ମନୋରଞ୍ଜନ

କଞ୍ଚା ଆମ୍ବ ଖାଇଲେ ଦୀପିକା: କ’ଣ ଖୁସି ଖବର ବୋଲି ପଚାରିଲେ ପ୍ରଶଂସକ

ବଲିଉଡ୍‌ର ଚର୍ଚ୍ଚିତ ଯୋଡି ମଧ୍ୟରୁ ଅନ୍ୟତମ ହେଉଛନ୍ତି ଦୀପିକା ପାଦୁକୋନ ଓ ରଣବୀର ସିଂହ। ପ୍ରଶଂସକମାନେ ଏହି ଯୋଡିକୁ ବେସ୍‌ ପସନ୍ଦ କରୁଛନ୍ତି। ଏହି ଯୋଡିଙ୍କ ବିବାହକୁ ଇତିମଧ୍ୟରେ ବର୍ଷେ ବିତିଯାଇଛି। ତେବେ ପ୍ରଶଂସକମାନେ ତାଙ୍କଠାରୁ ଖୁସି ଖବର ଶୁଣିବାକୁ ଚାହିଁ…

ଭୁଲରେ ଇନ୍‌ଷ୍ଟାଗ୍ରାମ୍‌ରେ ଲାଇଭ୍‌ ଆସିଗଲେ କଟ୍ରିନା

ଲକ୍‌ଡାଉନ୍‌ ଯୋଗୁ ବଲିଉଡ୍‌ କଳାକାରମାନେ ଘରେ ରହି ସମୟ ବିତାଉଛନ୍ତି। ଏହି ସମୟରେ ସେମାନେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହୁଥିବା ଦେଖିବାକୁ ମିଳୁଛି। ଏଥିରୁ ବାଦ୍‌ ପଡ଼ି ନାହାନ୍ତି ଅଭିନେତ୍ରୀ କଟ୍ରିନା କୈଫ୍‌। ସେ ଘରେ ରହି ଭଉଣୀ ଇସାବେଲଙ୍କ…

ଦେଶୀ ଗର୍ଲଙ୍କ କୁନି ମେକ୍‌ଅପ୍‌ ଆର୍ଟିଷ୍ଟ!

ମୁମ୍ବାଇ: ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ ଆମେରିକାରେ ରହୁଛନ୍ତି। ଲକ୍‌ଡାଉନ କାରଣରୁ ସେ ନିଜ ପରିବାର ସହ କ୍ୱାଲିଟି ଟାଇମ୍‌ ସ୍ପେଣ୍ଡ କରୁଛନ୍ତି। ନିକଟରେ ସୋସିଆଲ ମିଡିଆରେ ସେ ତାଙ୍କର କିଛି ଲାଟେଷ୍ଟ ଫଟୋ ଶେୟାର କରିଛନ୍ତି। ଯାହା…

ଋଷି କପୁରଙ୍କୁ ମନେପକାଇ ପାକିସ୍ତାନୀ ନାୟିକା ଲେଖିଲେ ‘କେବଳ ତୁମର ହିନା’

ମୁମ୍ବାଇ: ଏପ୍ରିଲ ମାସ ଶେଷରେ ବଲିଉଡ୍‌ ହରାଇଲା ତା’ର ଦୁଇ ପୁରୁଣା କଳାକାରଙ୍କୁ। ଋଷି କପୁର ଓ ଇର୍ଫାନ ଖାଁଙ୍କୁ। ହେଲେ ଯୁଗ ଯୁଗ ଧରି ସିନେପ୍ରେମୀଙ୍କ ହୃଦୟରେ ଏମାନେ ଅଭୁଲା ହୋଇ ରହିବେ। ନିକଟରେ ପାକିସ୍ତାନୀ ନାୟିକା ଜେବା ବଖତିୟାର…

ସଲ୍‌ମାନଙ୍କ ବଦାନ୍ୟତା

ମୁମ୍ବାଇ: କରୋନା ବିରୋଧରେ ଚାଲିଥିବା ଲଢ଼େଇରେ ଦେଶବାସୀଙ୍କୁ ତଥା ସରକାରଙ୍କୁ ଆର୍ଥିକ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ଅନେକ ବଲିଉଡ୍‌ ତାରକା। ଏଥିମଧ୍ୟରେ ସୁପରଷ୍ଟାର୍‌ ସଲ୍‌ମାନ ଖାନ୍‌ ମଧ୍ୟ ସାମିଲ ଅଛନ୍ତି। ଏଭଳି ପରିସ୍ଥିତିରେ ସେ ଲଗାତର ଅଭାବୀ ଲୋକଙ୍କୁ ସାହାଯ୍ୟ…

‘ନିଜଲୋକ ଭଳି ଚିକିତ୍ସା କରୁଥିଲେ’

ମୁମ୍ବାଇ: ଦୀର୍ଘ ୨ବର୍ଷ ଧରି କ୍ୟାନ୍‌ସର୍‌ ସହ ଲଢ଼େଇ କରି ଶେଷରେ ଆରପାରିକୁ ଚାଲିଯାଇଛନ୍ତି ବଲିଉଡ୍‌ର ଭେଟେରାନ୍‌ ଅଭିନେତା ଋଷି କପୁର। ତାଙ୍କ ବିୟୋଗ ପରିବାର ଏବଂ ଫ୍ୟାନ୍‌ ମାନଙ୍କୁ ସ୍ତବ୍ଧ କରିଦେଇଛି। ହେଲେ ଦୀର୍ଘ ୨ ବର୍ଷ ଧରି ତାଙ୍କର…

ହେୟାର କଟ୍‌ କଲେ ଇଲିୟାନା

ମୁମ୍ବାଇ: ଲକ୍‌ଡାଉନ୍‌ ସମୟରେ ବଲିଉଡ୍‌ର ବହୁ ଅଭିନେତା, ଅଭିନେତ୍ରୀ ନିଜ କାମ କରି ସୋସିଆଲ ମିଡିଆରେ ଫଟୋ ଶେୟାର କରୁଥିବା ନଜରକୁ ଆସିଛନ୍ତି। ଏହି ବଲିଉଡ ତାରକାମାନେ ନିଜ ପାର୍ଟନର କିମ୍ବା ଘରର ଅନ୍ୟ ସଦସ୍ୟଙ୍କର ହେୟାର କଟ୍‌ କରି ବେଶ୍‌…

‘ପୁଣି ହସିବ ଓଡ଼ିଶା’ରେ ହେମା ମାଳିନୀଙ୍କ ଓଡ଼ିଶୀନୃତ୍ୟ

ଭୁବନେଶ୍ୱର,୫।୫(ବ୍ୟୁରୋ): କରୋନା ଯୋଦ୍ଧାଙ୍କ ମନୋବଳ ବୃଦ୍ଧି କରିବାକୁ ପ୍ରସ୍ତୁତ ହୋଇଥିବା ‘ପୁଣି ହସିବ ଓଡ଼ିଶା’ ମ୍ୟୁଜିକ୍‌ ଭିଡ଼ିଓ ପୁଣିଥରେ ଭାଇରାଲ ହୋଇଛି। ଏହି ଗୀତର ତାଳେ ତାଳେ ଓଡ଼ିଶୀନୃତ୍ୟ କରିଛନ୍ତି ରାଜ୍ୟର ଖ୍ୟାତନାମା ଓଡ଼ିଶୀ ନୃତ୍ୟଶିଳ୍ପୀ ଏବଂ କଳାକାରମାନେ। ହେଲେ ଭିଡ଼ିଓର…

ବାହୁବଳୀ ପରେ ରାମାୟଣକୁ ନେଇ ଫିଲ୍ମ କରିବେ ରାଜାମୌଳି !

ମୁମ୍ବାଇ: ରାମାୟଣକୁ ନେଇ ଲୋକଙ୍କ ଭିତରେ କେତେ କ୍ରେଜ୍‌ ରହିଛି ଏବେ ତାହା ସ୍ପଷ୍ଟ ବାରି ହୋଇ ପଡିଛି। ଦେଶରେ ଚାଲିଥିବା ଲକ୍‌ଡାଉନ ସମୟରେ ଦୂରଦର୍ଶନରେ ପୁଣିଥରେ ପ୍ରସାରଣ କରାଯାଇଥିବା ରାମାୟଣ ସବୁ ରେକର୍ଡ ଭାଙ୍ଗିବା ପରେ ଏହା ସ୍ପଷ୍ଟ ହୋଇଛି।…

‘ରାମାୟଣ’, ‘ମହାଭାରତ’କୁ ନେଇ ଟିଆର୍‌ପି ଦୌଡରେ ଦୁଇ ଘରୋଇ ଚ୍ୟାନେଲ

ନୂଆଦିଲ୍ଲୀ,୪।୫: କରୋନା ଭାଇରସକୁ ନେଇ ସାରା ଦେଶରେ ଲକ୍‌ଡାଉନ ଚାଲିଥିବା ବେଳେ ଦୂରଦର୍ଶନରେ ପ୍ରସାରିତ ହୋଇଥିଲା ପୁରୁଣା ଧାରାବାହିକ ‘ରାମାୟଣ’ ଓ ‘ମହାଭାରତ’। ଦର୍ଶକେ ଏହାକୁ ଏତେ ମାତ୍ରାରେ ପସନ୍ଦ କରିଥିଲେ ଯେ ଲକ୍‌ଡାଉନ ସମୟରେ ଟିଆର୍‌ପିରେ ରେକର୍ଡ କରିଥିଲା ଦୂରଦର୍ଶନ।…

କଲର୍ସ ଚ୍ୟାନେଲରେ ପ୍ରସାରିତ ହେବ ‘ମହାଭାରତ’!

ମୁମ୍ବାଇ,୩।୫: କରୋନା ଲକ୍‌ଡାଉନ ପାଇଁ ଏବେ ସବୁ ଶୁଟିଂ ବନ୍ଦ ଥିବାରୁ ଟେଲିଭିଜନରେ ପୁରୁଣା ଧାରାବାହିକ ଗୁଡିକ ପୁଣିଥରେ ଦେଖିବାକୁ ମିଳିଛି। ଘରୋଇ ଚ୍ୟାନେଲର ପ୍ରତିଯୋଗୀତାରେ ଏକ ପ୍ରକାର ନିଜର ଅସ୍ତିତ୍ୱ ହରାଇଥିବା ଦୂରଦର୍ଶନ ଏବେ ପୁଣିଥରେ ଲୋକଙ୍କ ପ୍ରିୟ ଚ୍ୟାନେଲ…

ଦୀପିକା ବାହାରୁ ଯେତିକି ସୁନ୍ଦର ଭିତରୁ ତା’ଠାରୁ ଅଧିକ ସୁନ୍ଦର: ଅନନ୍ୟା

ମୁମ୍ବାଇ: ଏବେ ଲକ୍‌ଡାଉନ ଚାଲିଥିବାରୁ ବଲଉଡ୍‌ର ସମସ୍ତ ଶୁଟିଂ ବନ୍ଦ ରହିଛି। ହେଲେ ଆଗକୁ କିଛି ଫିଲ୍ମର ଶୁଟିଂ ପାଇଁ ସବୁକିଛି ଧାର୍ଯ୍ୟ କରାଗଲାଣି ବୋଲି ଶୁଣିବାକୁ ମିଳିଛି। ଏମିତିକି ଷ୍ଟାରକାଷ୍ଟ ମଧ୍ୟ ଫାଇନାଲ ହୋଇଗଲାଣି। ଏହି କ୍ରମରେ ନିର୍ଦ୍ଦେଶକ ଶକୁନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?