ମନୋରଞ୍ଜନ

ପୋଲିସର ବଡ଼ ଖୁଲାସା: ଥରେ ନୁହେଁ ଦୁଇଥର ଆତ୍ମହତ୍ୟା ଉଦ୍ୟମ କରିଥିଲେ ସୁଶାନ୍ତ

ବମ୍ବେ: ପ୍ରଥମେ ଧାରାବାହିକରୁ ସଫଳ ନାୟକର ପରିଚୟ ପାଇବା ପରେ ଫିଲ୍ମରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ। ଫିଲ୍ମ ‘କାଇ ପୋ ଚେ’ ଜରିଆରେ ସେ ବଲିଉଡ୍‌ରେ ପାଦ ଥାପିଥିଲେ। ପରେ ସେ ଭାରତୀୟ…

ମାମି ଫିଲ୍ମ ଫେଷ୍ଟିଭାଲ ବୋର୍ଡ଼ରୁ କରନ ଜୋହରଙ୍କ ଇସ୍ତଫା

ମୁମ୍ବାଇ: ଫିଲ୍ମ ଫେଷ୍ଟିଭାଲ ବୋର୍ଡ ମୁମ୍ବାଇ ଏକାଡେମୀ ଅଫ୍‌ ମୁଭିଂ ଇମେଜ (ଏମଏଏମଆଇ)ର ସଦସ୍ୟ ପଦରୁ ଶନିବାର ବଲିଉଡ ଚଳଚ୍ଚିତ୍ର ନିର୍ଦ୍ଦେଶକ କରନ ଜୋହର ଇସ୍ତଫା ଦେଇଛନ୍ତି। ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରଠାରୁ ଚାପରେ ଥିଲେ କରନ। କରନ…

ଇର୍‌ଫାନଙ୍କୁ ମନେ ପକାଇ ଭାବୁକ ହେଲେ ନୀଲ ନୀତିନ୍‌ ମୁକେଶ

ମୁମ୍ବାଇ: ବଲିଉଡ୍‌ରେ ପ୍ରତିବର୍ଷ ଫିଲ୍ମ ରିଲିଜ୍‌ ହୋଇଥାଏ। ଏହି ଫିଲ୍ମଗୁଡ଼ିକ ମଧ୍ୟରୁ କିଛି ଫିଲ୍ମ ଏଥିରେ ଅଭିନୟ କରିଥିବା ଷ୍ଟାର୍‌ମାନଙ୍କ ପାଇଁ ସ୍ବତନ୍ତ୍ର ହୋଇଥାଏ। କାରଣ ଷ୍ଟାରମାନେ ସବୁବେଳେ କିଛି ନା କିଛି ଭିନ୍ନ ଧରଣର ଫିଲ୍ମ କରିବାକୁ ପସନ୍ଦ କରିଥାନ୍ତି।…

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଟାର୍ଗେଟରେ ଏକତା କପୁର: ପ୍ରତିକ୍ରିୟା ରଖିଲେ ମିକା ସିଂ

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଅନେକ ବଲିଉଡ ଅଭିନେତା ଏବଂ ଚଳଚ୍ଚିତ୍ର ନିର୍ମାତାଙ୍କୁ ଟାର୍ଗେଟ କରାଯାଉଛି। ସୁଶାନ୍ତଙ୍କ ପ୍ରଶଂସକ ତଥା ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଅଭିଯୋଗ କରିଛନ୍ତି ଯେ, ବଲିଉଡରେ ନେପୋଟିଜିମ ଏବଂ ଦଳଗତତା ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ…

ଆମୀରଙ୍କ ସହ ଫିଲ୍ମରେ କାମ କରିବାକୁ ଚାହାନ୍ତିନି ଅଭିଷେକ

ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌। ଏବେ ସେ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିଛନ୍ତି, ଯାହାକି ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ନିଜର ଅଭିନୟ କ୍ୟାରିୟରର ଷ୍ଟ୍ରଗଲ ଲାଇଫ୍‌ ବିଷୟରେ…

ସୁଶାନ୍ତଙ୍କ ନାମରେ ହେଉ ବିହାରରେ ନିର୍ମାଣ ହେଉଥିବା ଫିଲ୍ମସିଟି

ବମ୍ବେ: ଅଭିନେତା ସୁଶାନ୍ତ ସିଂ ରାଜପୁତ ଆଉ ନାହାନ୍ତି। ତାଙ୍କର ନିଧନ ପ୍ରଶଂସକଙ୍କୁ ମର୍ମାହତ କରିଛି। ସବୁଦିନ ପାଇଁ ତାଙ୍କ ସ୍ମୃତିକୁ ମନେ ପକାଇବାକୁ ତାଙ୍କ ଟିମ୍‌ ଏକ ଓ୍ବେବ୍‌ସାଇଟ୍‌ କରିଛି। ଏପରିକି ତାଙ୍କ ଇନ୍‌ଷ୍ଟା ଆକାଉଣ୍ଟକୁ ମେମୋରଲାଟାଇଜ୍ଡ କରାଯାଇସାରିଛି। ଏବେ…

ନା କୋହଲୀ, ନା ଧୋନୀ: ଏହି କ୍ରିକେଟରଙ୍କୁ ପସନ୍ଦ କରନ୍ତି ସପ୍‌ନା ଚୌଧୁରୀ

ବମ୍ବେ: ନିଜର ନୃତ୍ୟକୁ ନେଇ କେବଳ ହରିୟାଣା ନୁହେଁ ବରଂ ଦେଶ ବାହାରେ ବେଶ୍‌ ଲୋକପ୍ରିୟତା ହାସଲ କରିଛନ୍ତି ସପନା ଚୌଧୁରୀ। ଦର୍ଶକଙ୍କୁ ମତୁଆଲା କରିବାର କଳା ତାଙ୍କୁ ବେଶ୍‌ ଭାବେ ଜଣା। ବ୍ୟକ୍ତିଗତ ଜୀବନରେ ସେ କ୍ରିକେଟ ଦେଖିବାକୁ ପସନ୍ଦ…

ଚୀନକୁ ଶିକ୍ଷା ଦେବାର ସମୟ ଆସିଛି: କଙ୍ଗନା

ବଲିଉଡରେ ପାତର ଅନ୍ତର ଅଭିଯୋଗ ଆଣି ସାରା ବଲିଉଡ ଜଗତକୁ ହଲେଇ ଦେଇଥିବା ଅଭିନେତ୍ରୀ କଙ୍ଗନା ରଣାଓ୍ବତ ବର୍ତ୍ତମାନ ଚୀନ ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି। ଲଦାଖରେ ଭାରତୀୟ ସେନା ଉପରେ ହୋଇଥିବା ଚୀନର ଆକ୍ରମଣକୁ ସେ ନିନ୍ଦା କରିଛନ୍ତି। ଏଥିସହିତ…

କରୀନାଙ୍କୁ ବିବାହ ଦିନ ଏପରି ପଦକ୍ଷେପ ନେଇଥିଲେ ସୈଫ୍‌

କରୋନା କାରଣରୁ ବଲିଉଡ୍‌ କଳାକାରମାନେ ଏବେ ଘରେ ରହି ସମୟ ବିତାଉଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ସେମାନଙ୍କ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହିପରି ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଏକ ପୁରୁଣା ଭିଡିଓ ଏବେ ଭାଇରାଲ ହେଉଛି।…

ସୁଶାନ୍ତଙ୍କ ଆତ୍ମହତ୍ୟା ନେଇ ଅଡୁଆରେ ୟଶରାଜ ଫିଲ୍ମସ୍‌

ବମ୍ବେ: ଦୀର୍ଘ ୬ ମାସ ଧରି ଡିପ୍ରେସନରେ ଥିଲେ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ। ଶେଷରେ ଆତ୍ମହତ୍ୟା କରିବାକୁ ସେ ବାଛିନେଇଥିଲେ। ପୋଷ୍ଟମର୍ଟମ ରିପୋର୍ଟରେ ମୃତ୍ୟୁର କାରଣ ଶ୍ୱାସରୁଦ୍ଧ ହେବା ସ୍ପଷ୍ଟ କରାଯାଇସାରିଛି। ତଥାପି ପୋଲିସ ପକ୍ଷରୁ ଘଟଣାର ବିଭିନ୍ନ…

ସିନେ ଜଗତର ଏହି ସବୁ ଅଭିନେତ୍ରୀ ବିବାହିତ କି ନାହିଁ ଜାଣନ୍ତିନି ପ୍ରଶଂସକ

ପ୍ରତ୍ୟେକ ପ୍ରଶଂସକ ସେମାନଙ୍କର ପ୍ରିୟ ଅଭିନେତ୍ରୀ, ଅଭିନେତାଙ୍କ ସମ୍ପର୍କରେ ଜାଣିବାକୁ ଆଗ୍ରହୀ। ସେମାନେ ତାଙ୍କ ବୃତ୍ତିଗତ ଜୀବନଠାରୁ ଆରମ୍ଭ କରି ବ୍ୟକ୍ତିଗତ ଜୀବନ ପର୍ଯ୍ୟନ୍ତ ଜାଣିବାକୁ ଚାହାନ୍ତି। କେବଳ ଷ୍ଟାରଙ୍କ ଖାଦ୍ୟପେୟ ନୁହେଁ ବରଂ ସେମାନଙ୍କର ସମ୍ପର୍କ ସ୍ଥିତି ବିଷୟରେ ମଧ୍ୟ…

ବାପା ଋଷି କପୁରଙ୍କୁ ମନେପକାଇ ଝିଅ ରିଦ୍ଧିମା ଶେୟାର କଲେ ଫଟୋ

ଦୀର୍ଘ ଦିନ ଧରି କ୍ୟାନ୍‌ସର ସହ ସଂଗ୍ରାମ କରିବାପରେ ଚଳିତ ବର୍ଷ ଏପ୍ରିଲ ୩୦ରେ ବଲିଉଡ୍‌ ଭେଟେରାନ ଅଭିନେତା ଋଷି କପୁର ଏହି ଦୁନିଆରୁ ବିଦାୟ ନେଇଛନ୍ତି। ତାଙ୍କ ମୃତ୍ୟୁ ପ୍ରଶଂସକଙ୍କ ସହ ସିନେ ଜଗତକୁ ଏକ ବଡ଼ ଝଟ୍‌କା ଦେଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?