବ ବୋଲି ସେ ଆଶା ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅନମୋଲ ଅମ୍ବାନୀଙ୍କ ମେହେନ୍ଦୀ କାର୍ଯ୍ୟକ୍ରମରେ ସାମିଲ ହେଲେ ଜୟା ବଚ୍ଚନ

ମୁମ୍ବାଇ: ବର୍ତ୍ତମାନ ବିବାହ ଋତୁ ଚାଲିଛି। ବଲିଉଡ୍‌ ଷ୍ଟାରଙ୍କଠାରୁ ଆରମ୍ଭ କରି ଅନେକ ସେଲିବ୍ରିଟିଙ୍କ ବିବାହ ଖବର ଜାଣିବାକୁ ମିଳୁଛି। ଏବେ ବିଶିଷ୍ଟ ଶିଳ୍ପପତି ଅନିଲ...

ଚୁମ୍ବନ ଦେବା କାର୍ତ୍ତିକଙ୍କୁ ଭାରି କଷ୍ଟ: ୩୭ ଟେକ୍‌ ପରେ…

ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଖୁବ କମ ସମୟ ମଧ୍ୟରେ ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ସେ ‘ପ୍ୟାର କା ପଞ୍ଚନାମା’ ଫିଲ୍ମ...

ଘର କିଣିଲେ ରାଣୀ ମୁଖାର୍ଜୀ, ଦାମ୍‌ ଜାଣିଲେ…

ମୁମ୍ବାଇ: ଅଭିନେତ୍ରୀ ରାଣୀ ମୁଖାର୍ଜୀ ମୁମ୍ବାଇରେ ଏକ ନୂଆ ଆପାର୍ଟମେଣ୍ଟ କିଣିଛନ୍ତି। ଏହି ଆପାର୍ଟମେଣ୍ଟର ୨୨ତମ ଫ୍ଲୋର୍‌ ରହିଛି। ୧୪୮୫ ସ୍କୋୟାର ଫୁଟ୍‌ ପରିବେଷ୍ଟିତ ଏହି...

ଛାଡପତ୍ରକୁ ନେଇ ଚର୍ଚ୍ଚା ହେବା ପରେ ପ୍ରିୟଙ୍କା ଦେଲେ ଏମିତି କମେଣ୍ଟ୍‌

ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆ ଆକାଉଣ୍ଟରୁ ସ୍ବାମୀଙ୍କ ସରନେମ୍‌ ହଟାଇ ଦେଇଛନ୍ତି। ସେ ‘ଜୋନାସ’ ସହିତ ‘ଚୋପ୍ରା’ ମଧ୍ୟ ହଟାଇଦେଇଛନ୍ତି। ସେବେଠାରୁ କଳ୍ପନାଜଳ୍ପନାର...

ବାପାଙ୍କୁ ହରାଇଲେ ଏହି ବଲିଉଡ୍‌ ଅଭିନେତା

ବମ୍ବେ: ବାପାଙ୍କୁ ହରାଇଲେ ବଲିଉଡ ଅଭିନେତା ରଣବୀର ଶୌରୀ। ୯୨ ବର୍ଷ ବୟସରେ ଅଭିନେତାଙ୍କ ବାପା ତଥା ଫିଲ୍ମନିର୍ମାତା କେଡି ଶୌରୀଙ୍କ ମୃତ୍ୟୁ ଘଟିଛି। ଏନେଇ...

କ୍ୟାଟ୍ରିନା କୈଫ୍‌ଙ୍କ ବିବାହରେ ମନଭରି ସ୍ତ୍ରୀଙ୍କ ସହ ନୃତ୍ୟକଲେ ଅମିତାଭ ବଚ୍ଚନ

ମହାମାରୀ କରୋନା ଯୋଗୁ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସରକାର ମଧ୍ୟ ଲୋକଙ୍କ ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦେଉଛନ୍ତି। ଏହାରି...

ଜିମ୍‌ ଲୁକ୍‌କୁ ନେଇ ଚିନ୍ତାରେ ଜାହ୍ନବୀ!

ମୁମ୍ବାଇ: ବଳିଉଡ୍‌ ଷ୍ଟାର କିଡ୍‌ ଜାହ୍ନବୀ କପୁର ତାଙ୍କ ଅଭିନୟ ପାଇଁ ଯେତିକି ପପୁଲାର ତା’ଠାରୁ ଅଧିକ ପପୁଲାର ତାଙ୍କ ଜିମ୍‌ ଲୁକ୍‌କୁ ନେଇ। ଏପର୍ଯ୍ୟନ୍ତ...

ଏହି ସୁପରଷ୍ଟାରଙ୍କ ସହ କାମ କରିବାକୁ ଚାହୁଁ ନ ଥିଲେ ଶ୍ରୀଦେବୀ, ଐଶ୍ୱର୍ଯ୍ୟା

ବଲିଉଡ୍‌ର ଆକ୍ସନ ହିରୋଙ୍କ ମଧ୍ୟରେ ଅନ୍ୟତମ ସନି ଦେଓଲ। ସନ୍ନିଙ୍କୁ ତାଙ୍କ ସମୟର ସବୁଠାରୁ ସଫଳ ଏବଂ ହିଟ୍‌ ହିରୋଙ୍କ ତାଲିକାରେ ଗଣନା କରାଯାଏ। ସେ...

Advertisement
Archives

Model This Week