ମନୋରଞ୍ଜନ

ବଲିଉଡ୍‌ରେ ୧୧ ବର୍ଷ ପୂରଣ କଲେ ଜ୍ୟାକଲିନ

ମୁମ୍ବାଇ: ବଲିଉଡ୍‌ ନାୟିକା ଜ୍ୟାକଲିନ ଫର୍ଣ୍ଣାଡିଜ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ୧୧ ବର୍ଷ ପୂରଣ କରିଛନ୍ତି। ୨୦୦୯ରେ ‘ଆଲାଦିନ’ ଫିଲ୍ମ ମାଧ୍ୟମରେ ବଲିଉଡ୍‌ରେ ପାଦ ରଖିଥିଲେ ଜ୍ୟାକଲିନ। ସେ କୁହନ୍ତି ଏପର୍ଯ୍ୟନ୍ତ ବଲିଉଡ୍‌ରେ ସେ ଯେତିକି ଫିଲ୍ମରେ କାମ କରିଛନ୍ତି ସବୁଥିରୁ…

‘ବନ୍ଦେ ଉତ୍କଳ ଜନନୀ’ ଗାଇଲେ ଆଶା ଭୋସଲେ, ଶଙ୍କର ମହାଦେବନ

ବମ୍ବେ: ପ୍ରଖ୍ୟାତ ଗାୟିକା ଆଶା ଭୋସଲେ, ଗାୟକ ଶଙ୍କର ମହାଦେବନ୍‌ ଗାଇଲେ ‘ବନ୍ଦେ ଉତ୍କଳ ଜନନୀ’। ଉଭୟ ନିଜ ଟୁଇଟର ପୃଷ୍ଠାରେ ଏହାର ଭିଡିଓ ଶେୟାର କରିଛନ୍ତି। ମହାଦେବନ୍‌ ଏହାକୁ ପ୍ରଯୋଜନା କରିଥିବା ବେଳେ ନୀଳ ମାଧବ ପଣ୍ଡା ଏହାକୁ ନିର୍ଦ୍ଦେଶନା…

ବିନା ଅନୁମତିରେ ବିଜ୍ଞାପନରେ ଅଭିନେତ୍ରୀଙ୍କ ଫଟୋ ଦେଇ କ୍ଷମା ମାଗିଲା ଫ୍ୟାଶନ କମ୍ପାନୀ

ମୁମ୍ବାଇ: ‘ଶୁଭମଙ୍ଗଳ ଜ୍ୟାଦା ସାବ୍‌ଧାନ’ର ଅଭିନେତ୍ରୀ ମାନଭି ଗାଗାରୁଙ୍କୁ ଏକ ଫ୍ୟାଶନ ବ୍ରାଣ୍ଡ କମ୍ପାନୀ କ୍ଷମା ମାଗିଛି। ମାନ୍‌ଭିଙ୍କ ବିନା ଅନୁମତିରେ ଏକ କମ୍ପାନୀ ବିଜ୍ଞାପନ ପାଇଁ ତାଙ୍କ ଫଟୋ ବ୍ୟବହାର କରିଥିଲା। ଖାଲି ବ୍ୟବହାର କରି ନ ଥିଲା ବରଂ…

୪୬ ବର୍ଷରେ ପ୍ରଥମଥର ମାଆଙ୍କ ହାତ ତିଆରି ଖାଦ୍ୟ ଖାଇଲେ ଟ୍ବିଙ୍କଲ

ମୁମ୍ବାଇ: ବଲିଉଡ୍‌ଠାରୁ ବେଶ୍‌ କିଛିଦିନ ହେବ ଦୂରେଇ ରହିଥିବା ଟ୍ବିଙ୍କଲ ଖାନ୍ନା ସୋସିଆଲ ମିଡିଆରେ କିନ୍ତୁ ବେଶ୍‌ ଆକ୍ଟିଭ। ଅଧିକାଂଶ ସମୟରେ ସେ ସୋସିଆଲ ମିଡିଆରେ କିଛି ନା କିଛି ପୋଷ୍ଟ କରୁଥିବା ଦେଖାଯାଏ। ନିକଟରେ ସେ ଏମିତି ଏକ ଫଟୋ…

କରୋନା ଯୋଦ୍ଧାଙ୍କୁ ୧ ଲକ୍ଷ ସାନିଟାଇଜର ଦାନ କଲେ ସଲମାନ

ମୁମ୍ବାଇ: କରୋନା ମହାମାରୀକୁ ନେଇ ଦେଶ ଏକ ଘଡିସନ୍ଧି ମୁହୂର୍ତ୍ତ ଦେଇ ଗତି କରୁଥିବା ବେଳେ ବଲିଉଡ୍‌ ଭାଇଜାନ ସଲମାନ ଖାଁ ଲୋକମାନଙ୍କୁ ସହାୟତା ଯୋଗାଇ ଦେଉଛନ୍ତି। ଏମିତିକି ସହାୟତା ପାଇଁ ଆସୁଥିବା କୌଣସି ସୁଯୋଗକୁ ଯେମିତି ସେ ହାତଛଡା କରିବାକୁ…

ୟୁନିସେଫ ସହ ହାତ ମିଳାଇଲେ ମାନୁଶି

ମୁମ୍ବାଇ: ପୂର୍ବତନ ମିସ୍‌ ଓ୍ବାର୍ଲଡ ମାନୁଶି ଚ୍ଛିଲର ଏବେ ୟୁନିସେଫ ସହ ହାତ ମିଳାଇଛନ୍ତି। ମାସିକ ଋତୁସ୍ରାବକୁ ନେଇ ସଚେତନତା ସୃଷ୍ଟି କରିବାକୁ ମାନୁଶି ୟୁନିସେଫ ସହ ଯୋଡି ହୋଇଥିବା ସୂଚନା ମିଳିଛି। ମାନୁଶିଙ୍କ ଟିମ୍‌ ପକ୍ଷରୁ ଜାରି କରାଯାଇଥିବା ଏକ…

ହଜାରେ ପ୍ରବାସୀ ଶ୍ରମିକଙ୍କୁ ଘରେ ପହଞ୍ଚାଇଲେ ସ୍ବରା

ମୁମ୍ବାଇ: କରୋନା ମହାମାରୀ ପାଇଁ ଦେଶରେ ଲାଗୁ ହୋଇଥିବା ଲକ୍‌ଡାଉନ ଯୋଗୁ ପ୍ରବାସୀ ଶ୍ରମିକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଲେଣି। ଗୋଟିଏ ପଟେ ରୋଜଗାର ନ ଥାଇ ଅନ୍ୟ ରାଜ୍ୟରେ ରହୁଥିବା ପ୍ରବାସୀ ଶ୍ରମିକ ଏହି ସମୟରେ ନିଜ…

ଲକ୍‌ଡାଉନ୍‌ ବଢ଼ିଲେ କ’ଣ ହେବ ପରିସ୍ଥିତି, ମଜାଳିଆ ଭିଡିଓ ଶେୟାର କଲେ ଭାରତୀ

ମୁମ୍ବାଇ: ଲକ୍‌ଡାଉନ୍‌ ସମୟରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ସୋସିଆଲ ମିଡିଆରେ ଭିଡିଓ ଶେୟାର କରି ଲଗାତର ପ୍ରଶଂସକଙ୍କ ମନୋରଞ୍ଜନ କରୁଛନ୍ତି। ଭାରତୀ ଏବେ ଆଉ ଏକ ଭିଡିଓ ଶେୟାର କରିଛନ୍ତି । ଏଥିରେ ସେ ଲକ୍‌ଡାଉନ୍‌ ବଢ଼ିଲେ କ’ଣ ହେବ…

‘ଅମ୍ପନ’ ପ୍ରଭାବିତଙ୍କୁ ସହାୟତା କଲେ ଶାହରୁଖ ଖାନ୍‌

ବାତ୍ୟା ‘ଅମ୍ଫନ’ରେ ପ୍ରଭାବିତଙ୍କୁ ସାହାଯ୍ୟ କରିବା ପାଇଁ ମଧ୍ୟ ଆଗେଇ ଆସିଛନ୍ତି ଅଭିନେତା ଶାହାରୁଖ ଖାନ। ଆଇପିଏଲ କ୍ରିକେଟ ଟିମ କୋଲକାତା ନାଇଟ ରାଇଡର୍ସର ଟୁଇଟର୍‌ ହ୍ୟାଣ୍ଡେଲରେ ରିଲିଫ ପ୍ୟାକେଜର ଘୋଷଣା କରାଯାଇଛି। ପଶ୍ଚିମବଙ୍ଗ ସରକାରଙ୍କ ରିଲିଫ ଫଣ୍ଡ୍‌ରେ ଆର୍ଥିକ ସାହାଯ୍ୟ…

‘ବାହୁବଳୀ’ର ଗୀତ ଗାଇ ଚର୍ଚ୍ଚାରେ ଯୁବକ: କମ୍‌ ସମୟ ମଧ୍ୟରେ ଦେଖିଲେଣି ୫୦ ଲକ୍ଷରୁ ଅଧିକ ଲୋକ

ରେଳ ଷ୍ଟେଶନରେ ବସି ରାନୁ ମଣ୍ଡଳ ଲତା ମଙ୍ଗେସକରଙ୍କ ଗୀତକୁ ଏତି ସୁନ୍ଦରଭାବେ ଗାଇଥିଲେ। ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବା ପରେ ସେ ଚର୍ଚ୍ଚାକୁ ଆସିଥିଲେ। ପରେ ସଂଗୀତକାର ହିମେଶ ରେଶମିୟା ତାଙ୍କୁ ଏକ ଗୀତରେ ସୁଯୋଗ ଦେଲେ।…

ଲକ୍‌ଡାଉନ୍‌ରେ ଛାତ ଉପର ସଫାକରି ଷ୍ଟଣ୍ଟକଲେ ଅଭିନେତ୍ରୀ: ଭିଡିଓ ଭାଇରାଲ

କରୋନା ଭାଇରସକୁ ନେଇ ସାରା ଦେଶରେ ଲକ୍‌ଡାଉନ ଜାରି ରହିଥିବା ବେଳେ ବଲିଉଡ୍‌ରେ ଫିଲ୍ମ ଶୁଟିଂ ବନ୍ଦ ରହିଛି। ଏହି ସମୟରେ କଳାକାରମାନେ ନିଜ ପରିବାର ସହ ସମୟ ବିତାଉଛନ୍ତି। ଏହାର ଫଟୋ ଓ ଭିଡିଓ ସେମାନେ ସୋସିଆଲ ମିଡିଆରେ ସେୟାର…

ହରର୍‌ ଫିଲ୍ମ ‘ଛୋରୀ’ରେ ଦର୍ଶକଙ୍କୁ ଡରାଇବେ ନୁସରତ୍‌

ଅଭିନେତ୍ରୀ ନୁସରତ୍‌ ଭରୁଚା ହରର୍‌ ଫିଲ୍ମ ମାଧ୍ୟମରେ ଦର୍ଶକଙ୍କୁ ଡରାଇବା ପାଇଁ ରେଡ୍ଡି ହେଉଛନ୍ତି। ହରର ଫିଲ୍ମ ‘ଛୋରୀ’ରେ ତାଙ୍କୁ ପ୍ରମୁଖ ଚରିତ୍ରରେ ଦେଖିବାକୁ ମିଳିବ। ଏହା ମରାଠୀ ଫିଲ୍ମ ‘ଲପାଛପୀ’ର ରିମେକ୍‌। ଏ ନେଇ ନୁସରତ ନିଜ ସୋସିଆଲ ମିଡିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?